OTT edition - The Sakala

ବିଗ୍‌ବସ୍‌ ଓଟିଟି ସଂସ୍କରଣରେ ସିଦ୍ଧାର୍ଥ-ଶେହନାଜ
କଲର୍ସ ଚ୍ୟାନେଲର ଲୋକପ୍ରିୟ ରିଅଲିଟି ଶୋ’ ‘ବିଗ୍‌ବସ୍‌-୧୩’ର ବିଜେତା  ତଥା ଟେଲିଭିଜନ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଏବଂ ପଞ୍ଜାବର କଣ୍ଠଶିଳ୍ପୀ ତଥା ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କ ଯୋଡ଼ିକୁ ଦର୍ଶକେ ବେଶ୍‌ ପସନ୍ଦ କରୁଛନ୍ତି। ‘ବିଗ୍‌ବସ୍‌’ରେ ଅଂଶଗ୍ରହଣ କରିବା ସମୟରେ  ସିଦ୍ଧାର୍ଥ-ଶେହନାଜଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଏବଂ ପରେ ପ୍ରେମ ସମ୍ପର୍କକୁ ନେଇ ସାମାଜିକ ଗଣମାଧ୍ୟମରେ ସବୁବେଳେ ଚର୍ଚ୍ଚା ଲାଗିରହିଥିଲା। ନିକଟରେ  ଉଭୟଙ୍କ ପ୍ରେମରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଉଡ଼ା ଖବରକୁ ନେଇ ସିଦ୍ଧାର୍ଥ ମଧ୍ୟ ବେଶ୍ ରାଗିଯାଇଥିଲେ। ହେଲେ ପୁଣିଥରେ ଉଭୟଙ୍କ ପ୍ରଶଂସକଙ୍କ ଲାଗି ରହିଛି ଖୁସିଖବର। ପରଦାରେ ଏହି ଯୋଡ଼ିକୁ  ପୁଣିଥରେ ଏକାଠି ଦେଖୀବାକୁ ମିଳିବ। କାରଣ ଓଟିଟି ପ୍ଲାଟଫର୍ମରେ ‘ବିଗ୍‌ବସ୍‌ ୧୫’ ଅଗଷ୍ଟ ୮ରୁ ଭୁଟ୍‌ ଆପ୍‌ରେ ପ୍ରିମିୟର ଆରମ୍ଭ ହେବାକୁ ଯାଉଛି।

ବିଗ୍‌ବସ୍‌ ଆଗାମୀ ସିଜିନ୍‌ର ପ୍ରଥମ ୬ ସପ୍ତାହ ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେବ। ଏହା ପରେ ଏହାକୁ ଟିଭିରେ ପ୍ରସାରିତ କରାଯିବ। ଏନେଇ ସିଦ୍ଧାର୍ଥ ଓ ଶେହନାଜଙ୍କୁ ମଧ୍ୟ ସ୍ବତନ୍ତ୍ର ଭାବେ ଆମନ୍ତ୍ରିତ କରାଯାଇଛି।    ଚଳିତ ସିଜନରେ ‘ଷ୍ଟେ କନେକ୍ଟେଡ’ ଥିମ୍‌ ରହିଥିବାବେଳେ  ଶୋ’ରେ ଉଭୟଙ୍କୁ ଅତିଥି କଳାକାର ଭାବେ ନେବାକୁ ଶୋ’ର ନିର୍ମାତା ନିଷ୍ପତ୍ତି ନେଇଛନ୍ତି। ତେବେ ଉଭୟ କଳାକାର ଅନ୍ୟ ପ୍ରତିଯୋଗୀଙ୍କୁ ସଫଳତାର ମନ୍ତ୍ର ଦେବେ ବୋଲି ଜଣାପଡିଛି। ଏନେଇ ସିଦ୍ଧାର୍ଥ ଏବଂ ଶେହନାଜଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ମିଳିପାରିନାହିଁ। ପ୍ରଥମ ଥର ଲାଗି ରିଅଲିଟି ଶୋ’ ବିଗ୍‌ବସ୍‌ର ଡିଜିଟାଲ ପ୍ଲାଟଫର୍ମରେ ପ୍ରିମିୟର କରାଯିବ।