boxing - The Sakala

ଟୋକିଓ ଅଲିମ୍ପିକ୍ସ: ଭାରତକୁ ପୁଣି ନିରାଶା, ବକ୍ସିଂ କ୍ୱାର୍ଟର ଫାଇନାଲରେ ହାରିଲେ ସତୀଶ
ଟୋକିଓ: ଟୋକିଓ ଅଲିମ୍ପିକ୍ସ ବକ୍ସିଂ ଇଭେଣ୍ଟରେ ଭାରତର ଏକାଧିକ ପଦକ ଆଶା ମଉଳିବାରେ ଲାଗିଛି । ଅଲିମ୍ପିକ୍ସ ପୁରୁଷ ବକ୍ସିଂରେ ନିରାଶ କଲେ ସତୀଶ କୁମାର । ଗତକାଲି ବିଶ୍ୱର ନମ୍ବର ୱାନ ବକ୍ସର ଅମିତ ପଙ୍ଘାଲ ୫୨ କେଜି ବର୍ଗର ପ୍ରି-କ୍ୱାର୍ଟରରୁ ହାରି ବିଦାୟ ନେଇଥିବା ବେଳେ ଆଜି ସୁପରହେଭି ବର୍ଗ (୯୧ କେଜିରୁ ଊର୍ଦ୍ଧ୍ୱ)ର କ୍ୱାର୍ଟର ଫାଇନାଲରେ ମଧ୍ୟ ଭାରତକୁ ନିରାଶ ହେବାକୁ ପଡିିଛି । ଏହି ବର୍ଗରେ ଭାରତର ସତୀଶ କୁମାର ବିଶ୍ୱର ନମ୍ବର ୱାନ ବକ୍ସର ଉଜବେକିସ୍ତାନର ବାଖୋଦିର ଜାଲୋଲୋଭଙ୍କ ଠାରୁ ପରାସ୍ତ ହୋଇ ବାଦ୍ ପଡ଼ିଛନ୍ତି । ସତୀଶ ତାଙ୍କ ପ୍ରତିପକ୍ଷ ଜାଲୋଲୋଭଙ୍କ ଚ୍ୟାଲେଞ୍ଜ ପ୍ରତିହତ କରିବାକୁ ଯଥା ସମ୍ଭବ ଉଦ୍ୟମ କରିଥିଲେ । ଶେଷ ଯାଏଁ ଲଢ଼ିଥିଲେ ଏହି ଭାରତୀୟ ବକ୍ସର । କିନ୍ତୁ ଜାଲୋଲୋଭ ତାଙ୍କୁ ପ୍ରାଧାନ୍ୟ ବିସ୍ତାର କରିବାକୁ ସୁଯୋଗ ହିଁ ଦେଇନଥିଲେ ।

ଡାକ୍ତରଙ୍କଠାରୁ ଅନୁମତି ମିଳିବା ପରେ ଆଜି ସତୀଶ କୁମାର କ୍ୱାର୍ଟର ଫାଇନାଲ୍ ଖେଳିଥିଲେ। କାରଣ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ତାଙ୍କ ଡାହାଣ ଆଖି ଉପରେ ଆଘାତ ଲାଗିଥିଲା ଓ ୭ଟି ଷ୍ଟିଚ୍ ପଡ଼ିଥିଲା। ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ସେ ଜାମାଇକାର ରିକାର୍ଡୋ ବ୍ରାଉନ୍‌ଙ୍କୁ ୪-୧ରେ ପରାସ୍ତ କରିଥିଲେ।

ଟୋକିଓ ଅଲିମ୍ପିକ୍ସ: ୧୦୦ ମିଟର ଦୌଡ଼ରେ ନିରାଶ କଲେ ଦୂତୀ , ପଦକ ନିଶ୍ଚିତ କଲେ ବକ୍ସର ଲଭ୍‌ଲିନା
ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ଭାରତ ପାଇଁ ଭଲ ଦିନ ରହିଥିବା ବେଳେ ନିରାଶ କରିଛନ୍ତି ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ୧୦୦ ମିଟର ଦୌଡ (ରାଉଣ୍ଡ-୧)ର ୭ମ ସ୍ଥାନରେ ରହିଛନ୍ତି  ଦୂତୀ । ହେଲେ  ଆଉ ଏକ ପଦକ ନିଶ୍ଚିତ କରିଛନ୍ତି ବକ୍ସର ଲଭଲିନା । କ୍ୱାର୍ଟର ଫାଇନାଲରେ ତାଇପେଇର ନନ-ଚିନ-ଚେନଙ୍କୁ ହରାଇଛନ୍ତି। ଲଭଲିନା ବୋର୍ଗୋହେଁ ୪-୧ରେ ଚାଇନାକୁ ହରାଇ ୬୯ ବର୍ଗରେ ବିଜୟୀ ହୋଇଛନ୍ତି । ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ ହୋଇଛି।