Prakruti Mishra - The Sakala

ମୁକ୍ତିଲାଭ କଲା 'ବିନ୍ଦୁସାଗର' ଟିଜର: ମୁଖ୍ୟ ଭୂମିକାରେ ପ୍ରକୃତି ଓ ଦିପନ୍ୱିତ, ଏପ୍ରିଲ ୧୦ରେ ହେବ ରିଲିଜ୍
ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଖବର। ବହୁପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର 'ବିନ୍ଦୁସାଗର'ର ଅଫିସିଆଲ ଟିଜର ମୁକ୍ତିଲାଭ କରିଛି। ଦର୍ଶକଙ୍କ ମନ ଜିଣିବା ପାଇଁ ପ୍ରସ୍ତୁତ ଏହି ସିନେମାର ଟିଜରକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଲୋକପ୍ରିୟ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ 'ଦମନ' ଫେମ୍ ଦିପନ୍ୱିତ ଦାଶମହାପାତ୍ରଙ୍କୁ ଏଥିରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

ଦମଦାର ଷ୍ଟାରକାଷ୍ଟ

ଏହି ଚଳଚ୍ଚିତ୍ରରେ ପ୍ରକୃତି ମିଶ୍ର ଏବଂ ଦିପନ୍ୱିତଙ୍କ ବ୍ୟତୀତ ଅଭିନେତା ରବିନ ଦାସ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଟିଜରରେ ଦେଖାଯାଇଥିବା ଦୃଶ୍ୟ ଏବଂ କାହାଣୀର ଝଲକ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି କରିଛି। ଦିପନ୍ୱିତ ଏବଂ ପ୍ରକୃତିଙ୍କ ଅଭିନୟର ନୂଆ ଯୁଗଳବନ୍ଦୀକୁ ଦେଖିବା ପାଇଁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ସିନେମାର ବିଷୟବସ୍ତୁ କିଛି ନିଆରା ହେବ ବୋଲି ଟିଜରରୁ ଅନୁମାନ କରାଯାଉଛି।

ଏପ୍ରିଲ ୧୦ରେ ଶୁଭମୁକ୍ତି

ଚଳଚ୍ଚିତ୍ର ନିର୍ମାତାଙ୍କ ସୂଚନା ଅନୁଯାୟୀ, 'ବିନ୍ଦୁସାଗର' ଆସନ୍ତା ଏପ୍ରିଲ ୧୦ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଟିଜର ରିଲିଜ୍ ହେବା ପରେ ଏହାକୁ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳୁଛି।

ବଲିଉଡ୍‌ରେ ମୋ ଝିଅ ନିଜକୁ ପ୍ରତିଷ୍ଠିତ କରିଛି, ବାବୁ-ପ୍ରକୃତିକୁ ଅସ୍ତ୍ର କରି ବଲିଉଡକୁ ଯିବାକୁ ଚାହୁଁଥିଲା : ମନ୍ମଥ ମିଶ୍ର
ଭୁବନେଶ୍ବର : ବାବୁସାନ ମୋ ଝିଅ ପ୍ରକୃତିକୁ ଅସ୍ତ୍ର କରି ବଲିଉଡକୁ ଯିବାକୁ ଚାହୁଁଥିଲା। ବାବୁ ଓଡ଼ିଶାରେ ବହୁତ କାମ କଲାଣି, ଏବେ ସେ ବଲିଉଡରେ କାମ କରିବାକୁ ଚାହୁଁଥିଲା। ଏଣୁ ତାକୁ ଏକ ମାଧ୍ୟମ ଦରକାର ଥିଲା। ଏଣୁ ସେ ପ୍ରକୃତିକୁ ଅସ୍ତ୍ର କରି ତାର ଆକାକ୍ଷାଂ ପୂରଣ କରିବାକୁ ଚାହୁଁଥିଲା ବୋଲି କହିଛନ୍ତି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର। ସେ କହିଛନ୍ତି ମୋ ଝିଅ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଛି। ଏବେ ତା ପାଖକୁ ବଲିଉଡରୁ ବହୁ ଅଫର ଆସୁଛି। ବଲିଉଡରେ କରୋନା ପୂର୍ବରୁ ପ୍ରକୃତିଙ୍କର ୨ ଟି ଫିଲ୍ମର ସୁଟିଂ 25ପ୍ରତିଶତ ସରିଥିଲା ମାତ୍ର କରୋନା ପାଇଁ ବନ୍ଦ ହେଇଗଲା। ଏବେ ବଲିଉଡର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ସହ ଏକ ଚଳଚିତ୍ର ସୁଟିଂ ସରିଛି ଯାହା ଆସନ୍ତା ଅକ୍ଟୋବର ବା ନଭେମ୍ବର ରେ ରିଲିଜ ହେବାର ଅଛି। ନାନା ପାଟେକରଙ୍କ ସହ ଲିଡ଼ ରୋଲରେ ଅଭିନୟ କରିବା କୌଣସି ଅଭିନେତ୍ରୀ ପାଇଁ ସ୍ୱପ୍ନ। ଏବେ ପ୍ରକୃତିଙ୍କୁ ମୁମ୍ବାଇରୁ ଅନେକ ଆସୁଛି ଅଫର ବୋଲି ମଧ୍ୟ କହିଛନ୍ତି ମନ୍ମଥ ମିଶ୍ର।

ଆଜି ଖାରବେଳନଗର ଥାନା ଅଧିକାରୀ ଓ ମହିଳା ତଦନ୍ତକାରୀ ଅଧିକାରୀ ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ପ୍ରକୃତିଙ୍କୁ ପ୍ରାୟ ଘଣ୍ଟାଏ କାଳ ପଚରାଉଚରା କରିଥିଲା। ପ୍ରକୃତିକୁ ପୁଲିସ ପଚରାଉଚରା କରିବା ପରେ ମନ୍ମଥ ମିଶ୍ର ଏକ ବଡ ଖୁଲାସା କରି କହିଥିଲେ ଯେ ବାବୁସାନ ମୋ ଝିଅ ପ୍ରକୃତିକୁ ଅସ୍ତ୍ର ବଲିଉଡକୁ ଯିବାକୁ ଚାହୁଁଥିଲା। ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଛି ପ୍ରକୃତି ମିଶ୍ର।ବଲିଉଡରେ କରୋନା ପୂର୍ବରୁ ପ୍ରକୃତିଙ୍କର 2 ଟି ଫିଲ୍ମର ସୁଟିଂ 25ପ୍ରତିଶତ ସରିଥିଲା ମାତ୍ର କରୋନା ପାଇଁ ବନ୍ଦ ହେଇଗଲା। ଏବେ ବଲିଉଡର ଲୋକପ୍ରିୟ ଅଭିନେତା ନାନା ପଟେକରଙ୍କ ସହ ଏକ ଚଳଚିତ୍ର ସୁଟିଂ ସରିଛି ଯାହା ଆସନ୍ତା ଅକ୍ଟୋବର ବା ନଭେମ୍ବର ରେ ରିଲିଜ ହେବାର ଅଛି। ଏବେ ମୁମ୍ବାଇରୁ ଏବେ ଅନେକ ଅଫର ଆସୁଛି। ଗତ ୨୩ ତାରିଖ ଘଟଣା ପରେ ଆମେ ସବୁ କାମ ଛାଡି ଚେନ୍ନାଇ ଝିଅ ପାଖକୁ ଗଲୁ। ଝିଅର ମାନସିକ ଦୁଶ୍ଚିନ୍ତା ଦୂର କରିବା ପାଇଁ ଆମେ ଚେନ୍ନାଇ ଯାଇଥିଲୁ। ଆମେ ପହଞ୍ଚିବା ପରେ ହୋଟେଲରେ ପ୍ରକୃତି ସବୁ ଛାଡି ଆମ ସହ ଆସିଥିଲା ବୋଲି ମନ୍ମଥ ମିଶ୍ର କହିଛନ୍ତି।

ମନ୍ମଥ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଚେନ୍ନାଇରେ ବାବୁସାନ ଏବଂ ପ୍ରକୃତି ହୋଟେଲରେ ଥିଲେ। ହୋଟେଲରେ ପ୍ରକୃତି ଏବଂ ବାବୁଙ୍କୁ ବୁଝାଇଛି। ଘରକୁ ଫେରି ସ୍ତ୍ରୀ ଓ ପୁଅସହ ଭଲରେ ରହିବା ପାଇଁ ପରାମର୍ଶ ଦେଇଛି। ଆମେ ପହଞ୍ଚିବା ପରେ ହୋଟେଲରେ ପ୍ରକୃତି ସବୁ ଛାଡି ଆମ ସହ ଆସିଥିଲା। ବାବୁ ଚାହୁଁଥିଲା ପ୍ରକୃତି ତା ସହ ରହିବାକୁ କିନ୍ତୁ ଆମ ଝିଅ ଆମକୁ ବାଛିଥିଲା। ମୋ ଝିଅ ବଲିଉଡ ରେ ନିଜକୁ ପ୍ରତିଷ୍ଠିତ କରି ପାରିଛି । ସେ ଓଡ଼ିଶାରେ ରହୁ ନଥିଲା ମଝିରେ ମଝିରେ ଆସୁଥିଲା। ପୁଣି ଫେରିଯିବ ସେ ମୁମ୍ବାଇ। ପ୍ରେମମର ନିଆଁ ଏତେ ଜୋରରରେ ବଢିଯିବ ବୋଲି ସେ ଜାଣି ନଥିଲା ବୋଲି କହିଛନ୍ତି ବାପା ମନ୍ମଥ।

ବାବୁସାନଙ୍କ ସହ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ କି ପ୍ରକୃତି? ତୃପ୍ତିଙ୍କ ଅଭିଯୋଗ ଆଧାରରେ ଜେରା କଲା ପୁଲିସ
ଭୁବନେଶ୍ବର : ବାବୁସାନଙ୍କ ପ୍ରକୃତିଙ୍କ ସଂପର୍କ କେତେ ନିବିଡ? ବାବୁସାନଙ୍କ ସହ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ କି ପ୍ରକୃତି?ବାବୁସାନଙ୍କୁ ବ୍ଲାକମେଲ୍ କରୁଥିଲେ କି ପ୍ରକୃତି?ବାବୁସାନ୍ ଓ ପ୍ରକୃତି କୌଣସି ନିଶା ସେବନ କରୁଥିଲେ କି ?କେଉଁ ପରିସ୍ଥିତିରେ ରାସ୍ତାରେ ମୁହାଁମୁହିଁ ହେଲେ ବାବୁସାନ୍-ପ୍ରକୃତି-ତୃପ୍ତି?ପ୍ରକୃତିଙ୍କୁ କାହିଁକି ମାଡ଼ ମାରିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ? ଏପରି ଅନେକ ପ୍ରଶ୍ନର ସମ୍ମୁଖିନ ହୋଇଛନ୍ତି ପ୍ରକୃତି। ଚେନ୍ନାଇରୁ ଫେରିବା ପରେ ଆଜି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଖାରବେଳନଗର ଥାନା ପୁଲିସ୍ ପଚରାଉଚରା କରିଛି। ଖାରବେଳନଗର ଥାନା ଅଧିକାରୀ ଓ ମହିଳା ତଦନ୍ତକାରୀ ଅଧିକାରୀ ଆଜି ସତ୍ୟବିହାରସ୍ଥିତ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ରଙ୍କ ଘରେ ପହଞ୍ଚିଥିଲେ। ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ୍ ସେଠାକୁ ଯାଇ ପ୍ରାୟ ଘଣ୍ଟାଏ କାଳ ପ୍ରକୃତିଙ୍କୁ ପଚରାଉଚରା କରିଥିଲା।

ପ୍ରକୃତିଙ୍କ ବାପା-ମାଙ୍କ ଉପସ୍ଥିତିରେ ପୁଲିସ ପଚରାଉଚୁରା କରିଥିଲା। ପ୍ରକୃତିଙ୍କୁ ପୁଲିସ ଯାହା ଯାହା ପଚାରିଛି ସମସ୍ତ ଉତ୍ତର ରଖିଛନ୍ତି । ଆଇନ ନିକଟରୁ ନ୍ୟାୟ ପାଇବି ବୋଲି ଆଶା ରଖିଛି ବୋଲି ପୁଲିସ ପ୍ରକୃତିଙ୍କୁ ପଚରା ଉଚୁରା କରିବା ପରେ ଗଣମାଧ୍ୟମକୁ କହିଛନ୍ତି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର।  ତୃପ୍ତି କରିଥିବା ଅଭିଯୋଗ ଅନୁଯାୟୀ, ପ୍ରକୃତି ବାବୁଶାନଙ୍କୁ ବ୍ଲାକମେଲ କରିବା ସହ ନିଶାଶକ୍ତ କରାଇଛନ୍ତି । ତାଙ୍କୁ ବିଭିନ୍ନ ସମୟରେ ଧମକ ଦେବା ସହ ତାଙ୍କ ଟଙ୍କା ଖର୍ଚ୍ଚ କରୁଥିଲେ । ଏହି ଅଭିଯୋଗ ଆଧାରରେ ପୁଲିସ୍‌ ଆଜି ପ୍ରକୃତିଙ୍କୁ ପଚରାଉଚରା କରିଥିବା ବେଳେ ଏଥିରେ ସେ ସହଯୋଗ କରିଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ।

ଅନ୍ୟପଟେ ଯେଉଁ ଫିଲ୍ମର ପ୍ରମୋସନ୍ ଲାଗି ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ବାବୁସାନ୍ ଚେନ୍ନାଇ ଯାଇଥିଲେ, ସେହି ସିନେମାର ଟିମ୍ ଭୁବନେଶ୍ବର ଫେରିଆସିଲେଣି। ହେଲେ ଏଯାଏ ନାୟକ ବାବୁସାନ୍ ରାଜଧାନୀକୁ ଫେରିନାହାନ୍ତି। ଘଟଣାର ୩ ଦିନ ପରେ ବି ବାବୁଶାନ ଓଡ଼ିଶା ଫେରି ନ ଥିବା ବେଳେ ଘରକୁ ଫେରିଛନ୍ତି ପ୍ରକୃତି ମିଶ୍ର । ବାବୁସାନ ଏବେ କେଉଁଠି ଅଛନ୍ତି ତାହା ବାବୁସାନଙ୍କ ପରିବାର କିମ୍ବା ତାଙ୍କ ସହ ଯାଇଥିବା ପିଲ୍ମ ପୟୋଜକ ଟିମ୍‌ ମଧ୍ୟ ଜାଣିନଥିବା କହିଛନ୍ତି। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବାବୁସାନ ଏବେ କେଉଁଠି ଅଛନ୍ତି ଏବଂ କେବେ ଓଡ଼ିଶା ଫେରିବେ ତାହା ଏବେ ପ୍ରଶ୍ନ ଘେରରେ ରହିଛି।

ସୂଚନାଯୋଗ୍ୟ, ଗତ ଜୁଲାଇ ୨୩ ତାରିଖ ସକାଳେ ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକାଠି ପାଇ ହଙ୍ଗାମା ମଚାଇଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ। ଏ ପର୍ଯ୍ୟନ୍ତ ଖାରବେଳନଗର ଥାନାରେ ଏହି ଘଟଣାକୁ ନେଇ ୨ଟି ମାମଲା ରୁଜୁ ହୋଇଛି। ପ୍ରକୃତି ମିଶ୍ରଙ୍କ ବାପା-ମା’ ମନ୍ମଥ ମିଶ୍ର ଓ କୃଷ୍ଣପ୍ରିୟା ମିଶ୍ରଙ୍କ ତରଫରୁ ପ୍ରଥମ ମାମଲା ତୃପ୍ତିଙ୍କ ବିରୋଧରେ ରୁଜୁ କରିଛନ୍ତି। ସେହିପରି ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ପକ୍ଷରୁ ଦ୍ବିତୀୟ ମାମଲା ପ୍ରକୃତିଙ୍କ ବିରୋଧରେ ରୁଜୁ ହୋଇଛି। ତୃପ୍ତି ପୁଲିସ ନିକଟରେ ଅଭିଯୋଗ କରିବା ବେଳେ ସାଥୀରେ ଶାଶୁ ଅପରାଜିତା ମହାନ୍ତି ଉପସ୍ଥିତ ଥିଲେ। ନିଜର ଅଭିଯୋଗରେ ତୃପ୍ତି ସେଦିନର ଘଟଣା ସଂପର୍କରେ ଉଲ୍ଲେଖ କରିଛନ୍ତି। ତାଙ୍କ ଜୀବନ ଓ ପୁଅର ଜୀବନ ପ୍ରତି ବିପଦ ରହିଛି ବୋଲି କହିଛନ୍ତି। ସେହିପରି ବାବୁସାନଙ୍କୁ ପ୍ରକୃତି ହଇରାଣ କରୁଛନ୍ତି ବୋଲି ତୃପ୍ତି କହିଛନ୍ତି। ତେବେ ଉଭୟ ମାମଲାରେ ପୁଲିସ ତୃପ୍ତିଙ୍କ ସହିତ ଅନ୍ୟମାନଙ୍କର ବୟାନ ରେକର୍ଡ କରିଥିଲା।

ବାବୁସାନ୍‌ ତାଙ୍କ ପରିବାର ପାଖକୁ ଫେରି,ସୁଖର ସଂସାର ଗଢ଼ନ୍ତୁ : ମନ୍ମଥ ମିଶ୍ର
ଭୁବନେଶ୍ବର : ଏବେ ବାଟରେ ପଡ଼ି ହାଟରେ ଗଡୁଛି ଓଲିଉଡ ଅଭିନେତା ବାବୁସାନ୍ ମହାନ୍ତି, ପତ୍ନୀ ତୃପ୍ତି ଓ ବାନ୍ଧବୀ ପ୍ରକୃତି ମିଶ୍ରଙ୍କ କଳହ। ଷ୍ଟାର କଳିର ଗତ ୩ ଦିନ ଧରି ସାରା ରାଜ୍ୟରେ ଚର୍ଚ୍ଚା ଆଲୋଚନାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ପୁଲିସରେ ମାମଲା ରୁଜୁ ପରେ ପୁଲିସ ତଦନ୍ତ କରୁଛି। ଘଟଣା ସହ ସମ୍ପୃକ୍ତିଥିବା ସସମ୍ତଙ୍କୁ ପୁଲିସ ପଚରାଉଚୁରା କରିଥିବା ବେଳେ କେବଳ ବାବୁସାନ ଓଡ଼ିଶା ଫେରିନଥିବା କାରଣରୁ ତାଙ୍କୁ ପୁଲିସ ପଚରାଉଚୁରା କରିପାରିନାହିଁ। ଘଟଣାର ୩ ଦିନ ପରେ ବି ବାବୁଶାନ ଓଡ଼ିଶା ଫେରି ନ ଥିବା ବେଳେ ଘରକୁ ଫେରିଛନ୍ତି ପ୍ରକୃତି ମିଶ୍ର । ବାବୁସାନ ଏବେ କେଉଁଠି ଅଛନ୍ତି ତାହା ବାବୁସାନଙ୍କ ପରିବାର କିମ୍ବା ତାଙ୍କ ସହ ଯାଇଥିବା ପିଲ୍ମ ପୟୋଜକ ଟିମ୍‌ ମଧ୍ୟ ଜାଣିନଥିବା କହିଛନ୍ତି। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବାବୁସାନ ଏବେ କେଉଁଠି ଅଛନ୍ତି ଏବଂ କେବେ ଓଡ଼ିଶା ଫେରିବେ ତାହା ଏବେ ପ୍ରଶ୍ନ ଘେରରେ ରହିଛି।

ଅନ୍ୟପଟେ ପ୍ରକୃତି ଚେନ୍ନାଇରୁ ଫେରିଥିବା ବେଳେ ଆଜି ଖାରବେଳନଗର ଥାନା ପୁଲିସ୍‌ ତାଙ୍କୁ ପଚରାଉଚରା କରିଛି। ଖାରବେଳନଗର ଥାନା ଆଇଆଇସି ଓ ଲେଡି ତଦନ୍ତକାରୀ ଅଧିକାରୀ ଆଜି ସତ୍ୟବିହାରସ୍ଥିତ ପ୍ରକୃତିଙ୍କ ଘରେ ପହଞ୍ଚିଥିଲେ। ବାବୁଶାନଙ୍କ ପତ୍ନୀ ତୃପ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ୍‌ ସେଠାକୁ ଯାଇ ପ୍ରାୟ ଘଣ୍ଟାଏ କାଳ ପ୍ରକୃତିଙ୍କୁ ପଚରାଉଚରା କରିଥିଲା।ତୃପ୍ତି କରିଥିବା ଅଭିଯୋଗ ଅନୁଯାୟୀ, ପ୍ରକୃତି ବାବୁଶାନଙ୍କୁ ବ୍ଲାକମେଲ କରିବା ସହ ନିଶାଶକ୍ତ କରାଇଛନ୍ତି । ତାଙ୍କୁ ବିଭିନ୍ନ ସମୟରେ ଧମକ ଦେବା ସହ ତାଙ୍କ ଟଙ୍କା ଖର୍ଚ୍ଚ କରୁଥିଲେ । ଏହି ଅଭିଯୋଗ ଆଧାରରେ ପୁଲିସ୍‌ ଆଜି ପ୍ରକୃତିଙ୍କୁ ପଚରାଉଚରା କରିଥିବା ବେଳେ ଏଥିରେ ସେ ସହଯୋଗ କରିଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ।

ସେପଟେ ପ୍ରକୃତିଙ୍କ ପିତା ମନ୍ନଥ ମିଶ୍ର କହିଛନ୍ତି, ଘଟଣା ସମ୍ପର୍କରେ ପୁଲିସ ଆମ ଉପସ୍ଥିତିରେ ପ୍ରକୃତିକୁ ପଚରାଉଚରା କରିଛି। ଯାହା ଉତ୍ତର ଦେବା କଥା ପ୍ରକୃତି ଦେଇ ସାରିଛି। ମୁଁ ଆଇନ ଉପରେ ସବୁ ଛାଡ଼ି ଦେଇଛି। ଆମେ ଚେନ୍ନାଇରେ ବାବୁଶାନ୍‌ଙ୍କୁ ଭେଟିଥିଲୁ। ମୁଁ ଚାହୁଁଛି ବାବୁ ତାଙ୍କ ପରିବାର ପାଖକୁ ଫେରି ସୁଖର ସଂସାର କରନ୍ତୁ। ସେ ଆହୁରି କହିଛନ୍ତି, ମୋ ଝିଅ ପ୍ରକୃତି ତା’ ପରିବାର ସହ ଅଛି। ସେ ମାନସିକ ସ୍ତରରେ ଶାନ୍ତିରେ ଅଛି।ପ୍ରକୃତି ଚେନ୍ନାଇରେ ଥିବା ବେଳେ ଗତକାଲି ତାଙ୍କ ବାପାମା’ ସେଠାକୁ ଯାଇଥିଲେ। ସେଠାରୁ ସେମାନେ ପ୍ରକୃତିଙ୍କୁ ନେଇ ଆଜି ସକାଳେ ଭୁବନେଶ୍ୱର ଫେରିଥିଲେ। ତେବେ ବାବୁଶାନ କୁଆଡ଼େ ଗଲେ, ସେ ଏବେ କେଉଁଠି ଅଛନ୍ତି ସେ ସମ୍ପର୍କରେ କାହା ପାଖରେ ସଠିକ୍‌ ସୂଚନା ନାହିଁ।‘ଦମନ’ ଫିଲ୍ମର ପ୍ରମୋସନ ପାଇଁ ବାବୁଶାନ ଚେନ୍ନାଇ ଯାଇଥିବା ବେଳେ ଫିଲ୍ମର ଟିମ୍‌ ଆଜି ଭୁବନେଶ୍ୱର ଫେରି ଆସିଛି। ବାବୁଶାନ ହୋଟେଲରୁ ଚେକ୍‌ଆଉଟ୍‌ କରି କେଉଁଆଡ଼େ ଚାଲି ଯାଇଥିବା ବେଳେ ଏବେ ସେ କେଉଁଠି ଅଛନ୍ତି ସେ ସମ୍ପର୍କରେ କାହା ପାଖରେ ସଠିକ୍‌ ସୂଚନା ନ ଥିବା ଜଣାଯାଇଛି।

ସେପଟେ ଚେନ୍ନାଇରେ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କ ଥିବା ହୋଟେଲ ସିସିଟିଭି ଫୁଟେଜ୍ ଭାଇରାଲ୍ ହେବାରେ ଲାଗିଛି। ଚେନ୍ନାଇରେ ଥିବା ବେଳେ ବାବୁସାନ୍ ଓ ପ୍ରକୃତି ଗୋଟିଏ ହୋଟେଲ୍‌ରେ ଥିଲେ। ଯେଉଁ ହୋଟେଲ୍‌ରେ ବାବୁସାନ୍ ଥିଲେ, ସେଠାରେ ହିଁ ରହିଥିଲେ ପ୍ରକୃତି। ହୋଟେଲର ସିସିଟିଭି ଫୁଟେଜ୍‌ରେ ଦୁଇ ଜଣଙ୍କୁ ଦେଖିବାକୁ ମିଳିଥିଲା । ସେମାନଙ୍କ ସହ ପ୍ରକୃତିଙ୍କ ପରିବାର ଲୋକଙ୍କ ମଧ୍ୟ ଦେଖିବାକୁ ମିଳିଛି ।

ବାବୁସାନ୍-ପ୍ରକୃତିଙ୍କୁ ପୁଲିସର ନୋଟିସ୍ : ତୁରନ୍ତ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ, ଗେଷ୍ଟ ହାଉସରେ ଜାରି ରହିଛି ତଦନ୍ତ
ଭୁବନେଶ୍ବର : ଗତକାଲି ରାସ୍ତା ଉପରେ ଷ୍ଟାର ଦମ୍ପତ୍ତି ଡ୍ରାମା ଘଟଣାରେ ଆଜି ତଦନ୍ତକୁ ଜୋରଦାର କରିଛି ପୁଲିସ। ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନ ଓ ପ୍ରକୃତିଙ୍କୁ ନୋଟିସ୍ କରିଛି ପୁଲିସ। ଉଭୟେ ରାଜ୍ୟ ବାହାରେ ଥିବାରୁ ଫୋନ ଯୋଗେ ଏହି ନୋଟିସ ପଠା ହୋଇଛି ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ମିଳିଛି। ଓଡ଼ିଶା ଫେରି ତୁରନ୍ତ ଥାନାରେ ହାଜର ହୋଇ ନିଜ ନିଜର ପକ୍ଷ ରଖିବାକୁ ପୁଲିସ ତରଫରୁ ଉଭୟଙ୍କୁ ଅବଗତ କରାଯାଇଛି।

କେବଳ ସେତିକି ନୁହେଁ ଖାରବେଳ ନଗର ଥାନା ପୋଲିସ ପ୍ରକୃତି ମିଶ୍ର ବୁକ କରିଥିବା ଗେଷ୍ଟ ହାଉସ ଯାଇ ତଦନ୍ତ କରିଛି। ସତ୍ୟନଗର ଅଞ୍ଚଳରେ ଥିବା ଏହି ଗେଷ୍ଟ ହାଉସକୁ ପ୍ରକୃତି ୩ ଦିନ ପାଇଁ ବୁକ କରିଥିଲେ। ସେଠାରେ ପ୍ରକୃତି ଓ ବାବୁସାନ ଏକାଠି ରହୁଥିବା ନେଇ ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିଯୋଗ ଆଣିଛନ୍ତି। ବାବୁସାନଙ୍କୁ ସେହି ଗେଷ୍ଟ ହାଉସରେ ରହିଥିବାର ସ୍ଥାନୀୟ ଲୋକ ଦେଖିଥିଲେ ବୋଲି ସୂଚନା ମିଳିଥିଲା। ଏଣୁ ଗେଷ୍ଟହାଉସ କାହା ନାମରେ ବୁକ୍ ଥିଲା ? କେତେ ଦିନ ହେବ ବୁକ୍ ହୋଇଥିଲା ? କିଏ କିଏ ରହୁଥିଲେ ? ବାବୁସାନ୍ ଏବଂ ପ୍ରକୃତି ମିଶ୍ର କେବେ ଠାରୁ ରହୁଥିଲେ ? ଏସବୁ ଦିଗକୁ ନେଇ ପୁଲିସ ତଦନ୍ତ ପ୍ରକ୍ରିୟା ଆଗକୁ ବଢାଇବ ବୋଲି ଜଣାପଡିଛି।

ଗତକାଲିର ଘଟଣା ଘଟିଥିବା ଘଟଣାସ୍ଥଳରେ ପ୍ରତ୍ୟେକ୍ଷଦର୍ଶୀଙ୍କୁ ପୁଲିସ ପଚରାଉଚରା କରୁଛି । ଗତକାଲି ସକାଳେ କଣ ଘଟିଥିଲା ସେ ନେଇ ପଚରାଉଚରା କରୁଥିବା ସୂଚନା ମିଳିଛି। ଅନ୍ୟପଟେ ଏହି ଘଟଣାରେ ପୁଲିସ ବର୍ତ୍ତମାନ ସୁଦ୍ଧା ମୋଟ୍ ୭ଜଣଙ୍କ ବୟାନ ରେକର୍ଡ କରିଛି । ସେପଟେ ଆଜି ତୃପ୍ତିଙ୍କ ଘରକୁ ଯିବେ ତଦନ୍ତକାରୀ ଟିମ୍ । ପୁଲିସ ତୃପ୍ତିଙ୍କ ମଉସା ଓ ମାଉସୀଙ୍କୁ ପଚରାଉଚରା କରିସାରିଛି ।ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କ ଅଭିଯୋଗ କ୍ରମେ ଅପରାଜିତା ମହାନ୍ତି, ତୃପ୍ତି ଶତପଥୀ, ଲଳିତ ଶତପଥୀ, ମାଉସୀ ସଙ୍ଗୀତା ପ୍ରହରାଜ, ମଉସା ଅଶୋକ ପ୍ରହରାଜଙ୍କ ବୟାନ ରେକର୍ଡ ହୋଇଛି ।

ଗତକାଲି ଖାରବେଳନଗର ଥାନାରେ ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ଶତପଥୀ ଉଭୟ ସ୍ବାମୀ ବାବୁସାନ୍‌ ଓ ପ୍ରକୃତି ମିଶ୍ରଙ୍କ ବିରୋଧରେ ଏତଲା ଦେଇଛନ୍ତି । ପ୍ରକୃତି ବାବୁସାନଙ୍କୁ ବଶ କରି ରଖିଥିବାରୁ ସେ ତାଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି । ପ୍ରାୟ ୨ ବର୍ଷ ହେଲା ତାଙ୍କ ସାଂସାରିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା । ବାବୁସାନ୍ ତାଙ୍କୁ ଟଙ୍କାଟିଏ ଦେଉନଥିଲେ, ଅଥଚ ପ୍ରକୃତିଙ୍କୁ ହୀରା ଗହଣା ଉପହାର ଦେଉଥିଲେ । ମାସ ମାସ ଧରି ଘର ଛାଡ଼ି ପ୍ରକୃତିଙ୍କ ସହ ରହୁଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ସେହିଭଳି ତୃପ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ୨ ବର୍ଷ ହେବ ବାବୁସାନ୍ ଓ ପ୍ରକୃତି ଲିଭ୍‌ଇନ୍‌ରେ ରହୁଥିଲେ ।ଏନେଇ ୨୦୨୦ ସେପ୍ଟେମ୍ବର ୨୩ ଓ ୨୫ରେ ଉଭୟ ପରିବାରକୁ ନେଇ ୨ଥର ବୈଠକ ବସିଥିଲା । ମାତ୍ର ଝଗଡ଼ା ବଢ଼ିଥିଲା ସିନା କୌଣସି ସମାଧାନ ହୋଇନଥିଲା । ଉଭୟ ଦିନକୁ ଦିନ ଅଧିକ ନିକଟତର ହୋଇଥିଲେ । ଅନେକ ସମୟରେ ପ୍ରକୃତିଙ୍କ ମୁମ୍ବାଇସ୍ଥିତ ଆପାର୍ଟମେଣ୍ଟରେ ବାବୁସାନ୍ ରହୁଥିଲେ । ସେମାନେ ଗୋଆରେ ବୁଲୁଥିଲେ। ସେମାନଙ୍କୁ ୩ଥର ସେ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଛନ୍ତି । ତେବେ ଗତ କିଛି ମାସ ହେଲା ବାବୁସାନ୍ ଆଉ ତାଙ୍କ ପାଖକୁ ଘରକୁ ଆସୁନଥିଲେ ।

ବିବାଦ ପରେ ରାତି ଅଧରେ ଭିଡିଓ ପୋଷ୍ଟ କଲେ ବାବୁସାନ୍; କହିଲେ-‘ମୁଁ ଜାଣିନି ମୋ ଘରେ ଏତେ ଅସୁବିଧା ଚାଲିଛି’
ଭୁବନେଶ୍ବର : ଗତକାଲିର ହାଇଡ୍ରାମା ପରେ ଅଧରାତିରେ ଭିଡିଓ ପୋଷ୍ଟ କରି ନିଜ ସଫେଇ ରଖିଛନ୍ତି ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି। ରାଜଧାନୀର ରାଜରାସ୍ତାରେ ହାଇଡ୍ରାମା ପରେ ବାବୁସାନ ଏବେ ଚେନ୍ନାଇରେ ଅଛନ୍ତି । ସେଠାରେ ଥାଇ ସୋସିଆଲ ମିଡିଆ ଜରିଆରେ ନିଜ ବୟାନ ରଖିଛନ୍ତି ବାବୁସାନ।ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଆଉ କାମ କରିବେ ନାହିଁ । କେବଳ ପ୍ରକୃତି ମିଶ୍ର ନୁହନ୍ତି, ଦରକାର ପଡ଼ିଲେ କୌଣସି ଅଭିନେତ୍ରୀଙ୍କ ସହ ମଧ୍ୟ ସେ ଫିଲ୍ମ କରିବେ ନାହିଁ ବୋଲି ବାବୁସାନ ଏକ ଭିଡିଓ ବାର୍ତ୍ତାରେ ଏହା ଜଣାଇଛନ୍ତି।

ଗତକାଲି ମଧ୍ୟ ରାତ୍ରରେ ପ୍ରାୟ ୫୦ ସେକେଣ୍ଡର ଭିଡିଓ ବାର୍ତ୍ତାରେ ବାବୁସାନ ମହାନ୍ତି କହିଛନ୍ତି ଯେ ମୁଁ ଜାଣିଛି ମୋ ଭାଇରାଲ ଭିଡିଓ ଦେଖି ଆପଣମାନେ ଖୁସି ହେଉଥିବେ। ମୁଁ ଚେନ୍ନାଇ ଆସିଥିଲି ଉତ୍କଳ ଦିବସ ପାଳିବାକୁ। ମୋ ସହ ପ୍ରକୃତି ମିଶ୍ର ମଧ୍ୟ ଇନ୍‌ଭାଇଟେଡ୍‌ ହୋଇଥିଲେ। ମୁଁ ଏଠାକୁ ଆସିଥିଲି ମୋ ଫିଲ୍ମର ପ୍ରମୋସନ ପାଇଁ ଓ ତାଙ୍କ ସହ ଏକ ନୂଆ ଫିଲ୍ମର ଘୋଷଣା କରିବାକୁ। ମୁଁ ଜାଣିନଥିଲି ମୋ ଘରେ ଏତେ ଅସୁବିଧା ଚାଲିଛି। ଯଦି ଏତେ ଅସୁବିଧା ଅଛି, ତା’ହେଲେ ମୁଁ ସେ ଫିଲ୍ମଟି କରିବିନି ଓ ତାଙ୍କ (ପ୍ରକୃତି ମିଶ୍ରଙ୍କ) ସହ ମଧ୍ୟ ସିନେମା କରିବିନି। ଦରକାର ପଡ଼ିଲେ ଆଉ କୌଣସି ଅଭିନେତ୍ରୀଙ୍କ ସହ କାମ କରିବି ନାହିଁ।

ଅନ୍ୟପଟେ ଗତକାଲିର ଘଟଣାକୁ ନେଇ ପ୍ରକୃତି ମିଶ୍ର ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଲେଖିଥିଲେ, ପ୍ରତ୍ୟେକ କାହାଣୀ ର ଦୁଇଟି ପାଶ୍ୱର୍ ଥାଏ । ମାତ୍ର ସମାଜରେ ସତ କଥା ଶୁଣିବା ପୂର୍ବରୁ ମହିଳାମାନଙ୍କୁ ଦୋଷୀ ସଜାଇ ଦିଆଯାଏ । ତୃପ୍ତି ତାଙ୍କୁ ଯେମିତି ଆକ୍ରମଣ କଲେ ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଲେଖିଥିଲେ ପ୍ରକୃତି ।

ସୂଚନାଯୋଗ୍ୟ ଶନିବାର ଭୁବନେଶ୍ଵର ରାଜରାସ୍ତାରେ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା। ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରେ ବାବୁଶାନ ଓ ପ୍ରକୃତି ମିଶ୍ର ଗୋଟିଏ ଗାଡ଼ିରେ ଯାଉଥିବା ବେଳେ ତାଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁର ଅଟକାଇଥିଲେ। ସେଠାରେ ପ୍ରକୃତିଙ୍କୁ ତୃପ୍ତି ଟଣାଓଟରା ଓ ଗାଳିଗୁଲଜ କରିଥିଲେ। ପ୍ରକୃତି ତାଙ୍କ ପରିବାର ନଷ୍ଟ କରି ଦେଇଛନ୍ତି ବୋଲି ତୃପ୍ତି କହିଥିଲେ।ଏହି ଘଟଣା ନେଇ ପ୍ରକୃତିଙ୍କ ବାପାମା’ ଖାରବେଳ ନଗର ଥାନାରେ ବାବୁଶାନଙ୍କ ଶ୍ୱଶୁର ଓ ପତ୍ନୀଙ୍କ ନାଁରେ ଏତଲା ଦେଇଛନ୍ତି। ପ୍ରକୃତିଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡ଼ ମରାଯାଇଥିବା ସେ ଅଭିଯୋଗ କରିଥିଲେ। ଏହା ଦ୍ୱାରା ତାଙ୍କ ଝିଅର ସମ୍ମାନହାନି ହୋଇଛି ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ବାବୁଶାନଙ୍କ ପତ୍ନୀ ମଧ୍ୟ ଶାଶୁ ଅପରାଜିତା ମହାନ୍ତିଙ୍କ ସହିତ ଖାରବେଳ ନଗର ଥାନାକୁ ଯାଇ ପ୍ରକୃତିଙ୍କ ବିରୋଧରେ ଏତଲା ଦେଇଛନ୍ତି। ପୁଲିସ୍ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଶାଶୁ ଅପରାଜିତାଙ୍କ ସହ ଖାରବେଳନଗର ଥାନାରେ ପହଞ୍ଚି ପ୍ରକୃତି ମିଶ୍ରଙ୍କ ନାଁରେ ଏତଲା ଦେଲେ ବାବୁସାନ୍‌ଙ୍କ ସ୍ତ୍ରୀ
ଭୁବନେଶ୍ବର : ଅଭିନେତା ବାବୁସାନ୍‌, ତାଙ୍କର ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସମସଗ୍ର ରାଜ୍ୟରେ ଆଜି ଓଲିଉଡର ସେଲିବ୍ରିଟିଙ୍କ ହାଇଡ୍ରାମା ଆଜି ଚର୍ଚ୍ଚାର ବିଷୟ ହୋଇଛି। ବାବୁଶାନଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଟିଏ ଗାଡ଼ିରେ ଦେଖି ରାସ୍ତାରେ ଚିତ୍କାର କଲେ ତାଙ୍କ ପତ୍ନୀ। ରାସ୍ତା ଉପରେ ସେ ବାବୁଶାନଙ୍କ ସାର୍ଟ ଧରି ଝିଙ୍କିବା ସହ ଅଭିନେତ୍ରୀ ପ୍ରକୃତିଙ୍କ ଚୁଟି ଟାଣି ତାଙ୍କୁ ଗୋଡ଼ାଇଥିବା ଦେଖିବାକୁ ମିଳିଛି। ଏପରି ହାଇଡ୍ରାମା ରାଜଧାନୀର ସତ୍ୟନଗରରେ ଅଞ୍ଚଳରେ ଦେଖିବାକୁ ମିଳିଥିବା ବେଳେ ଏହାର ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିବା ପରେ ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟିଥିଲା।

ଏହି ଘଟଣା ପରେ ପ୍ରକୃତି ମିଶ୍ରଙ୍କ ବାପା-ମା’ ଖାରବେଳନଗର ଥାନାରେ ଏତଲା ଦେଇଥିଲେ। ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି, ଲଳିତ ଶତପଥୀ ନାମକ ବ୍ୟକ୍ତିଙ୍କ ନାଁରେ ଥାନାରେ ଏତଲା କରିଛି। ଲଳିତ ଶତପଥୀ ତାଙ୍କ ଝିଅ ଓ ଗୁଣ୍ଡାଙ୍କୁ ଧରି ଆକ୍ରମଣ କରିଛନ୍ତି। ସେମାନେ ମୋ ଝିଅକୁ ଫିଜିକାଲି ଆସଲ୍ଟ କରିଛନ୍ତି। ମୋ ଝିଅକୁ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି। ମୋ ପରିବାରକୁ ସ୍ମାସ୍ କରିଦେବାର ଧମକ ଦିଆଯାଇଛି। ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ଆଶା କରୁଛି। ଚେନ୍ନାଇରୁ ଫେରିଲା ପରେ ପ୍ରକୃତି ମାନହାନୀ ମାମଲା କରିବ।

ଏହାପରେ ସନ୍ଧ୍ୟାରେ ବୋହୂ ତୃପ୍ତିଙ୍କ ସହ ଖାରବେଳ ନଗର ଥାନାରେ ପହଞ୍ଚିଥିଲେ ଅପରାଜିତା ମହାନ୍ତି । ପ୍ରଥମେ ବୋହୂଙ୍କ ଘରେ ପହଞ୍ଚି ସେଠୁ ତାଙ୍କୁ ଧରି ଥାନାକୁ ଯାଇଥିଲେ ଅପରାଜିତା । ଥାନାରେ ପ୍ରକୃତି ମିଶ୍ରଙ୍କ ନାଁରେ ଏତଲା ଦେଇଛନ୍ତି ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି।ତେବେ ଖାରବେଳ ନଗର ଥାନା ଅଧିକାରୀ ଏହି କେସ୍‌ ବିଷୟରେ କହିଛନ୍ତି ଯେ ୨ଟି ମାମଲା ରୁଜୁ ହୋଇଛି । ଉଭୟ ମାମଲାରେ ବର୍ତ୍ତମାନ ତୃପ୍ତିଙ୍କ ସହ ଅନ୍ୟମାନଙ୍କର ବୟାନ ରେକର୍ଡ ହୋଇଛି । ଖାରବେଳନଗର ଥାନା ପୋଲିସ ବର୍ତ୍ତମାନ ବୟାନ ରେକର୍ଡ ପରେ ତଦନ୍ତ ଚାଲିଥିବା ଥାନାଅଧିକାରୀ ସୂଚନା ଦେଇଛନ୍ତି ।

ବାବୁସାନ୍‌ଙ୍କ ସ୍ତ୍ରୀ ମୋତେ ଶାରୀରିକ ଓ ମାନସିକ ଆଘାତ ଦେଲେ,ଏଭଳି ବ୍ୟବହାର ମୋ ପକ୍ଷରେ ଆଦୌ ଗ୍ରହଣଯୋଗ୍ୟନୁହେଁ : ପ୍ରକୃତି ମିଶ୍ର
ଭୁବନେଶ୍ବର : ରାଜଧାନୀର ରାଜରାସ୍ତାରେ ଓଡ଼ିଆ ଚଳଚ୍ଚିତ୍ର ସେଲିବ୍ରିଟିଙ୍କ ହାଇଡ୍ରାମା ଆଜି ଚର୍ଚ୍ଚାର ବିଷୟ ହୋଇଛି। ଓଲିଉଡର ଆଗଧାଡ଼ିର ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ହୋଇଥିବା ବିବାଦକୁ ନେଇ ରାଜ୍ୟସାରା ଚର୍ଚ୍ଚା ହେଉଥିବା ବେଳେ ମାମଲା ଏବେ ଥାନାରେ ପହଞ୍ଚିଛି। ପ୍ରକୃତି ମିଶ୍ରଙ୍କ ବାପା-ମା’ ଭୁବନେଶ୍ବର ଖାରବେଳନଗର ଥାନାରେ ଆଜି ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବରୁ ପ୍ରକୃତି ମିଶ୍ର ସାମାଜିକ ଗଣମାଧ୍ୟମ ଜରିଆରେ ନିଜ ଜୀବନରେ ଘଟି ଯାଇଥିବା ଅଘଟଣ ନେଇ ବୟାନ ଦେଇଛନ୍ତି।

View this post on Instagram

A post shared by prakrutimishra (@prakrutimishra)

ପ୍ରକୃତି ମିଶ୍ର ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି, ପ୍ରତ୍ୟେକ କାହାଣୀର ଦୁଇଟି ପାର୍ଶ୍ବ ଥାଏ । ଦୁର୍ଭାଗ୍ୟବଶତଃ ଆମେ ଏମିତି ଏକ ସମାଜରେ ବାସକରୁଛୁ, ଯେଉଁଠାରେ କିଛି ଶୁଣିବା ପୂର୍ବରୁ ହିଁ ମହିଳାଙ୍କୁ ଦୋଷୀ ସଜାଇ ଦିଆଯାଏ । ମୁଁ ଏବଂ ମୋର କୋ-ଷ୍ଟାର ବାବୁସାନ ଚେନ୍ନାଇରେ ରହୁଥିବା ଉତ୍କଳ ସମାଜର ଏକ କାର୍ୟ୍ୟକ୍ରମରେ ଯୋଗଦେବାକୁ ବାହାରିଥିଲୁ । ସେହି ସମୟରେ ତାଙ୍କ ସ୍ତ୍ରୀ କିଛି ଗୁଣ୍ଡାଙ୍କୁ ଧରି ବାବୁସାନଙ୍କୁ ନିର୍ୟ୍ୟାତନା ଦେବା ସହିତ ମୋତେ ଅତର୍କିତ ଭାବେ ଶାରୀରିକ ଏବଂ ମାନସିକ ଆଘାତ କରିଥିଲେ । ତାଙ୍କ ସ୍ତ୍ରୀଙ୍କର ଏଭଳି ବ୍ୟବହାର ମୋ ପକ୍ଷରେ ଆଦୌ ଗ୍ରହଣଯୋଗ୍ୟନୁହେଁ ।

ପ୍ରକୃତି ଆହୁରି ମଧ୍ୟ ଲେଖିଛନ୍ତି ଯେ ଯାହା ବି ହେଉନା କାହିଁକି ମୁଁ ନିଶ୍ଚିିତ ଯେ ଠିକ ରାସ୍ତାରେ ଅଛି । ଆଇନ ଉପରେ ମଧ୍ୟ ମୋର ପୂରା ଭରସା ଅଛି । ଆଗାମୀ ପରିସ୍ଥିତିକୁ ଧୌର୍ୟ୍ୟଏବଂ ସାହସର ସହିତ ସାମ୍ନା କରିବା ପାଇଁ ଆପଣଙ୍କର ସ୍ନେହ, ଶ୍ରଦ୍ଧା ଓ ସମର୍ଥନର ଆବଶ୍ୟକତା କରୁଛି । ଏହା ଲେଖି ସେ ଲୋକଙ୍କ ସମର୍ଥନ ଲୋଡିଛନ୍ତି ।

ସେଲିବ୍ରିଟିଙ୍କ ଭିଡ଼ିଓ ଭାଇରାଲ, ରାସ୍ତା ଉପରେ ବାବୁସାନ ଏବଂ ତାଙ୍କ ପତ୍ନୀଙ୍କ ସମେତ ପ୍ରକୃତି ମିଶ୍ରଙ୍କ ହାଇଡ୍ରାମା
ଭୁବନେଶ୍ୱର: ଚର୍ଚ୍ଚାରେ ଅଭିନେତା ବାବୁସାନଙ୍କ ଭିଡ଼ିଓ । ରାସ୍ତା ଉପରେ ଚାଲିଛି ଷ୍ଟାରଙ୍କ ଘର କଳି । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ସେଲିବ୍ରିଟିଙ୍କ କଳିର ଭିଡ଼ିଓ । ଭିଡିଓରେ ରାସ୍ତା ଉପରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଝଗଡ଼ା କରୁଛନ୍ତି ବାବୁସାନଙ୍କ ପତ୍ନୀ । ଅଭିନେତ୍ରୀ ପ୍ରକୃତିଙ୍କ ସହ ବାବୁସାନ ଥିବା ବେଳେ ହଠାତ ପହଁଚିଯାଇଥିଲେ ପତ୍ନୀ । ରାସ୍ତା ଉପରେ କାରକୁ ଅଟକାଇ ଝଗଡ଼ା କରିବା ସହ ପ୍ରକୃତିଙ୍କୁ ଗାଳି ଗୁଲଜ କରି କିଛି ବାଟ ତାଙ୍କୁ ଗୋଡ଼ାଇ ଯାଇଥଲେ ବାବୁସାନଙ୍କ ପତ୍ନୀ । ପ୍ରକୃତିଙ୍କ ଯୋଗୁଁ ତାଙ୍କ ପରିବାର ଭାଙ୍ଗିଥିବା କହି ରାସ୍ତାରେ ଅଭିନେତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧକ୍କା ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଘଟଣା ଆଜି ସକାଳେ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ଘଟିଥିବା କୁହାଯାଉଛି । ସେଠାରେ ସେତେବେଳେ ଉପସ୍ଥିତ ଥିବା ଲୋକମାନେ ଘଟଣାକୁ ମୋବାଇଲରେ ସୁଟିଂ କରି ଭାଇରାଲ କରି ଦେଇଛନ୍ତି ।

ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି କି, ଅଭିନେତା ବାବୁସାନ୍ ଓ ପ୍ରକୃତି ମିଶ୍ର ଗୋଟିଏ ଚାରି ଚକିଆ ଗାଡ଼ିରେ ଏକାଠି ସକାଳୁ ସକାଳୁ  ଭୁବନେଶ୍ବରର ସତ୍ୟ ନଗର ଅଞ୍ଚଳରେ ଯାଉଥିବା ବେଳେ ବାବୁସାନଙ୍କ ପତ୍ନୀ ସେମାନଙ୍କୁ ଅଟକାଇଛନ୍ତି। ଏହାପରେ ସେ ବାବୁସାନଙ୍କୁ ଗାଡ଼ିରୁ ବାହାରକୁ ଆସିବା ଲାଗି ବାଧ୍ୟ କରିବା ସହ ତାଙ୍କୁ ଟଣାଓଟରା କରିଛନ୍ତି। ଏହି ଘଟଣାରେ ବାବୁସାନ୍ ଅପଦସ୍ଥ ହୋଇପଡ଼ିବା ଦେଖିବାକୁ ମିଳୁଛି। ଏହାପରେ ବାବୁସାନଙ୍କ ଗାଡ଼ି ଭିତରେ ପଶି ପ୍ରକୃତିଙ୍କୁ ଟଣାଓଟରା କରିଛନ୍ତି। ପରେ ପ୍ରକୃତି ଗାଡ଼ିରୁ ବାହାରି ସେଠାରୁ ଚାଲିଯିବାକୁ ଉଦ୍ୟମ କରୁଥିବା ଭିଡିଓରେ ଦେଖାଯାଉଛି ।