New fashion - The Sakala

ଅଳତାରେ ନୂଆ ଫେଶନ
ସାଧାରଣତଃ ବାହାଘର ଓ ପୂଜାପାର୍ବଣରେ ମହିଳାମାନେ ହାତ ଓ ପାଦକୁ ମେହେନ୍ଦିରେ ସଜାନ୍ତି। ଏବେ କିନ୍ତୁ ପାଦରେ ସେହି ଚିରାଚରିତ ଅଳତାରୁ, ସେଥିରେ ନୂଆ ଲୁକ୍ ମିଳୁଛି। ଯଦିଓ ଅଳତା ଲଗାଇବା ଫେଶନ ଟିକେ ପୁରୁଣା, ସମ୍ପ୍ରତି ଆଧୁନିକ ସମୟରେ ଅଳତାରେ ନୂଆ ନୂଆ ଡିଜାଇନମାନ ଦେଖୀବାକୁ ମିଳୁଛି। ମେହେନ୍ଦି କୋନ୍ ଭଳି ଅଳତାକୁ କୌଣସି ଏକ ବ୍ରଶ କିମ୍ବା କାଠିରେ ହାତ ଓ ପାଦରେ ମେହେନ୍ଦି ଭଳି ବିଭିନ୍ନ ରକମର ଡିଜାଇନ ତିଆରି କରିପାରିବେ। ସେହିପରି ପାଦରେ ଉଭୟ ଅଳତା ଓ ମେହେନ୍ଦିକୁ ମିଶାଇ ଲଗାଇ ବି ପାରିବେ। କେବଳ ସେତିକ ନୁହେଁ, ଅଳତା ସହ କୁକୁମ ମଧ୍ୟ ଯୋଡ଼ି ତାହାକୁ ଅଧିକ ଆକର୍ଷଣୀୟ କରାଯାଇପାରିବ। ଏବେ ଏହି ନୂଆ ଟ୍ରେଣ୍ଡକୁ ଅନେକ ଯୁବତୀ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି। ଏପରିକି କର୍ମଜୀବୀ ମହିଳାଙ୍କ ଦ୍ବାରା ଏହି ଷ୍ଟାଇଲ୍ ଅଧିକ ଆଦୃତ ହେଉଛି।  ଅନ୍ୟପଟେ ଏହାର ଏକ ବିଶେଷତ୍ବ ହେଉଛି ମେହେନ୍ଦି ଭଳି ଦୀର୍ଘ ସମୟ ଏହାକୁ ହାତରେ ନାଲି ହେବା ପାଇଁ ଅପେକ୍ଷା କରିବାକୁ ପଡ଼ି ନଥାଏ।