Paytm - The Sakala
ପେଟିଏମ୍‌ ହେଲା ଥାର୍ଡ ପାର୍ଟି ଆପ୍‌: ୟୁପିଆଇ ସହ ଯୋଡି ହେବାପାଇଁ ଏନ୍‌ପିସିଆଇ ଦେଲା ମଞ୍ଜୁୁରୀ
ନୂଆଦିଲ୍ଲୀ: ଶେଷରେ ପେଟିଏମ୍ ପାଇଁ ଆସିଛି ଖୁସି ଖବର। ଆଗକୁ ପେଟିଏମ୍‌ ଥାର୍ଡ ପାର୍ଟୀ ଆପ୍‌ ଭାବେ କାମ କରିବ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନ୍‌ପିସିଆଇ) ପେଟିଏମ୍‌ର ମୂଳ କମ୍ପାନୀ ୱାନ୍‌ ୯୭ କମ୍ୟୁନିକେସନ ଲିମିଟେଡକୁ ମଲ୍ଟି ବ୍ୟାଙ୍କ ମଡେଲ ଜରିଆରେ ୟୁପିଆଇରେ ଥାର୍ଡ ପାର୍ଟୀ ଆପ୍ଲିକେସନ ପ୍ରୋଭାଇଡର ଭାବେ ଭାଗ ନେବା ଲାଗି ଅନୁମତି ଦେଇଛି । ଚାରୋଟି ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ୟସ୍‌ ବ୍ୟାଙ୍କକୁ ୱାନ୍‌ ୯୭ କମ୍ୟୁନିକେସନ ଲିମିଟେଡର ପେମେଣ୍ଟ ସର୍ଭିସ ପ୍ରୋଭାଇଡର ଭାବେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି।
ଏନପିସିଆଇ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ  ପେଟିଏମର ୱାନ୍‌ ୯୭ କମ୍ୟୁନିକେସନ ଲିମିଟେଡକୁ ୟୁପିଆଇରେ ମଲ୍ଟି-ବ୍ୟାଙ୍କ ମଡେଲ ଜରିଆରେ ଥାର୍ଡ-ପାର୍ଟୀ ଆପ୍ଲିକେସନ ଯୋଗାଣକାରୀ ଭାବେ ଭାଗ ନେବା ପାଇଁ ଅନୁମତି ଦେଇଛି। ଏନପିସିଆଇ କହିଛି ଯେ ଚାରୋଟି ବ୍ୟାଙ୍କ ଯେଉଁଥିରେ ଆକ୍ସିସ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଏସବିଆଇ ଏବଂ ୟେସ ବ୍ୟାଙ୍କ ସାମିଲ ରହିଛି, ସେ ୱାନ୍‌ ୯୭ କମ୍ୟୁନିକେସନ ଲିମିଟେଡର ପେମେଣ୍ଟ ସର୍ଭିସ ପ୍ରୋଭାଇଡର ଭାବେ କାମ କରିବ।
ଏନପିସିଆଇର ଏହି ନିଷ୍ପତ୍ତି ପରେ ୟୁଜର୍ସ ଏବଂ ବ୍ୟବସାୟୀ ୟୁପିଆଇ କାରବାର ଏବଂ ଅଟୋପେକୁ ସିମଲେସ ଭାବେ ଜାରି ରଖିପାରିବେ। ଏନ୍‌ପିସିଆଇ ୱାନ୍‌ ୯୭ କମ୍ୟୁନିକେସନ ଲିମିଟେଡକୁ ପରାମର୍ଶ ଦେଇ କହିଛି ଯେ, କମ୍ପାନୀ ନୂଆ ପେମେଣ୍ଟ ସର୍ଭିସ ଯୋଗାଣକାରୀ ବ୍ୟାଙ୍କ ପାଖରେ ଖୁବ୍‌ ଶୀଘ୍ର ସମସ୍ତ ହ୍ୟାଣ୍ଡେଲ୍ସର ମାଇଗ୍ରେସନ କାମ ସମ୍ପୂର୍ଣ୍ଣ କରିବ। ତେବେ ବ୍ୟାଙ୍କଗୁଡିକ ସହିତ ମିଶ୍ରଣ ପାଇଁ ଏକ ମାସରୁ ଅଧିକ ସମୟ ଲାଗିପାରେ।
ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କକୁ ବଡ଼ ଝଟକା, ଇସ୍ତଫା ଦେଲେ ପେମେଣ୍ଟ୍ସ ବ୍ୟାଙ୍କ୍‌ ଅଧ୍ୟକ୍ଷ ବିଜୟ ଶେଖର ଶର୍ମା
ନୂଆଦିଲ୍ଲୀ: ପେଟିଏମ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ପେଟିଏମ ପେମେଣ୍ଟ ବ୍ୟାଙ୍କକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ  ଏହାରି ମଧ୍ୟରେ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କକୁ ଲାଗିଛି ଆଉ ଏକ ବଡ଼ ଝଟକା। ପେମେଣ୍ଟ୍ସ ବ୍ୟାଙ୍କ୍‌ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ବିଜୟ ଶେଖର ଶର୍ମା। ଏହା ସହ ପେଟିଏମ ପେମେଣ୍ଟ ବ୍ୟାଙ୍କ ପକ୍ଷରୁ ବୋର୍ଡ ପୁର୍ନଗଠନ ନେଇ ମଧ୍ୟ ଘୋଷଣା କରାଯାଇଛି । ସୋମବାର ପେଟିଏମର ପ୍ୟାରେଣ୍ଟ କମ୍ପାନି ଓ୍ବାନ୯୭ କମ୍ୟୁନିକେସନ କହିଛି ଫାଉଣ୍ଡର ବିଜୟ ଶର୍ମା ପେମେଣ୍ଟ ବ୍ୟାଙ୍କ୍‌ ବୋର୍ଡ ଇସ୍ତାଫା ଦେଇଛନ୍ତି।
ସୂଚନାଯୋଗ୍ୟ, ପେଟିଏମରେ ସବୁଠାରୁ ଅଧିକ ଶେୟାର ଥିବା ବ୍ୟକ୍ତି ହେଉଛନ୍ତି ବିଜୟ ଶେଖର ଶର୍ମା ।
ଏନ୍‌ପିସିଆଇକୁ ଆରବିଆଇର ନିର୍ଦ୍ଦେଶ: ବଜାୟ ରହିବ ପେଟିଏମ୍‌ର ୟୁପିଆଇ ସେବା !
ନୂଆଦିଲ୍ଲୀ: ଶେଷରେ ପେଟିଏମ୍‌ ଗ୍ରାହକଙ୍କୁ ମିଳିଛି ଆଶ୍ୱସ୍ତି। ପେଟିଏମ୍‌ର ୟୁପିଆଇ ସେବା ବଜାୟ ରଖିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଜି ନିର୍ଦ୍ଦେଶନାମା ଜାରି କରିଛି। ଏ ନେଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ)କୁ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ଏକ ଘଟଣାକ୍ରମେ ଆଜି ପେଟିଏମର ମୂଳ କମ୍ପାନୀ ୱାନ୍‌୯୭ କମ୍ୟୁନିକେସନ୍ସ ପକ୍ଷରୁ  ଥାର୍ଡ ପାର୍ଟି ଆପ୍‌ ହେବାକୁ ଆର୍‌ବିଆଇକୁ ଅନୁରୋଧ କରାଯାଇଛି। କାରଣ ଏପରି କଲେ ହିଁ ପ୍ଲାଟଫର୍ମରେ ନିରବଚ୍ଛିନ୍ନ ଭାବରେ ୟୁପିଆଇ ନେଣଦେଣ ଜାରି ରହିପାରିବ।
ପେଟିଏମ୍‌ର ଏହି ଅନୁରୋଧର ଯାଞ୍ଚ ପାଇଁ ଏନପିସିଆଇକୁ ଆର୍‌ବିଆଇ ନିର୍ଦ୍ଦେଶ ଦେଇଛି।   ଏଥିସହ ରିଜର୍ଭ ବ୍ୟାଙ୍କ ଏନପିସିଆଇକୁ ପେଟିଏମ ଆପ୍‌ରେ ୟୁପିଆଇ ପରିଚାଳନା ଜାରି ରଖିବା ପାଇଁ ସାହାଯ୍ୟ କରିବାକୁ କହିଛି। ଏହାସହ ଆରବିଆଇ ଏନ୍‌ପିସିଆଇକୁ ଜଣେ ପରାମର୍ଶଦାତା ନିଯୁକ୍ତ କରିବାକୁ କହିଛି। ଏନପିସିଆଇକୁ ଆରବିଆଇ ଜାରି କରିଥିବା ଏକ ମାର୍ଗଦର୍ଶିକାରେ  କହିଛି ଯେ, ପେଟିଏମ ଆପ୍‌ରେ ୟୁପିଆଇ ସେବା ଜାରି ରଖିବା ପାଇଁ ଏନପିସିଆଇ ଉଚ୍ଚ ନେଣଦେଣ କ୍ଷମତା ରଖୁଥିବା ୪-୫ ବ୍ୟାଙ୍କର ସୁବିଧା ଦେଉ। ଯଦି ଏ ନେଇ ଏନ୍‌ପିସିଆଇର ଅନୁମୋଦନ ପ୍ରଦାନ କରେ ତେବେ ପେଟିଏମ୍ ଆପ୍ ମାଧ୍ୟମରେ ୟୁପିଆଇ କାରବାର ଅକ୍ଷୁର୍ଣ୍ଣ ରହିବ। ସୂଚନାଯୋଗ୍ୟ ଯେ ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ମାର୍ଚ୍ଚ ୧୫ରୁ ବନ୍ଦ ରହିବ। ଏପରି ପରିସ୍ଥିତିରେ, କୌଣସି ପ୍ରକାର ବିନା ପ୍ରତିବନ୍ଧକରେ ୟୁପିଆଇ ସେବା ବଜାୟ ରଖିବାକୁ ଆରବିଆଇ ଏନ୍‌ପିସିଆଇକୁ ନିର୍ଦ୍ଦେଶ ଦେଇଛି। କାରବାରକୁ ବଜାୟ ରଖିବା ପାଇଁ ପେଟିଏମକୁ ଏକ ତୃତୀୟ ପକ୍ଷ ଆବେଦନ ପ୍ରଦାନକାରୀ (ଟିପିଏପି) ହେବାକୁ ପଡିବ, ଯାହାର ସୁବିଧା ଏନ୍‌ପିସିଆଇ ଅନୁମୋଦିତ ବ୍ୟାଙ୍କଗୁଡିକ ଦ୍ୱାରା ପ୍ରଦାନ କରାଯିବ।
ଆର୍‌ବିଆଇ ଏହାର ନିର୍ଦ୍ଦେଶନାମାରେ କହିଛି ଯେ, ୱାନ୍‌୯୭ କମ୍ୟୁନିକେସନ୍ସ ଟିପିଏପିର ଷ୍ଟାଟସ୍‌ ଦେବ। ଅପରପକ୍ଷେ ପେଟିଏମ୍ କ୍ୟୁଆର୍‌ କୋଡ୍ ବ୍ୟବହାର କରୁଥିବା ବ୍ୟବସାୟୀମାନେ  ୱାନ୍‌୯୭ କମ୍ୟୁନିକେସନ୍ସ କିମ୍ବା ଅଧିକ ପେମେଣ୍ଟ ସେବା ପ୍ରଦାନକାରୀ (ପିଏସ୍‌ପି) ବ୍ୟାଙ୍କ ସହ ସେଟେଲମେଣ୍ଟ ଆକାଉଣ୍ଟ ଖୋଲିପାରିବେ। ଆରବିଆଇ ଆହୁରିମଧ୍ୟ କହିଛି ଯେ ଉପରୋକ୍ତ ୟୁପିଆଇ ହ୍ୟାଣ୍ଡେଲର ସ୍ଥାନାନ୍ତରଣ କେବଳ ଏପରି ଗ୍ରାହକ ଏବଂ ବଣିକମାନଙ୍କ ପାଇଁ ପ୍ରଯୁଜ୍ୟ, ଯେଉଁମାନଙ୍କ ପାଖରେ ୟୁପିଆଇ ହ୍ୟାଣ୍ଡେଲ ‘@ ପେଟିଏମ୍’ ରହିଛି। ତେବେ ଅନ୍ୟମାନେ ଅର୍ଥାତ୍‌ ଯେଉଁମାନଙ୍କର ୟୁପିଆଇ ଆଇଡି ଅଛି କିମ୍ବା ‘‘@ପେଟିଏମ୍ ‘ ବ୍ୟତୀତ ଅନ୍ୟ କୌଣସି ହ୍ୟାଣ୍ଡେଲ ରହିଛି, ସୋମନଙ୍କ ପାଇଁ କୌଣସି ପରିବର୍ତ୍ତନ କିମ୍ବା କାର୍ଯ୍ୟ ଆବଶ୍ୟକ ନାହିଁ।  ଏହାର ଅର୍ଥ ହେଉଛି ଯେ ‘@ପେଟିଏମ୍’ ହ୍ୟାଣ୍ଡେଲକୁ ଅନ୍ୟ ବ୍ୟାଙ୍କକୁ କୌଣସି ଅସୁବିଧା ବିନା ସ୍ଥାନାନ୍ତର କରାଯାଇପାରିବ। ଏଥିପାଇଁ ଏନ୍‌ପିସିଆଇ ୪-୫ ବ୍ୟାଙ୍କର ପ୍ରମାଣପତ୍ର ଦେଇପାରେ।
ଆକ୍ସିସ୍ ବ୍ୟାଙ୍କ ସହ ମିଶି ପେଟିଏମ୍ ଦେବ ୟୁପିଆଇ ସେବା
ନୂଆଦିଲ୍ଲୀ:  ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର କାର୍ଯ୍ୟନୁଷ୍ଠାନ ମଧ୍ୟରେ ଛନ୍ଦି ହୋଇପଡିଥିବା ପେଟିଏମ୍‌ର ସହଯୋଗୀ ସଂସ୍ଥା ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କ ପାଇଁ ଏବେ ଆଶ୍ବସ୍ତିର ଖବର। କମ୍ପାନୀ ଏବେ ଆକ୍ସିସ୍ ବ୍ୟାଙ୍କ ସହ ମିଶି ୟୁପିଆଇ ସେବା ପ୍ରଦାନ କରିବ। ଏଥିରେ ଆଉ ଏକ ପାଦ ଆଗକୁ ଯାଇ ତୃତୀୟ ପକ୍ଷ ଆବେଦନ ପ୍ରଦାନକାରୀ (ଟିପିଏପି) ହେବାକୁ ପେଟିଏମ୍ ଏବଂ ଆକ୍ସିସ୍ ବ୍ୟାଙ୍କ ଚଳିତ ସପ୍ତାହରେ ଏନ୍‌ପିସିଆଇରେ ଆବେଦନ କରିବ। ଯଦି ସେମାନେ ଏହାର ଅନୁମୋଦନ ପାଆନ୍ତି ତେବେ ପେଟିଏମ୍ ଏହାର ୟୁପିଆଇ ସେବା ଜାରି ରଖିବାକୁ ସକ୍ଷମ ହେବ।
ସମ୍ପ୍ରତି ପେଟିଏମ୍ ଏହାର ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କ ମାଧ୍ୟମରେ ଏହାର ୟୁପିଆଇ ସେବା ଯୋଗାଉଛି, କିନ୍ତୁ ଆରବିଆଇ ଏହି ପେଟିଏମ୍ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ମାର୍ଚ୍ଚ ୧୫ ପରେ, ଉପଭୋକ୍ତାମାନେ ଫାସ୍‌ଟ୍ୟାଗ୍ ଭଳି ସେବା ବ୍ୟବହାର କରିବାକୁ ୱାଲେଟ୍‌ରେ ଟଙ୍କା ଯୋଡିପାରିବେ ନାହିଁ କିମ୍ବା ୟୁପିଆଇ କାର୍ଯ୍ୟ କରିବନାହିଁ। ଏହି ପରିପ୍ରେକ୍ଷୀରେ, ପେଟିଏମ୍ ପାଇଁ ଏନ୍‌ପିସିଆଇର ଅନୁମୋଦନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପେଟିଏମର ସହଯୋଗୀ କମ୍ପାନୀ ୱାନ୍‌ ୯୭କମ୍ୟୁନିକେସନ୍ ମଧ୍ୟ ନିକଟରେ କହିଛି ଯେ ଏହା ବ୍ୟବସାୟୀ ଦେୟ ସମାଧାନ ପାଇଁ ଆକ୍ସିସ୍ ବ୍ୟାଙ୍କ ସହିତ ସହଭାଗିତା ସ୍ଥାପନ କରିଛି। ରିପୋର୍ଟ ଅନୁଯାୟୀ, ଗତ କିଛି ଦିନ ହେବ ୟୁପିଆଇକୁ ନିୟନ୍ତ୍ରଣ କରୁଥିବା ସଂସ୍ଥା ଏନ୍‌ପିସିଆଇ ସହିତ ଉଭୟ ପକ୍ଷ ଆଲୋଚନା କରିଛନ୍ତି। ପେଟିଏମ୍ ଉପଭୋକ୍ତାମାନେ ୟୁପିଆଇ ପେମେଣ୍ଟରେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ, ଏନ୍‌ପିସିଆଇ ଏହି ଆପ୍ଲିକେସନ୍‌ ଉପରେ ତ୍ବରିତ ଢଙ୍ଗରେ କାମ ଚଳାଇଛି। ଫୋନ୍ ପେ, ଗୁଗୁଲ୍ ପେ ପରି ୟୁପିଆଇ ଆପ୍ ମଧ୍ୟ ତୃତୀୟ ପକ୍ଷ ଆପ୍ଲିକେସନ୍ ପ୍ରଦାନକାରୀ ସେବା ପାଇଁ ପେମେଣ୍ଟ ସେବା ପ୍ରଦାନକାରୀ (ପିଏସ୍‌ପି) ବ୍ୟାଙ୍କଗୁଡ଼ିକ ସହିତ ସେମାନଙ୍କର ସହଭାଗିତା କରିଛନ୍ତି।
ଗୁଗୁଲ୍ ପେ, ଆମାଜନ ପେ, କ୍ରେଡିଟ୍ ଏବଂ ଫୋନ୍ ପେ ଭଳି ୟୁପିଆଇ ଆପ୍ସର ଆକ୍ସିସ୍ ବ୍ୟାଙ୍କ ଏବଂ ଅନ୍ୟମାନଙ୍କ ସହ ସହଭାଗିତା ରହିଛି। ଦେୟ ବିଫଳତା ଏବଂ କାରବାର ଗତି ସହିତ ଜଡିତ ବିପଦକୁ ଧ୍ୟାନରେ ରଖି ଏହି ଆପଗୁଡିକ ଏକରୁ ଅଧିକ ବ୍ୟାଙ୍କ ସହିତ ସହଭାଗିତା ସ୍ଥାପନ କରିଥାନ୍ତି। ଏନ୍‌ପିସିଆଇର ଅନୁମୋଦନ ପରେ ପେଟିଏମ୍ ମଧ୍ୟ ଏହାର ପ୍ରତିଯୋଗୀମାନଙ୍କ ପରି ଟିପିଏପି ଭାବରେ କାର୍ଯ୍ୟ କରିବ। ଏଠାରେ ସୂଚନାଯୋଗ୍ୟ ଯେ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅର୍ଥାତ୍ ଆରବିଆଇ ପେଟିଏମ୍ ପେମେଣ୍ଟ ବ୍ୟାଙ୍କରେ ଜମା ଏବଂ ଅନ୍ୟାନ୍ୟ କାରବାରର ସମୟ ସୀମାକୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛି। ୧୬ ଫେବୃଆରୀରେ ଆରବିଆଇ ଏ ସମ୍ପର୍କରେ ଏକ ସର୍କୁଲାର ଜାରି କରିଛି।
ଫେବ୍ରୁଆରୀ ୨୯ ପରେ ବି ଚାଲିବ ପେଟିଏମ୍‌ ଆପ୍‌, ପେଟିଏମ୍ ଇ-କମର୍ସ ହେଲା ‘ପାଇ ପ୍ଲାଟଫର୍ମ’
ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରିଜର୍ଭ ବ୍ୟାଙ୍କ ପେଟିଏମ ପେମେଣ୍ଟସ ବ୍ୟାଙ୍କ ବିରୋଧରେ ଲଗାଯାଇଥିବା ନିଷେଧାଦେଶ ଆଦେଶ ଜାରି କରିଛି। ଏଥିରେ ଫେବ୍ରୁଆରୀ ୨୯ରୁ ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲିମିଟେଡକୁ କୌଣସି କଷ୍ଟମର ଆକାଉଣ୍ଟ, ପ୍ରିପେଡ୍‌, ୱାଲେଟ୍‌ ଏବଂ ଫାଷ୍ଟଟ୍ୟାଗ୍‌ରେ ଜମା କିମ୍ବା ଟପ୍-ଅପ୍ ସ୍ୱୀକାର କରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ତେବେ ଏହାମଧ୍ୟରେ ଶୁକ୍ରବାର ରିଜର୍ଭ ବ୍ୟାଙ୍କ କମ୍ପାନୀକୁ ନେଇ ଆଉ ଏକ ବଡ଼ ଅପଡେଟ ଦେଇଛି। ଏହି ଅନୁଯାୟୀ, ୨୯ ତାରିଖ ପରେ ମଧ୍ୟ ପେଟିଏମ ଆପ୍ ବନ୍ଦ ହେବନାହିଁ ବୋଲି ଆରବିଆଇ କହିଛି।
ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ପରେ ପେଟିଏମ ବ୍ୟବହାର କରୁଥିବା ଗ୍ରାହକମାନଙ୍କର ସମସ୍ୟା ବଢିଯାଇଥିଲା। ଏହାକୁ ନେଇ ଅନେକଙ୍କର ମନରେ ବିଭିନ୍ନ ପ୍ରଶ୍ନ ରହିଥିବା କି ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କ ଏବଂ ପେଟିଏମ୍‌ ଆପ୍ ଗୋଟିଏ ବୋଲି ଧରି ନେଉଛନ୍ତି। ଏମିତିକି କେତେକ ୟୁଜର ଫେବୃଆରୀ ୨୯ ପରେ ପେଟିଏମ ଆପ୍ ମଧ୍ୟ ବନ୍ଦ ହୋଇଯିବ ବୋଲି ଭୟ କରୁଛନ୍ତି। ତେବେ ଏ ନେଇ ରିଜର୍ଭ ବ୍ୟାଙ୍କ କହିଛି ଯେ, ଫେବ୍ରୁଆରୀ୨୯ ତାରିଖ ପରେ ପେଟିଏମ୍ ଆପ୍ ବନ୍ଦ ହେବନାହିଁ। ଏହି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ କେବଳ ପେଟିଏମ ପେମେଣ୍ଟସ ବ୍ୟାଙ୍କ ବିରୋଧରେ ଗ୍ରହଣ କରାଯାଇଛି। ତେଣୁ ପେଟିଏମ୍ ଆପ୍ ଏହାଦ୍ୱାରା ପ୍ରଭାବିତ ହେବନାହିଁ ବୋଲି ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ସ୍ୱାମୀନାଥନ ଜେ. ସ୍ପଷ୍ଟ ସୂଚନା ଦେଇଛନ୍ତି।
ପେଟିଏମ୍ ଇ-କମର୍ସ ହେଲା ‘ପାଇ ପ୍ଲାଟଫର୍ମ’
ପେଟିଏମ୍ ଇ-କମର୍ସ ଏହାର ନାମ ପାଇ ପ୍ଲାଟଫର୍ମରେ ପରିବର୍ତ୍ତନ କରିଛି। ଅନଲାଇନ୍ ଖୁଚୁରା ବ୍ୟବସାୟରେ ଅଂଶଧନ ବଢ଼ାଇବା ପାଇଁକମ୍ପାନୀ ବିଟ୍‌ଶିଲାର ଅଧିଗ୍ରହଣ କରିଛି। ଏଠାରେ ସୂଚନାଯୋଗ୍ୟ ଯେ, ବିଟ୍‌ଶିଲା ହେଉଛି ଏକ ବିକ୍ରେତା ବା ସେଲର୍ସ ପ୍ଲାଟଫର୍ମ। ରିପୋର୍ଟ ଅନୁଯାୟୀ, କମ୍ପାନୀ ପ୍ରାୟ ତିନିମାସ ପୂର୍ବରୁ ନାମ ପରିବର୍ତ୍ତନ ପାଇଁ ଆବେଦନ କରିଥିଲା। ଫେବ୍ରୁଆରୀ ୮ରେ, ଏହା ରେଜିଷ୍ଟ୍ରାର୍ ଅଫ୍ କମ୍ପାନୀଜ୍‌ର ଅନୁମୋଦନ ଲାଭ କଲା। ଫେବ୍ରୁଆରୀ ୮ ର ରେଜିଷ୍ଟ୍ରାର ଅଫ୍ କମ୍ପାନୀଜ୍‌ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, କମ୍ପାନୀର ନାମ ପେଟିଏମ୍ ଇ-କମର୍ସ ପ୍ରାଇଭେଟ ଲିମିଟେଡରୁ ପାଇ ପ୍ଲାଟଫର୍ମ ପ୍ରାଇଭେଟ ଲିମିଟେଡକୁ ପରିବର୍ତ୍ତନ କରାଯାଇଛି।
ପେଟିଏମ୍ ଇ-କମର୍ସରେ ଏଲିଭେସନ୍ କ୍ୟାପିଟାଲ୍ ହେଉଛି ସବୁଠାରୁ ବଡ ଅଂଶୀଦାର। ଏହାକୁ ପେଟିଏମ୍ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ବିଜୟ ଶେଖର ଶର୍ମା, ସଫ୍ଟବ୍ୟାଙ୍କ ଏବଂ ଇବେ ମଧ୍ୟ ସମର୍ଥନ କରିଛନ୍ତି। କମ୍ପାନୀ ବର୍ତ୍ତମାନ ଇନୋବିଟ୍ସ ସଲ୍ୟୁସନ୍ ପ୍ରାଇଭେଟ ଲିମିଟେଡ୍ (ବିଟିଶିଲା) ଅଧିଗ୍ରହଣ କରିଛି। ଏହା ୨୦୨୦ ରେ ଆରମ୍ଭ କରାଯାଇଥିଲା। ଏହା ଏକ ଓଏନ୍‌ଡିସି ବିକ୍ରେତା ପ୍ଲାଟଫର୍ମ ଭାବରେ ଫୁଲ୍-ଷ୍ଟେକ୍ ଓମନିଚ୍ୟାନେଲ୍ ଏବଂ ହାଇପରଲୋକାଲ୍ ବାଣିଜ୍ୟ କ୍ଷମତା ସହିତ କାର୍ଯ୍ୟ କରିଥାଏ। ଓପନ ନେଟୱାର୍କ ଫର ଡିଜିଟାଲ କମର୍ସ (ଓଏନ୍‌ଡିସି ) ହେଉଛି ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ଏକ ପଦକ୍ଷେପ, ଯାହାର ଉଦ୍ଦେଶ୍ୟ ହେଉଛି ଛୋଟ ଖୁଚୁରା ବ୍ୟବସାୟୀମାନଙ୍କୁ ଡିଜିଟାଲ ବାଣିଜ୍ୟର ଲାଭ ଉଠାଇବାରେ ସାହାଯ୍ୟ କରିବା ପାଇଁ ଏକ ସୁବିଧାଜନକ ମଡେଲ ସୃଷ୍ଟି କରିବା। ପାଇ ଟଫର୍ମଗୁଡିକ ଓଏନ୍‌ଡିସି ନେଟୱାର୍କରେ ଏକ ଅଗ୍ରଣୀ କ୍ରେତା ପ୍ଲାଟଫର୍ମ ଏବଂ ବିଟ୍‌ଶିଲା ଅଧିଗ୍ରହଣ ଏହାର ବାଣିଜ୍ୟ କାର୍ଯ୍ୟକଳାପକୁ ଆହୁରି ବଢ଼ାଇବ।
ପେଟିଏମକୁ RBIପକ୍ଷରୁ ବଡ଼ ଝଟକା: ଆଉ ଯୋଡ଼ି ହୋଇପାରିବେନି ନୂଆ ଗ୍ରାହକ, ୨୯ରୁ ଜମା ହୋଇପାରିବ ନାହିଁ ଟଙ୍କା
ନୂଆଦିଲ୍ଲୀ: ପେଟିଏମକୁ  ବଡ଼ ଝଟକା। ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ କଟକଣା ଜାରି କରାଯାଇଛି। ସେହିପରି ଆଉ ପେଟିଏମରେ ନୂଆ ଗ୍ରାହକ ଯୋଡ଼ି ହୋଇପାରିବେନି। ଫେବ୍ରୁଆରୀ ୨୯ଠାରୁ ପେଟିଏମରେ ଟଙ୍କା ଜମା ହୋଇପାରିବନାହିଁ। ତେବେ ପେଟିଏମ ୱାଲେଟରେ ଥିବା ଟଙ୍କା ସରିବା ପର୍ଯ୍ୟନ୍ତ ବ୍ୟବହାର ହୋଇପାରିବ। ପେଟିଏମ ନିୟମପାଳନ କରୁନଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଇଛି।
ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ଆରବିଆଇ ଛାଟ: ନୂତନ ଗ୍ରାହକ ଯୋଡ଼ିବା ଉପରେ ରୋକ୍
ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଡିଜିଟାଲ ପେମେଣ୍ଟ ସେବା ପ୍ରଦାନକାରୀ ପେଟିଏମ୍ ର ଏବେ ଖରାପ ସମୟ ଚାଲିଛି। ଷ୍ଟକ୍‌ ମାର୍କେଟରେ ଏହାର ଲିଭିଂ କରାଯିବା ପରଠାରୁ ବ୍ୟାଙ୍କର ଅଂଶଧନ ହ୍ରାସ ଘଟିବାରେ ଲାଗିଛି। ଏହି କାରଣରୁ ନିବେଶକମାନେ ବହୁ କ୍ଷତି ସହୁଛନ୍ତି। ଏହା ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଶୁକ୍ରବାର କମ୍ପାନୀକୁ ଆଉ ଏକ ବଡ ଝଟ୍‌କା ଦେଇଛି। ବାସ୍ତବରେ ଆରବିଆଇ ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ନୂତନ ଗ୍ରାହକ ଯୋଡିବାକୁ ବାରଣ କରିଛି।
ଏହା ସହିତ କେନ୍ଦ୍ରୀୟ ବ୍ୟାଙ୍କ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ଏକ ଆଇଟି ଅଡିଟ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି। ଆଇଟି ଅଡିଟ୍ ର ଅର୍ଥ ହେଉଛି ଯେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ଆଇଟି ବିତ୍ତିଭୂମି ଯଥା ସଫ୍ଟୱେର ଏତେ ସଂଖ୍ୟକ ଗ୍ରାହକଙ୍କ ଭାର ବହନ କରିବାକୁ ସକ୍ଷମ ନା ନାହିଁ । ଏଥିରେ କ’ଣ ସବୁ ତ୍ରୁଟି ରହିଛି ଯାହା ଅଡିଟ୍ ଅନୁସନ୍ଧାନ କରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ନୂତନ ଗ୍ରାହକ ଯୋଡିବା ପାଇଁ ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ପ୍ରଥମେ ଆରବିଆଇର ଅନୁମତି ନେବାକୁ ପଡିବ । ଏଥିରେ କୁହାଯାଇଛି ଯେ ଆଇଟି ଅଡିଟ୍ ରିପୋର୍ଟ ପାଇବା ପରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ସମୀକ୍ଷା କରିବ । ସମୀକ୍ଷା ପରେ ବ୍ୟାଙ୍କକୁ ନୂତନ ଗ୍ରାହକ ଯୋଡିବାକୁ ଅନୁମତି ଦିଆଯିବ।
କରୋନା ଅବଧି ସମୟରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲ ଏବଂ ଡିଜେଲ ସସସ୍ତ ସାମଗ୍ରୀ ମହଙ୍ଗା ହୋଇଛି।  ଯାହା ଜନସାଧାରଣଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଉଛି। ଏଭଳି ପରିସ୍ଥିତିରେ ଲୋକମାନେ ରିହାତି ଏବଂ କ୍ୟାସବ୍ୟାକ୍ ପ୍ରତି ଆକର୍ଷିତ ହେଉଛନ୍ତି। ଏହାକୁ ଧ୍ୟାନରେ ରଖି କମ୍ପାନୀଗୁଡିକ ମଧ୍ୟ ଗ୍ରାହକଙ୍କ ପାଇଁ ଅଫର୍ ପ୍ରଦାନ କରୁଛନ୍ତି। ଯଦି ଆମେ ଗ୍ୟାସ ସିଲିଣ୍ଡର ବିଷୟରେ କହିବା, ତେବେ ଦିଲ୍ଲୀର ଏକ ଏଲପିଜି ସିଲିଣ୍ଡରର ମୂଲ୍ୟ ହେଉଛି ୮୩୪ ଟଙ୍କା ରହିଛି । କିନ୍ତୁ ଆମେ ଆପଣଙ୍କୁ ଏପରି ଏକ ଦମଦାର ଅଫର ବିଷୟରେ କହିବାକୁ ଯାଉଛୁ, ଯାହା ଅଧୀନରେ ଆପଣ ତିନୋଟି ଏଲପିଜି ସିଲିଣ୍ଡରରେ ୯୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇବେ।
Get up to ₹900 cashback while booking your #Indane LPG refill on @Paytm. Book now: https://t.co/4xn4H7wD7R. Terms & Conditions Apply. #LPGBooking pic.twitter.com/qcd9o0ZjwR
— Indian Oil Corp Ltd (@IndianOilcl) July 25, 2021
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ) ଟ୍ୱିଟ୍ କରି ପେଟିଏମ୍ ଅଫରର ବିବରଣୀ ସେୟାର କରିଛି। ପେଟ୍ରୋଲିୟମ କମ୍ପାନୀ କହିଛି ଯେ, ଗ୍ରାହକମାନେ ପେଟିଏମରୁ ଗ୍ୟାସ ସିଲିଣ୍ଡର ବୁକିଂ ଉପରେ ୯୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇବେ।  ଏହି ଅଫର କେବେଳେ ସେମାନଙ୍କୁ ମଳିବ ଯେଉଁମାନେ ପେଟିଏଣ ମଧ୍ଯମରେ ପୂର୍ବରୁ ଗ୍ୟାସ୍ ସିଲିଣ୍ଡର ବୁକ କରି ନ ଥିବେ।
ଏହି ଅଫରର କିପରି ଲାଭ ଉଠେଇବେ ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା-
-Paytmର ହୋମ ପେଜକୁ ଯାଇ ସୋ-ମୋର ବିକଳ୍ପ ଉପରେ ଟ୍ୟାପ୍ କରନ୍ତୁ।
-ଏହା ପରେ, ବାମପଟେ ଥିବା କଲମରେ ରିଚାର୍ଜ ଏବଂ ପେ- ବିଲର ବିକଳ୍ପ ଆସିବ, ଏହାକୁ ଚୟନ କରନ୍ତୁ।
-ବର୍ତ୍ତମାନ ବୁକ୍ ସିଲିଣ୍ଡରର ଆଇକନ୍ ଉପରେ ଟ୍ୟାପ୍ କରନ୍ତୁ।
-ଆପଣଙ୍କର ଗ୍ୟାସ୍ ପ୍ରଦାନକାରୀ ଚୟନ କରନ୍ତୁ । ଏଠାରେ ଆପଣ ତିନୋଟି ବିକଳ୍ପ ଭରତ ଗ୍ୟାସ୍, ଇଣ୍ଡେନ୍ ଗ୍ୟାସ୍ ଏବଂ ଏଚପି ଗ୍ୟାସର ବିକଳ୍ପ ଦେଖିବେ।
-ଏହାକୁ ବାଛିବା ପରେ ତୁମର ପଞ୍ଜୀକୃତ ମୋବାଇଲ୍ ନମ୍ବର କିମ୍ବା LPG ID କିମ୍ବା ଗ୍ରାହକ ନମ୍ବର ପ୍ରବେଶ କରିବେ।
-ଏହା ପରେ ତଳେଦିଆଯାଇଥିବା ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ଏବଂ ତାପରେ ଦେୟ ଦିଅନ୍ତୁ । ବର୍ତ୍ତମାନ ଗ୍ୟାସ୍ ସିଲିଣ୍ଡର ଆପଣଙ୍କ ପଞ୍ଜିକୃତ ଠିକଣାରେ ପହଞ୍ଚିଯିବ ।