Twitter Marriage - The Sakala

ଟ୍ୱିଟର ମ୍ୟାରେଜ, ଟ୍ୱିଟର ରୁ ପ୍ରେମ ଓ ପ୍ରେମରୁ ବିବାହ
ବରଗଡ଼: ଆଜି କାଲି ସବୁ କିଛି ଅନଲାଇନରେ ହେଉଛି । ଅନଳାଇନରେ ପାଠପଢ଼ା, ଅନଲାଇନରେ ଚାକିରୀ, ଅନଲାଇନରେ ବ୍ୟବସାୟ, ଏପରିକି ଅନଲାଇନ ଚାଟିଙ୍ଗରୁ ପ୍ରେମ ସବୁ କିଛି ଅନଲାଇନରେ ଚାଲିଛି । ବରଗଡ଼ ଜଇଳ୍‌ଳା ଗାଇସିଲେଟ ଅଞ୍ଚଳର ରାଇସିଲପଦର ଗ୍ରାମର ସୋସିଏଲ ଏକ୍ଟିଭିଷ୍ଟ ମୁକେଶ କୁମାର ସାହୁ ସୋସିଏଲ ମିଡ଼ିଆରେ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ସରକାର ଓ ଲୋକଙ୍କୁ ଟୁଇଟ କରି ବିଭିନ୍ନ ସମସ୍ୟାର ସମାଧାନ କରିଥାନ୍ତି । ସେହିପରି ଅନ୍ୟ ଜଣେ ଯୁବତୀ ଶେଫାଲି ମଧ୍ୟ ଅନୁରୂପ ଢ଼ଙ୍ଗରେ ଟୁଇଟ କରି ସମସ୍ୟା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥାନ୍ତି ।ଏହିପରି ‘ଟ୍ୱିଟର’ ରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଲା ଏବଂ କାଳକ୍ରମେ ତାହା ପ୍ରେମ ରୂପ ନେଲା । ପରିଶେଷରେ ତାହା ପ୍ରେମ ବିବାହରେ ପରିଣତ ହୋଇଛି । ରାଇସିଲପଦର ଗ୍ରାମର ମୁକେଶ କୁମାର ସାହୁ ଓ ଶେଫାଲି ଉଭୟେ ସାମାଜିକ ରିତୀ ନିତି ଅନୁସାରେ ବିବାହ କରିଛନ୍ତି । ତାଙ୍କ ବିବାହ ମଧ୍ୟ ଏବେ ବେଶ ଚର୍ଚିତ ହୋଇଛି । କାରଣ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟ ନେଇ ସେମାନେ ବିବାହରେ ଯୋଗ ଦେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆମ୍ବ, ପିଜୁଳି ଓ ପଣସ ଚାରା ଉପହାରରେ ଦେଇଥିଲେ । ଯାହା ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ଏବଂ ଲୋକେ ଉଭୟଙ୍କ ବାହାଘରକୁ ‘ଟ୍ୱିଟର ମ୍ୟାରେଜ’ କହୁଛନ୍ତି । ଅତିଥି ମାନେ ନବ ଦମ୍ପତିଙ୍କ ଏତାଦୃଶ ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହ ଏହା ଅନ୍ୟ ଯୁବପିଢି ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ମତ ବ୍ୟକ୍ତ କରିଥିଲେ ।