Office of Mansukh Mandaviya - The Sakala

ଏଣିକି ହ୍ଵାଟ୍ସଆପ୍‌ରେ ମିଳିବ କୋଭିଡ୍‌ ସାର୍ଟିଫିକେଟ୍‌
ନୂଆଦିଲ୍ଲୀ:ଏଣିକି ହ୍ବାଟ୍ସଆପ୍‌ରେ ମିଳିବ କୋଭିଡ୍‌ ସାର୍ଟିଫିକେଟ୍। ଆଉ Co-win ପୋର୍ଟାଲକୁ ଜାଇ ସାର୍ଟିଫିକେଟ୍‌ ଡାଉନଲୋଡ୍ କରିବାକୁ ପଡିବ ନାହିଁ । ମାତ୍ର ଗୋଟିଏ ମେସେଜ କଲେ ମୋବାଇଲକୁ ଆସିଯିବ ଭ୍ୟାକସିନ୍‌ ସାର୍ଟିଫିକେଟ୍। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ବିଟ କରି ସୂଚନା ଦେଇଛନ୍ତି ।

Revolutionising common man's life using technology!

Now get #COVID19 vaccination certificate through MyGov Corona Helpdesk in 3 easy steps.

📱 Save contact number: +91 9013151515
🔤 Type & send 'covid certificate' on WhatsApp
🔢 Enter OTP

Get your certificate in seconds.

— Office of Mansukh Mandaviya (@OfficeOf_MM) August 8, 2021

ପ୍ରଥମେ ହ୍ବାଟସ୍‌ଆପ୍‌ରେ ୯୦୧୩୧୫୧୫୧୫ ନମ୍ବରକୁ ସେଭ୍‌ କରନ୍ତୁ। ଏହା ପରେ Covid certificate ଲେଖି ପଠାନ୍ତୁ। କିଛି ସେକେଣ୍ଡ ମଧ୍ୟରୁ ଆପଣଙ୍କ ମୋବାଇଲକୁ ଏକ ଓଟିପି  ଆସିବ। ସେହି ଓଟିପିକୁ ଦେବାର କିଛି ସେକେଣ୍ଡ ମଧ୍ୟରେ ମୋବାଇଲର ହ୍ବାଟ୍ସଆପ୍‌କୁ ଏକ ମେସେଜ ଆସିବ। ଆପଣ ଉକ୍ତ ନମ୍ବରରେ ଯେତେଜଣ ସଦସ୍ଯଙ୍କର ନାମ ପଞ୍ଜିକରଣ କରିଥିବେ ସମସ୍ତଙ୍କ ନାଁ  ଅସିବ। ଏହାପରେ ଯେଉଁବ୍ଯକ୍ତିଙ୍କ ସାର୍ଟିଫିକେଟ ଚାହୁଁଥିବେ , ସେହି ବ୍ଯକ୍ତିର ସାଇଡରେ ଦିଆଯାଇଥିବା କ୍ରିମିକ ସଂଖ୍ଯା ନମ୍ବରକୁ ଟାଇପ କରି ପଠାଇବାକୁ ପଡ଼ିବ। ଏହାପରେ ଭ୍ୟାକସିନ୍‌ ନେଇଥିବା ସାର୍ଟିଫିକେଟ ଚାଲିଆସିବ।