IND Vs SL - The Sakala

ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଟିମ୍‌ ଘୋଷଣା, ସୂର୍ଯ୍ୟ କୁମାର ଟି-୨୦ ଅଧିନାୟକ
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଟିମ୍‌ ଘୋଷଣା କରିଛି ବିସିସିଆଇ । ରୋହିତ ଶର୍ମା ଏବଂ ବିରାଟ କୋହଲି ଦିନିକିଆ ଦଳକୁ ଫେରିଥିବାବେଳେ ରୋହିତ ଦିନିକିଆ ଦଳର ଅଧିନାୟକ ହେବେ। ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ଦଳର ଅଧିନାୟକ ଦାୟିତ୍ୱ ଦେଇଛି ବିସିସିଆଇ । ଶୁଭମନ ଗିଲ ଉଭୟ ଟି-୨୦ ଏବଂ ଦିନିକିଆ ଦଳର ଉପ-ଅଧିନାୟକ ରହିଛନ୍ତି ।

ରିୟାନ ପରାଗ, ଶିବମ ଦୁବେ ଓ ରିଙ୍କୁ ସିଂଙ୍କୁ ଦଳରେ ସୁଯୋଗ ମିଳିଛି। କେଏଲ ରାହୁଲ ଓ ଋଷଭ ପନ୍ତଙ୍କ ଭାରତୀୟ ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ନୂତନ ଖେଳାଳି ଭାବେ କୋଲକାତା ନାଇଟ ରାଡର୍ସର ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ଚୟନ କରାଯାଇଛି।

ଉଭୟ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ବିଶ୍ରାମ ନେବେ ବୋଲି କୁହାଯାଉଥିଲା। କିନ୍ତୁ ବାଂଲାଦେଶ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପାଇଁ ଉଭୟଙ୍କୁ ବିସିସିଆଇ ଫିଟ ରଖିବାକୁ ଚାହୁଁଛି। ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଏହି ଟେଷ୍ଟ ସିରିଜ ଖେଳାଯିବ। ତେଣୁ ବିରାଟ ଓ ରୋହିତଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳିବାକୁ କୁହାଯାଇଛି।

ଟି -୨୦ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ (ଉପ-ଅଧିନାୟକ), ଯଶସ୍ୱୀ ଜୈସୱାଲ, ରିଙ୍କୁ ସିଂ, ରିୟାନ ପରାଗ, ରୁଷଭ ପନ୍ତ (ୱିକେଟ୍ କିପର), ସଞ୍ଜୁ ସାମସନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର , ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ଖଲିଲ ଅହମ୍ମଦ, ମହମ୍ମଦ ସିରାଜ |

ଦିନିକିଆ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ (ଉପ ଅଧିନାୟକ), ବିରାଟ କୋହଲି, କେଏଲ ରାହୁଲ, ଋଷଭ ପନ୍ତ, ଶ୍ରେୟସ ଆୟର, ଶିବମ ଦୁବେ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ୱାଶିଂଟନ ସୁନ୍ଦର, ଅର୍ଶଦୀପ ସିଂହ, ରିୟାନ ପରାଗ, ଅକ୍ଷର ପଟେଲ, ଖଲୀଲ ଅହମଦ ଓ ହର୍ଷିତ ରାଣା।

ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସି ଟିମ୍ ଇଣ୍ଡିଆର ଆଉ ୨ ଖେଳାଳି କରୋନା ପଜିଟିଭ୍
ନୂଆଦିଲ୍ଲୀ:  ଟିମ ଇଣ୍ଡିଆର ଖେଳାଳିଙ୍କୁ ସଂକ୍ରମିତ କରୁଛି ମହାମାରୀ କରୋନା । ଭାରତ ଓ ଶ୍ରୀଲଙ୍କା ସିରିଜର ୩ୟ ମ୍ୟାଚ ଗୁରୁବାର ଦିନ ଖେଳାଯାଇଥିଲା । ଏବେ ମିଳିଥିବା ସୂଚନା ଅନୁସାରେ ଟିମ୍ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣପ୍ପା ଗୌତମ କରୋନା ସଂକ୍ରମିତ ହୋଇଛନ୍ତି । ଯୁଜଭେନ୍ଦ୍ର ଚହଲ ଓ କୃଷ୍ଣପ୍ପା ଗୌଥମ ଅଲାରାଉଣ୍ଡର କ୍ରୁନାଲପାଣ୍ଡ୍ୟାଙ୍କ ସମ୍ପର୍କରେ ଥିଲେ। ଏହି ୨ ଖେଳାଳି ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆର ଅଂଶୀଦାର ଥିଲେ । ପାଣ୍ଡ୍ୟା ୨୭ ଜୁଲାଇରେ କରୋନା ପଜିଟିଭ ହୋଇଥିଲେ।

ବର୍ତ୍ତମାନ ୩ ଦିନ ପରେ ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣପ୍ପା ଗୌତମ ପଜିଟିଭି ଚିହ୍ନଟ ହୋଇଛନ୍ତ । ଚହଲ ଏବଂ ଗୌତମଙ୍କ ବ୍ୟତୀତ ହାର୍ଦ୍ଦିକ, ସୂର୍ଯ୍ୟକୁମାର, ପୃଥ୍ୱୀ ଶ, ମନୀଷ ପାଣ୍ଡେ ଏବଂ ଇଶାନ ଶିଷନ ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସିଥିଲେ । ହେଲେ ଏମାନଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । ଖେଳାଳିଙ୍କୁ ମ୍ୟାଚ ସମୟରେ କରୋନା ହେବା ଏକ ଚିନ୍ତାର ବିଷୟ ପାଲଟିଛି ।