India Star Shuttler PV Sindhu - The Sakala

ଟୋକିଓ ଅଲିମ୍ପିକ୍ସ: ବିଜୟରୁ ଅଭିଯାନ ଆରମ୍ଭ କଲେ ପି.ଭି ସିନ୍ଧୁ
ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ ଷ୍ଟାର ପି.ଭି ସିନ୍ଧୁ । ଇସ୍ରାଏଲ ପ୍ରତିପକ୍ଷ କସେନିଆଙ୍କ ବିପକ୍ଷରେ ସେ ୨୧-୭, ୨୧-୧୦ ସେଟ୍‌ରେ ବିଜୟୀ ହୋଇଛନ୍ତି । ମାତ୍ର ୨୮ ମିନିଟରେ ପ୍ରଥମ ମୁକାବିଲାକୁ ନିଜ ନାଁରେ କରିଥିଲେ ପି. ଭି. ସିନ୍ଧୁ । ମ୍ୟାଚରେ ପ୍ରଥମରୁ ହିଁ ଆଗୁଆ ରହିଥିଲେ ପି.ଭି ସିନ୍ଧୁ ।

ଅପରପକ୍ଷରେ ମହିଳା ସୁଟର ମନୁ ଭାକେର ଏବଂ ୟଶସ୍ୱିନୀ ସିଂହ ୧୦ ମିଟର ଏୟାର ପିଷ୍ଟଲ ଫାଇନାଲ ପାଇଁ ଯୋଗତ୍ୟା ହାସଲରେ ବିଫଳ ହୋଇଛନ୍ତି । ପିସ୍ତଲ୍‌ରେ ତ୍ରୁଟି ଦେଖା ଦେବାରୁ ଭାକରଙ୍କୁ ୫ ମିନିଟ୍‌ରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ଅନ୍ତିମ ଦୁଇ ରାଉଣ୍ଡ୍‌ରେ ସେ ଭଲ ପ୍ରଦର୍ଶନ କରିଥିଲେ ବି ଶେଷ ସଟ୍‌ରେ ୮ରେ ଅଟକି ଯିବାରୁ ଫାଇନାଲ୍‌ରେ ପ୍ରବେଶ କରିବାରୁ ବଞ୍ଚିତା ହୋଇଥିଲେ। ଅପରପକ୍ଷରେ ରୋଇଂରେ ଅରବିନ୍ଦ ସିଂହ ଏବଂ ଅର୍ଜୁନ ଜଟ୍ ତୃତୀୟ ସ୍ଥାନ ହାସଲ କରିବା ସହ ସେମିଫାଇନାଲ ପାଇଁ କ୍ୱାଲିଫାଇ କରିଛନ୍ତି ।