Shimlipal Sanctuary - The Sakala

ଆଜିଠୁ ୪ ମାସ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ
ମୟୂରଭଞ୍ଜ: ଆଜିଠୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ । ବର୍ଷା ଦିନ ଆରମ୍ଭ ହେଉଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଶିମିଳିପାଳ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଆଜିଠୁ ୪ ମାସ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଆସିଲେ ଶିମିଳିପାଳ ଅଭୟାରଣ୍ୟ ଭିତର ମାଟିରାସ୍ତା ଓ ପୋଲ ବିପଦପୂର୍ଣ୍ଣ ହୋଇଯାଏ । ଏଣୁ ପ୍ରତିବର୍ଷ ମୌସୁମୀ ଆଗମନ ପୂର୍ବରୁ ଶିମିଳିପାଳକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥାଏ । ବର୍ଷା କମିବା ପରେ ଆଭ୍ୟନ୍ତରୀଣ ରାସ୍ତା ଓ ପୋଲର ମରାମତି କରାଯାଇଥାଏ । ଏହାପରେ ଶୀତ ଆଗମନ ହେଲେ ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଥାଏ ଶିମିଳିପାଳ ଗେଟ୍‌ ।

ଶିମିଳିପାଳ ଅଭୟାରଣ୍ୟରୁ ୩ ଶିକାରୀ ଗିରଫ
ବାରିପଦା : ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଥିବା ଗୁଡ଼ଗୁଡ଼ିଆ ରେଞ୍ଜର ଉତ୍ତରାସ ନିକଟରେ ଥିବା ରିଜର୍ଭ ଜଙ୍ଗଲରେ ବନବିଭାଗ କର୍ମଚାରୀ ପେଟ୍ରୋଲିଂ କରୁଥିବା ସମୟରେ କୁଟୁରା ମାଂସ ସହିତ ୩ ଜଣ  ଶିକାରୀଙ୍କୁ ଗିରଫ କରିବାରେ ସଫଳତା ପାଇଛି । ଗିରଫ ଶିକାରୀ ମାନେ ଉତ୍ତରାସ ଗାଁର ବାସିନ୍ଦା ହଇଥିବା ବେଳେ ସେଥି ମଧ୍ୟରୁ ଜଣେ ନିର୍ବାଚିତ ପ୍ରତିନିଧି ଅଛିନ୍ତି । ଏ ମାନକୁ ଧରିବା ପାଇଁ ଉତ୍ତର ଶିମିଳିପାଳର ACF ପ୍ରଦୀପ କୁମାର ଦେ ଏକ ସ୍ୱତନ୍ତ୍ର ଟିମ ଗଠନ କରିବା ସହିତ ନିଜେ ମଧ୍ୟ ଉପସ୍ଥିତ ରହି ପଶୁ ଶିକାରୀଙ୍କୁ  ଧରିବାରେ ସଫଳ ହଇଥିଲେ ।ଘଟଣା ସ୍ଥାନରୁ ୭ କିଲୋ କୁଟରା ମାଂସ, ଦୁଇଟି ଧନୁ, ୪ ଧନୁତୀର,ଗୋଟିଏ କୁରାଢ଼ିଏବଂ ଗୋଟିଏ ପନକି ଜବତ କରିଛି ।

ଏଥି ସହିତ ଚହଲା ରେଞ୍ଜ ଏରିଆରେ ପେଟ୍ରୋଲିଂ କରୁଥିବା ବେଳେ କୋର ଏରିଆରୁ କାଠ କାଟୁ ଥିବା ସମୟରେ ୩ ଜଣ କାଠ ମାଫିଆକୁ ଧରିବାରେ ସଫଳ ହଇଛି ବନବିଭାଗ । ତାଙ୍କ ଠାରୁ ଧନୁ ତୀର , କୁରାଡ଼ି ସହିତ ଚିରା କାଠ ମଧ୍ୟ ଜବତ କରିଛି ବନବିଭାଗ । ଏବେ ଉତ୍ତର  ଶିମିଳିପାଳ ଅଭୟାରଣ୍ୟ ରେ ପେଟ୍ରୋଲିଂ କଡାକଡ଼ି କରା ଯାଉଥିବାରୁ ଶିକାରୀ ମାନେ ଧରାପଡୁଥିବା ଜଣା ଯାଇଛି ।ତେବେ ଏଇ ଅଭୟାରଣ୍ୟ ରେ ବିଭିନ୍ନ ସମୟରେ ଏପରି ଆବାଧ୍ୟ ଶିକାର କରୁଛନ୍ତି ଶିକାରୀ ମାନେ ଯାହା ଫଳରେ ଏବେ ପଶୁ ସମ୍ପଦ ବିପଦରେ । ତେଣୁ ଏଇ ଅଭୟାରଣ୍ୟ ସୁରକ୍ଷା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି ପରିବେଶ ବିତ ମାନେ ।