ECMO Treatment - The Sakala

ଦୀର୍ଘ ୩ ମାସର ଇକମୋ ଚିକିତ୍ସା ପରେ ଆଖି ବୁଜିଲେ ଅଭିଷେକ
ଭଦ୍ରକ: କରୋନାରେ ପୀଡିତ ହୋଇ ଚିକିତ୍ସାଧିନ ଥିବା ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଯୁବ ଇଞ୍ଜିନିୟର ଅଭିଷେକ ମହାପାତ୍ରଙ୍କ ପରଲୋକ ହୋଇଛି। ସେ ଦୀର୍ଘ ୩ ମାସ ଧରି କୋଲକାତାର ଏକ ଘରୋଇ ଡାକ୍ତରଖାନାର ଇକମୋ ଚିକିତ୍ସା ନେଉଥିଲେ । ଭଦ୍ରକ ଜିଲ୍ଲା ବାସୁଦେବପୁର ବାସିନ୍ଦା ଅଭିଷେକ ବିବାହର ମାତ୍ର ମାସକ ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିଲେ । ଫଳରେ ତାଙ୍କୁ ମେ ୧୮ ତାରିଖରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରର୍ବତ୍ତୀ ସମୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏତେ ଗୁରୁତର ହୋଇପଡିଥିଲା ଯେ ତାଙ୍କୁ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଥିଲା । କରୋନା ସଂକ୍ରମିତ ଅଭିଷେକ ପରବର୍ତ୍ତୀ ମସୟରେ ନିମୋନିଆରେ ଆକ୍ରାନ୍ତ ହୋଇପଡିଥିଲେ । କୋଭିଡରେ ଆକ୍ରାନ୍ତ ହେବା ପରେ ଗୁରୁତର ହୋଇପଡିଥିଲେ ଅଭିଷେକ ଏବଂ ଇକମୋ ଚିକିତ୍ସା ପାଇଁ ତାଙ୍କୁ ଏୟାରଲିଫ୍ଟ କରାଯାଇ କୋଲକାତା ନିଆଯାଇଥିଲା । ତାଙ୍କର ସୁସ୍ଥତା ପାଇଁ ଓଡ଼ିଶାର ଅଗଣିତ ଲୋକ ସାହାଯ୍ୟର ହାତ ବଢାଇଥିଲେ। ସେ ତାଙ୍କ ପିତାମାତାଙ୍କ ଏକମାତ୍ର ପୁତ୍ର ଥିଲେ ।

ଏସ୍‍ସିବିରେ ଆରମ୍ଭ ହେଲା ଇକ୍‌ମୋ ଚିକିତ୍ସା, ପ୍ରଥମ ରୋଗୀଭାବେ ଭର୍ତ୍ତିହେଲେ କଟକର ଅନ୍ନପୂର୍ଣ୍ଣା
କଟକ : ଏସ୍‍ସିବି ମେଡିକାଲରେ ଆରମ୍ଭ ହେଲା ଇକ୍‌ମୋ ଚିକିତ୍ସା। ପ୍ରଥମ ରୋଗୀଭାବେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଡ଼ଖିରି ଗ୍ରାମର ଅନ୍ନପୂର୍ଣ୍ଣା ନାୟକଙ୍କୁ ଏକ୍‍ମୋ ଚିକିତ୍ସା କରାଯାଇଛି। ଅନ୍ନପୂର୍ଣ୍ଣା ୪ ନମ୍ବର କୋଭିଡ୍‍ ୱାର୍ଡରେ ଚିକିତ୍ସାଧୀନ ଥିଲେ। ତାଙ୍କ ଫୁସଫୁସ୍‍ରେ ସଂକ୍ରମଣ ରହିଛି। ତେଣୁ ତାଙ୍କୁ ଇକ୍‌ମୋ ଚିକିତ୍ସାର ଆବଶ୍ୟକ ପଡ଼ିଥିଲା। ଡାକ୍ତରୀ ଦଳ ବିଚାର ବମର୍ଷ କରିବା ପରେ ମେଡିକାଲରେ ପ୍ରଥମ କରି ତାଙ୍କ ଇକ୍‌ମୋ ଚିକିତ୍ସା ଆରମ୍ଭ ହୋଇଛି। ଗତକାଲି ରାତିରେ ତାଙ୍କୁ ଇକ୍‌ମୋ ୟୁନିଟକୁ ସ୍ଥାନାନ୍ତର କରାଯାଇଛି। ପଶ୍ଚିମବଙ୍ଗରୁ ଆସିଥିବା ଏକ ସ୍ୱତନ୍ତ୍ର ଡାକ୍ତାରୀ ଦଳ ସହ ମିଶି ପ୍ରଶିକ୍ଷଣ ନେଇଥିବା ଏସ୍‍ସିବି ମେଡିକାଲର ଡାକ୍ତରୀ ଟିମ୍‍ ଅନ୍ନପୂର୍ଣ୍ଣାଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି। ସିଟିଭିଏସ୍‍ର ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ମନୋଜ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି ଚିକିତ୍ସା ଶନିବାର ବିଳମ୍ବିତ ରାତ୍ରିରେ ଆରମ୍ଭ କରାଯାଇଛି। ଫଳରେ ଏସ୍‍ସିବି ମେଡିକାଲ ତଥା ରାଜ୍ୟ ସ୍ୱାସ୍ଥ୍ୟସେବାରେ ଆଉ ଏକ ଅଧ୍ୟାୟ ଯୋଡିହୋଇଛି।

ସୂଚନାଥାଉ କି, ପୂର୍ବଭାରତରେ ପ୍ରଥମକରି କଟକର ଏସ୍‍ସିବି ମେଡିକାଲରେ ମାଗଣା ଇକ୍‌ମୋ ଚିକିତ୍ସା ଆରମ୍ଭ ହୋଇଛି। ଏହା ଦେଶର ସର୍ବବୃହତ୍ତ ଏକ୍‍ମୋ ୟୁନିଟ୍‍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହି ଇକ୍‌ମୋ ୟୁନିଟ୍‍କୁ ଉଦ୍‍ଘାଟନ କରି ରାଜ୍ୟବସୀଙ୍କ ଲାଗି ଉତ୍ସର୍ଗ କରିଥିଲେ। ଏହାର ଗୋଟିଏ ଦିନ ପରେ ପ୍ରଥମ ରୋଗୀଙ୍କ ଚିକିତ୍ସା ଆରମ୍ଭ କରାଯାଇଛି। ତେବେ ଏହି ଅତ୍ୟାଧୁନିକ ଚିକିତ୍ସା ଦ୍ୱାରା ବହୁ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିବ। ଏସ୍‍ସିବି ମେଡିକାଲର କାର୍ଡ଼ିଓଥୋରାସିସ୍‍ ଆଣ୍ଡ ଭସ୍କୁଲାର ସର୍ଜରୀ(ସିଟିଭିଏସ୍‍) ବିଭାଗର ଗ୍ରାଉଣ୍ଡ ଫ୍ଲୋରରେ ୩ଟି ଇକ୍‌ମୋ ମେସିନ ଇନଷ୍ଟଲ କରାଯାଇ ଆଇସୋଲେସନ ବ୍ୟବସ୍ଥା ହୋଇଛି। ଉକ୍ତ କୋଠାର ୪ର୍ଥ ମହଲାରେ ଅବଶିଷ୍ଟ ୬ଟି ମେସିନକୁ ନେଇ ଇକ୍‌ମୋ ଆଇସିୟୁ ୟୁନିଟ ପ୍ରତିଷ୍ଠା କରାଯାଇଛି। ତେବେ ଇମ୍‍କୋ ଚିକିତ୍ସା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳ ସହ ମାନବ ସମ୍ବଳର ଆବଶ୍ୟକ ରହିଥିଲା। ଏହାକୁ ଦୃଷ୍ଟିରେ ରଖି ଏସ୍‍ସିବି ମେଡିକାଲର ୧୯ଜଣିଆ ଟିମ୍‍ ପଶ୍ଚିମବଙ୍ଗ ଯାଇ ସେଠାରେ ଏକ୍‍ମୋ ଚିକିତ୍ସା ଦିଆଯାଉଥିବା ମେଡିକା ହସ୍ପିଟାଲରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇ ଫେରିଥିଲେ। ଆସନ୍ତାକାଲି ଏହି ୟୁନିଟ୍‍କୁ ଉଦ୍‍ଘାଟନ କରାଯିବା ପରେ ପ୍ରଥମ ରେଗୀଭାବେ କିଏ ଚିକିତ୍ସା ହେବେ ଏନେଇ ଡାକ୍ତରୀ ଟିମ୍‍ ବିଚାର ବିମର୍ଶ କରିଥିଲେ। ଏପରିକି ପ୍ରଥମ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବା ଲାଗି ପଶ୍ଚିମବଙ୍ଗ ମେଡିକା ହସ୍ପିଟାଲର ଡାକ୍ତର ଦୀପରଞ୍ଜନ, ପର୍ଫ୍ୟୁସିନିଷ୍ଟ ଦେବଲାଲ ଓ ଜଣେ ଫିଜିସିଆନ୍‍ ଆସି ଏସ୍‍ସିବି ମେଡିକାଲରେ ଆଜି ପହଞ୍ଚିଥିଲେ। ସେମାନେ କଟକର ଡାକ୍ତରୀ ଦଳ ସହ ଆଲୋଚନା କରବା ପରେ ପ୍ରଥମ ରେଗୀ ଭାବେ ଅନ୍ନପୁର୍ଣ୍ଣାଙ୍କୁ ଇକ୍‌ମୋ ୟୁନିଟକୁ ନିଆଯାଇଥିବା ଜଣାପଡ଼ିଛି।

ଭୁବନେଶ୍ବର ଏମସ୍‌ରେ ମାଗଣାରେ ମିଳିବ ବ୍ୟୟବହୁଳ ଇକ୍‌ମୋ ଚିକିତ୍ସା
ଭୁବନେଶ୍ବର : ଗରିବ ଲୋକଙ୍କୁ ଭୁବନେଶ୍ୱର ଏମସ୍‌ରେ  ଏଣିକି ମାଗଣା ଇକମୋ ଚିକିତ୍ସା ମାଗଣା ଦିଆଯିବ । ଏହି ପରିପ୍ରେକ୍ଷୀରେ ରାସନ କାର୍ଡ ଧାରୀ ଏବଂ ଗରିବ ଲୋକମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ ଏହି ଚିକିତ୍ସା । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମସ୍‌ ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି । ଏମ୍‌ସ ଅଧୀକ୍ଷକଙ୍କ କହିବା ଅନୁସାରେ କୌଣସି ଗରିବ ଲୋକ ପାଇଁ ଇକମୋ ଚିକିତ୍ସା ଦରକାର ହେଲେ ଆବଶ୍ୟକ କାଗଜପତ୍ର ଦେଖାଇଲେ ସମ୍ପୂର୍ଣ୍ଣ ମାଗଣା ଚିକି କରାଯିବ। ତେବେ ଗତ ଜୁଲାଇ ୧୫ ତାରିଖରୁ ଇକମୋ ମେସିନ୍ କାର୍ଯ୍ୟକ୍ଷମ କରାଯାଇଛି ।

ସୂଚନାଯୋଗ୍ୟ ରାଜ୍ୟରେ କରୋନାର ଦ୍ବିତୀୟ ଲହର ସମୟରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ବ୍ୟୟବହୁଳ ଇକ୍‌ମୋ ଚିକିତ୍ସା ଆବଶ୍ୟକ ହେଉଥିଲା। ଯେଉଁଥିପାଇଁ ଓଡ଼ିଶାରୁ ବହୁ ଗୁରୁତର ରୋଗୀ କୋଲକାତା, ଚେନ୍ନାଇ ପରି ସହରରେ ଥିବା ମେଡିକାଲ୍‌କୁ ଏୟାଲିଫ୍ଟି ହୋଇଥିଲେ। ରାଜ୍ୟରେ ଆବଶ୍ୟକତା ଦେଖି ସରକାର ଏସ୍‌ସିବି ବଡ଼ ମେଡିକାଲ୍‌, କ୍ୟାପିଟାଲ ମେଡିକାଲ୍‌ରେ ଇକ୍‌ମୋ ମେସିନ୍‌ ଇନ୍‌ଷ୍ଟଲ କରିଥିଲେ। ସେହିପରି ଏମ୍‌ସରେ ମଧ୍ୟ ଇକ୍‌ମୋ ମେସିନ୍‌ ଲାଗିଥିଲା। ଏହାଦ୍ୱାରା ଲାଇଫ୍‌ ସପୋଟ୍‌ ଆବଶ୍ୟକ ହେଉଥିବା ରୋଗୀଙ୍କୁ ଆଉ ବ୍ୟୟବହୁ ଏୟାଏଫ୍ଟି କରିବାକୁ ପଡ଼ିବ ନାହିଁ ।

ସୂଚନା ଅନୁସାରେ ଏସ୍‌ସିବିରେ ୯ଟି ଇକ୍‌ମୋ ମେସିନ ଇନଷ୍ଟଲ ହୋଇଛି। ଆବଶ୍ୟକ ମାନବ ସମ୍ବଳ ମଧ୍ୟ ନିଯୁକ୍ତ ହୋଇସାରିଛନ୍ତି । ଗୋଟିଏ ବ୍ୟାଚ୍ କୋଲକାତାରୁ ପ୍ରଶିକ୍ଷଣ ନେଇ ଫେରିଛନ୍ତି । ଇକ୍‌ମୋ ପାଇଁ ଏସ୍‌ସିବିରେ ୨ଟି ୟୁନିଟ୍ କରାଯାଇଛି । ପ୍ରଥମ ୟୁନିଟ୍‌ରେ ୬ଟି ଓ ଦ୍ୱିତୀୟ ୟୁନିଟ୍‌ରେ ୩ଟି ମେସିନ ରହିବ। ଦ୍ୱିତୀୟ ୟୁନିଟ୍‌ରେ ୩ଟି ମେସିନ କୋଭିଡ୍ ରୋଗୀଙ୍କୁ ସେବା ଦେବ। ତେବେ କୋଭିଡ୍ ପରବର୍ତ୍ତୀ ଜଟିଳତା ପାଇଁ ଅନ୍ୟ ୬ଟି ମେସିନ ରହିବ।

ଅଗଷ୍ଟ ୧୫ରୁ ଏସ୍‌ସିବିରେ ଆରମ୍ଭ ହେବ କରୋନା ରୋଗୀଙ୍କ ECMO ଚିକିତ୍ସା
ଭୁବନେଶ୍ୱର: ଅଗଷ୍ଟ ୧୫ରୁ କଟକ ଏସ୍‌ସିବିରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ECMO ଚିକିତ୍ସା । ଏହି ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସି.ବି.କେ. ମହାନ୍ତି । “ଏସସିବିରେ ୯ଟି ECMO ମେସିନ୍ ସ୍ଥାପିତ ହୋଇଥିବାବେଳେ ଏହି ମେସିନ୍ ଚଳାଇବା ପାଇଁ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି। ନିଯୁକ୍ତ କର୍ମଚାରୀଙ୍କୁ କୋଲକାତାର ସ୍ୱାସ୍ଥ୍ୟ ଅଧିକାରୀ ତାଲିମ ଦେଇଥିଲେ ବୋଲି ଡିଏମଇଟି ଡାକ୍ତର ମହାନ୍ତି କହିଛନ୍ତି।

ECMO ଚିକିତ୍ସା ପାଇଁ ଏସ୍‌ସିବିରେ ଦୁଇଟି ୟୁନିଟ୍ ସ୍ଥାପନ କରାଯାଇଥିବା ସେ କହିଛନ୍ତି। ପ୍ରଥମ ୟୁନିଟ୍‌ରେ ୬ଟି ଓ ଦ୍ୱିତୀୟ ୟୁନିଟ୍‌ରେ ୩ଟି ମେସିନ ରହିବ । ଦ୍ୱିତୀୟ ୟୁନିଟ୍‌ର ୩ଟି ମେସିନ କୋଭିଡ୍ ରୋଗୀଙ୍କୁ ସେବା ଯୋଗାଇବ। ତେବେ କୋଭିଡ୍ ପରବର୍ତ୍ତୀ ଜଟିଳତା ପାଇଁ ଅନ୍ୟ ୬ଟି ମେସିନ ରହିବ ।