Toaday Rasiphala - The Sakala

ଶୁକ୍ରବାର ରାଶିଫଳ (୨୩-୦୭-୨୦୨୧ )
ମେଷ: ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ । ଚାକିରିରେ ନିଷ୍ଠା ରହିବ। ମହିଳାମାନେ ଧର୍ମକର୍ମରେ ବ୍ୟସ୍ତ ରହିବେ। ବାଣିଜ୍ୟ ଲାଭଦାୟକ ରହିବ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-କମଳା

ବୃଷ: କର୍ମକ୍ଷେତ୍ରରେ ଶତ୍ରୁମାନଙ୍କ ଦ୍ବାରା ପ୍ରଭାବିତ ହେବେ। ସାଂସାରିକ ଅଶାନ୍ତି ଦେଖାଦେବ । ଚାକିରିରେ ଚାପ ରହିବ। ବାଣିଜ୍ୟରେ ହାନି ହୋଇପାରେ। ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

ମିଥୁନ: କର୍ମକ୍ଷେତ୍ର ଉତ୍ସାହଜନକ ରହିବ । ଉଭୟ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟ ସନ୍ତୋଷଜନକ ରହିବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ଗୋଲାପି

କର୍କଟ: ବହୁ ଚେଷ୍ଟା କରି ସୁଫଳ ପାଇବେ। ଚାକିରିରେ ଚଳଚଞ୍ଚଳ ରହିବେ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଆୟ ବୃଦ୍ଧି ହେବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲଡେନ୍

ସିଂହ: ଯୋଜନା ମୁତାବକ କାର୍ଯ୍ୟ କରି ସଫଳ ହେବେ। ଚାକିରିରେ ପ୍ରଶଂସିତ ହେବେ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ବାଣିଜ୍ୟ ଲାଭଜନକ ରହିବ | ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

କନ୍ୟା: ହେଉଥିବା କାର୍ଯ୍ୟ ଅଳ୍ପକେ ବିଗିଡିଯାଇପାରେ। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

ତୁଳା: କୌଣସି ବିଷୟକୁ ନେଇ ଚିନ୍ତାରେ ରହିବେ। ଚାକିରିରେ କାର୍ଯ୍ୟବହୁଳ ରହିବ। ପ୍ରଶାସନିକ ବ୍ୟସ୍ତବିବ୍ରତ ରହିବେ। ବାଣିଜ୍ୟରେ ଉତ୍ତେଜନା ରହିବ।ଶୁଭ ଅଙ୍କ-୨, ଶୁଭ ରଙ୍ଗ -ଧଳା

ବିଛା: ହଠାତ ଅର୍ଥପ୍ରାପ୍ତିର ସୁଯୋଗ ଆସିପାରେ। ଚାକିରିରେ ସହଯୋଗ ମିଳିବ । ମହିଳାମାନେ ସମ୍ମାନ ପାଇବେ | ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶୁମ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

ଧନୁ: ଦିନଟି ଆମୋଦପ୍ରମୋଦ ଭିତରେ କଟିବ। ଚାକିରିରେ ପ୍ରଶଂସା ପାଇବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ଶୁଭଫଳ ମିଳିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ

ମକର: କାର୍ଯ୍ୟ ବିଳମ୍ବ ଓ ସମସ୍ୟା ରହିବ। ସାଂସାରିକ ଭୁଲ୍ ବୁଝାମଣା ରହିବ। ଚାକିରିରେ ଚାପ ରହିବ। ମହିଳାମାନେ ଚିନ୍ତାରେ ରହିବେ। ବାଣିଜ୍ୟ ପ୍ରତିକୂଳ ରହିବ | ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

କୁମ୍ଭ: ବିଭିନ୍ନ ଉପାୟରେ ଆୟ କରିବେ। ପ୍ରଶାସନିକ ପ୍ରଭାବଶାଳୀ ରହିବେ । ଚାକିରିରେ ସହଯୋଗ ମିଳିବ ବାଣିଜ୍ୟରେ ପୁଞ୍ଜିନିବେଶ କରି ସଫଳ ହେବେ । ଶୁଭ ଅଙ୍କ-୪, ଶୁଭ ରଙ୍ଗ- ମେଟାଲିକ୍

ମୀନ: କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ରାଜନୀତିରେ ସୁନାମ ପାଇବେ । ଚାକିରିରେ ସ୍ଥାୟିତ୍ବ ବୃଦ୍ଧି ପାଇବ I ବାଣିଜ୍ୟରେ ସଞ୍ଚୟ ହେବ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି