Olympics - The Sakala
ନୂଆଦିଲ୍ଲୀ: ୧୯୦୦ ପରେ ପ୍ରଥମ ଥର ପାଇଁ କ୍ରିକେଟ୍ ଅଲିମ୍ପିକ ଗେମ୍ସକୁ ଫେରିବ। ୨୦୨୮ରେ ଲସ୍ ଆଞ୍ଜେଲସରେ ହେବାକୁ ଥିବା ଗେମ୍ସରେ ଛଅଟି ପୁରୁଷ ଦଳ ଏବଂ ସମାନ ସଂଖ୍ୟକ ମହିଳା ଦଳ ଅଂଶଗ୍ରହଣ କରିବେ। ୧୨୮ ବର୍ଷ ପରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସକୁ ଫେରିବ କ୍ରିକେଟ୍। ଅଲିମ୍ପିକ୍ସରେ ଛଅଟି ପୁରୁଷ ଦଳ ଏବଂ ସମାନ ସଂଖ୍ୟାରେ ମହିଳା ଦଳ ଅଂଶଗ୍ରହଣ କରିବେ।
ଯୋଗ୍ୟତା ମାନଦଣ୍ଡ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ପୁରୁଷ ଏବଂ ମହିଳା ଉଭୟ ଇଭେଣ୍ଟରେ ଛଅଟି ଦଳ ଅଂଶଗ୍ରହଣ କରିବେ। ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (IOC) ନିଶ୍ଚିତ କରିଛି। ପ୍ରତ୍ୟେକ ଇଭେଣ୍ଟରେ ମୋଟ ୯୦ ଜଣ ଖେଳାଳି ଅଂଶଗ୍ରହଣ କରିବେ। ଏହି ଖେଳ ୨୦୨୮ ମସିହାରେ ଲସ୍ ଆଞ୍ଜେଲସରେ ହେବାକୁ ଥିବା ବିଶ୍ୱର ସର୍ବବୃହତ ବହୁ-କ୍ରୀଡା ପ୍ରଦର୍ଶନୀରେ ଟି-୨୦ ଫର୍ମାଟରେ ଖେଳାଯିବ।
ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ସ୍କ୍ୱାସ୍, ଫ୍ଲାଗ୍ ଫୁଟବଲ୍, ବେସବଲ୍/ସଫ୍ଟବଲ୍ ଏବଂ ଲାକ୍ରୋସ୍ ସହିତ ସାମିଲ ହେବାକୁ ଥିବା ପାଞ୍ଚଟି ନୂତନ ଖେଳ ମଧ୍ୟରୁ କ୍ରିକେଟ୍ ଗୋଟିଏ। ଅଲିମ୍ପିକ୍ସରେ କ୍ରିକେଟ୍ ପାଇଁ ଯୋଗ୍ୟତା ମାନଦଣ୍ଡ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ଟେଷ୍ଟ ଏବଂ ODI ଫର୍ମାଟ୍ ପରି ନୁହେଁ, ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ପ୍ରାୟ ୧୦୦ଟି ଦେଶ ଦ୍ୱାରା ଖେଳାଯାଏ, ଯାହା ଯୋଗ୍ୟତା ପ୍ରକ୍ରିୟାକୁ ଏକ ଆକର୍ଷଣୀୟ ଚ୍ୟାଲେଞ୍ଜ କରିଥାଏ। ଆୟୋଜକ ଭାବରେ, ଆମେରିକା ଟୁର୍ଣ୍ଣାମେଣ୍ଟରେ ସିଧାସଳଖ ପ୍ରବେଶ ପାଇପାରେ।
ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ଇଭେଣ୍ଟ କାର୍ଯ୍ୟକ୍ରମକୁ ବୁଧବାର, ୯  ଏପ୍ରିଲରେ IOC କାର୍ଯ୍ୟନିର୍ବାହୀ ବୋର୍ଡ ଦ୍ୱାରା ଅନୁମୋଦନ କରାଯାଇଛି। ୨୦୨୮ ଗେମ୍ସରେ ମୋଟ ୩୫୧ ପଦକ ଇଭେଣ୍ଟ ରହିବ। ପ୍ୟାରିସ୍ ଅଲିମ୍ପିକ୍ସ ଅପେକ୍ଷା ୨୨ ଅଧିକ। IOC ଘୋଷଣା କରିଛି ଯେ, ପାଞ୍ଚଟି ନୂତନ କ୍ରୀଡ଼ା ପାଇଁ ଅତିରିକ୍ତ ୬୯୮ ଖେଳାଳିଙ୍କୁ ଆବଣ୍ଟିତ କରାଯିବା ସହିତ କୋର୍ ଆଥଲେଟ୍ କୋଟା ୧୦,୫୦୦ ରହିଛି।
ବର୍ମିଂହାମରେ ଅନୁଷ୍ଠିତ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ, ପ୍ରଥମ ଥର ପାଇଁ ମହିଳା କ୍ରିକେଟ୍ ପ୍ରଦର୍ଶିତ ହୋଇଥିଲା। ଯେଉଁଥିରେ ଅଷ୍ଟ୍ରେଲିଆ ସ୍ୱର୍ଣ୍ଣ ପଦକ ଜିତିଥିଲା ଏବଂ ଭାରତ ରୌପ୍ୟ ପଦକ ଜିତିଥିଲା। ହାଙ୍ଗଜୌରେ ଅନୁଷ୍ଠିତ ୨୦୨୩ ଏସୀୟ କ୍ରୀଡ଼ାରେ, ୧୪ ପୁରୁଷ ଦଳ ଏବଂ ୯ ମହିଳା ଦଳ ଅଂଶଗ୍ରହଣ କରିଥିଲେ। ଯେଉଁଥିରେ ଭାରତ ଉଭୟ ବର୍ଗରେ ସ୍ୱର୍ଣ୍ଣ ପଦକ ପାଇଥିଲା।
ଲସ୍ ଆଞ୍ଜେଲସ୍ ଗେମ୍ସରେ କ୍ରିକେଟକୁ ସାମିଲ କରିବା ପ୍ରକ୍ରିୟା ଅଗଷ୍ଟ ୨୦୨୧ ରେ ଆରମ୍ଭ ହୋଇଥିଲା। ଯେତେବେଳେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏହାକୁ ସାମିଲ କରିବା ପାଇଁ ପ୍ରଚାର କରିବାକୁ ଆନୁଷ୍ଠାନିକ ଭାବରେ ଘୋଷଣା କରିଥିଲା। ଏହା ICC ଏବଂ LA28 ଆୟୋଜନ କମିଟି ମଧ୍ୟରେ ଏକ ସହଯୋଗ ପ୍ରୟାସର ପରିଣାମ ସ୍ୱରୂପ ହୋଇଥିଲା, ଯାହା ଅକ୍ଟୋବର ୨୦୨୩ ରେ ଶେଷ ହୋଇଥିଲା ଯେତେବେଳେ କ୍ରିକେଟକୁ ଆନୁଷ୍ଠାନିକ ଭାବରେ ପାଞ୍ଚଟି ନୂତନ କ୍ରୀଡା ମଧ୍ୟରୁ ଗୋଟିଏ ଭାବରେ ପ୍ରସ୍ତାବିତ କରାଯାଇଥିଲା।
ICC ଅଧ୍ୟକ୍ଷ ଜୟ ଶାହ ପୂର୍ବରୁ ୨୦୩୨ ମସିହାର ବ୍ରିସବେନ ଅଲିମ୍ପିକ୍ ଗେମ୍ସ ସମେତ ଭବିଷ୍ୟତର ଅଲିମ୍ପିକ୍ ଗେମ୍ସରେ କ୍ରିକେଟର ଉପସ୍ଥିତି ସୁନିଶ୍ଚିତ କରିବା ପାଇଁ ଏକ ଦୀର୍ଘକାଳୀନ ରଣନୀତି ଉପରେ କାମ କରୁଛନ୍ତି। ପୂର୍ବତନ BCCI ସଚିବ ୨୦୨୮ ମସିହାରେ କ୍ରିକେଟକୁ ଅଲିମ୍ପିକ୍ ପର୍ଯ୍ୟାୟକୁ ଆଣିବା ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଅଲିମ୍ପିକ୍ସରେ ଇତିହାସ ରଚି ଓଡ଼ିଶା ଫେରିଲେ ଓଡ଼ିଆ ହକି ଅଲିମ୍ପିଆନ୍‌, ଭୁବନେଶ୍ୱର ବିମାନବନ୍ଦରରେ କରାଗଲା ଭବ୍ୟ ସ୍ୱାଗତ
ଭୁବନେଶ୍ୱର: ଓଡ଼ିଶା ଫେରିଲେ ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା । ବ୍ରୋଞ୍ଜ ବିଜୟୀ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଓଡ଼ିଶା ଫେରିଛନ୍ତି । ମହିଳା ହକି ଦଳର ଦୀପଗ୍ରେସ ଏକ୍କା ଓ ନମିତା ଟପୋ ବି ଫେରିଛନ୍ତି । ଭୁବନେଶ୍ୱର ବିମାନ-ବନ୍ଦରରେ ଖେଳାଳିମାନେ ପହଞ୍ଚିବା ପରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।
ତେବେ ଟୋକିଓରେ ମଉଳି ଯାଇଥିଲା ଭାରତୀୟ ମହିଳା ହକି ଟିମ୍‌ର ପଦକ ଆଶା। ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ବ୍ରିଟେନଠାରୁ ହାରି ଇତିହାସ ଲେଖିବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ଭାରତୀୟ ମହିଳା ଗ୍ରୁପ୍।  ତେବେ ଭାରତୀୟ ମହିଳା ହକି ଟିମ୍ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍‌ଫରେନସିଂ ଜରିଆରେ କଥା ହୋଇ ଅଭିନନ୍ଦନ ଜଣାଇବା ସହ ମନୋବଳ ଦୃଢ କରିବାକୁ କହିଥିଲେ। ବ୍ରିଟେନ ବିରୋଧରେ ଲଢୁଆ ପ୍ରଦର୍ଶନ ପାଇଁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ।
ସେହିପରି ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଟିମ୍‌ ବ୍ରୋଞ୍ଜ ଲଢ଼େଇରେ ଜିତିବା ପରେ ମଧ୍ୟ ନବୀନ ପଟ୍ଟନାୟକ ସେମାନଙ୍କୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ ଜଣାଇଥିଲେ ।
ଟୋକିଓ ଅଲିମ୍ପିକ୍ସ: ଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କଲେ କୁସ୍ତିଯୋଦ୍ଧା ରବି ଦହିୟା
ଟୋକିଓ ଅଲିମ୍ପିକ୍ସ:ରେସଲିଂ ବା କୁସ୍ତିର ଫାଇନାଲରେ ପ୍ରବେଶ କରିଛନ୍ତି ରେସଲର ରବି ଦହିୟା। ସେମିରେ କାଜାଖସ୍ତାନର ନୁରିସ୍ଲାମକୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ୫୭ କେଜି ଫ୍ରିଷ୍ଟାଇଲ ଫାଇନାଲକୁ ଉନ୍ନୀତ ହେଲେ ରବି। ଭାରତ ପାଇଁ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି ରବି ଦହିୟା। ଫାଇନାଲ ଜିତିଲେ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିବେ। ଆସନ୍ତାକାଲି ଫାଇନାଲ ମ୍ଯଚ ଅନୁଷ୍ଠିତ ହେବ।
#TeamIndia | #Tokyo2020 | #Wrestling
Men's Freestyle 57kg Semifinal Results
Medal incoming!! #RaviKumarDahiya makes an amazing comeback from 2-9 down to storm into the Gold medal Final. #WayToGo champ👏🙌 #RukengeNahi #EkIndiaTeamIndia #Cheer4India https://t.co/ZhdISkj7aw pic.twitter.com/vkB7ZYYWPc
— Team India (@WeAreTeamIndia) August 4, 2021
ଟୋକିଓ ଅଲିମ୍ପିକ୍ସରେ ମେରିକମଙ୍କ ଅଭିଯାନ ଶେଷ
ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଜି ବଡ ଝଟକା ଲାଗିଛି । ଭାରତୀୟ ଷ୍ଟାର ବକ୍ସର ମେରିକମ୍ ପରାଜିତ ହୋଇଛନ୍ତି। ପ୍ରି କ୍ୱାଟର ଫାଇନାଲରେ ମେରିକମଙ୍କୁ କଲମ୍ବିଆର ଇନଗ୍ରୀଟ ଭାଲେନସିୟା ୨-୩ ରେ ପରାଜିତ କରିଛନ୍ତି । ଏଥିସହ ମେରିକମଙ୍କ ଟୋକିଓ ଅଲିମ୍ପିକ ଅଭିଯାନ ଶେଷ ହୋଇଛି । ଏହା ମେରିକମଙ୍କ କ୍ୟାରିଅରର ଶେଷ ଅଲିମ୍ପିକ ଥିଲା । ତାଙ୍କର ପରାଜୟ କ୍ରିଡାପ୍ରେମୀଙ୍କୁ ନିରାଶ କରିଛି ।
Tokyo Olympics: Mary Kom bows out after losing to Colombia’s Ingrit Valencia
Read @ANI Story | https://t.co/1kAuIMNDIP#TokyoOlympics #MaryKom pic.twitter.com/ndurR0MMqV
— ANI Digital (@ani_digital) July 29, 2021
ଆରମ୍ଭରୁ ଭାରତୀୟ ନିରାଶ
ଟୋକିଓ : ଯାହା ଆଶଙ୍କା କରାଯାଉଥିଲା ତାହା ସତ୍ୟରେ ପରିଣତ ହୋଇଛି। ବିଶ୍ୱରେ ସବୁ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ତୀରନ୍ଦାଜ ଅଲିମ୍ପିକ୍ସରେ ଖରାପ ଖେଳିବାର ଧାରା ପ୍ରଥମ ଦିନ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ବ୍ୟକ୍ତିଗତ Ñଙ୍କିଙ୍ଗ୍‍ ରାଉଣ୍ଡର ମହିଳା ବିଭାଗରେ ଦୀପିକା କୁମାରୀ ୯ମ ସ୍ଥାନରେ ରହିଛନ୍ତି। ସେ ୭୨୦ ପଏଣ୍ଟରୁ ୬୬୩ ପଏଣ୍ଟ ପାଇଛନ୍ତି। ଶୁକ୍ରବାର ହେବାକୁ ଥିବା ମହିଳା ରିକର୍ଭ ରାଉଣ୍ଡରେ ଦୀପିକାଙ୍କ ସହ ଭୂଟାନର ଭୁ କର୍ମା ମୁକାବିଲା କରିବେ। ଏଥିରେ ବିଜୟୀ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ପଦକ ଦୌଡ଼ରେ ସାମିଲ ହୋଇପାରିବେ। ଏହି ମୁକାବିଲାର ପ୍ରାଥମିକ ପର୍ଯ୍ୟାୟରେ ଦକ୍ଷିଣ କୋରିଆର ୩ଜଣ ଓ ମେକ୍ସିକୋର ଜଣେ ପ୍ରତିଯୋଗୀ ଅଲିମ୍ପିକ୍‍ ରେକର୍ଡକୁ ଅତିକ୍ରମ କରିଛନ୍ତି। ଦୀପିକା ମହିଳା ବିଭାଗରେ ଓ ନବାଗତ ପ୍ରବୀଣ ଯାଦବ ପୁରୁଷ ବିଭାଗରେ ୯ମ ସ୍ଥାନ ଅଧିକାର କରିଛନ୍ତ।
ସିନିୟର ଖେଳାଳି ଅତନୁ ଦାସ ଓ ତରୁଣଦୀପ ରାୟ ଭଲ ପ୍ରଦର୍ଶନ ଦେବାରେ ଅସମର୍ଥ ହୋଇଛନ୍ତି। ଏହା ଫଳରେ ମିକ୍ସଡ ଇଭେଣ୍ଟରେ ଭାରତ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ଅର୍ଜନ କରିଛି। ଦୀପିକାଙ୍କ ପାର୍ଟନର ପ୍ରବୀଣ ଅଲିମ୍ପିକ୍ସର ଗୋଟିଏ ଇଭେଣ୍ଟରେ ସ୍ୱାମୀ-ସ୍ତ୍ରୀ ଭାବେ ଅଂଶଗ୍ରହଣ କରି ଅତନୁ ଦାସ ଓ ଦୀପିକା କୁମାରୀ ରେକର୍ଡ କରିଥିଲେ ମଧ୍ୟ ତାହାକୁ ଖୁସିରେ ପରିଣତ କରିପାରି ନାହାନ୍ତି। ଶୁକ୍ରବାର ଇଣ୍ଡିଭିଜୁଆଲ Ñଙ୍କିଙ୍ଗ୍‍ରେ ଭଲ ପ୍ରଦର୍ଶନ କରିବା ଫଳରେ ଦୀପିକାଙ୍କ ସହ ପ୍ରବୀଣ ଯାଦବଙ୍କୁ ପାର୍ଟନର କରିବା ଲାଗି ତୀରନ୍ଦାଜୀ ମହାସଂଘ ସ୍ଥିର କରିଛି। ଏହା ଫଳରେ ଫ୍ରାନ୍ସରେ ନିକଟରେ ଅନୁଷ୍ଠିତ ବିଶ୍ୱକପ୍‍ ମିକ୍ସଡ ପେୟାର ଇଭେଣ୍ଟରେ ସ୍ୱର୍ଣ୍ଣପଦକ ଜିତିଥିବା ଅତନୁ ଓ ଦୀପିକା ନିରାଶ ହୋଇଛନ୍ତି। ଭାରତକୁ ଏହି ଇଭେଣ୍ଟରେ ପଦକ ଜିତିବାର ସମ୍ଭାବନା ଅଧିକ ରହିଛି। କିନ୍ତୁ ଫର୍ମକୁ ବିଚାରକୁ ନେଇ ଦୀପିକାଙ୍କ ସହ ପ୍ରବୀଣଙ୍କୁ ମିକ୍ସଡ ପେୟାର ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ମହାସଂଘ ସ୍ଥିର କରିଛି।