Kajal - The Sakala

ପ୍ରେମ ବିବାହର କରୁଣ ପରିଣତି: ଯୌତୁକ ପାଇଁ ଡମ୍ବଲରେ ପିଟି ଦିଲ୍ଲୀ ପୋଲିସ କମାଣ୍ଡୋଙ୍କୁ ହତ୍ୟା କଲା ସ୍ୱାମୀ
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ରେ ନିୟୋଜିତ ଜଣେ ମହିଳା SWAT (ସ୍ପେଶାଲ ୱେପନ୍ସ ଆଣ୍ଡ ଟ୍ୟାକ୍ଟିକ୍ସ) କମାଣ୍ଡୋଙ୍କ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଦିନ ମୃତ୍ୟୁ ଘଟିଛି। ମୃତକ ହେଲେ ୨୭ ବର୍ଷୀୟା କାଜଲ। ଅଭିଯୋଗ ଅନୁଯାୟୀ, ଗତ ୨୨ ଜାନୁଆରୀରେ ତାଙ୍କ ସ୍ୱାମୀ ଅଙ୍କୁର ଯୌତୁକକୁ କେନ୍ଦ୍ର କରି ବିବାଦ ପରେ ଏକ ଓଜନିଆ ଡମ୍ବଲ ସାହାଯ୍ୟରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଦୀର୍ଘ ୫ ଦିନ ଧରି ମୃତ୍ୟୁ ସହ ସଂଗ୍ରହ କରିବା ପରେ ଶେଷରେ ସେ ଆଖି ବୁଜିଛନ୍ତି।

ଫୋନ୍ କଲ୍‌ରେ ଶୁଭିଥିଲା ଚିତ୍କାର

କାଜଲଙ୍କ ଭାଇ ନିଖିଳ, ଯିଏ କି ନିଜେ ଦିଲ୍ଲୀ ପୋଲିସର ଜଣେ କନଷ୍ଟେବଳ, ଘଟଣା ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି। ନିଖିଳଙ୍କ କହିବା ଅନୁଯାୟୀ, ଘଟଣା ଦିନ ଅଭିଯୁକ୍ତ ସ୍ୱାମୀ ଅଙ୍କୁର ତାଙ୍କୁ ଫୋନ୍ କରି କଲ୍ ରେକର୍ଡ କରିବାକୁ କହିଥିଲେ। ଏହି ସମୟରେ ନିଖିଳ ନିଜ ଭଉଣୀଙ୍କ ଚିତ୍କାର ଶୁଣିବାକୁ ପାଇଥିଲେ। କିଛି ସମୟ ପରେ ଅଙ୍କୁର ପୁଣି ଫୋନ୍ କରି କାଜଲଙ୍କୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲେ।

ପ୍ରେମ ବିବାହ ପରେ ଯୌତୁକ ନିର୍ଯାତନା

ରିପୋର୍ଟ ମୁତାବକ, କାଜଲ ଏବଂ ଅଙ୍କୁର ୨୦୨୩ ମସିହାରେ ପ୍ରେମ ବିବାହ କରିଥିଲେ ଏବଂ ଉଭୟଙ୍କର ଦେଢ଼ ବର୍ଷର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି। ଅଙ୍କୁର ପ୍ରତିରକ୍ଷା ମନ୍ତ୍ରଣାଳୟରେ କ୍ଲର୍କ ଭାବରେ କାର୍ଯ୍ୟରତ ଅଛନ୍ତି। ବିବାହର କିଛି ଦିନ ପରେ ଅଙ୍କୁରଙ୍କ ପରିବାର ତରଫରୁ ଯୌତୁକ ପାଇଁ କାଜଲଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଗଣତନ୍ତ୍ର ଦିବସ ଡ୍ୟୁଟି ପାଇଁ କାଜଲ ଦିଲ୍ଲୀ ଆସିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା।

ହତ୍ୟା ମାମଲା ରୁଜୁ

ଘଟଣା ପରେ ଅଙ୍କୁର ନିଜେ କାଜଲଙ୍କୁ ହସ୍ପିଟାଲ ନେଇଯାଇଥିଲେ ଏବଂ ପରେ ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ପ୍ରଥମେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିବା ବେଳେ ଏବେ କାଜଲଙ୍କ ମୃତ୍ୟୁ ପରେ ପୋଲିସ ଏଥିରେ ଦଫା ୩୦୨ (ହତ୍ୟା) ଯୋଡିଛି। ପୋଲିସ ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ପରଦାରେ ଶାହରୁଖ୍‌-କାଜଲ; ପୁଣି ଜମିବ ଆଇକନିକ୍‌ ଯୋଡ଼ିଙ୍କ ଅଭିନୟ
ଭାରତୀୟ ସିନେମା ଇତିହାସରେ ଏପରି କିଛି ଫିଲ୍ମ ରହିଛି, ଯାହା ଚିରଦିନ ପାଇଁ ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଛି। ଏହି ଫିଲ୍ମଗୁଡ଼ିକ ମଧ୍ୟରେ ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି ଶାହାରୁଖ ଓ କାଜଲଙ୍କର ଅନେକ ଫିଲ୍ମ ରହିଛି। ‘କୁଛ୍‌ କୁଛ୍‌ ହୋତା ହୈ’, ‘ଦିଲୱାଲେ ଦୁଲହନିଆ ଲେ ଜାୟେଗେଁ’, ‘ମାଇଁ ନେମ୍‌ ଇଜ୍‌ ଖାନ୍‌’, ଆଦି ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ଏହି ଚର୍ଚ୍ଚିତ ଯୋଡ଼ିଙ୍କ ପାଇଁ ମାଇଲ୍‌ ଖୁଣ୍ଟ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମଗୁଡ଼ିକୁ ଲୋକେ ଆଜି ବି ପସନ୍ଦ କରନ୍ତି। ଦୀର୍ଘଦିନର ଅନ୍ତରାଳ ପରେ ପୁଣି ପରଦାକୁ ଫେରୁଛନ୍ତି ଏହି ଲୋକପ୍ରିୟ ଯୋଡ଼ି। ଏହି ଖବରଟି ଉଭୟଙ୍କ ପ୍ରଶଂସକଙ୍କ ଲାଗି ସବୁଠୁ ଖୁସି ଖବର। ରାଜକୁମାର ହିରାନୀଙ୍କ ଆଗାମୀ ଫିଲ୍ମରେ ଶାହାରୁଖ ଓ କାଜଲ ନଜର ଆସିବେ। ରାଜକୁମାର ହିରାନୀ ପ୍ରବାସୀଙ୍କ ଉପରେ ଏହି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଏଥିରେ ଶାହାରୁଖ୍‌ ପ୍ରବାସୀଙ୍କ ମୁଖ୍ୟ ଭାବେ ନଜର ଆସିବେ। ଯିଏ କି ପଞ୍ଜାବରୁ କାନଡା ଯାତ୍ରା କରୁଛନ୍ତି। ସେହିଭଳି କାଜଲ୍‌ ତାଙ୍କ ପତ୍ନୀ ଭାବେ ଦେଖାଯିବେ। ଉଭୟଙ୍କ ସହିତ ବଲିଉଡ୍‌ର ଆହୁରି ଚାରି ଜଣ ଆଗଧାଡ଼ିର କଳାକାର ଯଥା ତାପସୀ ପନ୍ନୁ, ବିଦ୍ୟା ବାଲାନ, ମନୋଜ ବାଜପେୟୀ ଏବଂ ବୋମନ୍‌ ଇରାନୀ ମଧ୍ୟ ନଜର ଆସିବେ। ଶାହରୁଖଙ୍କ ଯାତ୍ରା ବିଷୟରେ ରିପୋର୍ଟ କରିବା ଲାଗି ରିପୋର୍ଟର ଚରିତ୍ରରେ ତାପସୀ ପନ୍ନୁଙ୍କୁ ନଜର ଆସିବେ। କେବଳ ସେତିକି ନୁହେଁ, ବିଦ୍ୟା ବାଲାନ ମଧ୍ୟ ଶାହରୁଖ୍‌ଙ୍କୁ ଏହି ଯାତ୍ରାରେ କିପରି ସାହାଯ୍ୟ କରୁଛନ୍ତି ତାହା ଦେଖିବାକୁ ମିଳିବ। ମନୋଜ ବାଜପେୟୀ ଏବଂ ବୋମନ ଇରାନୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଫିଲ୍ମର ପ୍ରଯୋଜନା ଦାୟିତ୍ବରେ ରାଜକୁମାର ହିରାନୀ ଓ ଶାହାରୁଖଙ୍କ ‘ରେଡ୍‌ ଚିଲି ଏଣ୍ଟରଟେନ୍‌ମେଣ୍ଟ’ ରହିବ। ଏହାର ସୁଟିଂ ୨୦୨୨ ଅପ୍ରେଲରୁ ଆରମ୍ଭ କରାଯିବ।