B. S. Yediyurappa - The Sakala

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କ ବଢ଼ିଲା ଅଡୁଆ, ଜାମିନ ବିହୀନ ଗିରଫ ପରୱାନା ଜାରି
ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କ ବଢ଼ିଲା ଅଡୁଆ। ବେଙ୍ଗାଲୁରୁର ଏକ ଅଦାଲତ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ତାଙ୍କ ବିରୋଧରେ ପୋକ୍ସୋ ମାମଲାରେ ଏହି ୱାରେଣ୍ଟ ଜାରି କରାଯାଇଛି।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଫେବ୍ରୁଆରି ୨ ତାରିଖରେ ୟେଦିୟୁରପ୍ପା ତାଙ୍କ ବାସଭବନରେ ସାକ୍ଷାତ ବେଳେ ତାଙ୍କ ଝିଅକୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ମା’ ଅଭିଯୋଗ କରିବାର କିଛି ମାସ ପରେ ଏହି ଘଟଣା ଘଟିଛି। ମହିଳାଙ୍କ ବୟାନକୁ ଭିତ୍ତି କରି ୟେଦିୟୁରପ୍ପାଙ୍କ ବିରୋଧରେ ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଏବଂ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୩୫୪ଏ (ଯୌନ ଉତ୍ପୀଡ଼ନ) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।

ୟେଦିୟୁରପ୍ପା ଏବେ ଦିଲ୍ଲୀରେ ଅଛନ୍ତି। ୟେଦିୟୁରପ୍ପା ବିରୋଧରେ ପୋକ୍ସୋ ମାମଲାର ତଦନ୍ତ କରୁଥିବା ସିଆଇଡି ଗିରଫ ପରୱାନା ଜାରି କରିବା ପାଇଁ କୋର୍ଟରେ ଆବେଦନ କରିଥିଲା, କୋର୍ଟଙ୍କ ସମ୍ମତି ପରେ ଗିରଫ ପରଓ୍ବାନା ଜାରି କରାଯାଇଛି ।

କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରସ୍ପା ଇସ୍ତଫା ଦେଲେ
ବେଙ୍ଗାଲୁରୁ : କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରସ୍ପା ଇସ୍ତଫା ଦେଇଛନ୍ତି। ସୋମବାର ରାଜ୍ୟରେ ଭାଜପା ସରକାର ୨ ବର୍ଷ ପୂରଣ କରିଥିବାବେଳେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥବା ଘୋଷଣା କରିଛନ୍ତି। ତାଙ୍କ ଇସ୍ତଫାକୁ ନେଇ ରାଜ୍ୟର ରାଜନୀତି ସରଗରମ ହେବାରେ ଲାଗିଥିଲା। ଇସ୍ତଫା ଦେବା ପରେ ସେ କହିଛନ୍ତି ଯେ, ରାଜ୍ୟର ଲୋକଙ୍କ ପାଇଁ ବହୁ କାମ କରିବାକୁ ବାକି ରହିଛି। ରାଜନୈତିକ ଜୀବନରେ ତାଙ୍କୁ ସବୁବେଳେ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥିବା

କର୍ଣ୍ଣାଟକରେ ପୁଣି ଥରେ ରାଜନୈତିକ ନାଟକ ଆରମ୍ଭ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ୟେଦିୟୁରପ୍ପା !
ବେଙ୍ଗାଲୁରୁ: କର୍ଣ୍ଣାଟକରେ ପୁଣି ଥରେ ରାଜନୈତିକ ନାଟକ ଆରମ୍ଭ ହେବାର ସଙ୍କେତ ମିଳିଛି | ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ମଧ୍ୟରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପା କହିଛନ୍ତି ଯେ ବିଜେପି ହାଇକମାଣ୍ଡ ଯାହା ବି ନିଷ୍ପତ୍ତି ନେବେ ମୁଁ ତାହା ପାଳନ କରିବାକୁ ପ୍ରସ୍ତୁତ । ଜୁଲାଇ ୨୬ରେ ରାଜ୍ୟରେ ଆମ ସରକାରର ଦୁଇ ବର୍ଷ ପୂର୍ତ୍ତି ହେଉଛି। ଏହି ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେବ | ଏହା ପରେ ଜାତୀୟ ସଭାପତି ଜେପି ନଡ୍ଡା ଯାହା କହିବେ ମୁଁ ତାହା ମାନିବି। ବିଜେପିକୁ କ୍ଷମତାକୁ ଫେରାଇ ଆଣିବା ମୋର କର୍ତ୍ତବ୍ୟ। ଏହି ମିଶନରେ ମୋତେ ସମର୍ଥନ କରିବାକୁ ମୁଁ ସମସ୍ତ ଦଳର କର୍ମୀ ଏବଂ ମୋର ସାଥୀ ନେତାମାନଙ୍କୁ ନିବେଦନ କରୁଛି ।

ଗତ ସପ୍ତାହରେ ବିଏସ୍ ୟେଦିୟୁରପ୍ପା ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନେକ ନେତାଙ୍କୁ ଭେଟିଥିଲେ। ସେବେଠାରୁ ଚର୍ଚ୍ଚା ହେଉଥିଲା ଯେ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ସିଏମ୍ ପଦରୁ ଇସ୍ତଫା ଦେବାକୁ କହିଛନ୍ତି। ତେବେ ବାଙ୍ଗାଲୋରକୁ ଫେରିବା ପରେ ୟେଦିୟୁରପ୍ପା ଏଭଳି କଳ୍ପନାଜଳ୍ପନାକୁ ଖଣ୍ଡନ କରି କହିଥିଲେ ଯେ ତାଙ୍କୁ ଏହି ପଦରେ ଜାରି ରଖିବାକୁ କୁହାଯାଇଛି। ଏପରିକି ଦଳୀୟ କର୍ମୀ କୌଣସି ପ୍ରକାର ଦ୍ୱନ୍ଦ୍ୱରେ ନ ରହି ତାଙ୍କୁ ସହଯୋଗ କରିବାକୁ ଏହି ୭୫ ବର୍ଷୀୟ ନେତା କହିଥିଲେ ।