javelin throw - The Sakala

ଏସୀୟ କ୍ରୀଡ଼ା ୨୦୨୩: ଜାଭଲିନ୍ ଥ୍ରୋରେ ନିରଜଙ୍କୁ ସ୍ବର୍ଣ୍ଣ, ଓଡ଼ିଆ ପୁଅ କିଶୋରଙ୍କୁ ରୌପ୍ୟ
ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଜାଭଲିନ ଥ୍ରୋରେ ଆଉ ଏକ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି। ସୁନା ପୁଅ ନିରଜ ଚୋପ୍ରାଙ୍କୁ ସ୍ବର୍ଣ୍ଣ ପଦକ ମଳିଥିବା ବେଳେ ଓଡ଼ିଆ ପୁଅ କିଶୋର ଜେନା ରୌପ୍ୟ ପଦକ ହାସଲ କରିଛନ୍ତି। ଏଥିସହ ଓଡ଼ିଆ ପୁଅ କିଶୋର ଜେନା ଅଲିମ୍ପିକ୍ସ ଯୋଗ୍ୟତା ମଧ୍ୟ ହାସଲ କରିଛନ୍ତି। ୨୦୧୮ ଏସିଆଡରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ନୀରଜ ।

Historic GOLD & SILVER for India 🔥🔥🔥

Neeraj Chopra wins Gold & Kishore Jena wins Silver medal in Javelin Throw.

Neeraj with SB: 88.88m

Kishore with PB: 87.54m (Also qualifies for Paris Olympics. #AGwithIAS | #IndiaAtAsianGames #AsianGames2022 pic.twitter.com/CRxQN9ZxL0

— India_AllSports (@India_AllSports) October 4, 2023

ନିରୋଜ ଚୋପ୍ରା ୮୮.୮୮ ମିଟର ଦୂରତାକୁ ଜାଭଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଓଡ଼ିଆ ପୁଅ କିଶୋର ଜେନା ୮୭ .୫୪ ମିଟର ଦୂରତାକୁ ଜାଭଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି ।

ଏସୀୟ କ୍ରୀଡ଼ା ୨୦୨୩: ମହିଳା ଜାଭଲିନ ଥ୍ରୋରେ ଭାରତର ଅନୁ ରାଣୀଙ୍କୁ ସ୍ୱର୍ଣ୍ଣ
ହାଙ୍ଗଝୋଉ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ଏସୀୟ କ୍ରୀଡ଼ା ମହିଳା ଜାଭଲିନ ଥ୍ରୋରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି। ସ୍ୱର୍ଣ୍ଣ ଜିତିଲେ ଗୋଲ୍ଡେନ ଗାର୍ଲ ଅନୁ ରାଣୀ । ୬୨.୯୨ ମିଟର ଦୂରତାକୁ ଜାଭଲିନ ଫିଙ୍ଗି ଅନୁ ରାଣୀ ସ୍ୱର୍ଣ୍ଣ ଜିତିଛନ୍ତି।

ସେହିପରି ୯୨ କେଜି ପୁରୁଷ ବକ୍ସିଂରେ ନରେନ୍ଦର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଟୋକିଓ ପାରାଲିମ୍ପିକ୍ସ: ଜାଭଲିନ୍‌ ଥ୍ରୋରେ ଭାରତକୁ ଡବଲ ମେଡାଲ, ଦେବେନ୍ଦ୍ର ଝାଝାରିଆଙ୍କୁ ରୌପ୍ୟ ଓ ସୁନ୍ଦର ସିଂ ଗୁର୍ଜରଙ୍କୁ ବ୍ରୋଞ୍ଜ
ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଦବଦବା ଜାରି ରହିଛି। ଆଜି ପବିତ୍ର ଜନ୍ମାଷ୍ଟମୀରେ ଖୁସି ଖବର ଆସିବାରେ ଲାଗିଛି।  ଭାରତକ ଆଜି ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଡିସ୍‌କସ୍‌ ଥ୍ରୋରେ ରୋପ୍ଯ ପଦକ ଜିତିଥିଲା । ପୁଣି ଜାଭଲିନ୍‌ ଥ୍ରୋରେ ଭାରତକୁ ଆଉ ୨ଟି ପଦକ ମିଳିଛି। ଏଥିସହଭାରତର ପଦକ ସଂଖ୍ଯା ୭କୁ ବୃଦ୍ଧି ପାଇଛି।

ଜାଭଲିନ୍‌ ଥ୍ରୋରେ ଦେବେନ୍ଦ୍ର ଝାଝାରିଆ ରୌପ୍ୟ ଜିତିଥିବା ବେଳେ ଓ ସୁନ୍ଦର ସିଂ ଗୁର୍ଜରଙ୍କୁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ସଫଳତା ପାରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ନୀରଜଙ୍କ ସ୍ବର୍ଣ୍ଣ ପଛରେ ଚାଚାଙ୍କ ଭୂମିକା
ପଞ୍ଚକୁଲାର ତାଉ ଦେବୀ ଲାଲ ସ୍ପୋର୍ଟସ କମ୍ପ୍ଲେକ୍ସ  ଟ୍ରାକ ନୀରଜ ଚୋପ୍ରାଙ୍କ ସୁବର୍ଣ୍ଣ ଯାତ୍ରାର ସାକ୍ଷୀ ହାଇ ରହିବ। ଏହି ଠାରୁ ସେ ତାଙ୍କ କ୍ଯାରିଅର ଆରମ୍ଭ କରିଥିଲେ। ନୀରଜ ଦୌଡ଼ିବା ବେଳେ ଜାଣି ନ ଥିଲେ ଯେ ଦିନେ ଏହି ଟ୍ରାକ୍ ତାଙ୍କୁ ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣକୁ ନେଇଯିବ। ଦୀର୍ଘ ୧୦ ବର୍ଷର ନିରନ୍ତର ଉଦ୍ୟମ ପରେ ସେ ଶନିବାର ଟୋକିଓ ଅଲିମ୍ପିକ୍ସରେ ସଫଳତା ପାଇଥିଲେ । ଯାହାକୁ  ନେଇ ଭାରତ ଆଜି ଗର୍ବିତ।

୨୦୧୧  ମସିହାରୁ ତାଉ ଦେବୀ ଲାଲଙ୍କ ସ୍ପୋର୍ଟସ କମ୍ପ୍ଲେକ୍ସରେ ଦିନ ରାତି ଏକ କରି  ପରିଶ୍ରମ କରିବା ପରେ, ପ୍ରଥମ ପ୍ରୟାସରେ ସେ ନଭେମ୍ବର  ୨୦୧୨ରେ ଲକ୍ଷ୍ନୌଠାରେ ଆୟୋଜିତ ଜୁନିଅର ନ୍ୟାସନାଲରେ ଅଣ୍ଡର -୧୬ ବର୍ଗରେ ୬୮.୪୬  ମିଟର ସହିତ ଜାଭେଲିନ୍ ଥ୍ରୋରେ ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେ।  ସେବେଠାରୁ କୋଚ୍ ନସିମ ଅହମ୍ମଦ ଅଲିମ୍ପିକ୍ସ ପାଇଁ ନୀରଜ ଚୋପ୍ରାଙ୍କୁ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ ଏବଂ ନୀରଜ ମଧ୍ୟ ଅନୁଭବ କରିଥିଲେ ଯେ ସେ ଭଲ କରିପାରିବେ।

ଜାଭେଲିନରେ ନୀରଜଙ୍କର ପ୍ରଥମ ଗୁରୁ ହେଉଛନ୍ତି ତାଙ୍କ ଚାଚା ଜୟବୀର

ନୀରଜଙ୍କ  ଓଜନ ଅଧିକ ଥିବାରୁ ତାଙ୍କ ଚାଚ ତାଙ୍କୁ ପାଟି କରନ୍ତି। ସେ ଚାଚଙ୍କ ଭୟରେ ଓଜନ କମାଇବା ପାଇଁ ଦୌଡିବାକୁ ଯାଇଥାନ୍ତି। ଏହିଠାରୁ ତାଙ୍କକ ଖେଳ ପ୍ରତି ରୁଚି ଆସିଥିଲା।  ନୀରଜ କହିଛନ୍ତି ଯେ, ସେ ଜାଣି ନ ଥିଲେ ଯେ ଏହି ଠାରୁ ତାଙ୍କ କ୍ୟାରିୟର ଆରମ୍ଭ ହେବ। ଅଧିକ ଓଜନ ହେତୁ ଚାଚା ତାଙ୍କୁ ଦୌଡ଼ିବା ଏବଂ ବ୍ୟାୟାମ କରିବା ପାଇଁ ପଠାଉଥିଲେ । ଏହା ପରେ ସେ ଧୀରେ ଧୀରେ  ଖେଳକୁ ଉପଭୋଗ କରିବାକୁ ଲାଗିଥିଲେ। ପ୍ରାରମ୍ଭରେ ତାଙ୍କ ଗାଁରେ ଚାଚା ଜୟବୀର ନୀରଜଙ୍କୁ ଜାଭେଲିନ୍ ଥ୍ରୋ ଅଭ୍ୟାସ କରାଉଥିଲେ । ତା’ପରେ ପରିବାର ସଦସ୍ୟଙ୍କ ପରାମର୍ଶ ନେବା ପରେ ନୀରଜ ଆଥଲେଟିକ୍ସରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଜୟବୀରଙ୍କ ସହ ପଞ୍ଚକୁଲା ସ୍ପୋର୍ଟସ ନର୍ସରୀରେ ନାମ ଲେଖାଇଥିଲେ। ଏହା ପରେ ସେ ଓଜନ ହ୍ରାସ କରିବା ସହ ଜାଭେଲିନ୍ ଥ୍ରୋ ସାହାଯ୍ୟରେ ରେକର୍ଡ ପରେ ରେକର୍ଡ ସୃଷ୍ଟି କରିଥିଲେ।

କ୍ରୀଡା କ୍ୟାରିୟରର ମାତ୍ର ଚାରି ବର୍ଷରେ ପାଞ୍ଚଟି ରେକର୍ଡ କରିଥିଲେ ନୀରଜ:

ନୀରଜ ଚୋପ୍ରା ଏପରି ଜଣେ ଖେଳାଳି, ଯିଏ ମାତ୍ର ଚାରି ବର୍ଷର ଖେଳ ଜୀବନରେ ପାଞ୍ଚଟି ରେକର୍ଡ ସୃଷ୍ଟି କରିଥିଲେ। ଯେତେବେଳେ ସେ  ୨୦୧୨ ରୁ ୨୦୧୬ପର୍ଯ୍ୟନ୍ତ ଖେଳ ପଡିଆରେ ପ୍ରବେଶ କରୁଥିଲେ ବଡବଡ ଖେଳାଳୀଙ୍କୁ ସହଜରେ ପରାସ୍ତ କରିଦେଉଥିଲେ। ଏବଂ ପ୍ରତିଥର ମଧ୍ଯ ନୂଆନୂଆ ରେକର୍ଡ ସୃଷ୍ଟି କରୁଥିଲେ।   ୨୦୧୨ ପରେ, ସେ ପୁନର୍ବାର ୨୦୧୬ ଫେବୃଆରୀ ୧୨ରେ ଗୁଆହାଟୀରେ ଆୟୋଜିତ ଦକ୍ଷିଣ ଏସୀୟ ଗେମ୍ସର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ୧୯ ବର୍ଷରୁ କମ୍ ବୟସରେ ୮୨.୨୩  ମିଟର ଜାଭେଲିନ୍ ପକାଇ ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେ ନୀରଜ।

-ଫେବୃଆରୀ -୨୦୧୬ରେ ଗୁଆହାଟୀରେ ଆୟୋଜିତ ଏସୀୟ ଗେମ୍ସରେ, ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ୮୨.୨୩ ମିଟରର ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେ ।

-୨୬ ରୁ ୩୦ନଭେମ୍ବର ୨୦୧୪ ପର୍ଯ୍ୟନ୍ତ, ଗୁଜୁରାଟର ବିଜୟୱାଡା ଠାରେ ଚାଲିଥିବା ୩୦ତମ ଜୁନିଅର ଆଥଲେଟିକ୍ସ ଚାମ୍ପିଅନସିପ୍ ୧୮ବର୍ଷରୁ କମ୍ ବୟସର ୟୁପି ଅଭିଷେକଙ୍କ ୭୩.୪୦ ରେକର୍ଡ ଭାଙ୍ଗି ୭୬.୫୦ ମିଟରର ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେ।

-୧୮-୧୯ ଅକ୍ଟୋବର ୨୦୧୪ରେ ଲକ୍ଷ୍ନୌର ପିଏସି ଗ୍ରାଉଣ୍ଡରେ ୨୬ତମ ଉତ୍ତର ଜୋନ୍ ଆଥଲେଟିକ୍ସ ଚାମ୍ପିଅନସିପର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ୭୪.୭୬ ମିଟରର ପକାଇ ହରିୟାଣର ଅଭିଷେକଙ୍କ ରେକର୍ଡ ଭାଙ୍ଗିଥିଲେ ନୀରଜ।

-ସେ ଲକ୍ଷ୍ନୌରେ ୨୦୧୨ରେ ଆୟୋଜିତ ଜୁନିଅର ନ୍ୟାସନାଲରେ ୬୮.୪୬  ମିଟର ସହ ଜାଭେଲିନ୍ ଥ୍ରୋରେ ଏକ ରେକର୍ଡ ସ୍ଥାପନ କରିଥିଲେ।

ହେଲେ ୨୦୨୧ ଅଗଷ୍ଟ ୭ତାରିଖ ଅର୍ଥାତ ଶନିବାର ଟୋକିଓ ଅଲିମ୍ପିକ୍ସ ଯେଉଁ ରେକର୍ଡ ସୃଷ୍ଟି କରିଛନ୍ତି ତାହା ସବୁଦିନ ପାଇଁ ମନେ ରହିବ । ବିଶ୍ବର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପଛରେ ପକାଇ ନିରୋଜ ଯେଉଁ ସଫଳତା ହସଲ କରିଛନ୍ତି, ତାହାକୁ ନେଇ ଭାରତ ଆଜି ଗର୍ବିତ। ଏହି ସ୍ବର୍ଣ୍ଣ ପଦକ ପଛରେ ତାଙ୍କର ନିରନ୍ତର ପରିଶ୍ରମ ଓ ଚଚାଙ୍କ ଭୂମିକା ବେଶ ଗୁରୁତ୍ବ ବହନ କରୁଛି।

ଜାଭେଲିନ୍ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ନୀରଜ ଚୋପ୍ରା
ଟୋକିଓ: ୧୨୧ ବର୍ଷର ସଂଘର୍ଷ ପରେ ଜାଭେଲିନ୍ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ନୀରଜ ଚୋପ୍ରା । ୮୭.୫୮ ମିଟର ବେଷ୍ଟ ଜାଭେଲିନ୍ ଥ୍ରୋ ସହ ନୀରଜଙ୍କୁ ଏହି ସଫଳତା ମିଳିଛି । ପ୍ରଥମଥର ପାଇଁ ଭାରତକୁ ଜାଭେଲିନ୍ ଥ୍ରୋରେ ପଦକ ମିଳିଛି, ତାହା ପୁଣି ସ୍ୱର୍ଣ୍ଣ । ୧୯୨୦ ମସିହାରେ ପ୍ରଥମ ଥର ପାଇଁ ଅଲମ୍ପିକ ଜାଭେଲିନ୍ ଥ୍ରୋରେ ଭାରତ ଭାଗ ନେଇଥିଲା । ସେବେଠୁ କେବେ ଭାରତ ଜାଭେଲିନ୍ ଥ୍ରୋରେ ପଦକ ପାଇନଥିଲା । ୧୨୧ ବର୍ଷର ଅଧୁରା ସ୍ୱପ୍ନକୁ ପୂରଣ କରିଛନ୍ତି ନୀରଜ ଚୋପ୍ରା । ଜାଭେଲିନ୍ ଥ୍ରୋରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ।

ନୀରଜଙ୍କ ସଫଳତାକୁ ନେଇ ଦେଶ ସାରା ଉତ୍ସାହ ଖେଳି ଯାଇଛି । ଏଥିସହ ଚଳିତ ଅଲମ୍ପିକରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଟୋକିଓ ଅଲମ୍ପିକରେ ଭାରତକୁ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି କାଂସ୍ୟ ମିଳିଛି । ଜାଭେଲିନ୍ ଥ୍ରୋରେ ନୀରଜ ପ୍ରଥମ ରାଉଣ୍ଡରେ ୮୭.୦୩, ଦ୍ୱିତୀୟ ରାଉଣ୍ଡରେ ୮୭.୫୮ ଓ ତୃତୀୟ ରାଉଣ୍ଡରେ ୭୬.୭୯ ମିଟର ଜାଭେଲିନ୍ ଥ୍ରୋ କରିଥିଲେ । ଚତୁର୍ଥ ଓ ପଞ୍ଚମ ରାଉଣ୍ଡ ଜାଭେଲିନ୍ ଥ୍ରୋ ଗଣତି ହୋଇ ନଥିଲା । ଫାଇନାଲରେ ନୀରଜଙ୍କ ସହ ୧୨ ଜଣ ଖେଳାଳି ଭାଗ ନେଇଥିଲେ । ସମସ୍ତଙ୍କୁ ମାତ୍ ଦେଇ ନୀରଜ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ।