Himachal Pradesh - The Sakala
ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'
ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନର ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ସରକାରୀ ଅଧିକାରୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଶନିବାର ମଣ୍ଡିଠାରେ ଆୟୋଜିତ ଜିଲ୍ଲା ବିକାଶ ସମନ୍ୱୟ ଏବଂ ମନିଟରିଂ କମିଟି (DISHA - ଦିଶା) ର ଏକ ସମୀକ୍ଷା ବୈଠକରେ ଏମ୍‌ପି ଲୋକାଲ ଏରିଆ ଡେଭଲପମେଣ୍ଟ ସ୍କିମ୍ (MPLADS) ପାଣ୍ଠିର ଅବ୍ୟବସ୍ଥା ଏବଂ ଧୀର ବିନିଯୋଗକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
୧୧ କୋଟିରୁ ଖର୍ଚ୍ଚ ହୋଇଛି କେବଳ ୫୦ ଲକ୍ଷ
ଭାଇରାଲ୍ ଭିଡିଓରେ ସାଂସଦ କଙ୍ଗନା ବିରକ୍ତି ପ୍ରକାଶ କରି କହିଛନ୍ତି ଯେ ତାଙ୍କ ସାଂସଦ ପାଣ୍ଠିରେ ପ୍ରାୟ ୧୧ କୋଟି ଟଙ୍କା ଉପଲବ୍ଧ ଥିବାବେଳେ ଅଧିକାରୀମାନେ ଏପର୍ଯ୍ୟନ୍ତ କେବଳ ୫୦ ଲକ୍ଷ ଟଙ୍କା ଆଖପାଖରେ ଖର୍ଚ୍ଚ କରିଛନ୍ତି। ସେ ବିଡିଓ (BDO) ସ୍ତରର ଅଧିକାରୀମାନଙ୍କୁ ପାଣ୍ଠି ଖର୍ଚ୍ଚରେ ହେଉଥିବା ବିଳମ୍ବକୁ ନେଇ କଡ଼ା ପ୍ରଶ୍ନ କରିବା ସହ ତୁରନ୍ତ ଖର୍ଚ୍ଚର ପ୍ରଦର୍ଶନ ରିପୋର୍ଟ ମାଗିଛନ୍ତି।
"ମୋତେ ମିଛ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ"
ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ କଙ୍ଗନା ଚେତାବନୀ ଦେଇ କହିଥିଲେ, “ମୋତେ ମିଛ ବାହାନା ବା ପ୍ରତିଶ୍ରୁତି ଦିଅନ୍ତୁ ନାହିଁ। ପ୍ରତ୍ୟେକ ‘ଦିଶା’ କମିଟି ବୈଠକରେ ମୋତେ ଏହି ସମାନ କଥା ଶୁଣିବାକୁ ମିଳୁଛି।" ପୂର୍ବ ବୈଠକଗୁଡ଼ିକରେ ଅଧିକାରୀମାନେ ପ୍ରାୟ ୯୦ ପ୍ରତିଶତ ପାଣ୍ଠି ଖର୍ଚ୍ଚ ହୋଇସାରିଛି ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ବାସ୍ତବିକ ଖର୍ଚ୍ଚ ତାଲିକା ସହ ଏହା ମେଳ ଖାଉନଥିବା ସେ ଅଭିଯୋଗ କରିଛନ୍ତି।
ଅଭିନେତ୍ରୀଙ୍କଠାରୁ ଅଧିକାରୀଙ୍କ ଆକ୍ଟିଂ ବେଶୀ!
ସାଂସଦ କଙ୍ଗନା କହିଛନ୍ତି ଯେ ତାଙ୍କ କାମକୁ ନେଇ ଜାତୀୟ ଗଣମାଧ୍ୟମରେ ମଜାକ ଉଡ଼ାଯାଉଛି। ସେ ଅଧିକାରୀମାନଙ୍କ ଉପରେ କଟାକ୍ଷ କରି କହିଛନ୍ତି ଯେ, "ଆପଣମାନେ ତ ମୋଠାରୁ ମଧ୍ୟ ଭଲ ଆକ୍ଟିଂ କରୁଛନ୍ତି"। ଏହାସହ ଏମ୍‌ପି ଲାଡ୍ସ (MPLADS) ପାଣ୍ଠିର ୩୦ ରୁ ୪୦ ପ୍ରତିଶତ ଅର୍ଥ ଜାଲ୍ ଲୋକଙ୍କୁ ବଣ୍ଟାଯାଇଛି ଏବଂ କୌଣସି କାର୍ଯ୍ୟ ଆରମ୍ଭ ନକରି ଲୋକେ ଟଙ୍କା ହଡ଼ପ କରିଛନ୍ତି ବୋଲି କଙ୍ଗନା ଅଭିଯୋଗ କରିଛନ୍ତି। ଅଧିକାରୀମାନେ ଏହି ଟଙ୍କା ଆଦାୟ କରିବାରେ ବିଫଳ ହୋଇଥିବା ସେ କହିଛନ୍ତି। ଖିଲାପକାରୀଙ୍କୁ ବ୍ଲାକଲିଷ୍ଟ କରିବା ସହ ବିକାଶମୂଳକ ପ୍ରକଳ୍ପ ଗୁଡିକରେ ବିଳମ୍ବ ନକରି ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସେ ପ୍ରଶାସନିକ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
During a Disha meeting in Mandi, MP Kangana Ranaut lost her patience with officials over their working style.
Her blunt reaction: “What is this behavior?” 🔥#mandi pic.twitter.com/9zlcWq49eV
— Sunanda Acharya (@Sunanda_Iam) September 5, 2026
ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା: ୭୫ଟି ରାସ୍ତା ବନ୍ଦ, ବିଭିନ୍ନ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି
ହିମାଚଳ ପ୍ରଦେଶରେ ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଲଗାଣ ବର୍ଷା କାରଣରୁ ରାଜ୍ୟରେ ୭୫ଟି ରାସ୍ତା ବନ୍ଦ ହୋଇଯାଇଛି, ଯାହା ଫଳରେ ଯାତାୟାତରେ ଗୁରୁତର ବାଧା ସୃଷ୍ଟି ହୋଇଛି। ଲଗାତାର ଭୂସ୍ଖଳନ ଏବଂ ବଡ଼ ବଡ଼ ଗଛ ଉପୁଡ଼ିବା କାରଣରୁ ରାସ୍ତାଗୁଡ଼ିକ ଅବରୋଧ ହୋଇଛି।
ବିଦ୍ୟୁତ୍ ଏବଂ ପାନୀୟ ଜଳ ଯୋଗାଣ ପ୍ରଭାବିତ
କେବଳ ରାସ୍ତାଘାଟ ନୁହେଁ, ପ୍ରବଳ ବର୍ଷା ଏବଂ ପବନ ଯୋଗୁଁ ବିଦ୍ୟୁତ୍ ବିତରଣ ଟ୍ରାନ୍ସଫର୍ମର ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ତଥା ରାସ୍ତା ସଫା କରିବା ପାଇଁ ପ୍ରୟାସ ଜାରି ରହିଛି, କିନ୍ତୁ ଖରାପ ପାଗ କାରଣରୁ ଏଥିରେ ବିଳମ୍ବ ଦେଖାଦେଇଛି।
ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଆଜି ଅର୍ଥାତ୍ ୧୦ ଜୁଲାଇ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଶିମଲା, ସିରମୌର, ଏବଂ ସୋଲାନ ସମେତ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସାଧାରଣ ଲୋକ ଏବଂ ପର୍ଯ୍ୟଟକମାନଙ୍କୁ ପାହାଡ଼ିଆ ଅଞ୍ଚଳ ଏବଂ ନଦୀ ନାଳଠାରୁ ଦୂରରେ ରହିବାକୁ ସ୍ଥାନୀୟ ପ୍ରଶାସନ ନିବେଦନ କରିଛି।
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା: କେଦାରନାଥ ଯାତ୍ରା ମାର୍ଗରେ ଭୂସ୍ଖଳନ, ହିମାଚଳ ପ୍ରଦେଶରେ ଅରେଞ୍ଜ ଆଲର୍ଟ
ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ଲଗାଣ ବର୍ଷା କାରଣରୁ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ କେଦାରନାଥ ତୀର୍ଥଯାତ୍ରା ମାର୍ଗରେ ଭୂସ୍ଖଳନ ଘଟିଥିବା ବେଳେ, ପାଣିପାଗ ବିଭାଗ ପକ୍ଷରୁ ହିମାଚଳ ପ୍ରଦେଶ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
କେଦାରନାଥ ଯାତ୍ରା ମାର୍ଗ ପ୍ରଭାବିତ
ପ୍ରାପ୍ତ ସୂଚନା ଅନୁଯାୟୀ, ଅବିଶ୍ରାନ୍ତ ବର୍ଷା ହେତୁ କେଦାରନାଥ ଯାତ୍ରା ମାର୍ଗର ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସିଛି। ଏହି ଭୂସ୍ଖଳନ କାରଣରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ଏବଂ ଅନେକ ତୀର୍ଥଯାତ୍ରୀ ଫସି ରହିଥିବା ଆଶଙ୍କା କରାଯାଉଛି। ପ୍ରଶାସନ ପକ୍ଷରୁ ତୁରନ୍ତ ରାସ୍ତା ସଫା କରିବା ସହ ଫସି ରହିଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ତୀର୍ଥଯାତ୍ରୀମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
ହିମାଚଳ ପ୍ରଦେଶରେ ଅରେଞ୍ଜ ଆଲର୍ଟ
ଅନ୍ୟପକ୍ଷରେ, ପଡୋଶୀ ରାଜ୍ୟ ହିମାଚଳ ପ୍ରଦେଶରେ ମଧ୍ୟ ବର୍ଷାର ପ୍ରକୋପ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ କିଛି ଦିନ ପାଇଁ ରାଜ୍ୟରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଆକସ୍ମିକ ବନ୍ୟା ଏବଂ ଭୂସ୍ଖଳନ ଆଶଙ୍କା ଥିବାରୁ ସ୍ଥାନୀୟ ପ୍ରଶାସନ ଆଲର୍ଟ ମୋଡ୍ ରେ ରହିଛି। ସାଧାରଣ ଲୋକ ଏବଂ ପର୍ଯ୍ୟଟକମାନଙ୍କୁ ନଦୀ କୂଳ ତଥା ବିପଦପୂର୍ଣ୍ଣ ପାର୍ବତ୍ୟ ଅଞ୍ଚଳକୁ ନଯିବା ପାଇଁ ସତର୍କ କରାଇ ଦିଆଯାଇଛି।
ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଘାଟିରୁ ତଳକୁ ଖସିଲା ବସ୍‌, ୮ ମୃତ
ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ଶୁକ୍ରବାର ଦିନ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ୍ ପାହାଡ଼ିଆ ରାସ୍ତାରୁ ନିୟନ୍ତ୍ରଣ ହରାଇ ଗଭୀର ଖାତକୁ ଖସି ପଡ଼ିବା ଫଳରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି।
ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବସ୍‌ଟି କୁପଭିରୁ ଶିମଲା ଅଭିମୁଖେ ଯାଉଥିଲା। ହରିପୁରଧାର ଅଞ୍ଚଳର ଏକ ସଙ୍କୀର୍ଣ୍ଣ ରାସ୍ତାରେ ଯାଉଥିବା ସମୟରେ ବସ୍‌ଟି ଭାରସାମ୍ୟ ହରାଇ ପାହାଡ଼ ତଳକୁ ଗଡ଼ି ଯାଇଥିଲା। ଦୁର୍ଘଟଣା ସମୟରେ ବସ୍‌ରେ ପ୍ରାୟ ୩୦ରୁ ୩୫ ଜଣ ଯାତ୍ରୀ ଥିଲେ। ପାହାଡ଼ରୁ ଖସିବା ପରେ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି।
ସିରମୌରର ପୋଲିସ ଅଧୀକ୍ଷକ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରୁଛନ୍ତି। ସ୍ଥାନୀୟ ଲୋକମାନେ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଗୁରୁତର ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି।
ହିମାଚଳରେ ‘ପାଇଖାନା ପାଇଁ ଟିକସ’; ବିବାଦ ପରେ ସରକାରଙ୍କ ପଛଘୁଞ୍ଚା
ସିମ୍‌ଲା: ଏଥର ‘ପାଇଖାନା ପାଇଁ ଟିକସ’ ଦେବାକୁ ପଡ଼ିବ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଘରେ ଯେତେ ଅଧିକ ପାଇଖାନା ରଖିବେ ସେତେ ଅଧିକ ଟିକସ ପୈଠ କରିବାକୁ ହେବ। ପାଇଖାନା ପିଛା ୨୫ ଟଙ୍କା ଲେଖାଏଁ ଟିକସ ଦେବାକୁ ପଡ଼ିବ। ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂହ ସୁଖୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଭାରତରେ ପ୍ରଥମ ଥର ପାଇଁ ଏଭଳି ଟିକସ ଲଗାଯାଇଛି। ହିମାଚଳ ସରକାର ଏ ନେଇ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି। ଏହା ଅନୁଯାୟୀ କେବଳ ସ୍ବରେଜ ବ୍ୟବସ୍ଥା ଥିବା ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏହି ଟିକସ ଲାଗିବ। ସ୍ବରେଜ ବିଲ୍‌ ସହିତ ଅତିରିକ୍ତ ଶୁଳ୍କକୁ ଜଳସମ୍ପଦ ବିଭାଗ ଖାତାକୁ ଟ୍ରାନ୍ସଫର କରାଯିବ। ସ୍ବରେଜ ବ୍ୟବସ୍ଥା ନ ଥିଲେ ଏହି ଟିକସ ଦେବାକୁ ପଡ଼ିବନି। ରାଜ୍ୟ ସରକାର ଲୋକଙ୍କୁ ମାଗଣା ପାଣି ଦେବା ମଧ୍ୟ ବନ୍ଦ କରିଦେଇଛନ୍ତି। ଏଥିପାଇଁ ମାସକୁ ୧୦୦ ଟଙ୍କା ଆଦାୟ କରାଯାଉଛି। ଏବେ ପାଣି ସହିତ ପାଇଖାନା ଶୁଳ୍କ ବି ଦେବାକୁ ହେବ।
ଏହି ନିଷ୍ପତ୍ତିକୁ ନେଇ କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ତୀବ୍ର ସମାଲୋଚନା କରିଛନ୍ତି। ସୀତାରମଣ କହିଛନ୍ତି ଯେ ହିମାଚଳର କଂଗ୍ରେସ ସରକାର ‘ଟଏଲେଟ ଟ୍ୟାକ୍ସ’ ବି ନେଉଛନ୍ତି। ଏହା ଅବିଶ୍ବସନୀୟ ହେଲେ ବି ଯଦି ସତ ହୁଏ ତେବେ ଅତ୍ୟନ୍ତ ଲଜ୍ଜାଜନକ। ସେହିପରି ସରକାରଙ୍କ ବୁଦ୍ଧି ଭ୍ରଷ୍ଟ ହୋଇଯାଇଛି ବୋଲି ନଡ୍ଡା କହିଛନ୍ତି। ବିବାଦ ବଢ଼ିବା ପରେ ମୁଖ୍ୟମନ୍ତ୍ରୀ ସୁଖୁ ସାମ୍ନାକୁ ଆସି କୌଣସି ଟିକସ ଲଗା ଯାଇ ନ ଥିବା କହିଛନ୍ତି। ହରିୟାଣା ନିର୍ବାଚନ ପାଇଁ ଏପରି କରାଯାଉଛି। ବିଜେପି କେବେ ହିନ୍ଦୁ-ମୁସଲମାନ ତ ଆଉ କେବେ ସ୍ବରେଜ କଥା କହୁଛି। ଅନ୍ୟପକ୍ଷରେ ଏ ସମ୍ବନ୍ଧିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ନିଆଯାଇଛି ବୋଲି ହିମାଚଳର ଅତିରିକ୍ତ ମୁଖ୍ୟ ସଚିବ (ଜଳସମ୍ପଦ ବିଭାଗ) ଡ.ଓମ୍‌କାର ଚନ୍ଦ୍ର ଶର୍ମା କହିଛନ୍ତି।
କ୍ରସ ଭୋଟିଂ ପରେ ହିମାଚଳ ପ୍ରଦେଶ ରାଜନୀତିରେ ହଲଚଲ୍‌, ଫ୍ଲୋରଟେଷ୍ଟ ପାଇଁ ବିରୋଧୀ ବିଧାୟକ ଦାବି
ନୂଆଦିଲ୍ଲୀ: ଘୋଡା ବେପାର କରିବାରେ ବିଜେପି ମାହିର ଥିବା ପୂର୍ବରୁ ବହୁ ନଜିର ରହିଛି। ମହାରଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ବିହାର ଭଳି ରାଜ୍ୟରେ ବିଧାୟକଙ୍କୁ କିଣି ପ୍‌ରଚଳିତ ଥିବା ସରକାର ଭାଙ୍ଗିବାରେ ବିଜେପିର ପୁରୁଣା ରେକର୍ଡ ରହିଛି। ପୁଣି ସେହି ଘୋଡା ବେପାର ଫର୍ମୁଲା ହିମାଚଳ ପ୍ରଦେଶରେ ଆପଣେଇବାକୁ ବସିଛି ବିଜେପି। ଯାହାକୁ ନେଇ ହିମାଚଳ ପ୍ରଦେଶ ରାଜନୀତିରେ ଦେଖିବାକୁ ମିଳିଛି ବଡ ହଲଚଲ୍‌।
ସେପଟେ ବିଧାନସଭାରେ ବଜେଟ ସେସନ ଚାଲିଥିବା ବେଳେ ବିରୋଧୀ ବିଜେପି ବିଧାୟକଙ୍କ ହଟ୍ଟଗୋଳ ପାଇଁ ବିରୋଧୀ ଦଳ ନେତା ଜୟରାମ ଠାକୁରଙ୍କ ସହ ୧୪ ବିଜେପି ବିଧାୟକଙ୍କୁ ବିଧାନସଭାରୁ ସସପେଣ୍ଡ କରିଛନ୍ତି ବାଚସ୍ପତି କୁଲଦୀପ ସିଂ ପଠାନିଆ। ବିଧାନସଭାରୁ ସସପେଣ୍ଡ ହେବାପରେ ରାଜ୍ୟପାଳଙ୍କୁ ଭେଟି ଫ୍ଲୋରଟେଷ୍ଟ ପାଇଁ ଦାବି କରିଛନ୍ତି ବିରୋଧୀ ବିଧାୟକ। କ୍ରସ ଭୋଟିଂରେ ରାଜ୍ୟସଭା ନିର୍ବାଚନରେ ବିଜୟୀ ପରେ ହିମାଚଳ ପ୍ରଦେଶ ବିଜେପିରେ ସଂଖ୍ୟା ଗରିଷ୍ଠତା ଥିବା ଦାବି କରିଛନ୍ତି ବିରୋଧୀ ଦଳ ନେତା ଜୟରାମ ଠାକୁର।
ସେ କହିଛନ୍ତି ଯେ, ଆମ ବିଧାୟକଙ୍କ ସଂଖ୍ୟା ୨୫ କିନ୍ତୁ କ୍ରସ ଭୋଟି ପରେ ଏହା ୩୪ ହୋଇଯାଇଛି। ଖୁବଶୀଘ୍ର ସରକାର ପରିବର୍ତ୍ତନ ହେବା ନେଇ ଜୟରାମ ଦାବି କରିଛନ୍ତି। ହିମାଚଳପ୍ରଦେଶ ବିଧାନସଭାର ସଂଖ୍ୟା ଗଣିତକୁ ଯଦି ନଜର ପକାଇବା ତେବେ କଂଗ୍ରେସ ସରକାର ଭାଙ୍ଗିବାର ଆଶଙ୍କା ଦେଖାଦେଉଛି। ୬୮ ଆସନ ବିଶିଷ୍ଟ ଏହି ବିଧାନସଭାରେ ବହୁମତ ହାସଲ ପାଇଁ ଆବଶ୍ୟକ ୩୫ ସିଟ୍‌। କଂଗ୍ରେସ ଦଖଲରେ ୪୦ ଆସିନ ଥିଲେ ସୁଧା ୬ କ୍ରସ ଭୋଟିଂକୁ ବାଦ୍‌ ଦେଲେ ଏହା ୩୪କୁ ଖସି ଆସିବ। ଆଉ ବିଜେପି ପାଖରେ ୨୫ ବିଧାୟକ ଥିବା ବେଳେ ୩ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି। ଏହି ଦଷ୍ଟିରୁ ହିମାଚଳ ପ୍ରଦେଶରେ କଂଗ୍ରେସ ପାଇଁ ଅଡୁଆ ସୃଷ୍ଟି ହୋଇପାରେ।
ସେପଟେ ରାଜନୈତିକ ଡ୍ରାମା ଭିତରେ ୫ବର୍ଷ ସରକାର ପୂରଣ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ। ଆଉ ରାଜ୍ୟରେ ରାଜନୈତିକ ସମୀକରଣକୁ ବାଲାନ୍ସ କରିବା ପାଇଁ ବରିଷ୍ଟ କଂଗ୍ରେସ ନେତା ଭୂପେନ୍ଦ୍ର ସିଂ ହୁଡ୍ଡା ଏବଂ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି କଂଗ୍ରେସ ହାଇକମାଣ୍ଡ। ଏହାରି ଭିତରେ ହିମାଚଳ ପ୍ରଦେଶ ରାଜନୀତି କେଉଁ ମୋଡ ନେଉଛି ତା ଉପରେ ରହିଛି ସମସ୍ତଙ୍କ ନଜର।
ହିମାଚଳପ୍ରଦେଶ: ଭଗବାନଙ୍କୁ ପାଇବା ପାଇଁ ଯୋଗୀ ଓ ଋଷିମାନେ ତପସ୍ୟା କରୁଥିବାର ଅନେକ ଚିତ୍ର ଦେଖିଛେ। ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଜଣେ ଯୋଗୀ ତପସ୍ୟାରେ ଏପରି ମଗ୍ନ ହୋଇଛନ୍ତି। ତପସ୍ୟାରେ ଏପରି ମଗ୍ନ ହୋଇଯାଇଛନ୍ତି ଯେ, ତାଙ୍କ ଶରୀରରେ ବରଫ ଖଣ୍ଡ ଜମା ହୋଇଯାଇଥିବା ଦେଖିବାକୁ ମିଳିଛି। ହିମାଳୟ ପର୍ବତ ଉପରେ ଜଣେ ଯୋଗୀ ତପସ୍ୟା କରୁଥିବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଅନେକ ସୋସିଆ ମିଡିଆ ୟୁଜର୍ ଏହି ଭିଡିଓକୁ ଏଆଇ ପ୍ରସ୍ତୁତ ଭିଡିଓ ବୋଲି କହୁଛନ୍ତି।
ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ ହିମାଚଳ ପ୍ରଦେଶର କୁଲୁରେ ଥିବା ଏକ ଆଧ୍ୟାତ୍ମିକ ସଂଗଠନ କୌଳାନ୍ତକ ପୀଠ ଏହି କ୍ଲିପ୍‌ରେ ଯୋଗୀଙ୍କୁ ସତ୍ୟେନ୍ଦ୍ର ନାଥ ବୋଲି ଚିହ୍ନଟ କରିଥିଲେ। ଏହା ଏକ ନକଲି ଭିଡିଓ ନୁହେଁ ବୋଲି କହିଥିଲେ।
ଏହା ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ସିରାଜ ଉପତ୍ୟକାର ବୋଲି ଜଣାପଡିଛି। ସେହି ଯୋଗୀଙ୍କ ନାଁ ସତ୍ୟେନ୍ଦ୍ର ନାଥ । ବଞ୍ଜର ବାସିନ୍ଦା ସତ୍ୟେନ୍ଦ୍ର ନାଥ ଗତ ୨୨ବର୍ଷ ଧରି କୌଲନ୍ତକ ପୀଠ ଆଶ୍ରମରେ ଯୋଗ ଅଭ୍ୟାସ କରିଆସୁଛନ୍ତି। ସେ ଆଶ୍ରମରେ ଈଶପୁତ୍ର ଭାବରେ ଜଣାଶୁଣା। ଯୋଗ ଏବଂ ଭକ୍ତି ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଆଠରୁ ଅଧିକ ଦେଶରେ ଈଶପୁତ୍ରଙ୍କ ସାଧକ ଅଛନ୍ତି। ଜଣେ ସାଧାରଣ ବ୍ୟକ୍ତି ତୁଷାରପାତ ମଧ୍ୟରେ ଯୋଗ ଅଭ୍ୟାସ କରିପାରିବ ନାହିଁ। ଏଥିପାଇଁ କଠୋର ସାଧନା ଲୋଡା। ଈଶପୁତ୍ର ହେବା ପାଇଁ ବହୁ ପ୍ରତିକୂଳ ପାଗରେ ମଧ୍ୟ ତପସ୍ୟା କରିବାକୁ ପଡିଥାଏ। ବର୍ତ୍ତମାନ ଈଶପୁତ୍ର ସତ୍ୟେନ୍ଦ୍ର ନାଥଙ୍କ ଯୋଗ ଅଭ୍ୟାସ ସମୟର ଭିଡିଓ ଭାଇରାଲ୍ ହେଉଛି। ଏହି ଭିଡିଓ ଚଳିତ ବର୍ଷ ଫେବୃଆରୀ ପ୍ରଥମ ସପ୍ତାହରେ ଶିଷ୍ୟ ରାହୁଲଙ୍କ ଦ୍ୱାରା ରେକର୍ଡ କରାଯାଇଥିଲା।
ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା କ୍ଷୟକ୍ଷତି ପାଇଁ ହିମାଚଳକୁ ନବୀନଙ୍କ ୫ କୋଟି ଟଙ୍କା ସହାୟତା ଘୋଷଣା
ଭୁବନେଶ୍ବର: ହିମାଚଳ ପ୍ରଦେଶରେ ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା କ୍ଷୟକ୍ଷତିର ସୁଧାର ପାଇଁ ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏଥିସହ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କୁ ଚିଠି ଲେଖି ରାଜ୍ୟରେ ଘଟିଥିବା ବିପର୍ଯ୍ୟୟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି।
ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ତବ ସହ ଭୂସ୍ଖଳନରେ ସ୍ଥିତି ବେହାଲ ହୋଇଛି। ପ୍ରଭାବିତ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି ବାୟୁସେନା ହେଲିକପ୍ଟର। ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଚଳିତବର୍ଷ ମୋଟ୍ ୧୭୦ରୁ ଅଧିକ ଥର ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ହେବା କାରଣରୁ ପ୍ରାୟ ୯ ହଜାର ୬୦୦ ଘର ଭାଙ୍ଗିଯାଇଛି। ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡିକ ହେଲା ସୋଲନ, ଶିମଲା, ମଣ୍ତି, ହମିରପୁର ଓ କାଙ୍ଗ୍ରା। ପ୍ରଭାବିତ ସ୍ଥାନରେ ଫସି ଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି।
ହିମାଚଳପ୍ରଦେଶରେ ଭୂସ୍ଖଳନ, ଆଖି ସାମ୍ନାରେ ଭୁଶୁଡି ପଡିଲା ୪ ମହଲା କୋଠା
ଶିମଲା(ହିମାଚଳ ପ୍ରଦେଶ): ବର୍ଷାର ତାଣ୍ଡବରେ ଥରୁଛି ହିମାଚଳ ପ୍ରଦେଶ। ଏଠି ବର୍ଷା ଧୋଇ ନେଲାଣି ହଜାର ହଜାର ଘର। ବାଦଲଫଟା ବର୍ଷା ଯୋଗୁ ଗଲାଣି ୩୬୦ ଜୀବନ। ତଥାପି ବର୍ଷାର ପ୍ରକୋପ କମିନି। ପ୍ରକୃତିର ଏ ଭୟଙ୍କର ରୂପ ଦେଖି ଭୟଭୀତ ହୋଇପଡିଲେଣି ଲୋକେ।
ପାହାଡିଆ ଅଞ୍ଚଳରେ ହୋଇଥିବା ଭୂସ୍ଖଳନରେ ଭୁଶୁଡ଼ି ପଡ଼ିଥିବା କୋଠା ଏବଂ ଘରର ଆବର୍ଜନାରେ ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ସୋସିଆଲ ମିଡିଆରେ ଏହି ଭୂସ୍ଖଳନର ଏକ ବିପଜ୍ଜନକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ପର୍ବତର ଫାଟ ଯୋଗୁଁ ଉପତ୍ୟକାର କୋଠାଗୁଡିକ କିପରି ତାସ ଘର ଭଳି ଭୁଶୁଡି ପଡୁଛି ତାହା ଦେଖାଯାଉଛି। ଭୂସ୍ଖଳନ ଭିଡ଼ିଓରେ ଅନେକ ବହୁ ମହଲା କୋଠା ଭୁଶୁଡ଼ି ପଡ଼ିଥିବାର ଦେଖାଯାଉଛି। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି।
ଗୁରୁବାରଠାରୁ ଆସନ୍ତା ଦୁଇ ଦିନ ପାଇଁ ହିମାଚଳ ପ୍ରଦେଶରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରେଡ ଆଲର୍ଟ ଜାରି କରିଛି। ରାଜ୍ୟର ଅନେକ ସ୍ଥାନରେ ଲଗାତାର ବର୍ଷା ହେଉଛି। ଜିଲାରେ ପ୍ରବଳ ବର୍ଷା ପରେ କ୍ଷତିଗ୍ରସ୍ତ କୁଲୁ-ମଣ୍ଡି ରାଜପଥରେ ଶହ ଶହ ଗାଡି ଅଟକି ରହିଛି। କୁଲୁର ବରିଷ୍ଠ ପୋଲିସ ଅଧିକାରୀ ସାକ୍ଷୀ ବର୍ମା କହିଛନ୍ତି କୁଲୁ ଏବଂ ମଣ୍ଡିକୁ ସଂଯୋଗ କରୁଥିବା ରାସ୍ତା ନଷ୍ଟ ହୋଇଯାଇଛି। ପାଣ୍ଡୋହ ଦେଇ ଏକ ବିକଳ୍ପ ମାର୍ଗ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଟ୍ରାଫିକ ଚଳାଚଳ ବର୍ତ୍ତମାନ ସ୍ଥଗିତ ରହିଛି।
ଭୂସ୍ଖଳନରେ ଭୁଶୁଡିଲା ମନ୍ଦିର: ୫ ମୃତ, ଫସି ରହିଛନ୍ତି ୨୫ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ
ଶିମଲା: ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ବର୍ଷା ଓ ଭୂସ୍ଖଳନ ବିତ୍ପାତ । ପ୍ରବଳ ବର୍ଷାରେ ସାରା ରାଜ୍ୟରେ ଜଳ ପ୍ରଳୟ ସୃଷ୍ଟି ହୋଇଛି। ବର୍ଷା ହେତୁ ଅନେକ ସ୍ଥାନରେ ଭୂସ୍ଖଳନ ଘଟିଛି। ଏହି କାରଣରୁ ଅନେକ ରାସ୍ତା ବନ୍ଦ ହୋଇଯାଇଛି। ଶିମଲାର ସମରହିଲ ଅଞ୍ଚଳର ଏକ ଶିବ ମନ୍ଦିରରେ ଭୂସ୍ଖଳନ ଘଟିଛି। ଏଥିରେ ୨୫ରୁ ଅଧିକ ଶ୍ରଦ୍ଧାଳୁ ଫସି ରହିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୨ ଶିଶୁଙ୍କ ସମେତ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରବଳ ବର୍ଷା ହେତୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଛି। ପାହାଡରୁ ପଥର ଖସି ପଡୁଛି। ଅଳିଆ ଆବର୍ଜନା ସହିତ ଚାରିରୁ ପାଞ୍ଚଟି ଗଛ ମନ୍ଦିର ଉପରେ ପଡିଯାଇଥିଲା। ଉଦ୍ଧାର କାର୍ଯ୍ୟରେ NDRF ଦଳ ନିୟୋଜିତ ଅଛନ୍ତି।
ଏହା ପୂର୍ବରୁ ସୋଲାନରେ ବାଦଲଫଟା ବର୍ଷାରେ  ୭ ଜଣଙ୍କ ମୃତ୍ୟୁ ଘଟିଥିଲା ।
ବାଦଲଫଟା ବର୍ଷାରେ ଚାଲିଗଲା ୭ ଜଣଙ୍କ ଜୀବନ
ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ସୋଲାନରେ ଘଟିଛି ଅଭାବନୀୟ ଘଟଣା ।  ଗତକାଲି ରାତିରେ ବାଦଲଫଟା ବର୍ଷାରେ  ୭ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ୬ ଜଣଙ୍କୁ ଉଦ୍ଧାର କରାଯାଛଛି।  ଗତ ୨୪ ଘଣ୍ଟା ହେଲା ନିକଟସ୍ଥ ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଗତ ରାତିରେ ହୋଇଥିବା ବାଦଲ ଫଟା ବର୍ଷା ହେତୁ ପରିସ୍ଥିତି ଅସମ୍ଭାଳ ରହିଛି। ଏଥିଯୋଗୁ ବହୁ ରାସ୍ତାରେ ଲ୍ୟାଣ୍ଡସ୍ଲାଇଡ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିବା ବେଳେ ସ୍ଥାନେ ସ୍ଥାନେ ବ୍ରିଜ ଧୋଇ ହୋଇ ଯାଇଛି।
ପ୍ରବଳ ବର୍ଷା ହେତୁ ସ୍ଥିତି ଅସମ୍ଭାଳ ହେବାରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜକୁ ଆଜି ବନ୍ଦ ଘୋଷଣା କରିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ।
ହିମାଚଳରେ ବଦଳୁଛି ପ୍ରକୃତିର ନିୟମ, ଗ୍ରୀଷ୍ମରେ ତୁଷାରପାତ
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି। ଏହାର କୁପ୍ରଭାବ ମନୁଷ୍ୟ ସହିତ ପ୍ରକୃତି ଉପରେ ପଡୁଛି। ହିମାଚଳ ପ୍ରଦେଶରୁ ଏହାର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ଚଳିତ ବର୍ଷ ଏହି ରାଜ୍ୟରେ ପ୍ରକୃତିର ନିୟମ ବଦଳି ଯାଇଛି। ହିମାଳୟ କ୍ଷେତ୍ରରେ ତୁଷାରପାତର ଧାରାରେ ପରିବର୍ତ୍ତନ ହୋଇଛି। ଶୀତ ଦିନ ପରିବର୍ତ୍ତେ ଖରା ଦିନେ ଅଧିକ ତୁଷାରପାତ ହୋଇଛି। ଶୀତ ଋତୁରେ ପାହାଡରେ ନାମମାତ୍ର ବରଫ ପଡିଛି। ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ବରଫ ଆଚ୍ଛାଦିତ ଅଞ୍ଚଳ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ତେବେ ଏପ୍ରିଲରେ ପ୍ରବଳ ବରଫ ପଡିଛି। ଏହା ସତ୍ତ୍ବେ ଶୀତ ଋତୁରେ ବରଫ ଆଚ୍ଛାଦିତ ଅଞ୍ଚଳ ୧୦ ପ୍ରତିଶତ ହ୍ରାସ ପାଇଛି। ହିମାଚଳ ପରିବେଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (ହିମକାଷ୍ଟ)ର ଷ୍ଟେଟ୍‌ ସେଣ୍ଟର ଅନ୍‌ କ୍ଲାଇମେଟ ଚେଞ୍ଜିଂ ଦ୍ବାରା କରାଯାଇଥିବା ନୂଆ ସର୍ବେକ୍ଷଣରୁ ଏହି ତଥ୍ୟ ମିଳିଛି। ରିପୋର୍ଟରେ ତାପମାତ୍ରା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ହିମାଳୟ କ୍ଷେତ୍ରରେ ତାପମାତ୍ରା ବୃଦ୍ଧି ଯୋଗୁଁ ଗତ କିଛି ବର୍ଷ ହେଲା ବରଫ ଆଚ୍ଛାଦିତ ଅଞ୍ଚଳ ହ୍ରାସ ପାଇବାରେ ଲାଗିଛି। ବରଫ ମଧ୍ୟ ଦ୍ରୁତ ଗତିରେ ତରଳିବାରେ ଲାଗିଛି। ପ୍ରଥମ ଥର ପାଇଁ ସିମ୍‌ଲାରେ ତୁଷାରପାତ ହୋଇନାହିଁ। ଏଥିପାଇଁ ରିପୋର୍ଟରେ ଇ-ଭେଇକିଲ ଏବଂ ଅକ୍ଷୟ ଶକ୍ତି ବ୍ୟବହାର ଲାଗି ପରାମର୍ଶ ଦିଆଯାଇଛି।
ରିପୋର୍ଟ ଅନୁଯାୟୀ ଅକ୍ଟୋବରରୁ ଏପ୍ରିଲ ମଧ୍ୟରେ ଚେନାବ ନଦୀ ଅବବାହିକାରେ ୦.୩୯ ପ୍ରତିଶତ, ବ୍ୟାସ ନଦୀରେ ୬.୯ ପ୍ରତିଶତ, ରାବୀରେ ୨୨.୪୨ ପ୍ରତିଶତ ଏବଂ ସତ୍‌ଲୁଜ ନଦୀ ଅବବାହିକାରେ ବରଫ ଆଚ୍ଛାଦିତ ଅଞ୍ଚଳ ୧୪.୬୧ ପ୍ରତିଶତ ହ୍ରାସ ପାଇଛି। ସାଧାରଣତଃ ଏପ୍ରିଲରେ ବରଫ ତରଳି ଥାଏ। କିନ୍ତୁ ଚଳିତ ବର୍ଷ ବିପରୀତ ହୋଇଛି। ଏପ୍ରିଲରେ ପ୍ରବଳ ତୁଷାରପାତ ହୋଇଛି। ଏହା ବରଫ ଏବଂ ହିମ ଆଚ୍ଛାଦିତ ଅଞ୍ଚଳ ପାଇଁ ସଞ୍ଜିବନୀ ସାବ୍ୟସ୍ତ ହୋଇଛି। ଏହି ତୁଷାରପାତ ଯୋଗୁଁ ୨୦୨୧-୨୨ ତୁଳନାରେ ଚେନାବ ଅବବାହିକାରେ ବରଫ ଆଚ୍ଛାଦିତ ଅଞ୍ଚଳ ୮୫ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ବ୍ୟାସ ନଦୀରେ ୫୧ ପ୍ରତିଶତ, ରାବୀରେ ୩୧ ପ୍ରତିଶତ ଏବଂ ସତଲୁଜ ଅବବାହିକାର ୪୩ ପ୍ରତିଶତ ଅଞ୍ଚଳ ବରଫରେ ଢାଙ୍କି ହୋଇ ରହିଛି। ହିମାକାଷ୍ଟର ଷ୍ଟେଟ୍‌ ସେଣ୍ଟର ଅନ୍‌ କ୍ଲାଇମେଟ୍‌ ଚେଞ୍ଜିଂ ଉପଗ୍ରହ ଚିତ୍ର ମାଧ୍ୟମରେ ଚିନାବ, ରାବୀ, ସତଲୁଜ ଏବଂ ବ୍ୟାସ ନଦୀ ଅବବାହିକାରେ ଏହି ସର୍ବେକ୍ଷଣ କରିଥିଲା। ବରଫ ଆଚ୍ଛାଦିତ ଅଞ୍ଚଳ ହ୍ରାସ ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ରାଜସ୍ଥାନ ପାଇଁ ଖରାପ ସଙ୍କେତ ସାବ୍ୟସ୍ତ ହୋଇପାରେ। ତେବେ ଖରାଦିନେ ପ୍ରବଳ ତୁଷାରପାତ ହେବା ଯୋଗୁଁ ସାମାନ୍ୟ ଆଶ୍ବସ୍ତି ମିଳିଛି। ବରଫ ଆଚ୍ଛାଦିତ ଅଞ୍ଚଳ ସଂଖ୍ୟା ହ୍ରାସ ପାଇଛି। ଏଥିଯୋଗୁଁ ଏବେ ନଦୀ ନାଳରେ ପର୍ଯ୍ୟାପ୍ତ ପାଣି ରହିଛି।