Public Darshan - The Sakala

ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ: ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଅର୍ଥାତ ଆଜି ରାହୁରେଖା ଲାଗି ହେବେ ମହାପ୍ରଭୁ। ପ୍ରଥମ ଭୋଗମଣ୍ଡପ ପୂଜା ପରେ ଦଇତାପତି ସେବକମାନେ ଦାରୁବିଗ୍ରଙ୍କୁ ରାହୁରେଖା ଲାଗି କରିବେ। ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ରାହୁରେଖା ଓଲାଗି ହୋଇ ରେଖାପଞ୍ଚମୀରେ ରାହୁରେଖା ଲାଗି ହୋଇଥାନ୍ତି। ଏହି ନୀତି ପ୍ରାୟ ସାଢେ଼ ୪ ଘଣ୍ଟା ଧରି ଚାଲିବ। ତେଣୁ ଆପତତଃ ଆଜି ଅପରାହ୍ଣ ସାଢେ଼ ୨ଟାଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସରିବା ପରେ ପୁନର୍ବାର ଯଥାରୀତି ଦର୍ଶନ ଆରମ୍ଭ ହେବ। ଭୋଗମଣ୍ଡପ ନୀତି ବଢିବା ପରେ ପାଳିଆ ସେବକ ଓ ଦଇତାପତି ସେବକ ମାନେ ଜୟ ବିଜୟ ଦ୍ୱାର ବନ୍ଦ କରି ମହାପ୍ରଭୁଙ୍କୁ ରାହୁ ରେଖା ଲାଗି କରିଥାନ୍ତି  । ତେଣୁ ଆଜି ଭୋଗମଣ୍ଡପ ପରେ ରାହୁରେଖା ଲାଗି ନୀତି ହେବାରୁ ପ୍ରାୟ ୪ ଘଣ୍ଟାର ବନ୍ଦ ରହିବ ସାଧାରଣ ଦର୍ଶନ ।