Indian Team for Tokio Olympics - The Sakala

ଏଥର ସ୍ୱାଧୀନତା ଦିବସରେ ଲାଲ୍‌ କିଲ୍ଲାର ସ୍ୱତନ୍ତ୍ର ଅତିଥି ହେବେ ଭାରତୀୟ ଅଲିମ୍ପିକ୍‌ ଟିମ୍‌, ନିମନ୍ତ୍ରଣ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ ରେ ଭାଗନେଇଥିବା ଭାରତୀୟ ଦଳ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ଲାଲ୍‌ କିଲ୍ଲାରେ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦେବେ ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଭାରତୀୟ ଅଲିମ୍ପିକ୍ ଦଳକୁ ଲାଲ୍‌ କିଲ୍ଲାକୁ ନିମନ୍ତ୍ରଣ କରିବେ।

ନିମନ୍ତ୍ରଣ ସହିତ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟକ୍ତିଗତ ଭାବେ ସମସ୍ତ ଲୋକଙ୍କୁ ଭେଟିବେ। ଲାଲ୍‌ କିଲ୍ଲାରେ ଏହି କାର୍ଯ୍ୟକ୍ରମ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ ଭାରତୀୟ ଅଂଶଗ୍ରହଣକାରୀଙ୍କୁ ତାଙ୍କ ବାସଭବନକୁ ନିମନ୍ତ୍ରଣ କରିବେ ବୋଲି ବିଶେଷ ସୂତ୍ରରୁ ପ୍ରକାଶ।

ଜାପାନର ରାଜଧାନୀ ଟୋକିଓରେ ଅଲିମ୍ପିକ୍ସ ୨୦୨୦ ଆୟୋଜିତ ହେଉଛି। ଯେଉଁଥିରେ ଭାରତରୁ ମୋଟ ୨୨୮ ଖେଳାଳି ଏବଂ ପରିଚାଳନା ଦଳ ପଠାଯାଇଛି। ଏଥିରେ ୧୨୦ ଜଣ ଖେଳାଳି ଥିବାବେଳେ ବାକିମାନେ କୋଚ୍ ଏବଂ ଅନ୍ୟ ସଦସ୍ୟ ଅଟନ୍ତି।