ICSE Result - The Sakala

ଆଜି ପ୍ରକାଶ ପାଇବ ଆଇସିଏସଇ ଦଶମ ପରୀକ୍ଷା ଫଳ
ଭୁବନେଶ୍ୱର: ସିଆଇଏସ୍‍ସିଇ(କାଉନ୍ସିଲ୍‍ ଫର୍‍ ଦ ଇଣ୍ଟିଆନ୍‍ ସ୍କୁଲ ସାର୍ଟିଫିକେଟ୍‍ ଏକଜାମିନେସନ) ପକ୍ଷରୁ ଦଶମ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ଅପରାହ୍ଣ ୫ଟାରେ ଆଇସିଏସଇ ବୋର୍ଡ଼ ଅଧୀନସ୍ଥ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ। ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ www.cisce.org ୱେବସାଇଟ୍‍ ଜରିଆରେ ଉପଲବ୍ଧ ହେବା ସହ ଏସଏମଏସ ଦ୍ୱାରା ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଫଳ ପାଇ ପାରିବେ। ଛାତ୍ରଛାତ୍ରୀମାନେ ଆଇସିଏସଇ(ରୋଲ ନମ୍ବର) ଟାଇପ୍‍ କରି ୦୯୨୪୮୦୮୨୮୮୩ କୁ ଏସଏମଏସ ପଠାଇ ରେଜଲ୍ଟ ମଧ୍ୟ ପାଇ ପାରିବେ। ତେବେ ଦୁଇଟି ଟର୍ମ ପରୀକ୍ଷାକୁ ଭିତ୍ତି କରି ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ।

ICSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ପାସ୍‌ହାର ୯୯.୮୬ ପ୍ରତିଶତ
ନୂଆଦିଲ୍ଲୀ: ଆଜି ଆଇସିଏସଇ (ICSE) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । www.cisce.org ଓ୍ବେବସାଇଟ୍‌ରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଫଳ ଦେଖିପାରିବେ । ଅପରାହ୍ନ ୩ଟା ପରଠାରୁ ଏହି ଓ୍ବେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେଉଛି । ଆଇସିଏସଇରେ ପାସ୍‌ହାର ୯୯.୮୬ ପ୍ରତିଶତ ଥିବା ବେଳେ ଆଇଏସସି ରେ ପାସ୍‌ ହାର ୯୯.୮୬ ରହିଛି ।

ଆଇସିଏସଇରେ ମୋଟ୍‌ ୨ ଲକ୍ଷ ୧୯ ହଜାର ୪୯୯ ଜଣ ପିଲା ପରୀକ୍ଷା ଦେଇଥିଲେ । ସେଥିପାଇଁ ୧ ଲକ୍ଷ ୧୮ ହଜାରରୁ ଅଧିକ ଛାତ୍ର ଥିବା ବେଳେ ୧ ଲକ୍ଷରୁ ଅଧିକ ଛାତ୍ରୀ ଅଛନ୍ତି । କରୋନା ପାଇଁ ଏଥର ଦଶମ ଓ ଦ୍ବାଦଶ ପରୀକ୍ଷା ହୋଇନଥିବା ବେଳେ ପୂର୍ବ ପରୀକ୍ଷାକୁ ଆଧାର କରି ମାର୍କ ଘୋଷଣା କରାଯାଇଛି ।

ତେବେ ଚଲିତବର୍ଷର ପରୀକ୍ଷା କୋଭିଡ଼ କଟକଣା ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇଛି । କଟକଣା ଅନୁଯାୟୀ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇଲକୁ ଅନୁପାଳନ କରି ଛାତ୍ରଛାତ୍ରୀଙ୍କ ମାର୍କ ନିର୍ଣ୍ଣୟ କରାଯାଇଥିଲା । ଅର୍ଥାତ ପୂର୍ବ ପରୀକ୍ଷାକୁ ଦେଖି ମାର୍କ ଦିଆଯାଇଥିଲା । ସେପଟେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ମାନେ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ଘୋଷଣା କରାଯାଇଛି ।