Indian Movies - The Sakala

‘ମୁମ୍ବାଇ ସାଗା’ରେ ଜନ୍‌ଙ୍କ ଦମଦାର୍‌ ଲୁକ୍‌
ସଞ୍ଜୟ ଗୁପ୍ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମୁମ୍ବାଇ ସାଗା’ ମାର୍ଚ୍ଚ ୧୯ରେ ରିଲିଜ୍‌ ହେବ। ଲକ୍‌ଡାଉନ୍‌ ପରେ ଦର୍ଶକେ ଏକ ବଡ଼ ଆକ୍ସନ ଫିଲ୍ମ ରିଲିଜ୍‌ ହେବା ପାଇଁ ଅପେକ୍ଷା କରିଛନ୍ତି। ଜନ୍ ଆବ୍ରାହମ୍ ଓ ଇମ୍ରାନ ହାସ୍‌ମିଙ୍କ ଅଭିନୀତ ଏହି ଫିଲ୍ମରେ ଦର୍ଶକେ ଜବରଦସ୍ତ ଆକ୍ସନ ଦେଖିବାକୁ ପାଇବେ। ଏହାର ଝଲକ ଫିଲ୍ମର ପୋଷ୍ଟରରେ ଦେଖିବାକୁ ମିଳିଛି। ନିକଟରେ ଜନ୍‌ ତାଙ୍କର ସୋସିଆଲ ମିଡିଆ ପେଜରେ ଦୁଇଟି ଫଟୋ ସେୟାର କରିଥିଲେ। ଫଟୋ ଦୁଇଟିରେ ସେ କ୍ୟାପସନ୍‌ରେ ଲେଖିଥିଲେ ଯେ, ଜଣେ ଯିଏ କି ଯେକୌଣସି ସ୍ଥିତିରେ ରାଜ୍‌ କରିବାକୁ ଚାହୁଁଛି ବନାମ ଅନ୍ୟ ଜଣେ ତାକୁ ଯେକୌଣସି ସ୍ଥିତିରେ ରୋକିବାକୁ ଚାହୁଁଛି। ଏଥିରେ ଜନ୍ ବେଶ୍ ଆକ୍ରାତ୍ମକ ଦେଖାଯାଉଛନ୍ତି। ‘ମୁମ୍ବାଇ ସାଗା’ ରିଲିଜ୍ ହେବା ପୂର୍ବରୁ ଏହାର ପ୍ରମୋସନ ବେଶ ଜୋରସୋରରେ କରାଯାଉଛି।