Corona Vaccine Odisha - The Sakala
ଆସନ୍ତାକାଲିଠୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ବୟସ ପିଲାଙ୍କୁ ଟିକାକରଣ, ୨୮ ଦିନ ବ୍ୟବଧାନରେ ନେବେ ଦ୍ବିତୀୟ ଡୋଜ୍
ଭୁବନେଶ୍ବର: ଆସନ୍ତା କାଲିଠାରୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ବୟସ ପିଲାଙ୍କୁ ଟିକାକରଣ । ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟିକା ଦିଆଯାଉଥିଲା । ଏଣିକି ଜନ୍ମ ତାରିଖ ଆଧାରରେ ଟିକା ଦିଆଯିବ । ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଜନ୍ମ ନେଇଥିବା ପିଲା ଟିକା ନେଇପାରିବେ। ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ତେବେ ୧୨ରୁ ୧୪ ବର୍ଷର ପିଲାମାନଙ୍କୁ କେବଳ କୋର୍ବେଭାକ୍ସ ଟିକା ଦିଆଯିବ । ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ ଦିଆଯିବ । ପୂର୍ବରୁ ଯେଉଁ ନିୟମାବଳୀ ଆଧାରରେ ଟିକାକରଣ ହେଉଥିଲା, ଏ ବର୍ଗଙ୍କ ଲାଗି ମଧ୍ୟ ସମାନ ନିୟମ ରହିବ ।
ଉଭୟ ଅନଲାଇନ୍ ଓ ଅଫଲାଇନ୍ ପଞ୍ଜିକରଣ ଜରିଆରେ ଟିକା ଦିଆଯିବ।  ପ୍ରଥମ ପର୍ଯ୍ଯାୟରେ ଅଫଲାଇନ୍‌ରେ ସ୍କୁଲଗୁଡ଼ିକରେ ଟିକା ଦିଆଯିବ । ସ୍କୁଲ ସମୟାନୁସାରେ ଟିକାକରଣ ପାଇଁ CDMO ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ସମୟରେ ଟିକାକରଣ ପାଇଁ ଡେଡିକେଟେଡ ସେଣ୍ଟର ଖୋଲାଯିବ। ୧୨ରୁ ୧୪ ବର୍ଷ ବୟସ ବର୍ଗର ୧୫ ଲକ୍ଷ ୨୧ ହଜାର ପିଲା ଅଛନ୍ତି ।  ପିଲାଙ୍କୁ ଟିକାକରଣ ଲାଗି ୬ ହଜାର ଲୋକ ନିୟୋଜିତ ହେବେ । ଏ ନେଇ ରାଜ୍ଯ ସ୍ବାସ୍ଥ୍ଯ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଏବେ ରାଜ୍ୟରେ ୧୫ ଲକ୍ଷ ୪୭ ହଜାର କୋର୍ବେଭାକ୍ସ ଟିକା ମହଜୁଦ ଅଛି। ସବୁ ଜିଲ୍ଲାକୁ ଏହି ଟିକା ପଠାଯାଇଛି । କିଛି ଉପାନ୍ତ ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସବୁ ଜିଲ୍ଲାକୁ ଆଜି ରାତି ସୁଦ୍ଧା ଟିକା ପହଞ୍ଚଯିବ ବୋଲି ରାଜ୍ଯ ସ୍ବାସ୍ଥ୍ଯ ନିର୍ଦ୍ଦେଶକ କହିଛନ୍ତି ।
ରାଜ୍ୟରେ ମୁଣ୍ଡ ଗଣନା ହିସାବରେ ୯୯ ପ୍ରତିଶତ ଲୋକ ନେଲେଣି ପ୍ରଥମ ଡୋଜ୍ ଟିକା
ଭୁବନେଶ୍ବର: କରୋନାକୁ ହରାଇବା ପାଇଁ ରାଜ୍ଯରେ ଜୋରଦାର ଚାଲିଛି ଚିକା କରଣ। ମୁଣ୍ଡ ଗଣନା ହିସାବରେ ୯୯ ପ୍ରତିଶତ ପ୍ରଥମ ଡୋଜ୍ ନେଇସାରିଛନ୍ତି । ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି। ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଭିତରୁ ୪୨% ପ୍ରିକସନ ଡୋଜ ନେଇ ସାରିଲେଣି । ରାଜ୍ୟରେ ଏବେ ସୁଦ୍ଧା ୬ କୋଟି ୭୭ ହଜାର ୯୦୭ ଡୋଜ ଟିକାକରଣ ସରିଛି ।
କର୍ମଚାରୀଙ୍କ ବେପରୁଆ ମନୋଭାବ: ପ୍ରଥମ ଡୋଜ ନେଳେ ଆସୁଛି ଦ୍ବିତୀୟ ଡୋଜର ପ୍ରମାଣପତ୍ର, ୩ମାସ ତଳୁ ନେଇଥିବା ବ୍ଯକ୍ତିଙ୍କ ଏଯାଏଁ ଆସିନି ପ୍ରଥମ ଡୋଜର ମେସେଜ
ଘଟଗାଁ: କୋଭିଡି ଟିକା ନେବା ପରେ ତ୍ରୁଟି ପୂର୍ଣ୍ଣ ମେସେଜ ଆସୁଥିବାରୁ ଲୋକେ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକରୁ । ୧୫ରୁ ୧୮ବର୍ଷ ପିଲାଙ୍କୁ କରୋନା ଟିକା ଦାନ ଆରମ୍ଭ ହୋଇଛି। ଘଟଗାଁ ବ୍ଲକ ବିନିଦା ପଞ୍ଚାୟତ ଡେଙ୍ଗଣା ଗ୍ରାମର ଭଗବାନ ମହାନ୍ତଙ୍କ ପୁଅ ପଞ୍ଚାନନ ମହାନ୍ତ ଗତକାଲି ପ୍ରଥମ ଡୋଜ଼ କୋଭିଡି ଟିକା ନେଇଥିଲେ। ଟିକା ନେବା ପରେ ତାଙ୍କ ପାଖକୁ ମେସେଜ ଆସିଥିଲା । ସେଥିରେ ଲେଖାଥିଲେ ସେ ଦ୍ୱିତୀୟ ଡୋଜ଼ ଟିକା ନେଇଛନ୍ତି ବୋଲି। ଏଭଳି ମେସେଜ ଦେଖି ଆଶ୍ଚର୍ଯ୍ଯ ହୋଇଛନ୍ତି ପଞ୍ଚାନନ।  ଫଳରେ ସେ ଦ୍ୱିତୀୟ ଡୋଜ଼ ଟିକା ନେଇ ପାରିବେ କି ନାହିଁ ତାକୁ ନେଇ ଦୌନ୍ଦରେଥିବା କହିଛନ୍ତି। ଅପର ପକ୍ଷରେ କିଛି ଲୋକ ତିନି ମାସ ତଳୁ ଟିକା ନେଇ ଥିଲେ ମଧ୍ୟ ତାଙ୍କ ପାଖକୁ ମେସେଜ ନ ଆସିବା ଏବଂ ଦ୍ୱିତୀୟ ଡୋଜ଼ ଟିକା ନେବାରେ ସନ୍ଦେହ ଦେଖା ଦେଇଛି । ଏନେଇ ସଂପୃକ ଲୋକେ ସ୍ୱାସ୍ଥ୍ୟ ବିଭାଗଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଜଣା ପଡିଛି। କରୋନା ଟିକାକରଣରେ ନିୟୋଜିତ କର୍ମଚାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହେଉ ଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି।
କାଲିଠୁ ୧୫ରୁ ୧୮ ବର୍ଷ ପିଲାଙ୍କ କୋଭିଡ ଟିକାକରଣ, ୮ରୁ ମାଟ୍ରିକ ପିଲା ନେବେ ଟିକା
ଭୁବନେଶ୍ବର : ରାଜ୍ୟରେ କାଲିଠାରୁ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ ହେବ । ଏହି ବର୍ଗର ପିଲାଙ୍କ କୋଭିଡ ଟିକାକରଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜାନୁଆରୀ ୮ରୁ ମାଟ୍ରିକ ପିଲାଙ୍କୁ ଟିକା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । କାଲିଠପ ଏକାଦଶ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବ । ଆସନ୍ତା ୫ରୁ ୮ ତାରିଖ ଯାଏଁ ମାଟ୍ରିକ ସମ୍ମେଟିଭ -୧ ପରୀକ୍ଷା ହେବ । ତେଣୁ ପରୀକ୍ଷା ସରିଲେ ମାଟ୍ରିକ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହେବ ।ତେବେ ଏନେଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଟିକାକରଣ ପାଇଁ ଶିକ୍ଷା ବିଭାଗ ସହ ସମନ୍ୱୟ ରଖିବାକୁ ଜିଲ୍ଲାପାଳ ଓ ସିଡିଏଓଙ୍କୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ।
ଟିକାକରଣ ନେଇ  ଗତକାଲିଠାରୁ ପଞ୍ଜିକରଣ ଆରମ୍ଭ ହୋଇଥିବା ବେଳେ ଆଜି ସୁଦ୍ଧା ୩.୫ ଲକ୍ଷରୁ ଊର୍ଦ୍ଧ୍ବ ୧୫ ରୁ ୧୮ ବର୍ଷ ବୟସ ବର୍ଗର ହିତାଧିକାରୀ ପଞ୍ଜିକରଣ କରାଇଥିବା ଜଣାପଡ଼ିଛି। ତେବେ ଜାନୁଆରି ମାସ ଭିତରେ ୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ସ୍କୁଲରେ ୧୫ରୁ ୧୮ ବର୍ଷ ପିଲାଙ୍କ ତାଲିକା ପ୍ରସ୍ତୁତ କରି ସିଡିଏମଓଙ୍କ ସହ ଯୋଗାଯୋଗ କରିବେ ପ୍ରଧାନ ଶିକ୍ଷକ । ତାଲିକା ଅନୁସାରେ ସ୍କୁଲରେ ଟିକାକରଣର ବ୍ୟବସ୍ଥା କରିବେ ସିଡିଏମଓ । କ୍ୟାମ୍ପ ଓ ଟିକାକରଣ ନେଇ ସ୍କୁଲଗୁଡିକ ସହ ଯୋଗ କରିବେ।
ଜାନୁଆରୀ ୩ରୁ ଆରମ୍ଭ ହେବ ୧୫ରୁ ୧୮ ବର୍ଷ ବୟସର କିଶୋରଙ୍କୁ ଟିକାକରଣ
ଭୁବନେଶ୍ୱର: କିଶୋରଙ୍କୁ ଟିକାକରଣ ପାଇଁ ପ୍ରସ୍ତୁତ ହୋଇଛି ଓଡ଼ିଶା । ଆସନ୍ତା ୩ତାରିଖରୁ ଟିକା ନେବେ କିଶୋର । ରାଜ୍ୟରେ ୨୫ ଲକ୍ଷ ୫୩ ହଜାର କିଶୋର ଭ୍ୟାକସିନ୍ ନେବେ । ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ସ୍ୱାସ୍ଥ୍ୟ ବିଭାଗ । ଭ୍ୟାକସିନ୍ ପାଇଁ ଅନଲାଇନ୍‌, ଅନ୍‌ସାଇଟରେ ହେବ ପଞ୍ଜିକରଣ । କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ୧୫ରୁ ୧୮ ବର୍ଷ କିଶୋରଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ସହିତ ୨ ପ୍ରକାରର ବ୍ୟବସ୍ଥା ହୋଇଛି । ପ୍ରଥମ ଡୋଜର ୨୮ଦିନ ବ୍ୟବଧାନରେ ଦ୍ୱିତୀୟ ଡ଼ୋଜ ଦିଆଯିବ । ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ନେଇ କିଛିଟା ଡେଡିକେଟେଡ୍ କେନ୍ଦ୍ର କରାଯିବ । ଯେଉଁଠି ଟିକାକରଣ କେନ୍ଦ୍ର ଅଛି ସେଠି ସକାଳ ୮ରୁ ଦିନ ୧ଟା ପର୍ଯ୍ଯନ୍ତ ଦିଆଯିବ। ପିଲାମାନେ ସ୍କୁଲ୍ ଆଇକାର୍ଡ ଦେଖାଇ ଟିକା ନେଇ ପାରିବେ।  ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଅନ୍ୟପକ୍ଷରେ ତୃତୀୟ ଲହର ଓମିକ୍ରନ ପାଇଁ ସତର୍କ ଅଛନ୍ତି ରାଜ୍ୟ ସରକାର । ଓମିକ୍ରନ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ସର୍ଭେଲାନ୍ସ, ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ଶିଶୁବିଭାଗ, ଅକ୍ସିଜେନ୍‌ ଏବଂ ଔଷଧ ମହଜୁଦ ଥିବା ସ୍ୱାସ୍ଥ୍ୟ ବିଭାଗ କହିଛି ।
ରାଜ୍ୟରେ ଚାଲିଛି ଜୋରଦାର ଟିକାକରଣ: ଦ୍ୱିତୀୟ ଡୋଜ୍ ଟିକା ନେଲେଣି ୨କୋଟିରୁ ଅର୍ଦ୍ଧ୍ବ ଲୋକ
ଭୁବନେଶ୍ୱର: କରୋନାକୁ ହରାଇବା ପାଇଁ ରାଜ୍ଯରେ ଟିକାକରଣ ଜୋରଦାର କରାଯାଉଛି । ବର୍ତ୍ତମାନ ରାଜ୍ଯରେ ୨କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ କରୋନା ଟିକାର ଦ୍ୱିତୀୟ ଡୋଜ ଦିଆଯାଇଛି । ୨ କୋଟି ୩୪ ହଜାର ୫୦୮ ଜଣ ଦ୍ୱିତୀୟ ଡୋଜ ନେଇଥିବା ବେଳେ, ୨ କୋଟି ୮୯ ଲକ୍ଷ ୯୬ ହଜାର ୯୪୪ ଜଣ ପ୍ରଥମ ଡୋଜ ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୪କୋଟି ୯୦ ଲକ୍ଷ ୩୧ ହଜାର ୪୫୨ ଡୋଜ ଟିକା ଦିଆଯାଇଛି । ପ୍ରାୟ ୬୦ ଲକ୍ଷ ଲୋକ ପ୍ରଥମ ଓ ଦ୍ୱିତୀୟ ଡୋଜ ନେବାର ବାକି ରହିଛି ।
ସ୍ୱାସ୍ଥ୍ୟକର୍ମୀଙ୍କୁ ଶତ ପ୍ରତିଶତ ପ୍ରଥମ ଡୋଜ ଦିଆଯାଇଥିବା ବେଳେ, ୯୨ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି । ସେହିପରି ସମ୍ମୁଖ ଯୋଦ୍ଧାଙ୍କ ମଧ୍ୟରୁ ୮୪ ପ୍ରତିଶତ ପ୍ରଥମ ଓ ୮୫ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି । ୧୮ ବର୍ଷରୁ ୪୪ ବର୍ଷ ବର୍ଗର ଲୋକେ ୮୪ ପ୍ରତିଶତ ପ୍ରଥମ ଡୋଜ ନେଇଥିବା ବେଳେ ୮୫ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି । ଅନ୍ୟପଟେ ୪୫ ବର୍ଷରୁ ଅଧିକ ବୟସର ଲୋକେ ୯୨ ପ୍ରତିଶତ ପ୍ରଥମ ଡୋଜ ନେଇଥିବା ବେଳେ ୮୯ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୨୩ ହଜାର ୫୭୫ ଜଣ ଗର୍ଭବତୀଙ୍କୁ ଟିକା ଦିଆଯାଇଛି ।
ଅନ୍ୟପକ୍ଷରେ, ରାଜ୍ୟରେ ୨୪ ଘଣ୍ଟାରେ ୧୫୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୨୦ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୯୩ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୬୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୪୧୬୦ ଜଣ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ନ୍ୟୁୟର୍କ ଟାଇମ୍ସ ଶିରୋନାମାରେ ‘ଓଡ଼ିଶା’, ଶତ ପ୍ରତିଶତ ଟିକାକରଣ ପାଇଁ ଚର୍ଚ୍ଚାରେ ରାଜଧାନୀ ଭୁବନେଶ୍ୱର
ଭୁବନେଶ୍ୱର: ଟିକାକରଣରେ ଶତ ପ୍ରତିଶତ ସଫଳତା ପାଇଁ ରାଜଧାନୀ ଭୁବନେଶ୍ୱର ଏବେ ସାରା ବିଶ୍ୱର ଚର୍ଚ୍ଚାର କେନ୍ଦ୍ର। ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱରରେ ସବୁ ନାଗରିକଙ୍କର ଟିକାକରଣ କରାଯାଇଛି। ଏଥିପାଇଁ ବିଭିନ୍ନ ଜାତୀୟ ଗଣମାଧ୍ୟମ ସହିତ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ଖବର ଶିରୋନାମା ପାଲଟିଛି। ଭୁବନେଶ୍ୱରରେ ଗତ ଜାନୁଆରୀ ୧୬ ତାରିଖରେ ଟିକାକରଣ ଆରମ୍ଭ ହେବା ପରେ ଜୁଲାଇ ଶେଷ ସୁଦ୍ଧା ଶତ ପ୍ରତିଶତ ରାଜଧାନୀବାସୀଙ୍କ ଟିିକାକରଣ ହୋଇଥିବା ନେଇ ବିଏମ୍‍ସି କହିଛି। ଦେଶର ଏକମାତ୍ର ସହର ଭାବେ ଭୁବନେଶ୍ୱର ସହରର ଏହି ସଫଳତାକୁ ପ୍ରକାଶ କରିଛି ଆନ୍ତର୍ଜାତୀୟ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସ। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ପ୍ରସାର ଭାରତୀ ସହ ପ୍ରେସ ଇନଫରମେସନ ବ୍ୟୁରୋ ମଧ୍ୟ ଏହି ଖବରକୁ ଅଗ୍ରାଧିକାର ଭିତ୍ତିରେ ପ୍ରକାଶ କରିଛି। ସେହିପରି ଆଇଏଏସ ଆସୋସିଏସନ୍‍ ପକ୍ଷରୁ ମଧ୍ୟ ଭୁବନେଶ୍ୱରରେ ହୋଇଥିବା ଟିକାକରଣକୁ ଟୁଇଟ୍‍ ଯୋଗେ ପ୍ରଶଂସା କରିଛି। ଦୁଇ ଦିନ ତଳେ ନିତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତ ଭୁବନେଶ୍ୱରର ସଫଳତା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟବାସୀଙ୍କୁ ପ୍ରଶଂସା ସହ ଅଭିନନ୍ଦନ ଜଣାଇଥିଲେ।
ଭୁବନେଶ୍ୱର ମହାନଗର ଅଞ୍ଚଳରେ କେବଳ କୋଭାକ୍ସିନ୍‍ ଟିକା ଦିଆଯାଉଥିବା ବେଳେ ଟିକାକରଣ ଆରମ୍ଭ ଓ ମଧ୍ୟ ଭାଗରେ ଟିକାର ଅଭାବ ପରିଲକ୍ଷିତ ହୋଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକା ଯୋଗାଣରେ ସମସ୍ୟା ସୃଷ୍ଟି ହେବା କାରଣରୁ କିଛି ଦିନ ପର୍ଯ୍ୟନ୍ତ ଏହା ବ୍ୟହତ ମଧ୍ୟ ହୋଇଥିଲା। ଯେଉଁଥିପାଇଁ ରାଜ୍ୟ ସରକାର ନିଜସ୍ୱ ସମ୍ବଳରେ ଭାରତ ବାୟୋଟେକ୍‍ ଠାରୁ କୋଭାକ୍ସିନ କ୍ରୟ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ଇତିମଧ୍ୟରେ ଜୁଲାଇ ମାସ ଶେଷ ସୁଦ୍ଧା ଶତ ପ୍ରତିଶତ ଟିକାକରଣ ହୋଇଥିବା ସୂଚନା ଦେଇଛି ବିଏମସି। ଭୁବନେଶ୍ୱର ମହାନଗର ନିଗମ ଡେପୁଟି କମିସନର ଅଂଶୁମାନ ରଥଙ୍କ ସୂଚନା ଅନୁଯାୟୀ ଟିକାକରଣ ବଢ଼଼ାଇବା ପାଇଁ ଟିକାଦାନ କେନ୍ଦ୍ର ବୃଦ୍ଧି ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିଲା। ସହରରେ ୫୫ ଟି ଟିକାଦାନ କେନ୍ଦ୍ର ନିୟମିତ ଭାବେ କରାଯାଇଥିଲା। ଏଥିରେ ୧୦ ଟି ଡ୍ରାଇଭ୍‍-ଇନ୍‍ ଟିକାକରଣ କେନ୍ଦ୍ର ହୋଇଥିଲା। ୧୫ ଟି ଭ୍ରାମ୍ୟମାଣ ଟିକାକେନ୍ଦ୍ର ସହିତ ୩୦ ଟି ପିଏଚ୍‍ସି/ସିଏଚ୍‍ସିରେ ଟିକାଦାନ ହୋଇଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜଧାନୀରେ ଦୈନିକ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ଟିକାଦାନ କରାଯାଇଥିଲା। ପ୍ରତି ଟିକାଦାନ କେନ୍ଦ୍ରରେ ୨ ଜଣ ଲେଖାଏଁ ଟିକାଦାତା ରହୁଥିଲେ। ଏମାନଙ୍କ ବ୍ୟତୀତ ପ୍ରତି କେନ୍ଦ୍ରରେ ଜଣେ ଲେଖାଏ ଡାଟା ଏଣ୍ଟ୍ରି ମଧ୍ୟ ରହୁଥିବା ଶ୍ରୀ ରଥ କହିଛନ୍ତି। ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନର ଡାଟା ତଥ୍ୟ ଅନୁଯାୟୀ ଭୁବନେଶ୍ୱରରେ ୨୦୨୦ ସୁଦ୍ଧା ୧୮ ବର୍ଷରୁ ଊର୍ଦ୍ଧ୍ବଙ୍କ ବର୍ଗରେ ୯ ଲକ୍ଷ ୭ ହଜାର ୧୯୪ ଜଣ ରହୁଛନ୍ତି। ଏହି ସଂଖ୍ୟକ ଲୋକଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏହି ଆଧାରରେ ମଙ୍ଗଳବାର ସୁଦ୍ଧା ରାଜଧାନୀରେ ମୋଟ୍‍ ୧୮ ଲକ୍ଷ ୯୧ ହଜାର ୬୮୨ ଟି ଡୋଜ୍‍ ଦିଆଯାଇଛି। ୧୦ ଲକ୍ଷ ୭୫ ହଜାରରୁ ଊର୍ଦ୍ଧ୍ବ ପ୍ରଥମ ଡୋଜ୍‍ ଦିଆଯାଇଥିବା ବେଳେ ୮ ଲକ୍ଷ ୧୫ ହଜାରରୁ ଊର୍ଦ୍ଧ୍ବ ନିଜର ଦ୍ୱିତୀୟ ଡୋଜ୍‍ ଟିକା ନେଇ ସାରିଛନ୍ତି। ଭୁବନେଶ୍ୱର ବାସିନ୍ଦାଙ୍କ ଟିକାକରଣ ସମ୍ପୂର୍ଣ୍ଣର୍ ହୋଇଥିବା ବେଳେ ବର୍ତ୍ତମାନ ଅନ୍‍ଲକ ଯୋଗୁ ବହୁ ଲୋକ ସହରକୁ ଆସୁଛନ୍ତି। ଛାତ୍ରଛାତ୍ରୀମାନେ ମଧ୍ୟ ରାଜଧାନୀକୁ ଫେରୁଛନ୍ତି। ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ଏଠାରେ ଆସି ଟିକା ନେଉଛନ୍ତି। ସେହି ପରି ସରକାରୀ ପରାମର୍ଶ ଟିକା ନେଇ ନ ଥିବା ଗର୍ଭବତୀମାନେ ମଧ୍ୟ ଟିକା ନେଉଛନ୍ତି। ପୂର୍ବପରି ଭୁବନେଶ୍ୱରରେ ଟିକାକରଣ ଜାରି ରହିଛି। ଅଧିକାଂଶ ଲୋକ ଟିକା ନେଇ ସାରିଥିବାରୁ ପ୍ରତି କେନ୍ଦ୍ରରେ ଦୈନିକ ଅଳ୍ପ ସଂଖ୍ୟକ ଲୋକ ଆସି ଟିକା ନେଉଛନ୍ତି।
ଭୁବନେଶ୍ୱର: ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ ହୋଇଛି । ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ ପୂରଣ ହୋଇଥିବା କହିଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ । ବିଭିନ୍ନ ବର୍ଗରେ ମୋଟ ୯ଲକ୍ଷ ୭ହଜାର ଲୋକଙ୍କୁ ଦୁଇଟି ଡୋଜ ହିସାବରେ ୧୮ଲକ୍ଷ ୧୪ହଜାର ଡୋଜ ଦେବାକୁ ରହିଥିଲା ଲକ୍ଷ୍ୟ । ଗତକାଲି ସୁଦ୍ଧା ୧୮ଲକ୍ଷ ୩୫ହଜାର ୯୦୩ ଡୋଜ ଟିକା ଦିଆଯାଇଛି । ସେଥିମଧ୍ୟରୁ ୧୦ଲକ୍ଷ ୫୯ହଜାର ୭୫୩ ଜଣ ପ୍ରଥମ ଡୋଜ ନେଇସାରିଛନ୍ତି । ୭ଲକ୍ଷ ୭୬ହଜାର ୧୫୦ଜଣ ଉଭୟ ଡୋଜ ଟିକା ନେଇ ସାରିଛନ୍ତି । ତେବେ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯାଉଥିବା ବେଳେ ଏଠାରେ ଟିକାର ଅଭାବ ନାହିଁ । ବର୍ତ୍ତମାନ ମଧ୍ୟ ସମସ୍ତ ଟିକା କେନ୍ଦ୍ର ଖୋଲା ରହିଛି । ଭୁବନେଶ୍ୱର ରାଜଧାନୀ ହୋଇଥିବାରୁ ଏଠାକୁ ଦୈନିକ ବାହାରୁ ଅନେକ ଲୋକ ଆସନ୍ତି । ଟିକା ପାଇଁ କାହାକୁ ମନା କରାଯାଇପାରିବ ନାହିଁ । ଭୁବନେଶ୍ୱରବାସୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଇଛି । ବର୍ତ୍ତମାନ ବାହାରର ଲୋକଙ୍କୁ ମଧ୍ୟ ଟିକା ଦିଆଯାଉଥିବା କହିଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।