Tokyo Olympics 2021 - The Sakala

ଟୋକିଓ ଅଲମ୍ପିକ୍ସ ଉପରେ କରୋନାର କଳା ବାଦଲ
ଟୋକିଓ: ଟୋକିଓ ଅଲମ୍ପିକ୍ସ ଉପରେ କରୋନାର କଳା ବାଦଲ । ଏହି ଏମରଜେନ୍ସୀ ଟୋକିଓ,ସୈତମା,ଚିବା,କାନଗାବା,ଓସାକା ଓ ଓକିନାଭା ପ୍ରଦେଶରେ ଲାଗୁ ହେବ । ଏହି ରାଜ୍ୟ ସହିତ ହୋକ୍କାଇଡୋ,ଇଶିକାବା,କ୍ୟୋଟା,ହ୍ୟୁଗୋ ଓ ଫୁକୁଓକା ପ୍ରଦେଶରେ ମଧ୍ୟ କରୋନା ସଂକ୍ରମଣ ରୋକିବ ପାଇଁ ପ୍ରାଥମିକ ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଟୋକିଓରେ ଅଲମ୍ପିକ୍ସ ଆୟୋଜିତ ହେଉଛି । ଯେଉଁଥିରେ ବିଶ୍ୱର ହଜାର ହଜାର ଖେଳାଳି ଯୋଗ ଦେଉଛନ୍ତି । ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ୱିଟ୍ ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ଟ୍ୱିଟ୍ ହୋଇଛି । ଅଗଷ୍ଟ ୩୧ ତାରିଖରୁ ଟୋକିଓ,ସୈତମା,ଚିବା,କାନଗାବା,ଓସାକା ଓ ଓକିନାଭାରେ ଏମରଜେନ୍ସି ଲାଗୁ ନେଇ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଟୋକିଓ ଓ ଓକିନାଭୋରେ ଆଗରୁ ଏମରଜେନ୍ସି ଲାଗୁ ହୋଇଥିଲା । ଯାହା ଅଗଷ୍ଟ ୨୨ ତାରିଖରେ ଶେଷ ହେବାର ଥିଲା ।

ରେକର୍ଡ ସ୍ତରରେ କରୋନା ସଂକ୍ରମଣ ଜାପାନୀ ମିଡିଆ ଏନଏଚକେ ୱାର୍ଲ୍ଡ ଅନୁସାରେ ଦେଶରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ଏହି ଘୋଷଣା କରିଛନ୍ତି । ଟୋକିଓ ମେଟ୍ରୋପଲିଟାନ ସରକାର ଜୁଲାଇ ୨୯ ତାରିଖରେ ସଂକ୍ରମଣ ୩୮୬୫ ନୂଆ ମାମଲା ଚିହ୍ନଟ ହୋଇଥିବା ଘୋଷଣା କରିଥିଲା । ଅନ୍ୟପକ୍ଷରେ ପୁରା ଦେଶରେ ସେହି ଦିନ ୧୦ ହଜାର ୬୯୯ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ମହାମାରୀ ଆରମ୍ଭ ପରଠାରୁ ଗୋଟିଏ ଦିନରେ ଏହା ହେଉଛି ଜାପାନରେ ସର୍ବାଧିକ ସଂକ୍ରମଣ ମାମଲା । ସରକାରଙ୍କ ସବୁ ଚେଷ୍ଟା ସତ୍ୱେ ଜାପାନରା ସଂକ୍ରମଣ ମାମଲା ହ୍ରାସ ପାଉନାହିଁ । ଜାପାନା ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା କହିଛନ୍ତି ଯେ, ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆମେ ଟୋକିଓ,ସୈତାମା,ଚିବା,କାନାଗାବା,ଓସାକା ଓ ଓକିନାଭା ପ୍ରଦେଶରେ ଜରୁରୀକାଳିନ ପରିସ୍ଥିତି ଜାରି ରହିବ ।

ସେମିଫାଇନାଲରେ ହାରିବା ପରେ ବ୍ରୋଞ୍ଜ ପଦକ ପାଇଁ ଲଢିବେ ସିନ୍ଧୁ
ଟୋକିଓ : ରିଓ ଅଲମ୍ପିକ୍ସର ରୌପ୍ୟ ପଦକ ବିଜେତା ପି ଭି ସିନ୍ଧୁ ଶନିବାର ଦିନ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସର ସେମିଫାଇନାଲରେ ତାଇ ଜୁ ୟିଙ୍ଗଙ୍କଠାରୁ ପରାସ୍ତ ହୋଇଛନ୍ତି । ଏହା ସହିତ ଭାରତର ରୌପ୍ୟ କିମ୍ବା ସ୍ୱର୍ଣ୍ଣ ପଦକର ଆଶା ଶେଷ ହୋଇଛି । ସିନ୍ଧୁଙ୍କୁ ପରାଜୟ ସହିତ ୧୩୦ କୋଟି ଭାରତୀୟଙ୍କ ସ୍ୱର୍ଣ୍ଣ ଆଶାକୁ ଜୋରଦାର ଝଟକା ଲାଗିଛି । ତାଇ ଏହି ମୁକାବିଲାକୁ ୨୧-୧୮ ଓ ୨୧-୧୨ରେ ଜିତିଥିଲେ । ତେବେ ସିନ୍ଧୁଙ୍କ ପାଇଁ ଏବେବି ବ୍ରୋଞ୍ଚ ଜିତିବାର ଆଶା ରହିଛି । ବ୍ରୋଞ୍ଜ ପଦକ ପାଇଁ ସେ ଚୀନର ବିଙ୍ଗ୍ ଜିଆଓଙ୍କ ମୁକାବିଲା କରିବେ । ପ୍ରି କ୍ୱାର୍ଟରରେ ଡେନମାର୍କ ଓ କ୍ୱାର୍ଟରରେ ଜାପାନର ଅକାନେ ୟମାଗୁଚିଙ୍କୁ ପରାସ୍ତ କଲା ପରେ ସେମିରେ ତାଇ ଜୁ ୟିଙ୍ଗଙ୍କୁ ଭେଟିଥିଲେ ସିନ୍ଧୁ। ରବିବାର ସନ୍ଧ୍ୟାରେ ସିନ୍ଧୁ ବ୍ରୋଞ୍ଜ ପଦକ ପାଇଁ ଖେଳିବେ। ସେମିଫାଇନାଲର ପ୍ରଥମ ଗେମରେ ସିନ୍ଧୁ ଭଲ ଆରମ୍ଭ କରିଥିଲେ ।

କିନ୍ତୁ ଖେଳ ଆରମ୍ଭ ହେବାର କିଛି ସମୟ ପରେ ସେ ଲୟ ହରାଇ ବସିଥିଲେ । ଖେଳ ଆରମ୍ଭର କିଛି ସମୟ ମଧ୍ୟରେ ସେ ୭-୪ରେ ଆଗୁଆ ଥିଲେ । ନେଟ୍ ସଟ୍ ଓ ସ୍ମେଶର ସେ ଜବରଦସ୍ତ ବ୍ୟବହାର କରି ସେ ୧୧-୭ରେ ଆଗୁଆ ଥିଲେ । ତେବେ ତାଇ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲେ । ତାଇ ସ୍କୋରକୁ ୧୩-୧୩ରେ ଡ୍ର’ କରିଥିଲେ । କିନ୍ତୁ ପରେ ତାଇ ୨୧-୧୮ ଗେମକୁ ନିଜର କରିଥିଲେ । ଦ୍ୱିତୀୟ ଗେମରେ ସିନ୍ଧୁ ଚାପରେ ଖେଳୁଥିବା ଲକ୍ଷ୍ୟ କରାଯାଇଥିଲା । ସିନ୍ଧୁଙ୍କ ଦୀଗହୀନ ସଟର ଫାଇଦା ତାଇ ନେଇଥଇଲେ । ତାଇ ୪-୪ ସ୍କୋର ପରେ ଯେଉଁ ପଏଣ୍ଟ୍ ନେବା ଆରମ୍ଭ କରିଥିଲେ ତାହାର ଚାପ ସିନ୍ଧୁଙ୍କ ଉପରେ ପଡିଥିଲା । ତାଇ ଗେମକୁ ୨୧-୧୨ରେ ଯିତିଥିଲେ । ରବିବାର ମ୍ୟାଚରେ ଯଦି ସିନ୍ଧୁ ଜିତନ୍ତି ତେବେ ଭାରତ ଖାତାକୁ ଆଉ ଏକ ବ୍ରୋଞ୍ଚ୍ ପଦକ ଆସିବ ।

ଆରମ୍ଭ ହେଲା ବିଶ୍ବ କ୍ରୀଡା ମହାକୁମ୍ଭ ‘ଅଲିମ୍ପିକ୍ସ’, ତ୍ରିରଙ୍ଗା ଧରିଲେ ମନପ୍ରୀତ ଓ ମ୍ୟାରୀ କମ୍
ଟୋକିଓ : ଆରମ୍ଭ ହୋଇଛି ବିଶ୍ବ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ । ଜାପାନର ରାଜଧାନୀ ଟୋକିଓର ଜାତୀୟ ଷ୍ଟାଡିୟମରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି ଅଲିମ୍ପିକ୍ସର ୩୨ତମ ସଂସ୍କରଣ। ତେବେ କରୋନା ମହାମାରୀ ଯୋଗୁଁ ବିନା ଦର୍ଶକରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଉଛି । ଭାରତୀୟ ଦଳର ୨୦ ଜଣ ଆଥଲେଟ୍ ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ । କିମ୍ବଦନ୍ତି ପାଲଟିଥିବା ଭାରତୀୟ ବକ୍ସର ମେରୀ କମ୍ ଓ ଭାରତୀୟ ହକିଦଳର ଅଧିନାୟକ ମନପ୍ରିତ ସିଂ ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ବ କରିଥିଲେ । ଅଲିମ୍ପିକ୍ସର ପରମ୍ପରା ଅନୁସାରେ ଗ୍ରୀସର ଆଥଲେଟ ଦଳ ପ୍ରଥମେ ଶୋଭାଯାତ୍ରାରେ ବାହାରି ଥିଲେ ।

𝑰𝑵𝑫𝑰𝑨𝑨𝑨 𝑰𝑵𝑫𝑰𝑨! 🇮🇳 pic.twitter.com/FscLKoTvid

— #Tokyo2020 for India (@Tokyo2020hi) July 23, 2021

ଉଦଘାଟନୀ ସମାରୋହରେ ଆଥଲେଟ ମାନଙ୍କୁ ଜୋରଦାର ସ୍ବାଗତ କରାଯାଇଛି । କରୋନା ମହାମାରୀ ସମୟରେ ସତର୍କତା ପୂର୍ବକ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଟୋକିଓ ଅଲିମ୍ପିକ୍ । ଉଦଘାଟନୀ ଉତ୍ସବରେ ଷ୍ଟାଡିୟମରେ ଖଚାଖଚ୍‌ ଭରା ଦର୍ଶକ ଅଛନ୍ତି । ବିଭିନ୍ନ ଆତସବାଜୀ, ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ସାଙ୍ଗକୁ ନିଆରା ଢଙ୍ଗରେ ଆରମ୍ଭ ହୋଇଯାଇଛି ବିଶ୍ବର ଅନ୍ୟତମ କ୍ରୀଡା ସମାରୋହ ।

2013 ➡️ 2021

For many people around the world, NO WORDS can describe this moment #Tokyo2020 #OpeningCeremony | #UnitedByEmotion | #StrongerTogether pic.twitter.com/gKrdCAmJ9Z

— #Tokyo2020 (@Tokyo2020) July 23, 2021

ଜାପାନର ସମ୍ରାଟ ନାରୁହିତୋର ଜାତୀୟ ଷ୍ଟାଡିୟମ ପରିସରରେ ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତି ଅଧ୍ୟକ୍ଷ ଥୋମାସ୍ ବାଖ ଉଦଘାଟନ କରିଥିଲେ । କରୋନା ମହାମାରୀରେ ମୃତ୍ୟୁବରଣ କରିଥିବା ସମସ୍ତଙ୍କୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସର୍ବପ୍ରଥମେ ଗ୍ରୀକ୍‌ ଅଲିମ୍ପିକ୍ ଦଳ ଷ୍ଟାଡିୟମରେ ମାର୍ଚ୍ଚ କରିଥିଲେ । ଭାରତ ପକ୍ଷରୁ ଅଲମ୍ପିକ ଉଦଘାଟନୀ ଉତ୍ସବରେ ଖେଳାଳିମାନେ ଉପସ୍ଥିତ ଥିଲେ । ମହାମାରୀ କାରଣୁ ଭାରତର ୧୮ ଜଣ ଖେଳାଳି ଅଲିମ୍ପିକ ମାର୍ଚ୍ଚ କରିଥିଲେ । ଭାରତୀୟ ହକି ଟିମ ଅଧିନାୟକ ମନପ୍ରୀତ ସିଂହ ଏବଂ ବକ୍ସିଂ ଲିଜେଣ୍ଡ ଏମ୍‌ସି ମେରିକମ୍ ତ୍ରିରଙ୍ଗା ପତାକା ଧରି ଭାରତୀୟ ସ୍କ୍ବାଡ୍‌ଙ୍କୁ ଆଗକୁ ନେଇଥିଲେ ।

🎆 #Tokyo2020 pic.twitter.com/eqePwS7vYp

— #Tokyo2020 (@Tokyo2020) July 23, 2021

ଅଲିମ୍ପିକ୍ସରେ ଏଥର ୨୦୦ରୁ ଅଧିକ ଦେଶର ପାଖାପାଖି ୧୧୪୦୦ ପ୍ରତିଯୋଗୀ ନିଜ ଅପୂର୍ବ କ୍ରୀଡ଼ା ଦକ୍ଷତାର ବଳିଷ୍ଠ ନିଦର୍ଶନ ଦେବେ। ୩୩ କ୍ରୀଡ଼ାର ୫୦ ଶୃଙ୍ଖଳା ଓ ୩୩୯ ଇଭେଣ୍ଟରେ ଜାପାନ ରାଜଧାନୀ ଟୋକିଓରେ ଶୁକ୍ରବାରଠାରୁ ଅଗଷ୍ଟ ୮ ତାରିଖ ପର୍ୟ୍ୟନ୍ତ ଚାଲିବ ଏହି କ୍ରୀଡ଼ା ମହାସମର । ଏଥର ଭାରତ ୧୨୭ ଜଣ ଖେଳାଳି ଟୋକିଓ ପଠାଇଛି। ସେମାନଙ୍କ ମଧ୍ୟରେ ୫ ଓଡ଼ିଆ ଅଛନ୍ତି

Fireworks Technician: Hey #Tokyo2020 how much fireworks do you want❓

Tokyo 2020: Yes. pic.twitter.com/hnfmepGy9P

— #Tokyo2020 (@Tokyo2020) July 23, 2021

ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ କରୋନା ମହାମାରୀ ବ୍ୟାପିବା ପରେ ତାହାକୁ ୨୦୨୧କୁ ଘୁଞ୍ଚାଇଦିଆଯାଇଥିଲା । ମହାମାରୀ ବ୍ୟାପିବାର ଆଶଙ୍କା ଥିବାରୁ ଜାପାନରେ ଏହି କ୍ରୀଡ଼ା ସମାରୋହକୁ ବିରୋଧ କରାଯାଉଥିଲା । ତେବେ ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ବେ ଆୟୋଜକମାନେ ଏହାକୁ ଆୟୋଜନ କରିବାରେ ସଫଳ ହୋଇଛନ୍ତି । କରୋନା ସଂକ୍ରମଣରୁ ଖେଳାଳୀମାନଙ୍କୁ ସୁରକ୍ଷିତ ରଖିବାକୁ କ୍ରୀଡ଼ାଗ୍ରାମରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି ।