history - The Sakala

ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ୱିକେଟ ନେଇ ଇତିହାସ ରଚିଲେ ରବିଚନ୍ଦ୍ରନ ଅଶ୍ୱିନ୍
ମୋହାଲି: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ୱିକେଟ ନେଇଥିବା ବୋଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଅଶ୍ୱିନ ୧୯୮୩ ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି । କପିଲ ଦେବ ଟେଷ୍ଟ କ୍ରିକେଟରେ ୪୩୪ ଓ୍ୱିକେଟ ଅକ୍ତିଆର କରିଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ ଏବେ ବି ମହାନ ସ୍ପିନର ଅନୀଲ କୁମ୍ଭଲେଙ୍କ ପଛରେ ରହିଛନ୍ତି । କୁମ୍ଭଲେ ତାଙ୍କ କ୍ୟାରିୟରରେ ୬୧୯ ଓ୍ୱିକେଟ ଅକ୍ତିଆର କରିଛନ୍ତି ।

4️⃣3️⃣5️⃣ and counting! 🤯

Ravi Ashwin is now 🇮🇳's 2nd highest wicket-taker in Tests 🙌💙

Take a bow, Ash 🤌#OneFamily #INDvSL @ashwinravi99 @ICC pic.twitter.com/ocRxOdpPZd

— Mumbai Indians (@mipaltan) March 6, 2022

ରବିଚନ୍ଦ୍ରନ ଅଶ୍ୱିନ ଏହି ଐତିହାସକ ରେକର୍ଡ ଶ୍ରୀଲଙ୍କା ବିପକ୍ଷରେ ମୋହାଲିରେ ହାସଲ କରିଛନ୍ତି । ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ତେବେ ଏହି ସିରିଜର ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ଅଶ୍ୱିନ ୨ଟି ଓ୍ୱିକେଟ ଅକ୍ତିଆର କରିଥିଲେ । ଏହା ପରେ ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଆଉ ଏକ ୱିକେଟ ନେବା ପରେ ସେ କପିଲ ଦେବଙ୍କୁ ଟପିଥିଲେ । ଏହି ମ୍ୟାଚରେ ଅଶ୍ୱିନ ନ୍ୟୁଜିଲାଣ୍ଡର ରିଚାର୍ଡ ହେଡଲୀ ଏବଂ ଶ୍ରୀଲଙ୍କାର ରଙ୍ଗନା ହେରାଥଙ୍କୁ ମଧ୍ୟ ପଛରେ ପକାଇଛନ୍ତି ।

ଫେବୃଆରୀ ୨୮: ଆଜିର ଇତିହାସ
୧୭୧୨- ମୋଗଲ ବାଦଶାହ ବାହାଦୂର ଶାହ ପ୍ରଥମଙ୍କ ଲାହୋରରେ ମୃତ୍ୟୁ ହୋଇଥିଲା

୧୮୩୫- କଲିକତା ମେଡିକାଲ କଲେଜର ପ୍ରତିଷ୍ଠା ହେଲା

୧୯୬୩- ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ନିଧନ

୧୯୯୭- ପାକିସ୍ତାନରେ ଭୂକମ୍ପ ଯୋଗୁଁ ୪୫ ଜଣଙ୍କ ମୃତ୍ୟୁ

୨୦୦୬-ଫିଲିପାଇନ୍ସରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିବା ମାମଲା ନ୍ୟାୟାଳୟରେ ପହଞ୍ଚିଲା