Neeraj Chopra - The Sakala

ବାହାହେଲେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା
ନୂଆଦିଲ୍ଲୀ: ଭାରତୀୟ ଆଥଲେଟିକ ସୁପରଷ୍ଟାର ତଥା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ପିଙ୍ଗାଳି ନୀରଜ ଚୋପ୍ରା ହାତକୁ ଦୁଇହାତ ହୋଇଛନ୍ତି। ହିମାନୀ ନାମ୍ନୀ ଜଣେ ଝିଅକୁ ବିବାହ କରିଛନ୍ତି ବୋଲି ନୀରଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି। ତାଙ୍କ ବିବାହ କଥା କେବଳ ଦୁଇ ପରିବାର ଲୋକ ଜାଣିଥିଲେ। ବିବାହ ଖବରକୁ ଗୁପ୍ତ ରଖାଯାଇଥିଲା। ବିବାହ ସହ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛି ବୋଲି ନୀରଜ ନିଜର ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ହରିୟାଣାର ଲାରସାଉଲିରୁ ଆସିଥିବା ହିମାନୀ ଆମେରିକାର ଲସ ଏଞ୍ଜେଲ୍ସସ୍ଥିତ ସାଉଥଇଷ୍ଟର୍ଣ୍ଣ ଲୁସିଆନା ବିଶ୍ୱବିଦ୍ୟାଳୟରେ ଶିକ୍ଷାପ୍ରାପ୍ତ କରିଛନ୍ତି ଓ ସେ ମଧ୍ୟ ଜଣେ ଦକ୍ଷ ଟେନିସ ଖେଳାଳି। ସେ ମଧ୍ୟ ଫ୍ରାଙ୍କଲିନ୍‌ ପିୟର୍ସ ବିଶ୍ୱବିଦ୍ୟାଳୟରେ ସହକାରୀ ଟେନିସ କୋଚ୍‌ ଭାବେ କାର୍ଯ୍ୟ କରିଛନ୍ତି। ଏହି ବିବାହ ଦୁଇଦିନ ତଳେ ଅନୁଷ୍ଠିତ ହୋଇଛି ବୋଲି ନୀରଜଙ୍କ ପରିବାର ତରଫରୁ କୁହାଯାଇଛି। ନୀରଜ ଓ ହିମାନୀ ଏବେ ହନିମୁନ ପାଇଁ ବିଦେଶ ଯାଇଛନ୍ତି। ଭାରତ ଫେରିବା ପରେ ବିବାହ ଭୋଜିର ଆୟୋଜନ କରାଯିବ ବୋଲି ନୀରଜଙ୍କ ଦାଦା ସୁରେନ୍ଦ୍ର ଚୋପ୍ରା କହିଛନ୍ତି।

ପ୍ୟାରିସ ଅଲିମ୍ପିକ୍ସ: ଜାଭଲିନରେ ପ୍ରଥମ ରୌପ୍ୟ ଜିତିଲେ ନୀରଜ, ଶୁଭେଚ୍ଛା ଜଣାଇଲେ ନବୀନ
ପ୍ୟାରିସ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ ଦେଖାଇ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ନୀରଜ ଚୋପ୍ରା। ଗୁରୁବାର ଅନୁଷ୍ଠିତ ପୁରୁଷ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ସେ ଯଦିଓ ନିଜର ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବଜାୟ ରଖିବାରେ ସକ୍ଷମ ହୋଇ ନାହାନ୍ତି ତେବେ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପ୍ରଥମ ଉଦ୍ୟମରେ ଫାଉଲ କରି ବସିଥିବା ନୀରଜ ଦ୍ୱିତୀୟ ଉଦ୍ୟମରେ ସିଜନ ଶ୍ରେଷ୍ଠ ୮୯.୪୫ ମିଟର ଥ୍ରୋ କରିଥିଲେ। ମାତ୍ର ପରବର୍ତ୍ତୀ ୪ ରାଉଣ୍ଡ ତାଙ୍କର ଫାଉଲ ହୋଇଥିଲା। ଅନ୍ୟପକ୍ଷେ ପାକିସ୍ତାନର ଅର୍ଶଦ ନଦିମ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ଜିତିଛନ୍ତି ।

ଏହା ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟରେ ସେ ୮୯.୩୪ ମିଟର ଥ୍ରୋ କରି ଫାଇନାଲରେ ପ୍ରବେଶ କରିଥିଲେ। ଏହା ସେତେବେଳେ ଥିଲା ତାଙ୍କର ସିଜନ ଶ୍ରେଷ୍ଠ। ମନୁ ଭାକର ୨ଟି ବ୍ରୋଞ୍ଜ, ସ୍ବପ୍ନିଲ କୁଶାଲେ ଓ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିବାପରେ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି ଏହି ଜାଭେଲିନ ଷ୍ଟାର। ପାକିସ୍ତାନର ଅର୍ଶଦ ନଦିମ ପ୍ରଥମେ ଫାଉଲ କରିଥିଲେ ହେଁ ଦ୍ୱିତୀୟ ଉଦ୍ୟମରେ ଅଲିମ୍ପିକ୍‌ ରେକର୍ଡ ୯୨.୯୭ ମିଟର ଥ୍ରୋ କରି ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ। ପୂର୍ବରୁ ତାଙ୍କର ଅଲିମ୍ପିକ୍‌ ରେକର୍ଡ ଥିଲା ୯୦.୫୭ ମିଟର।

ଦେଶ ପାଇଁ ପ୍ରଥମ ରୌପ୍ୟ ଜିତିଥିବାରୁ ନୀରଜଙ୍କୁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଏକ୍ସ ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଲିମ୍ପିକ୍ସରେ ବ୍ୟାକ୍ ଟୁ ବ୍ୟାକ୍ ପଦକ ଜିତିବାର ଐତିହାସିକ କୀତ୍ତିମାନ ଦେଶର ବିଭିନ୍ନ  କ୍ରୀଡ଼ାବିତ୍ତ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ତୁମ ଭବିଷ୍ୟତ ଆହୁରି ଉଜ୍ଜ୍ୱଳ ହେଉ ଏବଂ ଦେଶ ପାଇଁ ଆହୁରି ଗୌରବ ଆଣନ୍ତୁ ବୋଲି ନବୀନ ଲେଖିଛନ୍ତି  ।

ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ଆଜି ଜାଭେଲିନ୍ ଥ୍ରୋରେ ନୀରଜଙ୍କ ସହ ମୈଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା
ପ୍ୟାରିସ: ଚଳିତ ଅଲିମ୍ପିକ୍ସର ଅନ୍ୟତମ ଆକର୍ଷଣୀୟ ଇଭେଣ୍ଟ ପୁରୁଷ ଜାଭେଲିନ୍‌ ଥ୍ରୋ ମଙ୍ଗଳବାରଠାରୁ ଆରମ୍ଭ ହେବ। ଡିଫେଣ୍ଡିଂ ଅଲିମ୍ପିକ୍ସ ଚାମ୍ପିଅନ ନୀରଜ ଚୋପ୍ରାଙ୍କ ସହ ତାଙ୍କ ସାଥୀ ଭାରତୀୟ କ୍ରୀଡ଼ାବିତ୍‌ କିଶୋର ଜେନା ଏହି ଇଭେଣ୍ଟରେ ଗ୍ରାଉଣ୍ଡକୁ ଓହ୍ଲାଇବେ। ପ୍ୟାରିସର ଷ୍ଟେଡ୍‌ ଡି ଫ୍ରାନ୍ସ ଷ୍ଟାଡିୟମରେ ଏହି ଇଭେଣ୍ଟ ଅନୁଷ୍ଠିତ ହେବ। ଗତ ଟୋକିଓ ଅଲିମ୍ପିକ୍ସ ଫାଇନାଲରେ ୮୬.୬୫ ମିଟର ଜାଭେଲିନ୍‌ ଫିଙ୍ଗି ନୀରଜ ଭାରତ ଲାଗି ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ଏବେ ସେ ପ୍ୟାରିସରେ ଟାଇଟଲ୍‌ ବଜାୟ ରଖିବା ଲକ୍ଷ୍ୟରେ ରହିଛନ୍ତି। ସେହିଭଳି ଓଡ଼ିଆର କିଶୋରଙ୍କ ଉପରେ ମଧ୍ୟ ସାରା ରାଜ୍ୟବାସୀଙ୍କ ନଜର ମଧ୍ୟ ରହିବ। ପୁରୀ ବ୍ରହ୍ମଗିରି ଜନ୍ମିତ ୨୮ ବର୍ଷୀୟ କିଶୋର ଏସୀୟ କ୍ରୀଡ଼ାରେ ଐତିହାସିକ ରୌପ୍ୟ ପଦକ ସଫଳତା ପାଇ ପ୍ୟାରିସକୁ ଯୋଗ୍ୟତା ଅର୍ଜନ କରିଥିଲେ। ସାରା ବିଶ୍ୱର ୩୨ଜଣ କ୍ରୀଡ଼ାବିତ୍‌ ପୁରୁଷ ଜାଭେଲିନ୍‌ ଥ୍ରୋ’ ଇଭେଣ୍ଟକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ୩୨ଜଣ ଫିଙ୍ଗାଳିଙ୍କୁ ଦୁଇଟି ଗ୍ରୁପ୍‌ରେ ଭାଗ କରାଯାଇ କ୍ୱାଲିଫିକେସନ ରାଉଣ୍ଡ ମଙ୍ଗଳବାର ଅପରାହ୍ଣ ୧:୫୦ରୁ ଆରମ୍ଭ ହେବ। ଜାଭେଲିନ୍‌ର ଫାଇନାଲ ରାଉଣ୍ଡ ଅଗଷ୍ଟ ୮ରେ ଖେଳାଯିବ।

ATHLETICS Men’s

Javelin Throw (Qualification) Kishore Jena – 1.50 pm

Neeraj Chopra – 3.20 pm

ଏସୀୟ କ୍ରୀଡ଼ା ୨୦୨୩: ଜାଭଲିନ୍ ଥ୍ରୋରେ ନିରଜଙ୍କୁ ସ୍ବର୍ଣ୍ଣ, ଓଡ଼ିଆ ପୁଅ କିଶୋରଙ୍କୁ ରୌପ୍ୟ
ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଜାଭଲିନ ଥ୍ରୋରେ ଆଉ ଏକ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି। ସୁନା ପୁଅ ନିରଜ ଚୋପ୍ରାଙ୍କୁ ସ୍ବର୍ଣ୍ଣ ପଦକ ମଳିଥିବା ବେଳେ ଓଡ଼ିଆ ପୁଅ କିଶୋର ଜେନା ରୌପ୍ୟ ପଦକ ହାସଲ କରିଛନ୍ତି। ଏଥିସହ ଓଡ଼ିଆ ପୁଅ କିଶୋର ଜେନା ଅଲିମ୍ପିକ୍ସ ଯୋଗ୍ୟତା ମଧ୍ୟ ହାସଲ କରିଛନ୍ତି। ୨୦୧୮ ଏସିଆଡରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ନୀରଜ ।

Historic GOLD & SILVER for India 🔥🔥🔥

Neeraj Chopra wins Gold & Kishore Jena wins Silver medal in Javelin Throw.

Neeraj with SB: 88.88m

Kishore with PB: 87.54m (Also qualifies for Paris Olympics. #AGwithIAS | #IndiaAtAsianGames #AsianGames2022 pic.twitter.com/CRxQN9ZxL0

— India_AllSports (@India_AllSports) October 4, 2023

ନିରୋଜ ଚୋପ୍ରା ୮୮.୮୮ ମିଟର ଦୂରତାକୁ ଜାଭଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଓଡ଼ିଆ ପୁଅ କିଶୋର ଜେନା ୮୭ .୫୪ ମିଟର ଦୂରତାକୁ ଜାଭଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି ।

ବିଶ୍ୱ ଆଥ୍‌‌ଲେଟିକ୍‌ ଚାମ୍ପିଅନ୍‌ସିପ୍‌‌: ଆଜି ନୀରଜ, କିଶୋରଙ୍କ ଭାଗ୍ୟ ପରୀକ୍ଷା
ବୁଦାପେଷ୍ଟ: ହଙ୍ଗେରୀର ବୁଦାପେଷ୍ଟଠାରେ ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱ ଆଥ୍‌‌ଲେଟିକ୍ସ ଚାମ୍ପିଅନ୍‌‌ସିପ୍‌‌ର ଉନବିଂଶ ସଂସ୍କରଣ ରବିବାର ଉଦ୍‌‌ଯାପିତ ହେବ। ଉଦ୍‌‌ଯାପନୀ ଦିବସରେ ପ୍ରତିଯୋଗିତାର ଅନ୍ୟତମ ଆକର୍ଷଣୀୟ ଇଭେଣ୍ଟ ପୁରୁଷ ଜାଭେଲିନ ଥ୍ରୋ’ ଫାଇନାଲ ରାଉଣ୍ଡ ରହିଛି। ଏଥିରେ ଭାରତର ୩ଜଣ ଆଥ୍‌‌ଲେଟ୍‌‌ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଅଲିମ୍ପିକ୍ସ ଚାମ୍ପିଅନ ନୀରଜ ଚୋପ୍ରାଙ୍କ ସମେତ ଡିପି ମନୁ ଓ ଓଡ଼ିଶାର କିଶୋର ଜେନା ଫାଇନାଲ ରାଉଣ୍ଡରେ ପଦକ ପାଇଁ ଲଢ଼େଇରେ ଅବତୀର୍ଣ୍ଣ ହେବେ। କ୍ୱାଲିଫାଇଂ ରାଇଣ୍ଡରେ ସମସ୍ତ ଥ୍ରୋୟର’ଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କରି ଫାଇନାଲରେ ପହଞ୍ଚିଥିବାରୁ ନୀରଜଙ୍କଠାରୁ ସାରା ଦେଶର କ୍ରୀଡ଼ାପ୍ରେମୀ ସ୍ୱର୍ଣ୍ଣ ପଦକ ଆଶା ରଖିଛନ୍ତି। ସେହିଭଳି ଓଡ଼ିଶାର ପ୍ରଥମ କ୍ରୀଡ଼ାବିତ୍‌‌ ଭାବେ ବିଶ୍ୱ ଆଥ୍‌‌ଲେଟିକ୍ସ ଚାମ୍ପିଅନସିପ୍‌‌ରେ ଅଂଶଗ୍ରହଣ କରିଥିବା କିଶୋରଙ୍କଠାରୁ ମଧ୍ୟ ସାଢ଼େ ୪ କୋଟି ଓଡ଼ିଆବାସୀ ଚମତ୍କାରିତା ଆଶାରେ ରହିଛନ୍ତି।

ପୁରୁଷ ଜାଭେଲିନ ଥ୍ରୋ’ର କ୍ୱାଲିଫାଇଂ ରାଉଣ୍ଡରେ ନୀରଜ ତାଙ୍କ ପ୍ରଥମ ପ୍ରୟାସରେ ୮୮.୭୭ ମିଟର ଜାଭେଲିନ ଫିଙ୍ଗି ଏକାଥରକେ ୨ଟି ସଫଳତା ପାଇଥିଲେ। ସେ ଏହି ମେଗା ଇଭେଣ୍ଟର ଫାଇନାଲ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିଥିବାବେଳେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଲାଗି ମଧ୍ୟ ଟିକଟ୍‌‌ ହାସଲ କରିଥିଲେ। ଆଗାମୀ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ମାର୍କ ୮୫.୫୦ ମିଟର ରହିଥିଲା। କ୍ୱାଲିଫାଇଂରେ ପାକିସ୍ତାନର ଆର୍ଶଦ ନଦୀମ ନୀରଜଙ୍କୁ କଡ଼ା ଟକ୍କର ଦେଇଥିଲେ। ସେ ୮୬.୭୯ ମିଟର ଜାଭେଲିନ ଫିଙ୍ଗି ନୀରଜଙ୍କ ପଛକୁ ୨ୟ ସ୍ଥାନରେ ରହିଥିଲେ। ରବିବାର ହେବାକୁ ଥିବା ଫାଇନାଲ ରାଉଣ୍ଡରେ ନୀରଜ ଓ ନଦୀମଙ୍କ ମଧ୍ୟରେ ଜୋର୍‌‌ଦାର ଲଢ଼େଇ ହେବ ବୋଲି ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ, ୨୫ ବର୍ଷୀୟ ନୀରଜ ଗତବର୍ଷ ଏହି ମେଗା ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ତେଣୁ ରବିବାର ସେ ଏଠାରେ ସ୍ୱର୍ଣ୍ଣ ଜିତି କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ଛୁଇଁବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବେ। ସେହିଭଳି କ୍ୱାଲିଫାଇଂ ରାଉଣ୍ଡରେ ଡିପି ମନୁ ୮୧.୩୧ ମିଟର ସହ ଯୋଗ୍ୟତା ଲାଭ କରିଥିଲେ। ଓଡ଼ିଶାର କିଶୋର ଗ୍ରୁପ୍‌‌-ବି କ୍ୱାଲିଫାଇଂରେ ଅଂଶଗ୍ରହଣ କରି ୮୦.୫୫ ମିଟର ଜାଭେଲିନ ଫିଙ୍ଗିବା ସହ ଫାଇନାଲ ରାଉଣ୍ଡରେ ସ୍ଥାନ ସୁରକ୍ଷିତ କରିଥିଲେ। କିଶୋରଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୪.୩୮ ମିଟର ରହିଛି। ଯାହାକୁ ସେ ନିକଟରେ ଶ୍ରୀଲଙ୍କା ଜାତୀୟ ପ୍ରତିଯୋଗିତାରେ ହାସଲ କରିଥିଲେ। ତେଣୁ ତାଙ୍କଠାରୁ ସେହିଭଳି ଆଉ ଏକ ବଡ଼ ଥ୍ରୋ’ ସାରା ଓଡ଼ିଶାବାସୀ ଆଶା ରଖିଛନ୍ତି।

୨୦୦ ମିଟରରେ ଶେରିକାଙ୍କ ଟାଇଟଲ୍‌‌ ବଜାୟ: ଏହି ବିଶ୍ୱ ଆଥ୍‌‌ଲେଟିକ ଚାମ୍ପିଅନସିପ୍‌‌ର ମହିଳା ୨୦୦ ମିଟର ଦୌଡ଼ରେ ଜାମାଇକାର ଶେରିକା ଜ୍ୟାକସନ ଟାଇଟଲ୍‌‌ ବଜାୟ ରଖିବାରେ ସଫଳ ହୋଇଛନ୍ତି। ଫାଇନାଲରେ ସେ ୨୧.୪୧ ସେକେଣ୍ଡରେ ରେସ୍‌‌ ଶେଷ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମହିଳା ୨୦୦ ମିଟରରେ ଏହା ୨ୟ ଶ୍ରେଷ୍ଠ ଟାଇମିଂ ହେବାର ସୌଭାଗ୍ୟ ଲାଭ କରିଛି। ଏହି ପ୍ରତିଯୋଗିତାରେ ଶେରିକା ୨ୟ ପଦକ ଜିତିଛନ୍ତି। ପୂର୍ବରୁ ସେ ୧୦୦ ମିଟରରେ ରୌପ୍ୟ ପଦକ ହାସଲ କରିଥିଲେ। ଆମେରିକାର ଦୁଇ ଧାବିକା ଗ୍ରାବିଏଲ୍‌‌ ଥୋମାସ (୨୧.୮୧) ଓ କାରି ରିଚାର୍ଡସନ (୨୧.୯୨) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ୧୦୦ ମିଟରରେ ସ୍ୱର୍ଣ୍ଣ ଜିତିଥିବା କାରି ୨୦୦ ମିଟରରେ କିନ୍ତୁ ପୋଡିୟମର ୩ୟ ସ୍ଥାନରେ ଫିନିଶ କରିଛନ୍ତି। ସେହିଭଳି ପୁରୁଷ ୨୦୦ ମିଟରରେ ଆମେରିକାର ନୋଆ ଲାଇସ୍‌‌ ୧୯.୫୨ ସେକେଣ୍ଡରେ ରେସ୍‌‌ ଶେଷ କରି ଚାମ୍ପିଅନ ହୋଇଛନ୍ତି। ଏଥିସହ ସେ ୧୦୦ ପରେ ୨୦୦ରେ ସ୍ୱର୍ଣ୍ଣ ଜିତି ଡବଲ୍‌‌ ସଫଳତା ପାଇଛନ୍ତି। ବିଶ୍ୱ ଆଥ୍‌‌ଲେଟିକ ଚାମ୍ପିଅନସିପ୍‌‌ ଇତିହାସରେ ଜାମାଇକାର ମହାନ ଧାବକ ଉସେନ ବୋଲ୍ଟ ୩ଥର (୨୦୦୯, ୨୦୧୩ ଓ ୨୦୧୫) ଏହି (୧୦୦ ଓ ୨୦୦ ମିଟର) ଡବଲ୍‌‌ ସ୍ୱର୍ଣ୍ଣ ସଫଳତା ପାଇଥିଲେ।

ଫାଇନାଲରେ ଭାରତୀୟ ରିଲେ ଦଳ: ଏଠାରେ ଚାଲିଥିବା ବିଶ୍ୱ ଚାମ୍ପିଅନସିପ୍‌‌ରେ ଭାରତ ପାଇଁ ଆଉ ଏକ ଖୁସି ଖବର ଆସିଛି। ପୁରୁଷ ୪ ଗୁଣା ୪୦୦ ମିଟର ରିଲେ ରେସ୍‌‌ରେ ଭାରତୀୟ ଦଳ ପ୍ରଥମଥର ଲାଗି ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛି। ମହମ୍ମଦ ଆନସ, ଅମୋଜ ଜ୍ୟାକବ, ମହମ୍ମଦ ଆଜମଲ ଭାରିୟାଥୋଡି ଓ ରାଜେଶ ରମେଶଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ଦଳ କ୍ୱାଲିଫାଇଂ ରାଉଣ୍ଡରେ ହିଟ୍ସରେ ୨ୟ ସ୍ଥାନରେ ରହି ଏହି ସଫଳତା ପାଇଛନ୍ତି। ଏହି ଦୂରତାକୁ ଭାରତୀୟ ଦଳ ୨ ମିନିଟ୍‌‌ ୫୦.୦୫ ସେକେଣ୍ଡରେ ଶେଷ କରି ନୂଆ ଏସିଆ ରେକର୍ଡ ମଧ୍ୟ ସ୍ଥାପନ କରିଛି।

ବେରିସୋଙ୍କୁ ମାରାଥନ ସ୍ୱର୍ଣ୍ଣ: ସେହିଭଳି ମହିଳା ମାରାଥନରେ ଇଥିଓପିଆର ଆମାନେ ବେରିସୋ ଚାମ୍ପିଅନ ହୋଇଛନ୍ତି। ସେ ନିଜ ଦେଶର ଗୋତ୍ୟତମ ଗେବ୍ରେସଲାସେଙ୍କୁ ୧୧ ସେକେଣ୍ଡ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଜିତିନେଇଛନ୍ତି। ବେରିସୋ ୨ ଘଣ୍ଟା ୨୪ ମିନିଟ୍‌‌ ୨୩ ସେକେଣ୍ଡରେ ରେସ୍‌‌ ଶେଷ କରିଥିଲେ। ଗୋତ୍ୟତମ (୨:୨୪:୩୪)ଙ୍କୁ ରୌପ୍ୟ ଓ ମରକ୍କୋର ଫାତିମା (୨:୨୫:୨୭) କାଂସ୍ୟ ପଦକ ଜିତିଥିଲେ।

ଲୁସାନେ ଡାଇମଣ୍ଡ ଲିଗ୍‌ରେ ୮୭.୬୬ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା
ନୂଆଦିଲ୍ଲୀ: ଦେଶର ସୁନା ପୁଅ ନୀରଜ ଚୋପ୍ରା ପୁଣି ଥରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଲୋଜାନ ଡାଇମଣ୍ଡ ଲିଗ୍ ଟାଇଟଲ୍ ଜିତିଛନ୍ତି। ନୀରଜ ୮୭.୬୬ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ହେଉଛି ‘ଗୋଲଡେନ୍ ବୟ’ ନୀରଜଙ୍କ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ଏହାପୂର୍ବରୁ ସେ ମେ’ ମାସରେ ଦୋହା ଠାରେ ଅନୁଷ୍ଠିତ ହୀରାଖଣ୍ଡ ଲିଗ୍ ଟାଇଟଲ୍ ଜିତିଥିଲେ।

ଆହତ ହେବା ପରେ ନୀରଜ ଚୋପ୍ରା ଜବରଦସ୍ତ କମ୍ ବ୍ୟାକ କରିଛନ୍ତି। ପ୍ରାୟ ମାସେ ଆଘାତ ହେବାର ବିରତି ପରେ ସେ ବର୍ଚ୍ଛା ସହିତ ପଡ଼ିଆକୁ ଓହ୍ଲାଇଥିଲେ। ପଞ୍ଚମ ରାଉଣ୍ଡରେ ସେ ୮୭.୬୬ ମିଟର ଥ୍ରୋ ସହ ଟାଇଟଲ ଜିତିଥିଲେ। ଏହା ହେଉଛି ନୀରଜଙ୍କ ଅଷ୍ଟମ ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ। ଏହାପୂର୍ବରୁ ସେ ଏସୀୟ ଗେମ୍ସ, ଦକ୍ଷିଣ ଏସୀୟ ଗେମ୍ସ, ଅଲିମ୍ପିକ ଗେମ୍ସ ଏବଂ ଡାଇମଣ୍ଡ ଲିଗ୍ ଭଳି ଟୁର୍ନାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଫାଉଲରୁ ନୀରୋଜ ଚୋପ୍ରା ନିଜର ଇନିଂସ ଆରମ୍ଭ କରିଥିଲେ। ଦ୍ୱିତୀୟ ରାଉଣ୍ଡରେ ନୀରଜ ୮୩.୫୨ ମିଟର ଥ୍ରୋ କରିଥିଲେ। ତୃତୀୟ ରାଉଣ୍ଡରେ ନୀରଜ ୮୫.୦୨ ମିଟର, ଚତୁର୍ଥ ରାଉଣ୍ଡରେ ଫାଉଲ ହୋଇଥିବାବେଳେ ପଞ୍ଚମ ରାଉଣ୍ଡରେ ଜାଭେଲିନ୍କୁ ୮୭.୬୬ ମିଟର ଦୂର ଫିଙ୍ଗିଥିଲେ। ଏହି ଥ୍ରୋ ସହିତ ସେ ପ୍ରଥମ ସ୍ଥାନକୁ ଆସିଥିଲେ। ଷଷ୍ଠ ତଥା ଶେଷ ରାଉଣ୍ଡରେ ନୀରଜ ୮୪.୧୫ ମିଟର ଥ୍ରୋ କରିଥିଲେ।

ଏହି ଇଭେଣ୍ଟରେ ଜର୍ମାନୀର ଜୁଲିଆନ୍ ୱେବର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଢ ସେ ୮୭.୦୩ ମିଟର ଥ୍ରୋ ସହିତ ରୌପ୍ୟ ପଦକ ଜିତିଛନ୍ତି। ଏଥି ସହିତ ଚେକ ରିପବ୍ଲିକର ଜାକୁବ ଭାଡଲେଚେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ୮୬.୧୩ ମିଟର ଫିଙ୍ଗିଥିଲେ।

ବିଶ୍ବ ଜାଭଲିନ୍‌ ଥ୍ରୋ ମାନ୍ୟତାରେ ନଂ ୱାନ୍‌କୁ ଉନ୍ନୀତ ହେଲେ ଅଲିମ୍ପିକ୍‌ ଚାମ୍ପିଅନ୍‌ ନୀରଜ ଚୋପ୍ରା
ନୂଆଦିଲ୍ଲୀ: ଅଲିମ୍ପିକ୍‌ ଚାମ୍ପିଅନ୍‌ ନୀରଜ ଚୋପ୍ରା ବିଶ୍ବ ମାନ୍ୟତାରେ ନଂ ୧କୁ ଉନ୍ନୀତ ହୋଇଛନ୍ତି। ପ୍ରଥମ ଭାରତୀୟ ଜାଭେଲିନ ଫିଙ୍ଗାଳି ଭାବେ ନୀରଜ ବିଶ୍ଵ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଗତବର୍ଷ ଅଗଷ୍ଟ ୩୦ରୁ ଦ୍ବିତୀୟ ସ୍ଥାନରେ ରହି ଆସିଥିଲେ । ୧୪୫୫ ପଏଣ୍ଟ ପାଇ ବିଶ୍ବ ଚାମ୍ପିଅନ୍‌ ଆଣ୍ଡରସନ ପିଟର୍ସଙ୍କୁ ପଛରେ ପକାଇ ଏହି ଉପଲବ୍ଧି ହାସଲ କରିଛନ୍ତି।

ନୀରଜ ଚୋପ୍ରା ୨୦୨୧ ଟୋକିଓ ଅଲିମ୍ପିକ୍ସରେ ୮୭.୫୮ ମିଟର ଜାଭେଲିନ ଫିଙ୍ଗି ଭାରତୀୟ କ୍ରୀଡା ଇତିହାସରେ ନିଜର ନାମ ଲିପିବଦ୍ଧ କରିଥିଲେ। ଏହା ପରେ ନୀରଜ ଚୋପ୍ରା ନିଜ ଖେଳରେ ନିରନ୍ତର ଉନ୍ନତି ଘଟାଇ ଚାଲିଛନ୍ତି। ଟୋକିଓ ଅଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ଜାକୁବ ଭାଡଲେଜେଚ୍‌ ୮୮.୬୩ ମିଟର ଜାଭେଲିନ ଫିଙ୍ଗି ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ବିଶ୍ଵ ଚାମ୍ପିଅନ ଆଣ୍ଡରସନ ପିଟର୍ସ ଯିଏ ଗତ ବର୍ଷ ଦୋହାରେ ୯୩ ମିଟର ଜାଭେଲିନ ଫିଙ୍ଗିଥିଲେ ସେ ନିଜର ଶ୍ରେଷ୍ଠ ପ୍ରୟାସରେ ୮୫.୮୮ ମିଟର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି କାଂସ୍ୟ ପଦକ ଜିତିଛନ୍ତି।

ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର: ଅସୁସ୍ଥତା କାରଣରୁ କମନ୍‌ୱେଲ୍‌ଥ ଗେମ୍ସରେ ଭାଗ ନେବେ ନାହିଁ ନୀରଜ
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ଓରଗନ୍‌ ଚାଲିଥିବା ବିଶ୍ବ ଦୌଡ଼କୁଦ ଚାମ୍ପିୟନସିପରେ ଆୟୋଜିତ ପୁରୁଷ ଜାଭଲିନ୍ ଥ୍ରୋ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିଣି ଭାରତୀୟ ଖେଳାଳି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଥିଲେ। ଏବେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି। ତାଙ୍କର ଶାରୀରିକ ଅସୁସ୍ଥତା ହେତୁ ସେ ଆଗାମୀ ୨୮ ତାରିଖରେ ହେବାକୁ ଥିବା ୨୦୨୨ କମନ୍‌ୱେଲ୍‌ଥ ଗେମ୍ସରେ ଖେଳିପାରିବେ ନାହିଁ ବୋଲି ଜଣାପଡ଼ିଛି.

ଭାରତୀୟ ଅଲମ୍ପିକ୍‌ ଆସୋସିଏସନ୍‌ର ସାଧାରଣ ସଂପାଦକ ରାଜୀବ ମେହେତା ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ନୀରଜ ସମ୍ପୂର୍ଣ୍ଣ ସୁସ୍ଥ ନ ଥିବାରୁ ସେ କମନ୍‌ୱେଲ୍‌ଥ ଗେମ୍ସରେ ଖେଳିବ‌େ ନାହିଁ। ତାଙ୍କୁ ୨୦ ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସେ ବିଶ୍ବ ଆଥଲେଟିକ୍ ଚାମ୍ପିୟନସିପରେଆହତ ହୋଇଥିଲେ।

ସୂଚନାଯୋଗ୍ୟ, ‘ୱାଲ୍‌ର୍ଡ ଆଥଲେଟିକସ ଚାମ୍ପିୟନସିପ’ ପଦକ ଜିଣିବାରେ ନୀରଜ ହେଉଛନ୍ତି ଦ୍ବିତୀୟ ଖେଳାଳି। ୨୦୦୩ରେ ଏହି ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଲଙ୍ଗ୍‌ ଜମ୍ପ୍‌ରେ ଭାରତୀୟ ଖେଳାଳି ଅଞ୍ଜୁବବି ଜର୍ଜ କାଂସ୍ୟ ପଦକ ହାସଲ କରିଥିଲେ।

ଆଉ ଏକ ଇତିହାସ ରଚିଲେ ନୀରଜ ଚୋପ୍ରା, ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍‌ସିପ୍‌ରେ ଜିତିଲେ ରୌପ୍ୟ
ନୂଆଦିଲ୍ଲୀ : ଆଉ ଏକ ଇତିହାସ ରଚିଲେ ଭାରତର ସୁନା ପୁଅ ନୀରଜ ଚୋପ୍ରା। ଆମେରିକାର ୟୁଜିନରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍‌ସିପରେ ରବିବାର ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଛନ୍ତି। ଜାଭଲିନ୍ ଥ୍ରୋର ଚତୁର୍ଥ ରାଉଣ୍ଡରେ ୮୮.୧୩ ମି. ଜାଭଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି। ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିବା ପ୍ରଥମ ଭାରତୀୟ ପୁରୁଷ ଆଥଲେଟ୍ ଭାବେ ସେ ଇତିହାସ ସୃଷ୍ଟି କରିଛନ୍ତି। ସେହିପରି ବିଶ୍ୱ ଆଥଲେଟିକ୍‌ ଚାମ୍ପିଅନଶିପ୍‌ରେ ଜାଭଲିନ୍ ଥ୍ରୋରେ ଏଣ୍ଡରସନ୍‌ ପିଟର୍ସ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୯୦.୪୬ ମିଟର ଜାଭଲିନ ଫିଙ୍ଗି ସେ ଗୋଲ୍ଡ ମେଡାଲ ଜିତିଛନ୍ତି।

ଏହି ପ୍ରତିଯୋଗୀତାରେ ସେ ରୌପ୍ୟ ପଦକ ହାସଲ କରି ପ୍ରାୟ ୧୯ ବର୍ଷ ପରେ ଭାରତକୁ ସଫଳତା ଦେଇଛନ୍ତି। ତାଙ୍କ ପୂର୍ବରୁ ୨୦୦୩ରେ ଅଞ୍ଜୁ ବିବି ଜର୍ଜ ପ୍ରତିଯୋଗୀତିରେ କାଂସ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ତେବେ ପୁରଷ ବର୍ଗରେ କେବଳ ନୀରଜ ହିଁ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍‌ସିପ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି।୨୪ ବର୍ଷୀୟ ନୀରଜ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏବେ ବିଶ୍ୱ ଚାମ୍ପିୟନଶିପରେ ମଧ୍ୟ ସେ ପଦକ ଜିତି ଭାରତ ପାଇଁ ଆଉ ଏକ ଗୌରବ ଆଣିଛନ୍ତି।

Check out the throw that won @Neeraj_chopra1 his historic Silver 🥈 at @WorldAthletics C'ships

Our Champ just nows when its a good throw 😁😇 and the Roar🔥#WCHOregon22 #IndianAthletics @PMOIndia @ianuragthakur @NisithPramanik @afiindia @SAI_Patiala @Adille1 pic.twitter.com/6Y5oSq534z

— SAI Media (@Media_SAI) July 24, 2022

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍‌ସିପର ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା ପ୍ରଥମ ପ୍ରୟାସର ଫେଲ୍ ମାରିଥିଲେ। ତାଙ୍କର ପ୍ରଥମ ଥ୍ରୋକୁ ଫାଉଲ୍ ଘୋଷଣା କରାଯାଇଥିଲା। ଏହାପରେ ସେ ଦ୍ୱିତୀୟ ରାଉଣ୍ଡରେ ୮୨.୩୯ ମିଟର ଦୂରକୁ ଜାଭଲୀନ ଫିଙ୍ଗିଥିଲେ। ନୀରଜଙ୍କ ବିପକ୍ଷରେ ଖେଳୁଥିବା ଗ୍ରେନାଡ଼ା କେ ଆଣ୍ଡରସନ ପିଟର୍ସ ପ୍ରଥମ ପ୍ରୟାସରେ ୯୦.୨ ମିଟର ଦୂରକୁ ଜାଭଲୀନ ଫିଙ୍ଗିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ୯୦.୪୬ ଦୂର ଫିଙ୍ଗି ପ୍ରଥମ ରାଉଣ୍ଡରେ ହିଁ ନୀରଜଙ୍କ ଉପରେ ଚାପ ପକାଇଥିଲେ।ଏହାପରେ ନୀରଜ ତୃତୀୟ ରାଉଣ୍ଡରେ ୮୬.୩୭ ଓ ଚତୁର୍ଥ ରାଉଣ୍ଡରେ ୮୮.୧୩ ମିଟର ଦୂରକୁ ଜାଭଲୀନ ଫିଙ୍ଗି ନିଜର ପ୍ରଦର୍ଶନରେ ଉନ୍ନତୀ ଆଣିଥିଲେ ବି ପଞ୍ଚମ ରାଉଣ୍ଡରେ ଫେଲ୍ ମାରିଥିଲେ।

ତେବେ ୯୦.୧୪ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ଗ୍ରେନେଡୀୟ ଖେଳାଳି ଆଣ୍ଡର୍‌ସନ୍‌ ପିଟର୍ସ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାର ପୂର୍ବ ଥର ବି ସେ ପ୍ରଥମ ସ୍ଥାନ ଅକ୍ତିଆର କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।ବି‌ଶ୍ବ ଦୌଡ଼କୁଦ ଚାମ୍ପିୟନ୍‌ସିପ୍‌ର ଜାଭ୍‌ଲିନ୍‌ ଥ୍ରୋ’ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ବଜାୟ ରଖିବାରେ ଆଣ୍ଡର୍‌ସନ୍‌ ପିଟର୍ସ ହେଉଛନ୍ତି ଦ୍ବିତୀୟ ବ୍ୟକ୍ତି। ଆଜିର ପ୍ରତିଯୋଗିତାରେ ସେ ୩ ଥର ୯୦ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗିଥିଲେ। ସେଥିରୁ ସର୍ବାଧିକ ଦୂରତା ଥିଲା ୯୦.୫୪ ମିଟର୍‌।ସେହିପରି, ଜର୍ମାନିର ନ୍ୟାସ୍‌ନାଲ୍‌ ଚାମ୍ପିୟନ୍‌ ଜୁଲିୟାନ୍‌ ୱେବର୍‌ ୮୬.୮୬ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି କାଂସ୍ୟ ପଦକ ହାସଲ କରିଛନ୍ତି।ଏହି ପ୍ରତିଯୋଗିତାରେ ଜିଣିବା ପରେ ନୀରଜ ଚୋପ୍ରା ‘ଅଲିମ୍ପିକ୍‌ ଚାମ୍ପିୟନ୍‌’, ‘ଏସିଆନ୍‌ ଗେମ୍‌ସ୍‌ ଚାମ୍ପିୟନ୍‌’, ‘କମନ୍‌ୱେଲ୍‌ଥ୍‌ ଗେମ୍‌ସ୍‌ ଚାମ୍ପିୟନ୍‌’ ଏବଂ ‘ୱାଲ୍‌ର୍ଡ ଆଥ୍‌ଲେଟିକ୍‌ସ୍‌ ଚାମ୍ପିଅନ୍‌ସିପ୍’ ରୌପ୍ୟ ପଦକ ବିଜେତା ହୋଇପାରିଛନ୍ତି।

A great accomplishment by one of our most distinguished athletes!

Congratulations to @Neeraj_chopra1 on winning a historic Silver medal at the #WorldChampionships. This is a special moment for Indian sports. Best wishes to Neeraj for his upcoming endeavours. https://t.co/odm49Nw6Bx

— Narendra Modi (@narendramodi) July 24, 2022

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍‌ସିପ ପ୍ରତିଯୋଗୀତାରେ ୨୪ ବର୍ଷୀୟ ନୀରଜ ଚୋପ୍ରାଙ୍କ ବ୍ୟାତୀତ ଅନ୍ୟ ୩୪ ଜଣ ଆଥଲେଟ୍ ଭାଗ ନେଇଥିଲେ। ସମସ୍ତଙ୍କୁ ଦୁଇଟି ଗ୍ରୁପ୍‌ରେ ରଖାଯାଇଥିଲା। ନୀରଜ ପ୍ରଥମ ଗ୍ରୁପ୍‌ରେ ଥିବା ବେଳେ ରୋହିତଙ୍କୁ ଗ୍ରୁପ୍ ‘ବି’ରେ ରଖାଯାଇଥିଲା। ନୀରଜ ତାଙ୍କ କ୍ୟରିୟରରେ ତୃତୀୟ ସବୁଠାରୁ ଭଲ ୮୮. ୩୯ ମିଟର ଥ୍ରୋ କରି ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ। ନୀରଜ ଓ ରୋହିତଙ୍କୁ ମିଶାଇ ମୋଟ ୧୨ ଖେଳାଳି ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ।

ନୀରଜଙ୍କ ସ୍ବର୍ଣ୍ଣ ପଛରେ ଚାଚାଙ୍କ ଭୂମିକା
ପଞ୍ଚକୁଲାର ତାଉ ଦେବୀ ଲାଲ ସ୍ପୋର୍ଟସ କମ୍ପ୍ଲେକ୍ସ  ଟ୍ରାକ ନୀରଜ ଚୋପ୍ରାଙ୍କ ସୁବର୍ଣ୍ଣ ଯାତ୍ରାର ସାକ୍ଷୀ ହାଇ ରହିବ। ଏହି ଠାରୁ ସେ ତାଙ୍କ କ୍ଯାରିଅର ଆରମ୍ଭ କରିଥିଲେ। ନୀରଜ ଦୌଡ଼ିବା ବେଳେ ଜାଣି ନ ଥିଲେ ଯେ ଦିନେ ଏହି ଟ୍ରାକ୍ ତାଙ୍କୁ ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣକୁ ନେଇଯିବ। ଦୀର୍ଘ ୧୦ ବର୍ଷର ନିରନ୍ତର ଉଦ୍ୟମ ପରେ ସେ ଶନିବାର ଟୋକିଓ ଅଲିମ୍ପିକ୍ସରେ ସଫଳତା ପାଇଥିଲେ । ଯାହାକୁ  ନେଇ ଭାରତ ଆଜି ଗର୍ବିତ।

୨୦୧୧  ମସିହାରୁ ତାଉ ଦେବୀ ଲାଲଙ୍କ ସ୍ପୋର୍ଟସ କମ୍ପ୍ଲେକ୍ସରେ ଦିନ ରାତି ଏକ କରି  ପରିଶ୍ରମ କରିବା ପରେ, ପ୍ରଥମ ପ୍ରୟାସରେ ସେ ନଭେମ୍ବର  ୨୦୧୨ରେ ଲକ୍ଷ୍ନୌଠାରେ ଆୟୋଜିତ ଜୁନିଅର ନ୍ୟାସନାଲରେ ଅଣ୍ଡର -୧୬ ବର୍ଗରେ ୬୮.୪୬  ମିଟର ସହିତ ଜାଭେଲିନ୍ ଥ୍ରୋରେ ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେ।  ସେବେଠାରୁ କୋଚ୍ ନସିମ ଅହମ୍ମଦ ଅଲିମ୍ପିକ୍ସ ପାଇଁ ନୀରଜ ଚୋପ୍ରାଙ୍କୁ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ ଏବଂ ନୀରଜ ମଧ୍ୟ ଅନୁଭବ କରିଥିଲେ ଯେ ସେ ଭଲ କରିପାରିବେ।

ଜାଭେଲିନରେ ନୀରଜଙ୍କର ପ୍ରଥମ ଗୁରୁ ହେଉଛନ୍ତି ତାଙ୍କ ଚାଚା ଜୟବୀର

ନୀରଜଙ୍କ  ଓଜନ ଅଧିକ ଥିବାରୁ ତାଙ୍କ ଚାଚ ତାଙ୍କୁ ପାଟି କରନ୍ତି। ସେ ଚାଚଙ୍କ ଭୟରେ ଓଜନ କମାଇବା ପାଇଁ ଦୌଡିବାକୁ ଯାଇଥାନ୍ତି। ଏହିଠାରୁ ତାଙ୍କକ ଖେଳ ପ୍ରତି ରୁଚି ଆସିଥିଲା।  ନୀରଜ କହିଛନ୍ତି ଯେ, ସେ ଜାଣି ନ ଥିଲେ ଯେ ଏହି ଠାରୁ ତାଙ୍କ କ୍ୟାରିୟର ଆରମ୍ଭ ହେବ। ଅଧିକ ଓଜନ ହେତୁ ଚାଚା ତାଙ୍କୁ ଦୌଡ଼ିବା ଏବଂ ବ୍ୟାୟାମ କରିବା ପାଇଁ ପଠାଉଥିଲେ । ଏହା ପରେ ସେ ଧୀରେ ଧୀରେ  ଖେଳକୁ ଉପଭୋଗ କରିବାକୁ ଲାଗିଥିଲେ। ପ୍ରାରମ୍ଭରେ ତାଙ୍କ ଗାଁରେ ଚାଚା ଜୟବୀର ନୀରଜଙ୍କୁ ଜାଭେଲିନ୍ ଥ୍ରୋ ଅଭ୍ୟାସ କରାଉଥିଲେ । ତା’ପରେ ପରିବାର ସଦସ୍ୟଙ୍କ ପରାମର୍ଶ ନେବା ପରେ ନୀରଜ ଆଥଲେଟିକ୍ସରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଜୟବୀରଙ୍କ ସହ ପଞ୍ଚକୁଲା ସ୍ପୋର୍ଟସ ନର୍ସରୀରେ ନାମ ଲେଖାଇଥିଲେ। ଏହା ପରେ ସେ ଓଜନ ହ୍ରାସ କରିବା ସହ ଜାଭେଲିନ୍ ଥ୍ରୋ ସାହାଯ୍ୟରେ ରେକର୍ଡ ପରେ ରେକର୍ଡ ସୃଷ୍ଟି କରିଥିଲେ।

କ୍ରୀଡା କ୍ୟାରିୟରର ମାତ୍ର ଚାରି ବର୍ଷରେ ପାଞ୍ଚଟି ରେକର୍ଡ କରିଥିଲେ ନୀରଜ:

ନୀରଜ ଚୋପ୍ରା ଏପରି ଜଣେ ଖେଳାଳି, ଯିଏ ମାତ୍ର ଚାରି ବର୍ଷର ଖେଳ ଜୀବନରେ ପାଞ୍ଚଟି ରେକର୍ଡ ସୃଷ୍ଟି କରିଥିଲେ। ଯେତେବେଳେ ସେ  ୨୦୧୨ ରୁ ୨୦୧୬ପର୍ଯ୍ୟନ୍ତ ଖେଳ ପଡିଆରେ ପ୍ରବେଶ କରୁଥିଲେ ବଡବଡ ଖେଳାଳୀଙ୍କୁ ସହଜରେ ପରାସ୍ତ କରିଦେଉଥିଲେ। ଏବଂ ପ୍ରତିଥର ମଧ୍ଯ ନୂଆନୂଆ ରେକର୍ଡ ସୃଷ୍ଟି କରୁଥିଲେ।   ୨୦୧୨ ପରେ, ସେ ପୁନର୍ବାର ୨୦୧୬ ଫେବୃଆରୀ ୧୨ରେ ଗୁଆହାଟୀରେ ଆୟୋଜିତ ଦକ୍ଷିଣ ଏସୀୟ ଗେମ୍ସର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ୧୯ ବର୍ଷରୁ କମ୍ ବୟସରେ ୮୨.୨୩  ମିଟର ଜାଭେଲିନ୍ ପକାଇ ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେ ନୀରଜ।

-ଫେବୃଆରୀ -୨୦୧୬ରେ ଗୁଆହାଟୀରେ ଆୟୋଜିତ ଏସୀୟ ଗେମ୍ସରେ, ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ୮୨.୨୩ ମିଟରର ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେ ।

-୨୬ ରୁ ୩୦ନଭେମ୍ବର ୨୦୧୪ ପର୍ଯ୍ୟନ୍ତ, ଗୁଜୁରାଟର ବିଜୟୱାଡା ଠାରେ ଚାଲିଥିବା ୩୦ତମ ଜୁନିଅର ଆଥଲେଟିକ୍ସ ଚାମ୍ପିଅନସିପ୍ ୧୮ବର୍ଷରୁ କମ୍ ବୟସର ୟୁପି ଅଭିଷେକଙ୍କ ୭୩.୪୦ ରେକର୍ଡ ଭାଙ୍ଗି ୭୬.୫୦ ମିଟରର ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେ।

-୧୮-୧୯ ଅକ୍ଟୋବର ୨୦୧୪ରେ ଲକ୍ଷ୍ନୌର ପିଏସି ଗ୍ରାଉଣ୍ଡରେ ୨୬ତମ ଉତ୍ତର ଜୋନ୍ ଆଥଲେଟିକ୍ସ ଚାମ୍ପିଅନସିପର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ୭୪.୭୬ ମିଟରର ପକାଇ ହରିୟାଣର ଅଭିଷେକଙ୍କ ରେକର୍ଡ ଭାଙ୍ଗିଥିଲେ ନୀରଜ।

-ସେ ଲକ୍ଷ୍ନୌରେ ୨୦୧୨ରେ ଆୟୋଜିତ ଜୁନିଅର ନ୍ୟାସନାଲରେ ୬୮.୪୬  ମିଟର ସହ ଜାଭେଲିନ୍ ଥ୍ରୋରେ ଏକ ରେକର୍ଡ ସ୍ଥାପନ କରିଥିଲେ।

ହେଲେ ୨୦୨୧ ଅଗଷ୍ଟ ୭ତାରିଖ ଅର୍ଥାତ ଶନିବାର ଟୋକିଓ ଅଲିମ୍ପିକ୍ସ ଯେଉଁ ରେକର୍ଡ ସୃଷ୍ଟି କରିଛନ୍ତି ତାହା ସବୁଦିନ ପାଇଁ ମନେ ରହିବ । ବିଶ୍ବର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପଛରେ ପକାଇ ନିରୋଜ ଯେଉଁ ସଫଳତା ହସଲ କରିଛନ୍ତି, ତାହାକୁ ନେଇ ଭାରତ ଆଜି ଗର୍ବିତ। ଏହି ସ୍ବର୍ଣ୍ଣ ପଦକ ପଛରେ ତାଙ୍କର ନିରନ୍ତର ପରିଶ୍ରମ ଓ ଚଚାଙ୍କ ଭୂମିକା ବେଶ ଗୁରୁତ୍ବ ବହନ କରୁଛି।

ଜାଭେଲିନ୍ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ନୀରଜ ଚୋପ୍ରା
ଟୋକିଓ: ୧୨୧ ବର୍ଷର ସଂଘର୍ଷ ପରେ ଜାଭେଲିନ୍ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ନୀରଜ ଚୋପ୍ରା । ୮୭.୫୮ ମିଟର ବେଷ୍ଟ ଜାଭେଲିନ୍ ଥ୍ରୋ ସହ ନୀରଜଙ୍କୁ ଏହି ସଫଳତା ମିଳିଛି । ପ୍ରଥମଥର ପାଇଁ ଭାରତକୁ ଜାଭେଲିନ୍ ଥ୍ରୋରେ ପଦକ ମିଳିଛି, ତାହା ପୁଣି ସ୍ୱର୍ଣ୍ଣ । ୧୯୨୦ ମସିହାରେ ପ୍ରଥମ ଥର ପାଇଁ ଅଲମ୍ପିକ ଜାଭେଲିନ୍ ଥ୍ରୋରେ ଭାରତ ଭାଗ ନେଇଥିଲା । ସେବେଠୁ କେବେ ଭାରତ ଜାଭେଲିନ୍ ଥ୍ରୋରେ ପଦକ ପାଇନଥିଲା । ୧୨୧ ବର୍ଷର ଅଧୁରା ସ୍ୱପ୍ନକୁ ପୂରଣ କରିଛନ୍ତି ନୀରଜ ଚୋପ୍ରା । ଜାଭେଲିନ୍ ଥ୍ରୋରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ।

ନୀରଜଙ୍କ ସଫଳତାକୁ ନେଇ ଦେଶ ସାରା ଉତ୍ସାହ ଖେଳି ଯାଇଛି । ଏଥିସହ ଚଳିତ ଅଲମ୍ପିକରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଟୋକିଓ ଅଲମ୍ପିକରେ ଭାରତକୁ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି କାଂସ୍ୟ ମିଳିଛି । ଜାଭେଲିନ୍ ଥ୍ରୋରେ ନୀରଜ ପ୍ରଥମ ରାଉଣ୍ଡରେ ୮୭.୦୩, ଦ୍ୱିତୀୟ ରାଉଣ୍ଡରେ ୮୭.୫୮ ଓ ତୃତୀୟ ରାଉଣ୍ଡରେ ୭୬.୭୯ ମିଟର ଜାଭେଲିନ୍ ଥ୍ରୋ କରିଥିଲେ । ଚତୁର୍ଥ ଓ ପଞ୍ଚମ ରାଉଣ୍ଡ ଜାଭେଲିନ୍ ଥ୍ରୋ ଗଣତି ହୋଇ ନଥିଲା । ଫାଇନାଲରେ ନୀରଜଙ୍କ ସହ ୧୨ ଜଣ ଖେଳାଳି ଭାଗ ନେଇଥିଲେ । ସମସ୍ତଙ୍କୁ ମାତ୍ ଦେଇ ନୀରଜ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ।