2 arrested - The Sakala

ଦାଦାବଟି ମାଗିବା ଅଭିଯୋଗରେ ୨ ଓ୍ବେବ ସାମ୍ବାଦିକ ଗିରଫ
ଭୁବନେଶ୍ୱର: ଦାଦାବଟି ମାଗିବା ଅଭିଯୋଗରେ ୨ ଜଣ ଓ୍ବେବ ସାମ୍ବାଦିକ ଗିରଫ । ଭୁବନେଶ୍ବରରେ ସେକ୍ସ ରାକେଟ ଚଳାଉଥିବା ନାମରେ ଗେଷ୍ଟ ହାଉସ ମାଲିକଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ୨ ଜଣ ଓ୍ବେବ ସାମ୍ବାଦିକଙ୍କୁ ଗିରଫ କରିଛି ଭରତପୁର ଥାନା ପୁଲିସ । ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲୁଥିବା କହି ପ୍ରଥମେ ୨ ଲକ୍ଷ ମାଗିଥିଲେ । ଏହାପରେ ୭୦ ହଜାର ଟଙ୍କା ଦାବି କରିଥିଲେ ୨ ଓ୍ବେବ ସାମ୍ବାଦିକ । ଗେଷ୍ଟ ହାଉସରେ ଦେହଜୀବୀ ରଖି ଦେହ ବ୍ୟବସାୟ କରୁଥିବା କଥା କହି ଭିଡିଓ ସୁଟ କରି ଧମକ ଦେଇଥିଲେ । ଏହା ପରେ ଟଙ୍କା ମାଗିବାରୁ ଗେଷ୍ଟ ହାଉସ ମାଲିକ ଥାନାରେ ଅଭିଯୋଗ କରିଥିଲେ । ପ୍ରମାଣ ସ୍ବରୂପ ଟଙ୍କା ମାଗିବାର ଅଡିଓ ରେକର୍ଡିଂ ଦାଖଲ କରିଥିଲେ । ପୋଲିସ ଗେଷ୍ଟ ହାଉସକୁ ଯାଇ ତଦନ୍ତ କରିବା ସହ ୨ ଜଣ ଓ୍ବେବ ସାମ୍ବାଦିକଙ୍କୁ ଗିରଫ କରିଥିଲା ।

କମିଶନରେଟ ପୁଲିସ କବ୍‌ଜାରେ ୨ କୁଖ୍ୟାତ ଗଞ୍ଜେଇ ବେପାରୀ, ବିପୁଳ ପରିମାଣର ଗଞ୍ଜେଇ ସହ ନଗଦ ୭୫ ଲକ୍ଷ ଟଙ୍କା ଜବତ
କଟକ: କମିଶନରେଟ ପୁଲିସ କବ୍‌ଜାରେ କୁଖ୍ୟାତ ଗଞ୍ଜେଇ ବେପାରୀ । କଟକ ୪୨ ମୌଜାରୁ ଦୁଇ କୁଖ୍ଯତା ଗଞ୍ଜେଇ ବେପାରୀଙ୍କୁ ବାଦାମବାଡ଼ି ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ନଗଦ ୭୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଜବତ କରିଛି ପୁଲିସ ।

ସୂଚନା ଅନୁଯାୟୀ, ଗଞ୍ଜେଇ କାରବାର ନେଇ କମିଶନରେଟ ପୁଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ବାଦାମବାଡ଼ି ପୁଲିସ ଆରମ୍ଭ କରିଥିଲା ଅପରେସନ । କଟକ ୪୨ ମୌଜାରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି । କେବଳ ଗଞ୍ଜେଇ ନୁହେଁ ନଗଦ ୭୫ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଜବତ ହୋଇଛି । ଏତେ ପରିମାଣରେ ଗଞ୍ଜେଇ ଧରାପଡ଼ିବା ପରେ ଘରେ ସର୍ଚ୍ଚ କରିଥିଲା ପୁଲିସ । ଏଥିରେ ଆଉ କିଏକିଏ ସମିଲ ଅଛନ୍ତି ସେ ନେଇ ଖୋଳତାଡ ଜାରି ରଖିଚି ପୁଲିସ।

୨୬୦ ଗ୍ରାମ ବ୍ରାଉନସୁଗର ଜବତ, ୨ଗିରଫ
ଭଦ୍ରକ: ଭଦ୍ରକ ପୁରଣା ବଜାର ପୋଲିସକୁ ମିଳିଛି ବଡ ସଫଳତା। ପୁରୁଣାବଜାର ନଙ୍ଗାମହଲା ଅଞ୍ଚଳରୁ ୨୬୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ ନଙ୍ଗାମହଲା ଅଞ୍ଚଳରେ ଦୀର୍ଘଦିନ ଧରି ବ୍ରାଉନସୁଗର ବେପାର ଚାଲୁଥିଲା । ପୁରୁଣା ବଜାର ପୋଲିସ ବ୍ରାଉନସୁଗର ବେପାର କରୁଥିବା ଉପରେ ନଜର ରଖିଥିଲା । ଗତକାଲି ଏହି ଅଞ୍ଚଳରେ ସାଦଭ କାଦ୍ରିରୀ ଓ ଆଝାରୁଦ୍ୱିନ ଖାନ ଦୁଇ ଜଣ ବ୍ରାଉନସୁଗର ଜଳେଶ୍ୱର ଅଞ୍ଚଳରୁ ଆଣି ଭଦ୍ରକ ନଙ୍ଗାମହଲା ଅଞ୍ଚଳରେ ବେପାର କରୁଥିବା ସମୟରେ ପୁରୁଣା ବଜାର ପୋଲିସ ତାଙ୍କୁ କାବୁ କରିଥିଲା। ପରେ ପୋଲିସର ତଦନ୍ତ ବେଳେ ତା ନିକଟରୁ ଗୋଟାଏ ବାଇକ ସମେତ ନଗଦ ୧୭୦୦ ଟଙ୍କା ଓ ବ୍ରାଉନସୁଗର ଜବତ କରିଛି ପୁରୁଣା ବଜାର ପୋଲିସ । ଆଜି ଏହି ୨ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।