weightlifting - The Sakala

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ଭାରୋତ୍ତୋଳନରେ ଲଭପ୍ରୀତ ସିଂହ ଜିତିଲେ କାଂସ୍ୟ ପଦକ
ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ଆଉ ଏକ କାଂସ୍ୟ ପଦକ ମିଳିଛି। ଭାରୋତ୍ତୋଳନକାରୀ ଲଭପ୍ରୀତ ସିଂହ ଆଜି ୧୦୯ କିଲୋଗ୍ରାମ ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି। ଏଥି ସହ ଭାରତର ବର୍ତ୍ତମାନ ସୁଦ୍ଧା ମୋଟ ପଦକ ସଂଖ୍ଯା ୧୪କୁ ବୃଦ୍ଧି ପାଇଛି। ଏଥିରେ ୪ କାଂସ୍ୟ ପଦକ ରହିଛି।

ଲଭପ୍ରୀତ ସିଂହ ସ୍ନାଚ୍ ରାଉଣ୍ଡରେ କ୍ରମଶଃ ୧୫୭ କିଗ୍ରା, ୧୬୧ କିଗ୍ରା ଏବଂ ୧୬୩ କିଗ୍ରା ଓଜନ ଉଠାଇଥିଲେ। ଏହା ପରେ କ୍ଲିନ ଆଣ୍ଡ ଜର୍କ ରାଉଣ୍ଡରେ ମଧ୍ୟ ନିଜର ତିନୋଟି ଉଦ୍ୟମ ସଫଳ କରି କ୍ରମଶଃ ୧୮୫ କିଗ୍ରା, ୧୮୯ କିଗ୍ରା ଏବଂ ୧୯୨ କିଗ୍ରା ଓଜନ ଉଠାଇଛନ୍ତି। ଏହି ପରି ଲଭପ୍ରୀତ ମୋଟ୍ ୩୫୫ କିଲୋଗ୍ରାମ ଓଜନ ଉଠାଇ କାଂସ୍ୟ ପଦକ ଜିତିଛନ୍ତି।

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ଚମକିଲେ ଓଡ଼ିଆ ଝିଅ ଝିଲି ଦଳବେହେରା, ୪୯ କେଜି ବର୍ଗରେ ଜିତିଲେ ରୌପ୍ୟ
ନୂଆଦିଲ୍ଲୀ:ଓଡ଼ିଆ ଝିଅ ଝିଲି ଦଳବେହେରାଙ୍କୁ ସଫଳତା। ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନଶିପରେ ଝିଲି ରୌପ୍ୟ ପଦକ ଜିତିଛନ୍ତି। ଝିଲି ୪୯ କେଜି ବର୍ଗରେ ଏହି ସଫଳତା ପାଇଛନ୍ତି। ୪୫ କେଜି ବର୍ଗରେ ଏସିଆନ୍ ଭାରୋତ୍ତୋଳନ ଚାମ୍ପିୟନ୍ ଏବଂ ବିଶ୍ୱ ଜୁନିୟର ବ୍ରୋଞ୍ଜ ପଦକ ବିଜେତା ଝିଲି ଚଳିତ ଚାମ୍ପିୟନଶିପରେ ୪୯ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁଙ୍କ ଓହରିଯିବା କାରଣରୁ ଝିଲି ଏହି ଓଜନ ବର୍ଗରେ ଭାଗ ନେଇଥିଲେ। ଝିଲି ମଧ୍ୟ ନିରାଶ ନକରି ପଦକ ଜିତିବାରେ ସଫଳ ହୋଇଛନ୍ତି।

#Weightlifting Medal Update

🇮🇳's #JhilliDalabehera 🏋️‍♀️ lifts a total of 167kg with 73kg in Snatch & 94kg in Clean & Jerk to win 3️⃣ medals in Women's 49kg (GOLD🥇in Snatch & SILVER🥈in Total and Clean & Jerk category) at ongoing Commonwealth Senior C'ships 2021

Congrats 👏 pic.twitter.com/XaN8ssKomV

— SAI Media (@Media_SAI) December 9, 2021

ସୂଚନାଯୋଗ୍ୟ, ଖୋର୍ଦ୍ଧାରେ ଜନ୍ମିତ ଝିଲି ବହୁ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇ ମେଡାଲ ଜିତିଛନ୍ତି। ୨୦୧୭ରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ କମନ୍‌ୱେଲ୍‌ଥ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୮ରେ ଜାତୀୟ ଜୁନିଅର ମହିଳା ଭାରୋତ୍ତୋଳନରେ ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ।

ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ : ଭାରଉତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ
ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ । ଭାରଉତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ  । ସେ ୪୯ କେ.ଜି ମହିଳା ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ପ୍ରଥମ ପ୍ରୟାସରେ ୮୪ ଓ ଦ୍ୱିତୀୟ ପ୍ରୟାସରେ ୮୭ କେ.ଜି ସଫଳତାର ଉଠାଇଥିବା ବେଳେ ୮୯ କେ.ଜି ଉଠାଇବାରେ ଅସଫଳ ହୋଇଥିଲେ ।  ଏବଂ ରୌପ୍ୟ ପଦକ ହାସଲ କରିଛନ୍ତି । ଅପରପକ୍ଷରେ ତାଙ୍କ ପ୍ରତିଦ୍ୱନ୍ଦ୍ୱି ଚୀନର ହଉ ଜିହୁ ୯୪ କିଲୋ ଉଠାଇ ଅଲିମ୍ପିକ୍ସ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥିସହିତ କ୍ଳିନ୍ ଆଣ୍ଡ ଜର୍କ ବର୍ଗରେ ଚାନୁ ୧୧୦ କିଲୋ ଉଠାଇବାରେ ସଫଳ ହୋଇଛନ୍ତି ।

Could not have asked for a happier start to @Tokyo2020! India is elated by @mirabai_chanu’s stupendous performance. Congratulations to her for winning the Silver medal in weightlifting. Her success motivates every Indian. #Cheer4India #Tokyo2020 pic.twitter.com/B6uJtDlaJo

— Narendra Modi (@narendramodi) July 24, 2021