250-rupees-per-covid-vaccine - The Sakala

ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୮୦୬ ଜଣ କରୋନା ପଜିଟିଭ୍
ଭୁବନେଶ୍ୱର: ଆଜି ସାମାନ୍ୟ ବଢିଛି ମହାମାରୀ କରୋନା ସଂକ୍ରମଣ । ଉପର ତଳ ହେଉଛି ସଂକ୍ରମଣ ଗ୍ରାଫ୍‌ । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଆଉ ୨୮୦୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୬୧୩ଟି ମାମଲା ଆସିଥିବା ବେଳେ ୧୧୯୩ଟି ହେଉଛି ସ୍ଥାନୀୟ ସଂକ୍ରମଣ ମାମଲା । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୨ ହଜାର ୩୩୦ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

Covid-19 Report For 8th July

New Positive Cases: 2806

In quarantine: 1613

Local contacts: 1193

(Details of local contacts will be shared by concerned Dist Administration)

District Wise Cases:

1. Angul: 102

2. Balasore: 153

3. Bargarh: 33

4. Bhadrak: 83

5. Balangir: 10

— I & PR Department, Odisha (@IPR_Odisha) July 9, 2021

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫୯୦ ଜଣ, କଟକରୁ ୪୪୧ ଜଣ, ଯାଜପୁରରୁ ୨୫୨ ଜଣ, ବାଲେଶ୍ବରରୁ ୧୫୩ ଜଣ, ପୁରୀରୁ ୧୩୮ ଜଣ,ଢ଼େଙ୍କାନାଳରୁ ୧୨୪ ଜଣ, ଜଗତସିଂହପୁରରୁ ୧୧୯ ଜଣ, ମୟୂରଭଞ୍ଜରୁ ୧୦୯ ଜଣ, ଅନୁଗୁଳରୁ ୧୦୨ ଜଣ, ନୟାଗଡ଼ରୁ ୮୬ ଜଣ, ଭଦ୍ରକର ୮୩ ଜଣ,କେନ୍ଦୁଝରରୁ ୭୨ ଜଣ, ସୁନ୍ଦରଗଡ଼ରୁ ୨୫ ଜଣ, କେନ୍ଦ୍ରପଡ଼ାରୁ ୫୭ ଜଣ, ମାଲକାନଗିରିରୁ ୩୫ ଜଣ, ବରଗଡ଼ରୁ ୩୩ ଜଣ,ରାୟଗଡ଼ାରୁ ୩୦ ଜଣ, କୋରାପୁଟରୁ ୨୯ ଜଣ, ସମ୍ବଲପୁରରୁ ୨୬ ଜଣ, କଳାହାଣ୍ଡିରୁ ୨୫ ଜଣ,ନବରଙ୍ଗପୁରରୁ ୨୦ ଜଣ, କନ୍ଧମାଳରୁ ୧୭ ଜଣ, ସୋନପୁରରୁ ୧୬ ଜଣ, ବଲାଙ୍ଗୀର ଓ ଝାରସୁଗୁଡ଼ା ଜିଲ୍ଲାରୁ ୧୦ ଜଣ ଲେଖାଏଁ, ବୌଦ୍ଧରୁ ୯ ଜଣ,ନୂଆପଡ଼ାରୁ ୭ ଜଣ, ଗଜପତିରୁ ୬ ଜଣ, ଦେବଗଡ଼ରୁ ୪ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୧୧୯ ଜଣ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି।

22. Mayurbhanj: 109

23. Nawarangpur: 20

24. Nayagarh: 86

25. Nuapada: 7

26. Puri: 138

27. Rayagada: 30

28. Sambalpur: 26

29. Sonepur: 16

30. Sundargarh: 65

31. State Pool: 119

New recoveries: 2896

Cumulative tested: 14414368

Positive: 935136

Recovered: 903178

Active case: 27429

— I & PR Department, Odisha (@IPR_Odisha) July 9, 2021

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୩୫ ହଜାର ୧୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୨୭ ହଜାର ୪୨୯ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୩ ହଜାର ୧୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ କରୋନା ଯୋଗୁଁ ୪୪୭୬ ଜଣଙ୍କର ମୃତ୍ୟୁ ହୋଇଛି ।

କେନ୍ଦ୍ର ସରକାରଙ୍କ ଘୋଷଣା : ଘରୋଇ ହସ୍ପିଟାଲରେ ୨୫୦ ଟଙ୍କାରେ ମିଳିବ କରୋନା ଟିକା
ନୂଆଦିଲ୍ଲୀ : ସୋମବାରଠାରୁ ଦେଶରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ। ତେବେ ଟିକା କରଣ ପୂର୍ବରୁ କେନ୍ଦ୍ର ସରକାର କରୋନା ଟିକାକୁ ନେଇ ଏକ ବଡ ଘୋଷଣା କରିଛନ୍ତି। ଏଣିକି ଘରୋଇ ହସ୍ପିଟାଲରେ ମଧ୍ୟ ଉପଲବ୍ଧ ହେବ କରୋନା ଟିକା। ଘରୋଇ ହସ୍ପିଟାଲରେ ୨୫୦ ଟଙ୍କାରେ ମିଳିବ କରୋନା ଟିକା। କେନ୍ଦ୍ର ସରକାର ଏ ନେଇ ଶନିବାର ଘୋଷଣା କରିଛନ୍ତି। ସରକାର ଡାକ୍ତରଖାନାରେ ଟିକାକରଣ ମାଗଣାରେ କରାଯିବ ବୋଲି ପୂର୍ବରୁ ସରକାର ଘୋଷଣା କରିଥିଲେ। ତେବେ କରୋନା ଟିକାକରଣ କେନ୍ଦ୍ର ଭାବେ କାର୍ଯ୍ୟ କରୁଥିବା ଘରୋଇ ହସ୍ପିଟାଲରେ ଟିକାର ଗୋଟିଏ ଡୋଜ ମୂଲ୍ୟ ୨୫୦ ଟଙ୍କା ରହିବ ବୋଲି ସରକାର କହିଛନ୍ତି।

The cost of the COVID19 vaccine at private hospitals has been capped at Rs 250 per dose, including Rs 100 as a service charge: Official sources

Vaccination at government facilities will be free of cost.

— ANI (@ANI) February 27, 2021

ପ୍ରତି ଡୋଜ ପିଛା ମୂଲ୍ୟ ୨୫୦ ଟଙ୍କା ରଖିବା ସ୍ଥିର କରିଛନ୍ତି କେନ୍ଦ୍ର ସରକାର । ସେହିପରି ଦୁଇଟି ଡୋଜର ସର୍ବାଧିକ ମୂଲ୍ୟ ୫୦୦ ଦେବାକୁ ପଡିବ। ସେହିପରି ଘରୋଇ ହସ୍ପିଟାଲରେ ସର୍ଭିସ ଚାର୍ଜ ସମେତ ଏହାର ସର୍ବାଧିକ ମୂଲ୍ୟ ୨୫୦ ଟଙ୍କା ରଖାଯାଉଇଛି । ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହାକୁ ଦେୟମୁକ୍ତ ଭାବେ ଯୋଗାଇବାକୁ ସ୍ଥିର କରିଛନ୍ତି କେନ୍ଦ୍ର ସରକାର ।

ଦେଶର  ୧୦ ହଜାରଟି ସରକାରୀ କେନ୍ଦ୍ରରେ ଟିକା ଦିଆଯିବ ବୋଲି ସ୍ଥିର ହୋଇଥିବା ବେଳେ ୨୦ ହଜାରଟି ଘରୋଇ ଟିକା କେନ୍ଦ୍ର ଠିକ୍ ହୋଇଥିବା ଜଣାପଡ଼ିଛି। ଘରୋଇ ଟିକା କେନ୍ଦ୍ରରେ ଟିକା ନେଲେ ଗୋଟିଏ ଡୋଜର ଦାମ ୨୫୦ ଟଙ୍କା ହେବ। ଏହାବାଦ୍ ଟିକା ସେବା ପାଇଁ ଅତିରିକ୍ତ ୧୦୦ ଟଙ୍କା ଦେୟ ଦେବାକୁ ପଡ଼ିବ। ସୂଚନାଯୋଗ୍ୟ ଶୁକ୍ରବାର ପର୍ଯ୍ୟନ୍ତ ଦେଶର ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ମିଶାଇଲେ ମୋଟ୍ ୧.୩୭ କୋଟିରୁ ଅଧିକ ଡୋଜ୍ ଦିଆଯାଇଛି।