poison - The Sakala

ଚକୋଲେଟ ଭାବି ମୂଷା ମରା ଔଷଧ ଖାଇଦେଲେ ୬ ଅଙ୍ଗନବାଡ଼ି ଶିଶୁ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବେଲଟିଗିରି ପଞ୍ଚାୟତ ଜଂଖିରା ଅଙ୍ଗନବାଡ଼ି କେନ୍ଦ୍ରରେ ଅଭାବନୀୟ ଘଟଣା। ଦିଦି ମୂଷା ମରା ଔଷଧ ରଖିଥିଲେ, ପିଲା ଚକୋଲେଟ ଭାବି ଖାଇଦେଲେ।ଚକୋଲେଟ ଭାବି ୬ ଅଙ୍ଗନବାଡ଼ି ଶିଶୁ ମୂଷା ମରା ଔଷଧ ଖାଇଥିବା ଜଣାପଡ଼ିଛି। ସେମନଙ୍କ ମଧ୍ଯରୁ ୪ ଜଣ ଝିଅ ଆଉ ୨ ଜଣ ପୁଅ ରହିଛନ୍ତି। ସମସ୍ତଙ୍କ ବୟସ ତିନିରୁ ସାଢେ ତିନି ବର୍ଷ ହେବ ବୋଲି ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଖବର ଅନୁଯାୟୀ, ଅଙ୍ଗନବାଡ଼ି କେନ୍ଦ୍ରର ଦିଦି ମୂଷା ମାରିବା ପାଇଁ ବଜାରରୁ ଔଷଧ କିଣି ନେଇ ଥୋଇଥିବା ବେଳେ ୬ ଶିଶୁ ଚକୋଲେଟ୍ ଭାବି ଖାଇ ଦେଇଥିଲେ। ମୂଷା ମରା ଖାଇଥିବା ୬ ଜଣ ଶିଶୁଙ୍କୁ ପ୍ରଥମେ ବେଲଟିଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

କେନ୍ଦ୍ରୀୟ ଜଳ କମିଶନ ରିପୋର୍ଟ: ଯମୁନା ପାଣି ‌ପିଇଲେ କିଡ୍‌ନୀ ଫେଲ୍‌, କର୍କଟ !
ନୂଆଦିଲ୍ଲୀ: ପବିତ୍ର ଯମୁନା ପାଣି ଆଉ ସ୍ବଚ୍ଛ ହୋଇ ନାହିଁ। ଗାଧୋଇବା ତ ଦୂରର କଥା ଏହା ଜଳସଚେନ ପାଇଁ ମଧ୍ୟ ଅନୁପଯୁକ୍ତ। ଏହି ପାଣିକୁ ଛୁଇଁବା ବି ମନା। ଯଦି ଭୁଲ୍‌ରେ ବି ପିଇ ଦେଉଛନ୍ତି ତେବେ କିଡ୍‌ନୀ (ବୃକକ) ରୋଗ ହୋଇଯିବ। ଯମୁନା ପାଣିରେ କ୍ରୋମିୟମ, ନିକେଲ, ଲିଡ୍‌, ଆଇରନ୍‌ ଭଳି ଭାରି ଧାତୁର ମାତ୍ରା ଅଧିକ ରହିଛି। ଏହା ଲୋକଙ୍କୁ ହୃଦ୍‌ରୋଗ, କିଡ୍‌ନୀ ଏବଂ କର୍କଟ ଭଳି ରୋଗ ଆଡକୁ ଟାଣି ନେଉଛି। କେନ୍ଦ୍ରୀୟ ଜଳ କମିଶନଙ୍କ ‘ଷ୍ଟାଟସ୍‌ ଅଫ୍‌ ଟ୍ରେସ୍‌ ଆଣ୍ଡ ଟକ୍ସିକ୍‌ ମେଟାଲ୍ସ ଇନ୍‌ ଇଣ୍ଡିଆନ ରିଭର୍ସ’ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। କମିଶନଙ୍କ ୱେବସାଇଟରେ ଏହି ତଥ୍ୟ ଉପଲବ୍ଧ ଅଛି।

ଇଲେକ୍ଟ୍ରୋପ୍ଲେଟିଂ ୟୁନିଟ୍‌, କେମିକାଲ (ରାସାୟନିକ) କାରଖାନା ଗୁଡିକର ବର୍ଜ୍ୟବସ୍ତୁ, ୱେଲ୍ଡିଂ, ରିଫାଇନିଂ, ମେଟାଲଜିଂ, କୋଇଲା ଜଳାଇବା, କାଠ, ଫାଉଣ୍ଡ୍ରିରୁ ବାହାରୁଥିବା ବର୍ଜ୍ୟବସ୍ତୁ, କୀଟନାଶକ, ଅଳିଆ ଗଦା, ଅଟୋମୋବାଇଲ, ଡିଟେରଜେଣ୍ଟ, ପାଣି ପାଇପ, ସାର ବ୍ୟବହାର ଆଦି ପାଇଁ ଯମୁନା ପାଣି ପ୍ରଦୂଷିତ। ଆଗ୍ରାର ଜୀବନି ମଣ୍ଡି ଏବଂ ସିକନ୍ଦରା ୱାଟର ୱାର୍କ୍ସ ରହିଛି। ଏଥିରୁ ସିକନ୍ଦରା ୱାଟର ୱାର୍କ୍ସରେ ୧୪୪ ଏମଏଲଡି କ୍ଷମତାର ଏମବିବିଆର ପ୍ଲାଣ୍ଟ ରହିଛି। ଏଠାରେ ଯମୁନା ପାଣିକୁ ପରୀକ୍ଷା କରାଯାଇ ଅଧା ସହରକୁ ଜଳ ଯୋଗାଇ ଦିଆଯାଇଥାଏ। ତେବେ ଭାରି ଧାତୁର ଯାଞ୍ଚ ପାଇଁ ଆବଶ୍ୟକୀୟ ଉପକରଣ ଏଠାରେ ନାହିଁ। ଜଳ କମିଶନ ଆଗ୍ରାର ପୋଇଆ ଘାଟ ସହିତ ୨ ସ୍ଥାନ ଏବଂ ମଥୁରାର ଗୋଟିଏ ସ୍ଥାନରୁ ନମୁନା ସଂଗ୍ରହ କରିଥିଲେ। ଯାଞ୍ଚରେ ଏଥିରେ ଭାରି ଧାତୁ ଥିବା ଜଣାପଡ଼ିଥିଲା। ଦେଶର ୧୮୭ ସହରର ପାଣିରେ ତିନୋଟି ଭାରି ଧାତୁ ଥିବା ଜଣାପଡ଼ିଛି। ଏହା ମଧ୍ୟରେ ଆଗ୍ରା ଏବଂ ମଥୁରା ସାମିଲ ରହିଛି। ନଦୀ ପାଣିରୁ ଆର୍ସେନିକ, କ୍ୟାଡମିୟମ, କ୍ରୋମିୟମ, କପର୍‌, ଆଇରନ, ମରକୁରୀ, ନିକେଲ, ଲେଡ୍‌ ଏବଂ ଜିଙ୍କ ମିଳିଛି। ଏହି ପାଣି ପିଇଲେ ଚର୍ମ ରୋଗ, ପେଟ ରୋଗ, ଅଲ୍‌ସର, ଫୁସ୍‌ଫୁସ୍‌ କର୍କଟ, ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ହୃତ୍‌ପିଣ୍ଡ ଜନିତ ରୋଗ, ଯକୃତ ଖରାପ ଏବଂ ଗୁଣସୂତ୍ରରେ ପରିବର୍ତ୍ତନ ଆଦି ରୋଗ ହୋଇଥାଏ। ଏବେ ଏହି ରିପୋର୍ଟକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଉପରେ ପ୍ରଶ୍ନ ଉଠାଯାଉଛି।

ବିଷ ପିଇ ସାମୁହିକ ଆତ୍ମହତ୍ୟା ଉଦ୍ୟମ, ପୁଅ- ଝିଅ ମୃତ ଓ ମାଆ ଗୁରୁତର
ବରଗଡ଼: ଗୋଟିଏ ପରିବାରର ୩ ଜଣ ସଦସ୍ୟ ସାମୁହିକ ଆତ୍ମହତ୍ୟା ଉଦ୍ୟମ କରିବା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ସୋହେଲା ଠାରେ। ଉକ୍ତ ପରିବାରର ୩ ଜଣ ହେଲେ ମାଆ, ପୁଅ ଓ ବିବାହିତା ଝିଅ। ସମସ୍ତେ କୀଟନାଶକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ପୁଅ ଓ ଝିଅର ମୃତ୍ୟୁ ଘଟିଛି। ମାଆଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।  ତେବେ ଗତ ଚାରି ଦିନ ତଳେ ଏହି ପରିବାରର ମୁଖ୍ୟଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଆଜି ହଠାତ ଏପରି ଗୋଟେ ପରିବାରର ଅନ୍ୟ ସମସ୍ତେ ସାମୁହିକ ଆତ୍ମହତ୍ୟା କରିବାର କାରଣ ଏଯାଏଁ ଜଣାପଡିନାହିଁ।

ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ବରଗଡ ଜିଲ୍ଲା ସୋହେଲା ସ୍ଥିତ ମାଷ୍ଟର ପଡା ଠାରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ ସାମୁହିକ ବିଷ ପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। କୀଟନାଶକ ଖାଇ ପରିବାରର ସମସ୍ତେ ଛଟପଟ ହେଉଥିବାବେଳେ ଆଖପାଖ ପଡୋଶୀ ଲୋକେଦେଖିବାରୁ ଜାଣିବାକୁ ପାଇଥିଲେ ଯେ ସମସ୍ତେ କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ପଡାବାସୀ ସମସ୍ତଙ୍କୁ ଘରୁ ଉଦ୍ଧାର କରି ପ୍ରଥମେ ସୋହେଲା ଡାକ୍ତରଖାନାକୁ ନେଇଥିଲେ ଏବଂ ସେଠାରେ ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ବରଗଡ ଓ ପରେ ବୁର୍ଲା ବଡ ମେଡିକାଲକୁ ନିଆଯାଇଥିଲା। ବୁର୍ଲାରେ ଚିକିତ୍ସିତ ଅବସ୍ଥାରେ ପୁଅ ଓ ଝିଅର ମୃତ୍ୟୁ ହୋଇଥିବା ଜଣାପଡିଛି।

ତେବେ ଗତ ଚାରିଦିନ ତଳେ ସେପ୍ଟେମ୍ବର ୬ ତାରିଖରେ ପରିବାରର ମୁଖ୍ୟ ଅର୍ଜୁନ ସାହୁଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ତାଙ୍କର ୫୫ ବର୍ଷୀୟ ସ୍ତ୍ରୀ କୁମ୍ଭ ସାହୁ , ବିବାହିତା ୨୨ ବର୍ଷୀୟା ଝିଅ ସୁବର୍ଣ ମହାଜନ ଓ ୨୭ ବର୍ଷର ପୁଅ ବଂଶୀଧର ସାହୁ କୀଟନାଶକ ଖାଇ ସାମୁହିକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ୨୩ ବର୍ଷର ପୁଅ ବଂଶୀଧର ସାହୁ ଓ ବିବାହିତା ୨୨ ବର୍ଷୀୟା ଝିଅ ସୁବର୍ଣ ମହାଜନ ଙ୍କର ବୁର୍ଲା ଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘିଟିଥିବା ବେଳେ ମାଆ କୁମୋଦିନି ସାହୁ ଗୁରୁତର ଅବସ୍ଥାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତିୟ ତେବେ ଏପରି ସାମୁହିକ ଆତ୍ମହତ୍ୟା ଉଦ୍ୟମର ପଛରେ କାରଣ କଣ ରହିଛି ତାହା ଅସ୍ପଷ୍ଟ ରହିଥିବା ବେଳେ ବିବାହିତା ଝିଅ ନିଜର ବାପାଙ୍କ ଦେହାନ୍ତ ପରେ ଶାଶୁ ଘରୁ ନିଜ ଘରକୁ ଆସି ଏପରି ଆତ୍ମହତ୍ୟା କରିବା ଘଟଣା ରହସ୍ୟ ଘେରରେ ରହିଛିୟ କେଉଁ ପରିସ୍ଥିତିରେ ପରିବାରର ସମସ୍ତେ ସାମୁହିକ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଲେ ? ଏପରି କଣ କାରଣ ହୋଇପାରେ ଯାହା ତିନି ତିନି ଜୀବନକୁ ହରାଇବାକୁ ବାଧ୍ୟ କରିଦେଇଥିଲା ? ଏପରି ଅନେକ ପ୍ରଶ୍ନ ରହିଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ପିଲିସ କୌଣସି ସୁରାଖ ପାଇପାରିନାହିଁ କିମ୍ବା ଆଖ ପାଖ ପଡୋଶୀ ଲୋକେ ମଧ୍ୟ ଏପରି ସମୁହିକ ଆତ୍ମହତ୍ୟାର କାରଣ ବିଷୟରେ କିଛି ଜାଣିପାରିନାହାନ୍ତି । ବାପା କଂସାବାସନ ଦୋକାନ ଦେଇ ପରିବାର ଚଳାଉଥିଲେ । ଝିଅ ସାରଙ୍ଗଗଡ଼ ଠାରେ ବିବାହ କରିଥିଲେ ବୋଲି ଜଣାପଡ଼ିଛି।

ପ୍ରେମିକର ବିବାହର ଖବର ଶୁଣି ଥାନା ପରିସରରେ ବିଷ ପିଇଲେ ପ୍ରେମିକା
ବାଲିପାଟଣା : ପ୍ରେମିକର ବିବାହର ଖବର ଶୁଣି ସହିପାରିଲେନି ପ୍ରେମିକା। ଆଉ ଥାନା ପରିସରରେ ହିଁ ପିଇଦେଇଥିଲେ ବିଷ। ଏପରି ଏକ ଘଟଣା ଘଟିଛି ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ପରିସରରେ।ବାଲିପାଟଣା ଥାନା ପରିସରରେ ଆଜି ଜଣେ ଯୁବତୀ ବିଷ ପିଇ ଗୁରତର ହୋଇଥିବାର ସୂଚନା ମିଳିଛି। ଏହି ଯୁବତୀ ଜଣକ ହେଲେ ସୋମଣା ଶାସନ ଗ୍ରାମର ବିଚିତ୍ରାନନ୍ଦ ବେହେରାଙ୍କ ଝିଅ ରୀତା ବେହେରା। ପ୍ରେମିକର ବିବାହ ଖବର ଶୁଣି ଯୁବତୀଜଣଙ୍କ ଏପରି କାଣ୍ଡ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ସୋମାଣା ଶାସନ ଗ୍ରାମର କୈଳାସ ବେହେରାଙ୍କ ପାଳିତ ପୁଅ ଗୋପାଳ ବେହେରା ଏବଂ ରୀତାଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଥିଲା। ସେଥିପାଇଁ ଉଭୟଙ୍କ ମଧ୍ୟରେ ବହୁବାର ବିବାଦ ଦେଖାଯାଇଥିଲା। ରୀତାଙ୍କ ଅଭିଯୋଗ ଆଧାରରେ ଗୋପାଳ ପୂର୍ବରୁ ଜେଲ ମଧ୍ୟ ଯାଇଥିଲା।

ଗତ ସେପ୍ଟେମ୍ବର ମାସରେ ଗୋପାଳଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ସେ ସମୟରେ ଥାନାରେ ଉଭୟ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା। ଗୋପାଳ ତାଙ୍କୁ ଥରେ ବଳାତ୍କାର ଉଦ୍ୟମ କରିଥିବା ରୀତା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଅକୁ ଘରୁ ଡାକି ନେଇ ମାଡ଼ମାରି ଗୋଡ଼ହାତ ଭାଙ୍ଗି ଗାଁ ମୁଣ୍ଡ ଟ୍ରାନ୍ସଫର୍ମର ନିକଟରେ ପକାଇ ଚାଲିଯାଇଥିବା ଗୋପାଳଙ୍କ ବାପା କୈଳାସ ବେହେରା ଥାନାରେ ଅନ୍ୟ ଏକ ଅଭିଯୋଗ କରିଥିଲେ।

ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଥିଲା। ଗୋପାଳ ଝିଅ ସହିତ ବହୁବାର ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ରୀତାଙ୍କ ମା ସୁଷମା ବେହେରା କହିଛନ୍ତି। ଆଜି ଗୋପାଳର ଅନ୍ୟତ୍ର ବିବାହ ହେଉଥିବା ଯୁବତୀ ଶୁଣିବାକୁ ପାଇଥିଲେ। ସକାଳୁ ବାପା ମାଙ୍କ ସହ ରୀତା ଥାନାକୁ ଆସିଥିଲେ। ରୀତା ପାଖରେ ଲୁଚେଇ ରଖିଥିବା ବିଷ ବୋତଲ କାଢ଼ି ପିଇଦେଇଥିଲେ।

ପୁଲିସ ରୀତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରେମିକ ଗୋପାଳର କେଉଁଠି ବାହାଘର ହେଉଛି ପୁଲିସ ପାଖରେ ସୂଚନା ନ ଥିବା ଥାନା ଅଧିକାରୀ ରାଧାକାନ୍ତ ସାହୁ କହିଛନ୍ତି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।