OHRC - The Sakala

‘ଡାହାଣୀ’ ଶବ୍ଦ ଉପରେ କଟକଣା ପାଇଁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟରେ ଡାହାଣୀ ସନ୍ଦେହରେ ବହୁ ଲୋକଙ୍କ ଜୀବନ ଯାଉଛି। ବହୁ ମହିଳା ଆକ୍ରମଣର ଶିକାର ହେଉଛନ୍ତି। ସେମାନଙ୍କୁ ସାମାଜିକ ବାସନ୍ଦ ବି କରାଯାଉଛି। କିଛି ଲୋକେ ନିଜର ସ୍ୱାର୍ଥପୂରଣ ପାଇଁ ଲୋକଙ୍କୁ ଡାହାଣୀ ସଜାଇ ଦେଉଛନ୍ତି। ଦିନକୁ ଦିନ ଏହି ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଓଡ଼ିଶା ମାନବାଧିକାର ଆୟୋଗ। ଡାହାଣୀ ଶବ୍ଦ ବ୍ୟବହାର ଉପରେ ଓଏଚ୍‌ଆର୍‌ସିଙ୍କ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନରେ ପରିବର୍ତ୍ତନ କରି ଡାହାଣୀ ଶବ୍ଦ ହଟାଇବାକୁ ରାଜ୍ୟ ମାନବାଧିକ କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କଣାସରେ ହଇଜା ଘଟଣା, OHRC ଙ୍କ ନିକଟରେ ଦ୍ବାରସ୍ଥ ହେଲେ ମୃତକଙ୍କ ପରିବାରଲୋକେ
ଭୁବନେଶ୍ବର: କଣାସରେ ହଇଜା ମୃତ୍ୟୁକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି ମୃତକଙ୍କ ପରିବାରଲୋକେ। ୩ ଜଣଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।ମୃତଙ୍କ ପରିବାରଙ୍କୁ ଏବେ କୌଣସି ସରକାରୀ ସହାୟତା ମିଳିନାହିଁ। ନ୍ୟାୟ ସହିତ କ୍ଷତି ପୂରଣ ବାବଦକୁ ୨୦ ଲକ୍ଷ ଟଙ୍କା ଦେବା ନେଇ କମିଶନଙ୍କ ନିକଟରେ ଦାବି କରିଛନ୍ତି। ଭୁବନେଶ୍ୱର ଓ ପୁରୀରୁ ୫୦ ରୁ ୪୦ କିଲୋମିଟର ଦୂରତା ହୋଇଥିଲେ ବି ପ୍ରଶାସନର ପାଦ ବିଳମ୍ବରେ ପଡିଛି। ଏବେ ଆହୁରି ୫ ଜଣ ଲୋକ ହସ୍ପିଟାଲରେ ଚିକିତ୍ସିତ ହୋଇ ବଞ୍ଚିବା ପାଇଁ ଜୀବନ ସହିତ ସଂଘର୍ଷ କରୁଛନ୍ତି।

ସେପେଟ ବିଜେଡି ନେତା ରମାରଞ୍ଜନ ବଳିୟାର ସିଂହ ଗତ ୨୪ ତାରିଖରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଏହି ମାମଲାର ଶୁଶାଣି ଆସନ୍ତା ୨୪ ତାରିଖରେ ଅଛି। ରାଜ୍ୟ ସ୍ୱାସ୍ଥ୍ୟ ସଚିବ, ଜଳସମ୍ପଦ ସଚିବ ପ୍ରଦୂଷଣ ବିଭାଗ, ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି।

ଓଡ଼ିଶା ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ହେଲେ ଜଷ୍ଟିସ ଶତ୍ରୁଘନ ପୂଜାହାରୀ
ଭୁବନେଶ୍ବର: ଓଡ଼ିଶା ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଓ ସଦସ୍ୟ ପଦରେ ନିଯୁକ୍ତି ଦିଆଯାଇଛି। ଓଡ଼ିଶା ମାନବାଧିକାର କମିଶନର ନୂଅ ଅଧ୍ୟକ୍ଷ ଭାବେ ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ଆଜି ନିଯୁକ୍ତି ଦିଆଯାଇଛି। ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଶତ୍ରୁଘନ ପୂଜାହାରୀଙ୍କୁ ଓଡ଼ିଶା ମାବବାଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଅସୀମ ଅମିତାଭ ଦାସଙ୍କୁ ଓଡ଼ିଶା ମାନବାଧିକାର କମିଶନର ସଦସ୍ୟ ଭାବେ ନିଯୁକ୍ତି ମିଳିଛି।

ନିଜ ଆଡୁ ମାମଲା ରୁଜୁ କଲେ ଓଏଚ୍‌ଆର୍‌ସି
ଭୁବନେଶ୍ୱର : ଗ୍ୟାଙ୍ଗ୍‍ଷ୍ଟାର ହାଇଦରକୁ ଏନ୍‍କାଉଣ୍ଟର ଘଟଣାରେ ରାଜ୍ୟ ମାନବାଧିକାର କମିଶନ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛନ୍ତି। ଏହି ପ୍ରସଙ୍ଗରେ ପୁଲିସର ଭୂମିକାକୁ ନେଇ କମିଶନ ସନ୍ଦେହପ୍ରକାଶ କରିବା ସହ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି, ଜେଲ ଡିଜି, ପୁଲିସ କମିଶନରଙ୍କୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଦାଖଲ ପରେ ସେପ୍ଟେମ୍ବର ୬ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ହାଇଦରକୁ ଏନ୍‍କାଉଣ୍ଟର ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି ତାଙ୍କର ପତ୍ନୀ। ପୁଲିସ ଜାଣିଶୁଣି ହାଇଦରକୁ ହତ୍ୟା କରିଛନ୍ତି। କାରଣ ପୁଲିସ ଗୁଳି ହାଇଦରର ସାମ୍ନା ପଟେ ବାଜିଛି। ଜଣେ ଫେରାର ହେଲେ ତାର ପଛ ପଟକୁ ପୁଲିସ ଗୁଳି କରିଥାଏ। କିନ୍ତୁ ଏଥିରେ କିଛି ଭିନ୍ନ କଥା ଦେଖିବାକୁ ମିଳିଥିବାରୁ ପୁଲିସର କାର୍ଯ୍ୟ ଉପରେ ହାଇଦରର ପତ୍ନୀ ସନ୍ଦେହ କରିଛନ୍ତି।