9th Class From Aug 16 - The Sakala

ରାଜ୍ୟରେ ଅଗଷ୍ଟ ୧୬ରୁ ଆରମ୍ଭ ହେବ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ
ଭୁବନେଶ୍ୱର: ରାଜ୍ୟରେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ। ଏନେଇ ଆଜି ଗଣିଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଏସଇ, ସିବିଏସଇ ଓ ଆଇସିଏସଇ ଏବଂ ରାଜ୍ୟ ସରକାରଙ୍କ ଅନୁମୋଦିତ ଅନ୍ୟାନ୍ୟ ବୋର୍ଡ ଅନ୍ତର୍ଗତ ସମସ୍ତ ସ୍କୁଲରେ ଆରମ୍ଭ ହେବ ନବମ ଶ୍ରେଣୀର ପାଠପଢ଼ା । ସକାଳ ୯ଟାରୁ ଦିନ ୧୨ଟା ୩୦ ସ୍କୁଲରେ ଚାଲିବ ପାଠପଢ଼ା । କୋଭିଡ କଟକଣାରେ କ୍ଲାସ କରିବାକୁ ଗଣଶିକ୍ଷା ସଚିବଙ୍କ ଚିଠି ।

ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ସୂଚନା ଅନୁସାରେ ସ୍କୁଲ ଆସିବା ବାଧ୍ୟତାମୂଳକ ହେବନାହିଁ, ବାପା ମାଆଙ୍କ ଅନୁମତି ନେଇ ସ୍କୁଲ ଆସିପାରିବେ ଛାତ୍ରଛାତ୍ରୀ । ଶ୍ରେଣୀ ଗୃହରେ କଡ଼ାକଡ଼ି ଭାବେ କୋଭିଡ୍‌ ନିୟମ ପାଳନ ହେବ । ରବିବାର ଓ ଛୁଟି ଦିନରେ ବନ୍ଦ ରହିବ ସ୍କୁଲ ଏବଂ ଅଭିଭାବକ ଚାହିଁଲେ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀ ପାଠ ପଢ଼ି ପାରିବେ । ଛାତ୍ରଛାତ୍ରୀ ଅନଲାଇନ୍‌ ଓ ଅଫ୍‌ଲାଇନ୍‌ କ୍ଲାସ୍‌ କରିପାରିବେ । ଏହାସହ ଆସନ୍ତା ୧୬ରୁ ହଷ୍ଟେଲ ମଧ୍ୟ ଖୋଲିବ ।