Eid al-Adha - The Sakala

ପବିତ୍ର ଇଦ୍ ଉଲ୍ ଜୁହା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ
ଭୁବନେଶ୍ୱର: ଆଜି ମୁସଲମାନ ସଂପ୍ରଦାୟର ପବିତ୍ର ଇଦ୍ ଉଲ୍ ଜୁହା । ପବିତ୍ର ଇଦ୍ ଉଲ୍ ଜୁହା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପର୍ବ ଆମ ଜୀବନରେ ଆନନ୍ଦ ଏବଂ ସମୃଦ୍ଧତା ଆଣନ୍ତୁ, ଭାଇଚାରାକୁ ମଜବୁତ କରନ୍ତୁ ଏବଂ ଆମକୁ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ କରୁଣାର ପଥରେ ମାର୍ଗଦର୍ଶନ କରନ୍ତୁ ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

Warm greetings to everyone on the auspicious occasion of #EidAlAdha. May the Festival bring joy & prosperity in our lives, strengthen brotherhood and guide us on the path of peace, harmony & compassion. #EidAdhaMubarak pic.twitter.com/mmTJZEyGkm

— Naveen Patnaik (@Naveen_Odisha) July 10, 2022

ଇଦ୍ ଉଲ୍ଲ ଜୁହା ଅବସରରେ ଭାଇଚାରାର ସହର କଟକ ଉତ୍ସବ ମୁଖରିତ ହୋଇଛି । ବିଭିନ୍ନ ମସଜିଦ ଓ ଇଦଗାରେ ସମୂହ ନମାଜ ପାଠ କରିଛନ୍ତି ମୁସଲମାନ ଶ୍ରଦ୍ଧାଳୁ । ଓଡିଆ ବଜାର, ଦରଘାବଜାର, ଯୋବ୍ରା ମସଜିଦ ସହିତ କଦମ ରସୁଲ ଓ ଇଦଗାରେ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇ ନମାଜ ପଢି ପରସ୍ପରକୁ ଇଦ୍ ଉଲ୍ ଜୁହାର ଶୁଭେଚ୍ଛା ଜଣାଇଛନ୍ତି । ମୁସଲମାନ ସଂପ୍ରଦାୟର ଲୋକମାନେ ଇଦ୍ ଉଲ୍ ଜୁହାକୁ ବଳିଦାନ, ସମର୍ପଣ ଓ ଦାନର ପର୍ବ ବୋଲି ଗ୍ରହଣ କରିଥାନ୍ତି ।

ଇଦ୍ ଅଲ୍‌ ଅଦା ଅବସରରେ ମୁସଲମାନ୍ ଭାଇ ଓ ଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା
ଭୁବନେଶ୍ୱର: ସମଗ୍ର ଦେଶରେ ଆଜି ମୁସଲମାନ ଭାଇ-ଭଉଣୀମାନେ ପାଳୁଛନ୍ତି ବଳିଦାନର ପର୍ବ ଇଦ୍ ଅଲ୍‌ ଅଦା ବା ବକରୀ ଇଦ୍ । ଆନନ୍ଦ ଉଲ୍ଲାସ ମଧ୍ୟରେ ଏହି ପର୍ବ ପାଳନ କରୁଛନ୍ତି ମୁସଲମାନ ଭାଇ ଓ ଭଉଣୀ । ଏହି ଅବସରରେ କରୋନା କଟକଣା ଯୋଗୁଁ ଘରେ ରହି ଏହି ବଳିଦାନର ପର୍ବ ପାଳୁଛନ୍ତି । ଏହି ଅବସରରେ ମୁସଲମାନ୍ ଭାଇ ଓ ଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା ଜଣାଇଛନ୍ତି ।ଏହି ପର୍ବ ସମାଜରେ ଶାନ୍ତି ଓ ମୈତ୍ରି ଭାବ ଜାଗ୍ରତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ କୋରୋନା ମହାମାରୀ ଯୋଗୁଁ  କଟକଣା ମଧ୍ୟରେ ଏହି ପର୍ବ ଅନୁଷ୍ଠିତ ହେଉଥିବା ବେଳେ, ବିଭିନ୍ନ ମସଜିଦ୍ ସମେତ ଇଦଗାହାରେ ମଧ୍ୟ ନମାଜ୍ ପାଠ କରାଯାଇଛି । ତେବେ ଏହି ନମାଜ୍ ପାଠ କେବଳ ପାଞ୍ଚ ଜଣକୁ ନେଇ ଅନୁଷ୍ଠିତ ହେବ  ।

Warm greetings to everyone on the auspicious occasion of #EidAlAdha. May the Eid strengthen the spirit of peace, brotherhood & compassion in the society. #EidAdhaMubarak pic.twitter.com/Mi0CoAKtgT

— Naveen Patnaik (@Naveen_Odisha) July 21, 2021