bank closed - The Sakala
ପାଞ୍ଚ ଦିନିଆ କାର୍ଯ୍ୟ ଦିବସ ଦାବିରେ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ନୂଆଦିଲ୍ଲୀ: ଆଜି ସାରା ଦେଶରେ ବନ୍ଦ ବ୍ୟାଙ୍କ ସେବା ବନ୍ଦ୍ ।  ଧର୍ମଘଟକୁ ଓହ୍ଲାଇଛନ୍ତି ବ୍ୟାଙ୍କ କର୍ମଚାରୀ ।  ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ୍ ଫେରମ ଅଫ ବ୍ୟାଙ୍କ ୟୁନିଅନ୍ସ – UFBU ।  ସପ୍ତାହରେ ଦୁଇ ଦିନ ଛୁଟି ତଥା ପାଞ୍ଚ ଦିନିଆ କାର୍ଯ୍ୟ ଦିବସ ଦାବିରେ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି । ଧର୍ମଘଟ ପାଇଁ ବ୍ୟାଙ୍କ ସେବା ବନ୍ଦ ହେବା ଯୋଗୁଁ ଗ୍ରାହକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଦେଇଛି  ।
ବର୍ତ୍ତମାନ ବ୍ୟାଙ୍କ ଗୁଡିକରେ ମାସର ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ରହିଛି । କିନ୍ତୁ ମାସର ସବୁ ଶନିବାର ଛୁଟି କରିବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି । ୨୦୧୫ରେ ସ୍ୱାକ୍ଷରିତ ଦଶମ ଦ୍ଵିପାକ୍ଷିକ ଚୁକ୍ତି/ସପ୍ତମ ଯୁଗ୍ମ ସୂଚନା ଅନୁଯାୟୀ, ଆଇବିଏ ଏବଂ ସରକାର ଏହାକୁ ସ୍ୱୀକାର କରିଥିଲେ । ସେହି ଅନୁଯାୟୀ, ପ୍ରତି ମାସର ୨ୟ ଏବଂ ୪ର୍ଥ ଶନିବାର ଛୁଟି ଘୋଷିତ ହୋଇଛି । କିନ୍ତୁ ଅନ୍ୟ ଶନିବାର ଗୁଡ଼ିକ ଅଧା ଦିନ କାର୍ଯ୍ୟ ବଦଳରେ ସମ୍ପୂର୍ଣ୍ଣ କାର୍ଯ୍ୟ ଦିବସ ଭାବରେ ପାଳନ କରାଯାଉଛି ।
ସପ୍ତାହରେ ଦୁଇ ଦିନ ଛୁଟି ନେଇ ଜାନୁଆରୀ ୨୩ ତାରିଖ ଦିନ ଲେବର କମିଶନଙ୍କ ଆଲୋଚନାରୁ କିଛି ସୁଫଳ ନମିଳିବାରୁ ଧର୍ମଘଟ ଡାକରା ଦେଇଛି ସଂଘ । ଆଜି ବ୍ୟାଙ୍କ ବନ୍ଦ ରହିଲେ କ୍ରମାଗତ ୩ ଦିନ ଧରି ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ହେବେ ଗ୍ରାହକ । ରବିବାର ଛୁଟି ପରେ ସୋମବାର ସାଧାରଣତନ୍ତ୍ର ଦିବସ ଛୁଟି ଥିଲା ।
ନୂଆଦିଲ୍ଲୀ: ଆପଣଙ୍କର କୌଣସି ବ୍ୟାଙ୍କିଙ୍ଗ କାମ ରହିଛି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ଵପୁର୍ଣ୍ଣ ।ଆପଣ ବ୍ୟାଙ୍କକୁ ଯାଇ କୌଣସି କାମ କରିବାକୁ ଯୋଜନା ରଖିଛନ୍ତି ତେବେ ଆପଣଙ୍କୁ ବ୍ୟାଙ୍କ ଛୁଟି ତାଲିକା ଦେଖି ନିଜର ପ୍ଲାନିଂ କରିବାକୁ ପଡିବ। ନଚେତ ବ୍ୟାଙ୍କକୁ ଯାଇ ନିରାଶ ହୋଇ ଫେରିବେ। ଆଜି ଠାରୁ ଦେଶର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ବ୍ୟାଙ୍କ ଗୁଡିକ ବନ୍ଦ ରହିବ। ଆଜିଠୁ ୯ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେବ । ପର୍ବପର୍ବାଣୀ ଛୁଟି ସମେତ ଆନୁଷ୍ଠାନିକ ଛୁଟି କାରଣରୁ ବନ୍ଦ ରହିବା ବ୍ୟାଙ୍କ ସେବା । ସେପ୍ଟେମ୍ବର ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଛୁଟି ଘୋଷଣା କରାଯାଇଛି । ତେବେ ଏହି ଛୁଟି ସମୟରେ ନେଟ ବ୍ୟାଙ୍କିଙ୍ଗ, ୟୁପିଆଇ, ମୋବାଇଲ ବ୍ୟାଙ୍କିଙ୍କର ସେବା ଉଠାଇ ପାରିବେ ଗ୍ରାହକ । ଛୁଟି ତାଲିକା ଅନୁସାରେ ଆଜିଠାରୁ ଏହି ସମସ୍ତ ଛୁଟି ଦିବସ ଆରମ୍ଭ ହୋଇଛି।
ଜାଣନ୍ତୁ କେଉଁ ରାଜ୍ୟରେ କେଉଁଥିପାଇଁ ବ୍ୟାଙ୍କ ଛୁଟି ରହିବ-
୧୪ ସେପ୍ଟେମ୍ବର: ଦ୍ଵିତୀୟ ଶନିବାର କାରଣରୁ ଏହି ଦିନ ସବୁ ବନ୍ଦ ରହିବ।
୧୫ ସେପ୍ଟେମ୍ବର: ରବିବାର ହେତୁ ସମସ୍ତ ବ୍ୟାଙ୍କ ବନ୍ଦ ।
୧୬ ସେପ୍ଟେମ୍ବର: ମିଲାଦ-ଉନ-ନାବି ପାଇଁ ବିଶେଷ କରି ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ ଏବଂ ମୁମ୍ବାଇରେ ବନ୍ଦ ରହିବା ବ୍ୟାଙ୍କ ।
୧୭ ସେପ୍ଟେମ୍ବର: ମିଲାଦ-ଉନ-ନାବି ପାଇଁ ଗ୍ୟାଙ୍ଗଟକ୍ ଏବଂ ରାଇପୁରରେ ବନ୍ଦ ରହିବା ବ୍ୟାଙ୍କ ।
୧୮ ସେପ୍ଟେମ୍ବର: ଗ୍ୟାଙ୍ଗଟକରେ ପାଙ୍ଗ୍-ଲାବସୋଲ୍ ପାଳନ ପାଇଁ ବନ୍ଦ ରହିବ ବ୍ୟାଙ୍କ ।
୧୮ ସେପ୍ଟେମ୍ବର: ଇଦ୍-ଇ-ମିଲାଦ-ଇଲ-ନାବି ପାଇଁ ଜାମ୍ମୁ କାଶ୍ମୀରରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ।
୧୮ ସେପ୍ଟେମ୍ବର: ଶ୍ରୀ ନାରାୟଣ ଗୁରୁ ସମାଧି ଦିବସ ପାଇଁ କୋଚି ଏବଂ ତ୍ରିଭନ୍ଦ୍ରମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ।
୨୨ ସେପ୍ଟେମ୍ବର: ରବିବାର ପାଇଁ ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ।
୨୩ ସେପ୍ଟେମ୍ବର: ମହାରାଜା ହରି ସିଂଙ୍କ ଜନ୍ମଦିନ ପାଇଁ ଜାମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ।
୨୮ ସେପ୍ଟେମ୍ବର: ଚତୁର୍ଥ ଶନିବାର ପାଇଁ ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ।
୨୯ ସେପ୍ଟେମ୍ବର: ରବିବାର ହେତୁ ସମଗ୍ର ଭାରତରେ ବ୍ୟାଙ୍କ ବନ୍ଦ ।
୯ ତାରିଖରେ ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ
ଭୁବନେଶ୍ବର:  ୯ ତାରିଖ ଅର୍ଥାତ ସୋମବାର ରାଜ୍ୟରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ । ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍‌ ସଂସ୍ଥା ବନ୍ଦ ରହିବ। ନୂଆଁଖାଇ ପାଇଁ ୯ ତାରିଖ ଛୁଟିଥିବାରୁ ବନ୍ଦ ରହିବ ବ୍ୟାଙ୍କ ।
ସେପ୍ଟେମ୍ବର ମାସରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ
ନୂଆଦିଲ୍ଲୀ: ସେପ୍ଟେମ୍ବରରେ ଆପଣ ବ୍ୟାଙ୍କକୁ ଯାଇ କୌଣସି କାମ କରିବାକୁ ଯୋଜନା ରଖିଛନ୍ତି ତେବେ ଆପଣଙ୍କୁ ବ୍ୟାଙ୍କ ଛୁଟି ତାଲିକା ଦେଖି ନିଜର ପ୍ଲାନିଂ କରିବାକୁ ପଡିବ। ନଭେମ୍ୱର ମାସରେ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ସବୁ ରବିବାର ସହିତ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ହଲିଡେ ମଧ୍ୟ ସାମିଲ ରହିଛି।
ସେପ୍ଟେମ୍ବରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ, ଓ ଇଦ୍ ଏ ମିଲାଦ ଭଳି ଉତ୍ସବ ସବୁ ଅନୁଷ୍ଠିତ ହେବ। ଏହା ଛଡା ଜାତୀୟ ସ୍ତରର ଛୁଟି ମଧ୍ୟ ପାଳନ ହେବ। ଏଣୁ ସେପ୍ଟେମ୍ବରରେ ବ୍ୟାଙ୍କ ପୁରା ୧୬ ଦିନ ବନ୍ଦ ରହିବ।
ଜାଣନ୍ତୁ କେବେ ଓ କେଉଁଠି ବନ୍ଦ ରହିବ ବ୍ୟାଙ୍କ –
୩ ସେପ୍ଟେମ୍ବର- ରବିବାର ସବୁଠି ବନ୍ଦ ରହିବ ବ୍ୟାଙ୍କ
୬ ସେପ୍ଟେମ୍ବର- ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ନିମନ୍ତେ ଭୁବନେଶ୍ୱ, ଚେନ୍ନାଇ, ହାଇଦ୍ରାବାଦ ଓ ପାଟନାରେ ବ୍ୟାଙ୍କ ବନ୍ଦ ରହିବ।
୭ ସେପ୍ଟେମ୍ବର-  କୃଷ୍ଣ ଜନ୍ମାଷ୍ଟମୀ ନିମନ୍ତେ ଅହମ୍ମଦାବାଦ, ଚଣ୍ଡିଗଡ଼, ଡେରାଡୁନ, ଗାଙ୍ଗଟକ, ତେଲେଙ୍ଗାନା, ଜୟପୁର, ଜମ୍ମୁ, କାନପୁର, ଲକ୍ଷ୍ନୌ, ରାୟପୁର, ରାଞ୍ଚୀ, ସିଲଙ୍ଗ, ଶିମଲା ଓ ଶ୍ରୀନଗରରେ ବ୍ୟାଙ୍କ ଛୁଟି ରହିବ।
୯ ସେପ୍ଟେମ୍ବର-  ଦ୍ୱିତୀୟ ଶନିବାର ଯୋଗୁ ଦେଶର ସାରା ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।
୧୦ ସେପ୍ଟେମ୍ବର- ରବିବାର ଯୋଗୁ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ ।
୧୭ ସେପ୍ଟେମ୍ବର- ରବିବାର ଯୋଗୁ ମଧ୍ୟ ଦେଶରେ ବ୍ୟାଙ୍କ ବନ୍ଦ।
୧୮ ସେପ୍ଟେମ୍ବର- ବିନାୟକ ଚତୁର୍ଥୀ ନିମନ୍ତେ ବେଙ୍ଗାଲୁରୁ ଓ ତେଲେଙ୍ଗାନାରେ ବ୍ୟାଙ୍କ ବନ୍ଦ ରହିବ।
୧୯ ସେପ୍ଟେମ୍ବର- ଗଣେଶ ଚତୁର୍ଥୀ ନିମନ୍ତେ ଅହମ୍ମଦାବାଦ, ବେଲାପୁର, ଭୁବନେଶ୍ୱର, ମୁମ୍ବାଇ, ନାଗପୁର ଓ ପାଣାଜୀରେ ବ୍ୟାଙ୍କ ବନ୍ଦ ରହିବ।
୨୦ ସେପ୍ଟେମ୍ବର- ଗଣେଶ ଚତୁର୍ଥୀ ଓ ନୂଆଁଖାଇ ଯୋଗୁ ଭୁବନେଶ୍ୱର ସମେତ ଓଡିଶାର ପ୍ରତ୍ୟେକ ଜିଲ୍ଲା ଓ ମୁଖ୍ୟାଳୟରେ ବ୍ୟାଙ୍କ ଛୁଟି ରହୁଥିବା ବେଳେ ଏହି ଦିନ କୋଚ୍ଚିରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ।
୨୨ ସେପ୍ଟେମ୍ବର- ନାରାୟଣଗୁରୁ ସମାଧି ଦିବସ ନିମନ୍ତେ କୋଚ୍ଚି, ପଣାଜୀ ଓ ତ୍ରିଭେନ୍ଦ୍ରମରେ ବ୍ୟାଙ୍କ ବନ୍ଦ ରହିବ।
୨୩ ସେପ୍ଟେମ୍ବର- ଚତୁର୍ଥ ଶନିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ ।
୨୪ ସେପ୍ଟେମ୍ବର- ରବିବାର ପାଇଁ ବ୍ୟାଙ୍କ ଛୁଟି।
୨୫ ସେପ୍ଟେମ୍ବ-ର ଶଙ୍କର ଦେବ ଜୟନ୍ତୀ ନିମନ୍ତେ ଗୌହାଟୀରେ ବ୍ୟାଙ୍କ ବନ୍ଦ ରହିବ
୨୭ ସେପ୍ଟେମ୍ବର- ମିଲାଦ ଏ ସରିଫ ନିମନ୍ତେ ଜମ୍ମୁ, ଶ୍ରୀନଗର, କୋଚ୍ଚି ଓ ତ୍ରିଭେନ୍ଦ୍ରମରେ ବ୍ୟାଙ୍କ ଛୁଟି ରହିବ।
୨୮ ସେପ୍ଟେମ୍ବର- ଇଦ ଏ ମିଲାଦ ନିମନ୍ତେ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ।
୨୯ ସେପ୍ଟେମ୍ବର -ଇଦ ଏ ମିଲାଦ ଉନ ନବୀ ଯୋଗୁ ଗାଙ୍ଗଟୋକ, ଜମ୍ମୁ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ।
-ଏଣୁ ବ୍ୟାଙ୍କ ଛୁଟି ଓ ନିଜ ଅଞ୍ଚଳର ପର୍ବପର୍ବାଣୀ ଦେଖି ଆଗୁଆ ବ୍ୟାଙ୍କ କାମ ଶେଷ କରି ନିଅନ୍ତୁ।
ସତର୍କ ରୁହନ୍ତୁ ଗ୍ରାହକ, ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ମଧ୍ୟରେ କେବଳ ଦୁଇଦିନ କାର୍ଯ୍ୟ କରିବ ବ୍ୟାଙ୍କ
ନୂଆଦିଲ୍ଲୀ: ଚଳିତ ମାସ ୨୭ ତାରିଖରୁ ଆସନ୍ତା ଏପ୍ରିଲ ମାସ ୪ ତାରିଖ ମଧ୍ୟରେ ବ୍ୟାଙ୍କ ମାତ୍ର ଦୁଇଦିନ କାର୍ଯ୍ୟ କରିବ। ଅର୍ଥାତ୍‌ ଆଠ ଦିନରେ ବ୍ୟାଙ୍କ କେବଳ ଦୁଇ ଦିନ କାର୍ଯ୍ୟ କରିବ। ବିଭିନ୍ନ କାରଣରୁ ଛୁଟି ଦିବସକୁ ନେଇ ବ୍ୟାଙ୍କ ବନ୍ଦ ରହିବାକୁ ଥିବା ବେଳେ ଏଥିନେଇ ଗ୍ରାହକମାନଙ୍କୁ ଆଗୁଆ ସତର୍କ କରାଯାଇଛି। ଯଦି ଗ୍ରାହକମାନଙ୍କ କିଛି ଜରୁରୀ କାର୍ଯ୍ୟ କିମ୍ବା ଦେଣନେଣ ଥାଏ ତେବେ ଏହାକୁ ପୂର୍ବରୁ କରାଇନେବାକୁ ପରାମର୍ଶ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଚଳିତମାସ ୨୭ ତାରିଖରୁ ୨୯ ପର୍ଯ୍ୟନ୍ତ ବ୍ୟାଙ୍କ ଲଗାତର ତିନିଦିନ ପାଇଁ ବନ୍ଦ ରହିବ। ୨୭ ତାରିଖ ମାସର ଚତୁର୍ଥ ଶନିବାର ଭାବେ ବ୍ୟାଙ୍କ ବନ୍ଦ ରହିବାକୁ ଥିବା ବେଳେ ଏହାପରଦିନ ରବିବାର। ଏହା ପରଦିନ ଅର୍ଥାତ ୨୯ ତାରିଖରୁ ହୋଲି ଯୋଗୁଁ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ଏହା ପରଦିନ ଅର୍ଥାତ ମାର୍ଚ୍ଚ ୩୦ ଭାରତୀୟ ରିଜର୍ଭ ବ୍ୟାଙ୍କ ଛୁଟି ତାଲିକାରେ ରହିଥିବା ବେଳେ ଦେଶର କେତେକ ସ୍ଥାନରେ ବ୍ୟାଙ୍କ ଖୋଲିପାରେ ଏବଂ ଆଉ କେତେକ ସ୍ଥାନରେ ବନ୍ଦ ମଧ୍ୟ ହୋଇପାରେ। ସେହିପରି ମାର୍ଚ୍ଚ ୩୧ ତାରିଖରେ କୌଣସି ଛୁଟି ଦିବସ ନଥିବା ଏବଂ ବ୍ୟାଙ୍କ ଖୋଲା ରହିବା ସତ୍ତ୍ବେ ୨୦୨୦-୨୧ ଆର୍ଥିକ ବର୍ଷର ଶେଷ କାର୍ଯ୍ୟ ଦିବସ ହୋଇଥିବାରୁ ଏହି ଦିନରେ ଗ୍ରାହକମାନେ ସେମାନଙ୍କ ନିୟମିତ କାରବାର କରିପାରିବେ ନାହିଁ। ସେହିପରି ଏପ୍ରିଲ ୧ ତାରିଖରେ ମଧ୍ୟ ବ୍ୟାଙ୍କର ବାର୍ଷିକ ’ ଆକାଉଣ୍ଟ କ୍ଲୋଜିଂ’ ପାଇଁ ଗ୍ରାହକମାନେ କାରବାର କରିବା ସମ୍ଭବ ହେବ ନାହିଁ। ଏହାପରେ ଏପ୍ରିଲ ୨ ତାରିଖରେ ଗୁଡ୍‌ ଫ୍ରାଇଡେ ପାଇଁ ବ୍ୟାଙ୍କ ବନ୍ଦ ରହିବ। ଏହା ପରଦିନ ଅର୍ଥାତ ଏପ୍ରିଲ ୩ ତାରିଖ ଶନିବାର ବ୍ୟାଙ୍କ କାର୍ଯ୍ୟ କରିବ। ପୁଣି ଏପ୍ରିଲ ୪ ରବିବାର ବ୍ୟାଙ୍କ ବନ୍ଦ ରହିବ।
ଏପ୍ରିଲ ମାସରେ ୧୪ ଦିନ ବ୍ୟାଙ୍କ ଛୁଟି: ରିଜର୍ଭ ବ୍ୟାଙ୍କ ଛୁଟି ଦିବସ ଅନୁସାରେ ଆସନ୍ତା ଏପ୍ରିଲ ମାସରେ ବ୍ୟାଙ୍କର ସର୍ବାଧିକ ଛୁଟି ଦିବସ ରହିବା ସହିତ ଦେଶର ବିଭିନ୍ନ ଭାଗରେ ବ୍ୟାଙ୍କ ବନ୍ଦ ରହିବ। ଏହିମାସରେ ୪ଟି ରବିବାର ଏବଂ ଦୁଇଟି ଶନିବାର ବ୍ୟତୀତ ମାସର ପ୍ରଥମ ଦିନ(ଏପ୍ରିଲ ୧) ବାର୍ଷିକ ଆକାଉଣ୍ଟ କ୍ଲୋଜିଂ ଦିବସ,ଏପ୍ରିଲ ୨ ରେ ଗୁଡ୍‌ ଫ୍ରାଇଡେ , ଏପ୍ରିଲ ୧୩ରେ ବୈଶାଖୀ/ନବରାତ୍ର, ଏପ୍ରିଲ ୧୪ରେ ବାବା ସାହେବ ଆମ୍ବେଦକର ଜୟନ୍ତୀ/ବିଷୁ ଏବଂ ଏପ୍ରିଲ ୨୧ରେ ରାମନବମୀ ପାଇଁ ବ୍ୟାଙ୍କ ବନ୍ଦ ରହିବ।
ନୂଆଦିଲ୍ଲୀ: ମାର୍ଚ୍ଚ ମାସରେ ଭାରତରେ ବ୍ୟାଙ୍କଗୁଡ଼ିକ ପାଖାପାଖି ୧୧ ଦିନ ବନ୍ଦ ରହିବ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ମାର୍ଚ୍ଚ ୧୧ରେ ମହାଶିବରାତ୍ରି ଏବଂ ୨୯ରେ ହୋଲି ଉତ୍ସବ ପାଳିତ ହେବ । ଫଳରେ ଏହି ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ । ଏହାବ୍ୟତୀତ ମାର୍ଚ୍ଚରେ ମୋଟ ୪ଟି ରବିବାର ପଡୁଛି । ମାର୍ଚ୍ଚ ୧୩ ଓ ୨୭ ଦ୍ୱିତୀୟ ଓ ଚତୁର୍ଥ ଶନିବାର ପଡୁଥିବାରୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ମାର୍ଚ୍ଚ ୧୫ ଓ ୧୬ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେବାକୁ ଯାଉଛି । ଧର୍ମଘଟ ଯୋଗୁ ବ୍ୟାଙ୍କଗୁଡ଼ିକ ଲଗାତର ୪ ଦିନ ବନ୍ଦ ରହିବ ।
ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ବ୍ୟାଙ୍କ ସଂଘଗୁଡ଼ିକ ଏହି ଧର୍ମଘଟ ଡାକରା ଦେଇଛନ୍ତି । ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ଓ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଘରୋଇକରଣ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ମାର୍ଚ୍ଚ ୧୩ ଦ୍ୱିତୀୟ ଶନିବାର ହୋଇଥିବା ବେଳେ ମାର୍ଚ୍ଚ ୧୪ ରବିବାର । ଅର୍ଥାତ୍‌ ଆସନ୍ତା ମାସରେ ଯଦି ଧର୍ମଘଟ କରାଯାଏ, ତେବେ ମାର୍ଚ୍ଚ ୧୩ରୁ ୧୬ ତାରିଖ ପର୍ଯ୍ଯନ୍ତ ବ୍ୟାଙ୍କଗୁଡ଼ିକରେ କାରବାର ବନ୍ଦ ରହିବ । ମାର୍ଚ୍ଚ ୩୦ରେ ‘ଭାଇଦୁଜ୍‌’ ପର୍ବ ପାଳନ ପାଇଁ ବ୍ୟାଙ୍କ ବନ୍ଦ ରହିପାରେ ।
ମାର୍ଚ୍ଚ ମାସରେ ବ୍ଯାଙ୍କ ବନ୍ଦ ରହୁଥିବା ଦିନ ଗୁଡିକ ହେଲା-
ମାର୍ଚ୍ଚ ୫-: ଚାପର୍ କୁଟ୍ ପାଳନ କରିବାକୁ ମିଜୋରାମରେ ଛୁଟିଦିନ
ମାର୍ଚ୍ଚ ୭: ରବିବାର
ମାର୍ଚ୍ଚ ୧୧: ମହାଶିବତ୍ରୀ
ମାର୍ଚ୍ଚ ୧୪: ରବିବାର
ମାର୍ଚ୍ଚ ୨୨ : ବିହାର ଦିବସ
ମାର୍ଚ୍ଚ ୧୩: ଦ୍ୱିତୀୟ ଶନିବାର
ମାର୍ଚ୍ଚ ୧୪: ରବିବାର
ମାର୍ଚ୍ଚ ୨୧: ରବିବାର
ମାର୍ଚ୍ଚ ୨୭ : ଚତୁର୍ଥ ଶନିବାର
ମାର୍ଚ୍ଚ ୨୮: ରବିବାର
ମାର୍ଚ୍ଚ ୨୧ : Dhuleti / Yaosang ଦ୍ୱିତୀୟ ଦିନ
ମାର୍ଚ୍ଚ ୩୦: ହୋଲି