National Reading Mission - The Sakala

ମୋବାଇଲ ଛାଡ଼, ବହି ପଢ଼; ବହି ପଢ଼଼ିଲେ ଟଙ୍କା ଦେବେ ଏହି ସରକାର...
ସିଙ୍ଗାପୁର: ସ୍ମାର୍ଟଫୋନ୍‌‌ ବ୍ୟବହାର ଓ ସ୍ୱଳ୍ପ ସମୟର ଭିଡିଓ ପ୍ରତି ବଢ଼଼ୁଥିବା ଆକର୍ଷଣ ମଧ୍ୟରେ ଲୋକଙ୍କୁ ପୁଣି ବହି ପଢ଼଼ିବା ଅଭ୍ୟାସକୁ ଫେରାଇବା ପାଇଁ ସିଙ୍ଗାପୁର ସରକାର ପାଞ୍ଚବର୍ଷିଆ ‘ନ୍ୟାସନାଲ ରିଡିଂ ମିଶନ’ ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଦିନକୁ ଅତି କମ୍‌‌ରେ ୧୫ ମିନିଟ୍‌‌ ବହି ପଢ଼଼ୁଥିବା ଲୋକଙ୍କୁ ପୁରସ୍କାର ଦିଆଯିବ। ସିଙ୍ଗାପୁର ନ୍ୟାସନାଲ ଲାଇବ୍ରେରି ବୋର୍ଡ (ଏନ୍‌‌ଏଲ୍‌‌ବି) ସରକାରଙ୍କ ‘କ୍ରାଉଡ୍‌‌ଟାସ୍କ ଏସ୍‌‌ଜି’ ୱେବସାଇଟ୍‌‌ ମାଧ୍ୟମରେ ଏକ ଖେଳଭିତ୍ତିକ ପୁରସ୍କାର ବ୍ୟବସ୍ଥା କରିଛି। ଅଂଶଗ୍ରହଣକାରୀମାନେ ପ୍ରତିଦିନ ନିଜର ପଢ଼଼ା ସମୟ ରେକର୍ଡ କରି ଭର୍ଚୁଆଲ୍‌‌ କଏନ୍‌‌ ହାସଲ କରିପାରିବେ। ଦିନକୁ ୧୫ ମିନିଟ୍‌‌ ପଢ଼଼ିଲେ ୨୦ଟି କଏନ୍‌‌ ମିଳିବ। ଏଭଳି ୫୦ ଦିନ ପଢ଼଼ିଲେ ୧, ୦୦୦ କଏନ୍‌‌ ଜମା ହେବ, ଯାହାକୁ ୧ ସିଙ୍ଗାପୁର ଡଲାର୍‌‌, ଅର୍ଥାତ୍‌‌ ପ୍ରାୟ ୭୬ ଟଙ୍କାର ନଗଦ ପୁରସ୍କାରରେ ବଦଳାଯାଇପାରିବ।

ଚଳିତ ବର୍ଷ ୭୫ ଲକ୍ଷ ପଢ଼଼ା ମିନିଟ୍‌‌ର ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରାୟ ୧.୧୪ କୋଟି ଟଙ୍କାର ପୁରସ୍କାର ବଣ୍ଟନ ଯୋଜନା ରହିଛି। ଏନ୍‌‌ଏଲ୍‌‌ବି ଅଧିକାରୀ ମେଲିସା ଥାମ୍‌‌ଙ୍କ ମତରେ, ସ୍ୱଳ୍ପ ଭିଡିଓ ଶୀଘ୍ର ସୂଚନା ଦେଇଥିଲେ ମଧ୍ୟ ଲଗାତାର ଏଭଳି ବିଷୟବସ୍ତୁ ଦେଖିବା ଏକାଗ୍ରତା ଉପରେ ପ୍ରଭାବ ପକାଇପାରେ। ବହି ଓ ଦୀର୍ଘ ଲେଖା ପଢ଼଼ିବା ଏକାଗ୍ରତା, ଚିନ୍ତନ ଓ କଳ୍ପନାଶକ୍ତି ବଢ଼଼ାଇବାରେ ସହାୟକ ହୋଇପାରେ। ତେବେ ଟଙ୍କାର ପ୍ରୋତ୍ସାହନ ଦୀର୍ଘକାଳୀନ ପଢ଼଼ା ଅଭ୍ୟାସ ଗଢ଼ିପାରିବ କି ନାହିଁ, ଏନେଇ ବିଶେଷଜ୍ଞଙ୍କ ମତ ଭିନ୍ନ ରହିଛି। ମନୋବିଜ୍ଞାନୀ ଚାରିସା ଙ୍ଗଙ୍କ କହିବାନୁସାରେ, ପଢ଼଼ା ପ୍ରତି ଆଗ୍ରହ ଥିବା ଲୋକଙ୍କୁ ଆର୍ଥିକ ପୁରସ୍କାର ଉତ୍ସାହିତ କରିପାରେ, କିନ୍ତୁ ବହି ପ୍ରତି ଆଗ୍ରହ ନଥିବା ଲୋକଙ୍କ ମଧ୍ୟରେ କେବଳ ଟଙ୍କା ଦ୍ୱାରା ସ୍ଥାୟୀ ଅଭ୍ୟାସ ଗଢ଼ିବା କଷ୍ଟକର।