Traffic Fines - The Sakala

ଟ୍ରାଫିକ ନିୟମ ଉଲଘଂନ କରି ଟ୍ୱିନ୍‌ସିଟିରେ ଅମାନିଆ ଗଣିଛନ୍ତି ୨୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା
ଭୁବନେଶ୍ୱର: ଟ୍ରାଫିକ ନିୟମ ଉଲଘଂନ କରିବା ମାହାଙ୍ଗା ପଡିଛି ଅମାନିଆଙ୍କୁ । ନିୟମ ନ ମାନି ପ୍ରାୟ ୨୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା ଜାଣିଛନ୍ତି ଏହି ଅମାନିଆମାନେ । ତେବେ ଗତ ୨୦୨୦ ଓ ୨୦୨୧ ଅଗଷ୍ଟ ସୁଦ୍ଧା କଟକ-ଭୁବନେଶ୍ୱରରେ କେତେ ଟଙ୍କା ଜୋରିମାନା ଆକାରରେ ଆଦାୟ ହୋଇଛି ସେନେଇ ବିସ୍ତୃତ ତଥ୍ୟ ଗୃହରେ ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ତଥ୍ୟ ଅନୁସାରେ, ଟ୍ୱିନ୍ ସିଟିରେ ଅମାନିଆଙ୍କ ଠାରୁ ଆଦାୟ ହୋଇଛି ୨୧କୋଟି ୬୨ଲକ୍ଷ ୯୯ହଜାର ୧୦୦ ଟଙ୍କା ଜରିମାନା । ଟ୍ରାଫିକ ନିୟମ ଉଲଘଂନ କରି ୮ ମାସରେ ୧୧ କୋଟି ୮୩ ଲକ୍ଷ ୬୫ ହଜାର ୭୦୦ ଟଙ୍କା ଫାଇନ ଆଦାୟ ହୋଇଛି । ବିନା ହେଲମେଟ ଧାରୀଙ୍କ ଠୁଁ ୯ କୋଟି ୨୦ ଲକ୍ଷ ୯ ହଜାର ୩ ଶହ ଆଦାୟ ହୋଇଛି । ବିନା ସିଟ ବେଲ୍ଟ ୫୬ ଲକ୍ଷ ୬ ହଜାର ୧୦୦ ଟଙ୍କା ଫାଇନ ଆଦାୟ ହୋଇଛି । ବିନା ମାସ୍କ ଧାରୀଙ୍କଠୁଁ ୩ ଲକ୍ଷ ୧୮ ହଜାର ଟଙ୍କା ଆଦାୟ ହୋଇଥିବା ଗୃହରେ ଉତ୍ତର ରଖିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । କମିଶନରେଟ୍ ପୋଲିସ ଅଞ୍ଚଳରେ ଜରିମାନା ଆଦାୟ ସମ୍ପର୍କରେ ବିଧାୟକ ସୌଭିକ୍ ବିଶ୍ୱାଳ ପଚାରିଥିବା ପ୍ରଶ୍ନର ଉତ୍ତର ଏହା କହିଛନ୍ତି ମନ୍ତ୍ରୀ ଶ୍ରୀ ମିଶ୍ର ।

ଫଟୋ ଦେଖି ଚାଲାଣ କାଟିକାଟି ନୟାନ୍ତ ପୁଲିସ
ଭୁବନେଶ୍ୱର : ରାଜଧାନୀର ରୁପାଲି ଛକରେ ଟ୍ରାଫିକ ଭାଓଲେସନ୍‍ ଡିଟେକ୍ଟର ସିଷ୍ଟମ୍‍ (ଟିଭିଡିଏସ୍‍) ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଇଛି। ବିନା ହେଲମେଟ୍‍, ଫୋନ୍‍ରେ ଗପିବା, ରେଡ୍‍ ଲାଇଟ୍‍ ଉଲ୍ଲଂଘନ ଭଳି ଟ୍ରାଫିକ ନିୟମ ଭାଙ୍ଗିଲେ ସିସିଟିଭି ଉଲ୍ଲଂଘନକାରୀ ଚିହ୍ନଟ ହେବା ସହ ତୁରନ୍ତ ଅଟୋମେଟିକ ଚାଲାଣ କାଟିବ ବୋଲି କୁହାଯାଇଥିଲା। କିନ୍ତୁ ଏହି ଅଟୋମେଟିକ ଚାଲାଣ ବ୍ୟବସ୍ଥା କାମ କରୁ ନ ଥିବାରୁ ପୁଲିସ କର୍ମଚାରୀ ଚାଲାଣ କାଟୁଛନ୍ତିି। ଏଜି, କ୍ୟାପିଟାଲ ହସ୍ପିଟାଲ ଛକ, ଏୟାରପୋର୍ଟ ଛକ, ନାଲ୍‍କୋ ଭଳି ୨୫ଟି ଛକରେ ଏଭଳି ସ୍ୱୟଞ୍ଚାଳିତ ସିଷ୍ଟମ୍‍ ଲଗାଯାଇଛି। କିନ୍ତୁ ପୁଲିସର ଏବେ ମାନବସମ୍ବଳ ଅଭାବ ଥିବାରୁ ଅପରେସନ୍‍ ରୁମ୍‍ରେ ପୁଲିସ କର୍ମଚାରୀ ବସି ଚାଲାଣ କାଟିବା ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ।

ସେପଟେ ପୁଲିସର ଜଣେ ଅଧିକାରୀଙ୍କ କହିବା କଥା, ପୁଲିସର ମାନବସମ୍ବଳ ଅଭାବ ଥିବା ବେଳେ ଏଭଳି ବ୍ୟବସ୍ଥା ପୁଲିସ ଉପରେ ଚାପ ବଢ଼଼ୁଛି। ବିଭିନ୍ନ ଛକରେ ସେଭଳି ଛିଡା ହୋଇ ଚାଲାଣ କାଟୁଛନ୍ତି ଟ୍ରାଫିକ ପୁଲିସ। ଏଭଳି ଅପରେସନ୍‍ ରୁମ୍‍ରେ ଉଲ୍ଲଘଂନକାରୀଙ୍କୁ ଚିହ୍ନଟ କରି ଚାଲାଣ କାଟିବା ସମୟସାପେକ୍ଷ। କାରଣ କିଏ ଉଲ୍ଲଂଘନ କଲେ ତାକୁ ଦେଖି ଫରୱାଡ୍‍ କରି ନମ୍ବର ପ୍ଲେଟ୍‍ରୁ ଗାଡ଼ି ନମ୍ବର ଚିହ୍ନଟ କରି ଇ-ଚାଲାଣ ପଠାଇବା କାଠିକର ପାଠ। ତେବେ ଏହାକୁ ସ୍ୱଂୟଚାଳିତ କରିବା ଲାଗି ସ୍ମାର୍ଟସିଟିକୁ ଚିଠି ଲେଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।  ସୂଚନାଯୋଗ୍ୟ ଯେ, ୨୦୧୯ରେ ମୋଟରଯାନ ଲାଗୁ ହେବା ପରେ ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ଅମାନିଆଙ୍କୁ ଠାବ କରିବା ଲାଗି ବିଏସ୍‍ସିଏଲ୍‍ ପକ୍ଷରୁ ଟିଭିଡିଏସ୍‍ ଭଳି ଅତ୍ୟାଧୁନିକ ମେସନ୍‍ ସହରର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ତଥ୍ୟ ସମ୍ବେଦନଶୀଳ ଛକରେ ଲଗାଯିବା ଲାଗି ବ୍ୟବସ୍ଥା କରାଯାଇଥିଲା। ପ୍ରଥପେ ରୁପାଲି ଛକରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ କରାଯାଇଥିଲା।

ଚନ୍ଦ୍ରଶେଖରପୁର ଟ୍ରାଫିକ ଥାନାରେ ମିନିଟ୍ରାକିଂ ସିଷ୍ଟମ୍‍ ପ୍ରତିଛକରେ ଘଟୁଥିବା ଘଟଣା ଦେଖିବା ଲାଗି ଚନ୍ଦ୍ରଶେଖରପୁର ଟ୍ରାଫିକ ଥାନାରେ ଏକ ମିନିଟ୍ରାକିଂ ସିଷ୍ଟମ୍‍ ଲଗାଇବାକୁ ଯୋଜନା କରାଯାଇଛି। ତେବେ ଏଜି ଟ୍ରାଫିକ ଥାନାରେ ଏହି ସିଷ୍ଟମ ଲାଗିବାର ଥିଲା। କିନ୍ତୁ ଟ୍ରାଫିକ ଥାନା ଆଜ୍‍ବେଷ୍ଟସ ହୋଇଥିବାରୁ ଏହାକୁ ଚନ୍ଦ୍ରଶେଖରପୁର ଟ୍ରାଫିକ ଥାନାରେ ଲଗାଯିବାକୁ ଯୋଜନା କରାଯାଇଛି। ଏଥିସହିତ ମିନିଟ୍ରାକିଂ ସିଷ୍ଟମ୍‍ ଡିସିପି ଓ ସିପି ମୁଖ୍ୟାଳୟରେ ଲଗାଯିବାକୁ ଯୋଜନା କରାଯାଇଛି। ସେହିପରି ସହରରେ ଅନେକ ସ୍ଥାନରେ ସିସିଟିଭି ଲାଗିଛି। କେଉଁଠୁ ଗଛ ଆଡୁଆରେ ସିସିଟିଭି ଲାଗିଛି ତ ଆଉ କେଉଁଠି ଅଚଳ ହୋଇପଡ଼ିଛି। ସହରର ବହୁ ଗୁରୁତ୍ୱପୂର୍ଣ୍ଣ ଛକରେ ପରିସ୍ଥିତି ଏଭଳି। ତେବେ ଏହି ସମସ୍ୟା ଦୂର କରିବା ଲାଗି ସ୍ମାର୍ଟସିଟି ଲିମିଟେଡ୍‍ ଓ ଟ୍ରାଫିକ ପୁଲିସ ପକ୍ଷରୁ ଏକ ବୈଠକ ବସିଥିଲା। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟର ଆଲୋଚନା କରାଯାଇଥିଲା।

ନୂଆ କ୍ୟାମେରା ସହ ପୁରୁଣା ସିଷ୍ଟ୍‍ମ୍‍

ରାଜଧାନୀକୁ ଅପରାଧମୁକ୍ତ କରିବା ଲାଗି ସହରସାରା ସିସିଟିଭି ଛାଉଣୀ କରାଯାଇଛି। ସହରରେ ସ୍ମାର୍ଟସିଟି ଲିମିଟେଡ୍‍ ପକ୍ଷରୁ ଆଉ ନୂଆ ୫୦୦ ସିସିଟିଭି ଲଗାଯାଇଛି। ଏଥିରେ ଅପରାଧୀଙ୍କୁ ଧରିବା ସହ ଦୁର୍ଘଟଣା ବିଷୟରେ ସବୁ ତଥ୍ୟ ଯୋଗାଡ଼ କରାଯିବାରେ ସଫଳ ହେବ ଆଶା କରାଯାଉଛି। ତେବେ ଟ୍ରାଫିକର ପୁରୁଣାର ସିଷ୍ଟମ ସହ ନୂଆ ସିସିଟିଭି ସଂଯୋଗ କରାଯିବ। ଏଥିରେ କିଭଳି ଚିତ୍ର ଉତ୍ତୋଳନ ହୋଇ ରହିବ ଏବଂ ସ୍ପଷ୍ଟ ଦିଶିବ ତାକୁ ନେଇ ସିଷ୍ଟମ୍‍ ଇନ୍‍ଷ୍ଟଲ୍‍ କରାଯିବ। ସେହିପରି ମାଷ୍ଟରକ୍ୟାଣ୍ଟିନ ଭଳି ଛକରେ ପୁରୁଣା ସିସିଟିଭିକୁ ହଟାଯାଇ ଅତ୍ୟାଧୁନିକ ସିସିଟିଭି ଲଗାଯାଇଛି।