India Team - The Sakala

ଟୋକିଓ ଅଲିମ୍ପିକ୍ସ: ସେମିରେ ହାରିଲା ଭାରତୀୟ ମହିଳା ହକି ଟିମ୍‌, ଆଶାରେ ବ୍ରୋଞ୍ଜ ପଦକ
ଟୋକିଓ: କଡା ଟକ୍କର ଭିତରେ ଶେଷ ହୋଇଛି ଅଲିମ୍ପିକ୍ସ ମହିଳା ହକି ସେମି ଫାଇନାଲ । ଭାରତୀୟ ଟିମ ପ୍ରଥମ ଗୋଲ ବିପକ୍ଷ ଆର୍ଡେଣ୍ଟିନାକୁ ଦେବା ସ୍ୱତେ ମଧ୍ୟ ମ୍ୟାଚରେ ପରାଜୟ ସ୍ୱୀକାର କରିଛି । ସେମି ଫାଇନାଲରେ ଭାରତର ପରାଜୟ ଘଟିବା ସହ ଫାଇନାଲ ଆଶା ଅଧାରେ ହିଁ ଅଟକି ଯାଇଛି । କିନ୍ତୁ ଭାରତୀୟ ମହିଳା ହକି ଟିମ ମଧ୍ୟରେ ଥିବା ଯୋସ ଏବଂ ଦୃଢ ଇଛା ଶକ୍ତି ହିଁ ସେମାନଙ୍କୁ ସେମି ଫାଇନାଲ ପର୍ଯ୍ଯନ୍ତ ପହଞ୍ଚାଇ ପାରିଛିି । ଭାରତୀୟ ଟିମ ସେମି ଫାଇନାଲ ମ୍ୟାଚ ହାରିଛି କିନ୍ତୁ ପଦକ ଆଶା ଏବେ ମଧ୍ୟ ରହିଛି । ବ୍ରୋଞ୍ଜପଦକ ପାଇଁ ପୁଣି ଲଢାଇ କରିବା ଟିମ । ତେବେ ମ୍ୟାଚ ଆରମ୍ଭରୁ ପ୍ରଥମେ ଭାରତୀୟ ହକି ଟିମ ବିପକ୍ଷ ଦଳକୁ ପ୍ରଥମ ଗୋଲ ଦେଇଥିଲା । ଏହା ପରେ ଆର୍ଜେଣ୍ଟିନା ଟିମ ଭାରତ ଉପରେ ଦେଇଥିଲା ଆଉ ଏକ ଗୋଲ । ଯଦ୍ୱାରା ୧-୧ ରେ ବରାବର ଥିଲା ଉଭୟ ଦଳର ସ୍କୋର ।

ସେପଟେ ଦ୍ବିତୀୟ ଗୋଲ ମଧ୍ୟ ଆର୍ଜେଣ୍ଟିନା ଭାରତକୁ ଦେଇଥିଲା । ଫଳରେ ୨-୧ରେ ଆଗୁଆ ରହିଥିଲା ବିପକ୍ଷ ଦଳ । ଭାରତୀୟ ଟିମ ଜୋରଦାର ଲଢେଇ କରିବା ସ୍ୱତେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲା । ଏହା ସହିତ ଆଗାମୀ ଦିନରେ ଭାରତୀୟ ଟିମ ବ୍ରୋଞ୍ଜ ଆଣିବା ନେଇ ଏବେ ମଧ୍ୟ ଆଶାବାଦୀ ଦଳ । ଭାରତୀୟ ମହିଳା ହକି ଦଳ ଚଳିତ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ସେମି ଫାଇନାଲକୁ ପ୍ରବେଶ କରିବା ସହ ଇତିହାସ ରଚିବାରେ ସକ୍ଷମ ହୋଇଛି ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍ ପୂର୍ବରୁ ଭାରତର ଭଲ ଅଭ୍ୟାସ
ଚେଷ୍ଟର-ଲୀ-ଷ୍ଟ୍ରୀଟ୍‍(ଏଜେନ୍ସି) : ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍ ପୂର୍ବରୁ ଏଠାରେ ଅନୁଷ୍ଠିତ ୩ ଦିନିଆ ମ୍ୟାଚ୍‍ରେ ଭାରତ ଭଲ ଅଭ୍ୟାସ କରିଛି। ଏହି ମ୍ୟାଚ୍‍ରେ ଲୋକେଶ ରାହୁଲ ୧୦୧ ଓ ରବୀନ୍ଦ୍ର ଜାଡେଜା ୭୫ ରନ୍‍ କରିବା ଫଳରେ ଭାରତ ପ୍ରଥମ ଇନିଂସରେ ୩୧୧ ରନ୍‍ କରିଥିଲା। ଜବାବରେ ହସୀବ ହମିଦ୍‍ (୧୧୨)ଙ୍କ ଶତକ ବଳରେ ମନୋନୀତ କାଉଣ୍ଟି ଏକାଦଶ ୨୨୦ ରନ୍‍ରେ ଅଲଆଉଟ ହୋଇଯାଇଥିଲା। ଭାରତର ଉମେଶ ଯାଦବ ୩ଟି, ମହମ୍ମଦ୍‍ ସିରାଜ ୨ଟି ୱିକେଟ ନେଇଥିଲେ। ଇନିଂସ ଓପନ କରିଥିବା ମୟଙ୍କ ଅଗରୱାଲ ୪୭ ଓ ଚେତେଶ୍ୱର ପୂଜାରା ୩୮ ରନ୍‍, ହନୁମା ବିହାରୀ ଅପରାଜିତ ୪୩ ଓ ରବୀନ୍ଦ୍ର ଜାଡେଜା ୫୧ ରନ୍‍ କରି ରିଟାୟର୍ଡ ଆଉଟ ହେବା ପରେ ଭାରତ ୩ ୱିକେଟ ହରାଇ ୧୯୨ରନ୍‍ରେ ଇନିଂସ ସମାପ୍ତି ଘୋଷଣା କରିଥିଲା। କାଉଣ୍ଟି ଏକାଦଶ ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ କରି ବିନା ୱିକେଟରେ ୩୧ ରନ୍‍ କରିବା ପରେ ମ୍ୟାଚ୍‌ ଡ୍ର ରହିଥିଲା। ଏହି ମ୍ୟାଚ୍‍ ହମିଦ୍‍ଙ୍କ ଲାଗି ବେଶ ଫଳପ୍ରଦ ହୋଇଥିଲାବେଳେ ଭାରତ ତାହାର ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‍ ନିଜ ନିଜ ମଧ୍ୟରେ ଖେଳିବ। ଏହି ମ୍ୟାଚ୍‍ ଜୁଲାଇ ୨୬ରୁ ୨୮ ଯାଏ ଏହିଠାରେ ଖେଳାଯିବ।

ସୁନ୍ଦର ବିଦା, ଫେରିଲେ ପନ୍ତ୍‍

ଏହି ମ୍ୟାଚ୍‍ ଖେଳୁଥିବା ୱାଶିଂଟନ ସୁନ୍ଦର ଆଙ୍ଗୁଳିରେ ଆଘାତ ଲାଗିବାକୁ ଇଂଲଣ୍ଡ ସିରିଜ୍‍ର ବାଦ୍‍ ପଡ଼ିଛନ୍ତି। ତାଙ୍କ ପୂର୍ବରୁ ଅଭେଶ ଖାନ୍‍ ମଧ୍ୟ ସମାନ ପରିସ୍ଥିତିରେ ବିଦା ହୋଇଥିଲେ। ଯୁବ ଓପନର ଶୁବମାନ ଗିଲ୍‍ଙ୍କୁ ମିଶାଇଲେ ଏହି ସିରିଜ୍‍ରୁ ୩ଜଣ ଖେଳାଳି ବିଦା ହୋଇ ସାରିଲେଣି। ସେହିପରି କରୋନା ସଂକ୍ରମଣକୁ ମୁକ୍ତ ହେବା ପରେ ଋଷଭ ପନ୍ତ୍‍ ଗୁରୁବାର ଦଳ ସହ ଯୋଗ ଦେଇଛନ୍ତି।