baleswar accident - The Sakala

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକକୁ ଧକ୍କା ଦେଲା ଅଜଣା ଟ୍ରକ୍; ମାଆ, ଝିଅ ମୃତ ଏବଂ ବାପା, ପୁଅ ଗୁରୁତର
ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ନିଧିପଣ୍ଡା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ବାଇକକୁ ଏକ ଅଜଣା ଟ୍ରକ୍ ପଛ ପଟୁ ଧକ୍କା ଦେବା ଦ୍ବାରା ପରିବାରର ଦୁଇ ଜଣ ସଦସ୍ୟ ମୃତ୍ୟୁବରଣ କରିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ବାଇକରେ ଥିବା ମାଆ ଓ ଝିଅ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ବାପା ଓ ପୁଅ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ପୁଲିସ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି।

ପୁଲିସ ସୂଚନା ମୁତାବକ, ସଦର ଥାନା ଅନ୍ତର୍ଗତ ଟୁଲଙ୍ଗସାହିରେ ଦେବଦତ୍ତ ମହାପାତ୍ର(୩୫) ଓ ପତ୍ନୀ ରେଣୁକା ମହାପାତ୍ର(୩୦) ଏବଂ ସେମାନଙ୍କ ଝିଅ ହିମାଂଶୀ ମହାପାତ୍ର(୮), ପୁଅ ସୌରଭ ମହାପାତ୍ର(୧୦) ରହନ୍ତି। ତେବେ ସୋମବାର ଦିନ ସପରିବାର ବାଇକ୍(ଓଡି୦୧୪୬୯୯)ରେ ରୁସସାରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରୁ ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ବେଳେ ନିଧିପଣ୍ଡା ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ଟ୍ରକ୍ ସେମାନଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ମାଆ, ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା ଓ ପୁଅ ଗୁରୁତର ହୋଇପଡିଥିଲେ। ତେବେ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେବାପରେ ଗୁରୁତରଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍: ୩ମୃତ, ୨ ଗୁରୁତର
ବାଲେଶ୍ୱର: ୧୬ ନମ୍ବର ଜାତୀୟ ରାଜପଥର ଶିଳ୍ପାଞ୍ଚଳ ଥାନା ବିର୍ଲା ଟାୟାର ନିକଟ ଏକ ପୋଲ ତଳକୁ କାର୍ ଖସି ପଡ଼ିଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇ ବାଲେଶ୍ବର ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତ । ମୃତକମାନେ ହେଲେ ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଚିଲିମା ଗାଁର ପିଣ୍ଟୁ ଆଚାର୍ଯ୍ୟ, ବାରିପଦା ଟାଉନ ଥାନା ତକତପୁର ଅଞ୍ଚଳର ରବୀନ୍ଦ୍ର ସାହୁ ଓ ସନ୍ତୋଷ ପଣ୍ଡା ।

ସୂଚନା ଅନୁଯାୟୀ, ଏକ କାର୍‌ ଯୋଗେ ବାରିପଦାରୁ ଭୁବନେଶ୍ବର ଯାଉଥିଲେ ଉକ୍ତ ୫ଜଣ ଯୁବକ। ରାତି ୩ଟା ସମୟରେ କାର୍‌ଟି ହଠାତ୍ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ଡ଼ାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ । ବାରିପଦାରୁ ଭୁବନେଶ୍ବର କୋଭିଡ଼ରେ ଆକ୍ରାନ୍ତଙ୍କୁ ଦେଖିବା ପାଇଁ ଯାଉଥିବାବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ପିକ୍‌ଅପ୍‌କୁ ଧକ୍କା ଦେଇ ଓଲଟିଲା ଗୋରୁ ବୋଝେଇ ଗାଡ଼ି, ୩ ବ୍ୟକ୍ତିଙ୍କ ସହ ୩୫ରୁ ଉର୍ଦ୍ଧ୍ବ ଗୋରୁ ମୃତ
ବାଲେଶ୍ବର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକ୍‌ଅପ୍‌ ଭ୍ୟାନ୍‌ ସହ ଧକ୍କା ପରେ ରାସ୍ତାର ୧୦ ଫୁଟ ତଳକୁ ଓଲଟିପଡିଲା ଗୋରୁ ବୋଝେଇ ଗାଡି । ଘଟଣା ସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଛି । ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବାଲେଶ୍ବର ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ଗାନ୍ଧୀଛକ ନିକଟରେ ।

ସୂଚନା ଅନୁଯାୟୀ  ବେଆଇନ ଗୋରୁ ବୁଝେଇ ଗାଡି କଣ୍ଟେନରରେ ଶତାଧିକ ଗୋରୁ ଲଦା ହୋଇ ଯାଉଥିଲେ। ଟ୍ରକଟି ଭଦ୍ରକରୁ ପଶ୍ଚିମବଙ୍ଗ ଅଭିମୁଖେ ଦ୍ରୁତଗତିରେ ଯାଉଥିଲା। ବାଟରେ ଏକ ବୋଲେରୋକୁ ଛପଟୁ ଧକ୍କା ଦେଇ ଟ୍ରକ୍‌ଟି ରାସ୍ତା କଡ଼କୁ ୧୦ ଫୁଟ ତଳକୁ ଖସି ପଡ଼ିଲା। ଫଳରେ କଣ୍ଟେନରରେ ଥିବା ତିନିଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେବା ସହ ପ୍ରାୟ ୩୫ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଛି।  ଖବର ପାଇବା ପରେ ବସ୍ତା ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗୋରୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଅନୁମାନ କରାଯାଉଛି। ପ୍ରାୟ ଘଣ୍ଟେରୁ ଊର୍ଦ୍ଧ୍ୱ ସମୟ ପରେ ଅବଶିଷ୍ଟ ଗୋରୁମାନଙ୍କୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ କଣ୍ଟେନର ଡ୍ରାଇଭର, ହେଲପର ଫେରାର ଥିବା ଜଣାଯାଇଛି।