Shilpa Shetty - The Sakala

୧୫୦ କୋଟିର ବିଟକଏନ୍ ସ୍କାମ୍: ରାଜ କୁନ୍ଦ୍ରାଙ୍କୁ ମିଳିଲା ଆଶ୍ୱସ୍ତି, ଜାଣନ୍ତୁ କ'ଣ ରହିଛି କୋର୍ଟଙ୍କ ସର୍ତ୍ତ
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ମୁମ୍ବାଇର ଏକ ସ୍ୱତନ୍ତ୍ର PMLA କୋର୍ଟ ଶୁକ୍ରବାର ଦିନ ତାଙ୍କୁ ୧୫୦ କୋଟି ଟଙ୍କାର ବହୁଚର୍ଚ୍ଚିତ ବିଟକଏନ୍ ଦୁର୍ନୀତି ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ED) ଦ୍ୱାରା ଦାୟର କରାଯାଇଥିବା ଚାର୍ଜସିଟ୍ ଆଧାରରେ କୋର୍ଟ ତାଙ୍କୁ ସମନ ଜାରି କରିଥିଲେ, ଯାହା ପରେ ସେ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିଥିଲେ।

ଜାମିନ ପାଇଁ ରହିଛି କଡ଼ା ସର୍ତ୍ତ

କୋର୍ଟ ରାଜ କୁନ୍ଦ୍ରାଙ୍କୁ ୧ ଲକ୍ଷ ଟଙ୍କାର ମୁଚାଲିକା (surety) ବଦଳରେ ଜାମିନ ମଞ୍ଜୁର କରିଛନ୍ତି। ତେବେ ଜାମିନ ସହ କିଛି କଡ଼ା ସର୍ତ୍ତ ମଧ୍ୟ ରଖାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, କୁନ୍ଦ୍ରା କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ଯାଇପାରିବେ ନାହିଁ। ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ମଧ୍ୟ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କଣ ରହିଛି ପୁରା ମାମଲା?

ଏହି ମାମଲାଟି ୨୮୫ଟି ବିଟକଏନ୍ ସହ ଜଡିତ, ଯାହାର ବର୍ତ୍ତମାନର ବଜାର ମୂଲ୍ୟ ପ୍ରାୟ ୧୫୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। EDର ଅଭିଯୋଗ ଅନୁଯାୟୀ, 'ଗେନ୍ ବିଟକଏନ୍' (GainBitcoin) ପୋଞ୍ଜି ସ୍କାମର ମୁଖ୍ୟ ଅମିତ ଭରଦ୍ୱାଜଙ୍କଠାରୁ କୁନ୍ଦ୍ରା ଏହି ବିଟକଏନ୍ ଗ୍ରହଣ କରିଥିଲେ। ୟୁକ୍ରେନରେ ଏକ ବିଟକଏନ୍ ମାଇନିଂ ଫାର୍ମ ପ୍ରତିଷ୍ଠା କରିବା ପାଇଁ ଏହି ଡିଲ୍ ହୋଇଥିଲା, କିନ୍ତୁ ତାହା କାର୍ଯ୍ୟକାରୀ ହୋଇନଥିଲା। ତଥାପି କୁନ୍ଦ୍ରାଙ୍କ ପାଖରେ ଏହି ବିଟକଏନ୍ ଗୁଡିକ ରହିଥିବା ନେଇ ତଦନ୍ତକାରୀ ସଂସ୍ଥା ଦାବି କରିଛି।

କୁନ୍ଦ୍ରାଙ୍କ ଓକିଲ ପ୍ରଶାନ୍ତ ପାଟିଲ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ, ତାଙ୍କ ମହକିଲ ୨୦୨୧ ମସିହାରୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଏବଂ ମାମଲାର ସମସ୍ତ ଦସ୍ତାବିଜ ED ପାଖରେ ରହିଛି, ତେଣୁ ତାଙ୍କୁ ହାଜତକୁ ନେବାର ଆବଶ୍ୟկତା ନାହିଁ।

ପିଲାମାନଙ୍କୁ ‘ଡିଜିଟାଲ୍ ଆଡିକ୍ଟ’ ନୁହେଁ, ‘ଡିଜିଟାଲ୍ ସଚେତନ’ କରାନ୍ତୁ: ଶିଳ୍ପା ସେଟ୍ଟୀଙ୍କ ପରାମର୍ଶ
ବର୍ତ୍ତମାନର ଡିଜିଟାଲ ଯୁଗରେ ପିଲାମାନଙ୍କୁ ଇଣ୍ଟରନେଟର କୁପ୍ରଭାବରୁ ରକ୍ଷା କରିବା ପିତାମାତାଙ୍କ ପାଇଁ ଏକ ବଡ଼ ଆହ୍ୱାନ ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ‘ସେଫର୍ ଇଣ୍ଟରନେଟ୍ ଡେ’ (Safer Internet Day) ଅବସରରେ ପିତାମାତାଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ପିଲାମାନଙ୍କୁ ଇଣ୍ଟରନେଟ୍ ବ୍ୟବହାରରୁ ସମ୍ପୂର୍ଣ୍ଣ ବାରଣ କରିବା ବଦଳରେ ସେମାନଙ୍କୁ ‘ଡିଜିଟାଲ୍ ସଚେତନ’ କରାଇବା ଅଧିକ ଜରୁରୀ।

୧୬ ବର୍ଷ ଯାଏଁ ନଜର ରଖିବା ‘ଯତ୍ନ’, ‘ନିୟନ୍ତ୍ରଣ’ ନୁହେଁ

ଶିଳ୍ପା ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ୧୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ଇଣ୍ଟରନେଟ୍ ଗତିବିଧି ଉପରେ ନଜର ରଖିବା ପିତାମାତାଙ୍କ ଦାୟିତ୍ୱ। ଏହାକୁ ସେ ‘ନିୟନ୍ତ୍ରଣ’ (Control) ନୁହେଁ, ବରଂ ‘ଯତ୍ନ’ (Care) ବୋଲି ଅଭିହିତ କରିଛନ୍ତି। ପିଲାମାନେ କ’ଣ ଦେଖୁଛନ୍ତି ଏବଂ କେଉଁ ଧରଣର ବିଷୟବସ୍ତୁ ସହ ଜଡିତ ଅଛନ୍ତି, ତାହା ଜାଣିବା ନିହାତି ଆବଶ୍ୟକ।

ଖୋଲାଖୋଲି କଥା ହେବା ଜରୁରୀ

ଶିଳ୍ପାଙ୍କ ମତରେ, କେବଳ ପ୍ୟାରେଣ୍ଟାଲ୍ କଣ୍ଟ୍ରୋଲ୍ ଲଗାଇବା ଯଥେଷ୍ଟ ନୁହେଁ। ପିଲାମାନଙ୍କ ସହ ଖୋଲାଖୋଲି କଥା ହେବା ଦ୍ୱାରା ବିଶ୍ୱାସ ବଢିଥାଏ। ସେ କହିଛନ୍ତି, "ନୀରବତାରେ କୌତୁହଳ ବଢେ, କିନ୍ତୁ କଥାବାର୍ତ୍ତା ଦ୍ୱାରା ସମାଧାନ ମିଳେ।" ତେଣୁ ପିଲାମାନଙ୍କୁ ଇଣ୍ଟରନେଟର ଭଲ ଓ ଖରାପ ଦିଗ ବିଷୟରେ ବୁଝାଇବା ଉଚିତ୍।

ଇଣ୍ଟରନେଟ୍ ସବୁବେଳେ ସତ ନୁହେଁ

ପିଲାମାନଙ୍କୁ ଏହା ଶିଖାଇବା ଆବଶ୍ୟକ ଯେ ଅନ୍‌ଲାଇନ୍‌ରେ ଦେଖାଯାଉଥିବା ସବୁକିଛି ସତ କିମ୍ବା ନିରାପଦ ନୁହେଁ। ଶିଳ୍ପା ପିତାମାତାଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ନିଜ ପିଲାଙ୍କୁ ‘ଡିଜିଟାଲ୍ ଆଡିକ୍ଟ’ (ନିଶାଗ୍ରସ୍ତ) ନ କରାଇ, ସଚେତନ ନାଗରିକ ଭାବେ ଗଢି ତୋଳନ୍ତୁ। ଏହି ବାର୍ତ୍ତା ମାଧ୍ୟମରେ ସେ ସମସ୍ତ ଅଭିଭାବକଙ୍କୁ ଏକାଠି ହୋଇ ପିଲାଙ୍କ ଡିଜିଟାଲ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଆହ୍ୱାନ ଦେଇଛନ୍ତି।

ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଓ ଭିଡିଓ ସୁଟିଂ କରି ବିବାଦରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ
ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଫଟୋ ଓ ଭିଡିଓ ସୁଟିଂ କରି ବିବାଦରେ ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶିଳ୍ପା ଗତକାଲି ସଂଧ୍ୟାରେ ଭୁବନେଶ୍ବର ଆସିଥିବା ବେଳେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ମନ୍ଦିର ଯାଇଥିଲେ। ମନ୍ଦିର ଭିତରକୁ ମୋବାଇଲ୍‌ ଓ କ୍ୟାମେରା ନେବାକୁ ବାରଣ ଥିଲେ ହେଁ ସେଠାରେ ଶିଳ୍ପାଙ୍କ ଫଟୋ ଉତ୍ତୋଳନ କରାଯିବା ସହ ଭିଡିଓ କରାଯାଇଥିଲା। ତେବେ ସାମାଜିକ ଗଣମାଧ୍ୟମରେ ଏହା ଭାଇରାଲ୍‌ ହେବା ପରେ ବିବାଦ ଦେଖାଦେଇଛି। ଏହାକୁ ନେଇ ଶ୍ରଦ୍ଧାଳୁଙ୍କମହଲ‌ରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି।

ସେମାନଙ୍କ କହିବା କଥା, ଶିଳ୍ପା ବାହାର ରାଜ୍ୟର ହୋଇଥିବାରୁ ସେ ହୁଏତ ଏ କଟକଣା ସଂପର୍କ‌ରେ ଜାଣି ନଥିବେ। କିନ୍ତୁ ମନ୍ଦିରର ସୁରକ୍ଷା ଦାୟିତ୍ବ‌ରେ ଥିବା ପୁଲିସ୍‌ ଓ ମନ୍ଦିର ପ୍ରଶାସନ କ’ଣ କରୁଥିଲା। ଏନେଇ ତାଙ୍କୁ କାହିଁକି ବାରଣ କରାଗଲା ନାହିଁ। ବାରଣ ତ ଦୂରର କଥା, ମନ୍ଦିର ଭିତରକୁ ମୋବାଇଲ୍‌ ବା କ୍ୟାମେରା ଯିବା ବେଳେ ତାହା କାହିଁକି ଯାଞ୍ଚ କରାଗଲା ନାହିଁ। ଖାଲି ସେତିକି ନୁହେଁ, ଫଟୋ ଓ ଭିଡିଓରେ ଶିଳ୍ପାଙ୍କ ସହ ଜଣେ ସେବାୟତ ନଜର ଆସୁଛନ୍ତି। ସେ ଶିଳ୍ପାଙ୍କୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ମନ୍ଦିର ସଂପର୍କରେ ସୂଚନା ଦେଉଛନ୍ତି। ତେବେ ସଂପୃକ୍ତ ସେବାୟତଜଣଙ୍କ କ’ଣ ମନ୍ଦିରର ଏହି କଟକଣା ସଂପର୍କରେ ଜାଣିନାହାନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାଲି ଏହି ଗୋଟିଏ ଘଟଣା ନୁହେଁ, ଅତୀତରେ ମଧ୍ୟ ଅନେକଥର ଶ୍ରୀଲିଙ୍ଗରାଜ ମନ୍ଦିରର ଫଟୋ ଭାଇରାଲ ହେବାର ନଜିର ରହିଛି।

ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲା : ୨ ମାସ ପରେ ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ୍‌
ମୁମ୍ବଇ : ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କୁ ମିଳିଲା ଜାମିନ୍‌। ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲରେ ଗିରଫ ହୋଇ ୨ମାସ ହେବ ଜେଲରେ ଥିବା ରାଜ କୁନ୍ଦ୍ରାଙ୍କୁ ଜାମିନ ମିଳିଛି। ଆଜି ମୁମ୍ବାଇ କୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିବା ସହ କୁନ୍ଦ୍ରାଙ୍କୁ ୫୦,୦୦୦ ଟଙ୍କାର ବଣ୍ଡ ଦେବାକୁ କହିଛନ୍ତି।

ଅଶ୍ଳୀଳ ଭିଡିଓ ସୁଟି କରି ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ମାମଲାରେ ଅଭିଯୁକ୍ତ ଅଛନ୍ତି ରାଜ କୁନ୍ଦ୍ରା । ଏନେଇ ଜୁଲାଇ ୧୯ରେ ରାଜଙ୍କୁ ଗିରଫ କରିଥିଲା ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ଟିମ୍‌ । ପର୍ଣ୍ଣୋଗ୍ରାଫିକ ଚଳଚ୍ଚିତ୍ର ସୁଟିଂ ମାମଲାରେ ରାଜ କୁନ୍ଦ୍ରାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଥିଲା କ୍ରାଇମ ବ୍ରାଞ୍ଚ । ଗତ ଫେବୃଆରୀରେ କୁନ୍ଦ୍ରାଙ୍କ ବିରୋଧରେ ପର୍ନୋଗ୍ରାଫି(ଅଶ୍ଲୀଳ ଚଳଚ୍ଚିତ୍ର) ପ୍ରସ୍ତୁତ କରିବା ଓ ସେଗୁଡ଼ିକୁ ବିଭିନ୍ନ ଆପ୍‌ ମାଧ୍ୟମରେ ପ୍ରସାରଣ କରିବା ଭଳି ଅଭିଯୋଗ ଆସିଥିଲା। ମୁମ୍ବାଇ କ୍ରାଇମବ୍ରାଞ୍ଚ୍ ଏହାର ତଦନ୍ତ କରୁଥିଲା।

ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଗିରଫକୁ ନେଇ ମୁହଁ ଖୋଲିଲେ ଶିଳ୍ପା ଶେଟ୍ଟୀ
ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ରାଜ୍‌ କୁନ୍ଦ୍ରାଙ୍କୁ ଗିରଫ କରାଯିବା ପରେ ମୁହଁ ଖୋଲିଛନ୍ତି ସ୍ତ୍ରୀ ଶିଳ୍ପା ଶେଟ୍ଟୀ । ମାମଲାର ତଦନ୍ତ ପାଇଁ ଶୁକ୍ରବାର ରାଜ୍‌ କୁନ୍ଦ୍ରାଙ୍କ ଘରକୁ ଯାଇଥିଲା କ୍ରାମଇବ୍ରାଞ୍ଚ୍‌ ଟିମ୍‌ । ଏଠାରେ ଶିଳ୍ପା ଏବଂ ରାଜ୍‌ଙ୍କୁ ଆମ୍ନା ସାମ୍ନା ଜେରା କରିଛି କ୍ରାଇମବ୍ରାଞ୍ଚ୍‌ । ଏହି ସମୟରେ ଶିଳ୍ପାଙ୍କୁ କଡ଼ା ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଛି । କ୍ରାଇମବ୍ରାଞ୍ଚ୍‌ ଟିମ୍‌ ସାମ୍ନାରେ ଶିଳ୍ପା କେଉଁ ସବୁ ଖୁଲାସା କରିଛନ୍ତି,ତାହା ଏବେ ସାମ୍ନାକୁ ଆସିଛି ।

ମୁମ୍ବାଇ ପୋଲିସର ଷ୍ଟେଟମେଣ୍ଟ ଅନୁସାରେ ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ନିଜର ସମ୍ପୃକ୍ତି ନଥିବା ସେ କ୍ରାଇମ ବ୍ରାଞ୍ଚ୍‌ ସାମ୍ନାରେ କହିଛନ୍ତି ।କେବଳ ସେତିକି ନୁହେଁ ବରଂ ରାଜ୍‌ କୁନ୍ଦ୍ରା ପୋର୍ଣ୍ଣ ଫିଲ୍ମ ନୁହେଁ ବରଂ ଏରୋଟିକ୍‌ ଫିଲ୍ମ ନିର୍ମାଣ କରନ୍ତି ବୋଲି କହିଛନ୍ତି ଶିଳ୍ପା। ଏହି କଥା ସେ କ୍ରାଇମବ୍ରାଞ୍ଚ୍‌ ପୋଲିସକୁ ବାରମ୍ବାର ବୁଝାଇବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ହଟ୍‌ସଟ୍‌ ମୁଭି ନିର୍ମାଣ କରିବାରେ ତାଙ୍କର କୌଣସି ମଧ୍ୟ ସମ୍ପର୍କ ନଥିବା ସେ କହିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶିଳ୍ପା ଏହା ମଧ୍ୟ କହିଛନ୍ତି ଅନ୍ୟ ଓଟିଟି ପ୍ଲାଟଫର୍ମର କଣ୍ଟେଣ୍ଟ ଏବଂ ଓ୍ୱେବସିରିଜ୍‌ ଅଧିକ ଅଶ୍ଳୀଳ । ତେବେ ଶିଳ୍ପାଙ୍କ ଏହି ବୟାନକୁ ଆଧାର କରି କ୍ରାଇମବ୍ରାଞ୍ଚ୍‌ ତଦନ୍ତ କରିବା ପରେ ଭ୍ୟାରିଫାଇ କରିବ ।

ମୁମ୍ବାଇ କ୍ରାଇମ ବ୍ରାଞ୍ଚର କହିବା ହେଉଛିଯେ, ରାଜ୍‌ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁଥିଲେ ଏବଂ ଏହା ବାବଦରେ ତାଙ୍କ ନିକଟରେ ଯଥେଷ୍ଟ ପ୍ରମାଣ ରହିଛି । ଏବେ କିନ୍ତୁ ରାଜ୍‌ ପୋଲିସ ହେପାଜତରେ ଅଛନ୍ତି ।

ଶିଳ୍ପା ଶେଟ୍ଟୀ ରାଜ୍‌ କୁନ୍ଦ୍ରାଙ୍କ ଗିରଫ ପରେ ସୋସିଅଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍‌ କୁନ୍ଦ୍ରାଙ୍କୁ ଗିରଫ କରାଯିବା ପରଠାରୁ ତାଙ୍କ ବିରୁଦ୍ଧରେ ଏକାଧିକ ଅଭିନେତ୍ରୀ ନୂଆ ନୂଆ ଅଭିଯୋଗ ଆଣୁଛନ୍ତି । ଏଥିରେ ପୁନମ ପାଣ୍ଡେଙ୍କ ନାଁ ମଧ୍ୟ ସାମିଲ ରହିଛି । ତେବେ ଏହି ଘଟଣା ପରେ ରାଜ୍‌ ଏବଂ ଶିଳ୍ପାଙ୍କୁ ଖୁବ୍‌ ଟ୍ରୋଲ କରାଯାଉଛି ।

ରାଜ କୁନ୍ଦ୍ରାଙ୍କ କଳାଧନ୍ଦାର କୁଣ୍ଡଳୀ ଖୋଲିବାକୁ ଶିଳ୍ପା ସେଟ୍ଟୀଙ୍କ ବାସଭବନରେ ସ୍ୱାମୀ-ସ୍ତ୍ରୀଙ୍କୁ ସାମ୍ନାସାମ୍ନି ଜେରା କଲା କ୍ରାଇମବ୍ରାଞ୍ଚ
ମୁମ୍ବାଇ: ପର୍ଣ୍ଣ ଫିଲ୍ମ ତିଆରି କରିବା ଅଭିଯୋଗରେ ଗିରଫ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ୨୭ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ଯାଇଥିବା ରାଜଙ୍କୁ ଧରି ଆଜି ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ଘରେ ପହଞ୍ଚିଛି। ମୁମ୍ବାଇର ଜୁହୁରେ ଥିବା ଶିଳ୍ପାଙ୍କ ଘରେ ଅଧିକାରୀମାନେ ଛାନଭିନ୍ କରୁଛନ୍ତି। ପର୍ଣ୍ଣ ଫିଲ୍ମ ସହ ଜଡ଼ିତ ସାମଗ୍ରୀ ଘରେ ରହିଛି କି ନାହିଁ, ତା’ର ଯାଞ୍ଚ କରାଯାଉଛି।

ଶୁକ୍ରବାର ରାଜ କୁନ୍ଦ୍ରାଙ୍କ ପୋଲିସ ହେପାଜତ ବୃଦ୍ଧି ହେବାପରେ ପୋଲିସ ଶିଳ୍ପାଙ୍କ ଘରେ ପହଞ୍ଚିଥିଲା । ପୋଲିସ ରାଜ କୁନ୍ଦ୍ରାଙ୍କ ନେଇ ତାଙ୍କ ଘରେ ପହଞ୍ଚି ସର୍ଚ୍ଚ କରିଥିଲା । ଏହା ସହିତ ରାଜ କୁନ୍ଦ୍ରରଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ । ରାଜ କୁନ୍ଦ୍ରାଙ୍କର ଅନେକ କମ୍ପାନୀରେ ଶିଳ୍ପା ଅଂଶୀଦାର ଥିବାରୁ ତାଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିପାରେ ବୋଲି ଅନୁମାନ କରାଯାଇଥିଲା । ଯାହାକି ଏବେ ସତ ପ୍ରମାଣିତ ହୋଇଛି । ତେବେ ତାଙ୍କୁ ସମନ ଜାରି କରାଯାଇନଥିବା ଜଣାପଡିଛି । ତଦନ୍ତ ପ୍ରକ୍ରିୟାରେ ଆବଶ୍ୟକ ହେଲେ କ୍ରାଇମବ୍ରାଞ୍ଚ ପକ୍ଷରୁ ସମନ ଜାରି କରାଯାଇପାରେ ।

ସେପଟେ ଅଶ୍ଳୀଳ ଫିଲ୍ମ ତିଆରି କରିବା ମାମଲାରେ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଛନ୍ତି ରାଜ କୁନ୍ଦ୍ରା । ରାଜଙ୍କ କହିବା କଥା ଯେ ତାଙ୍କର ଗିରଫଦାରୀ ଅବୈଧ । ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ସମେତ ରୟାନ ଥୋପେ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି ।

ଅଶ୍ଲୀଳ ଭିଡିଓ ମାମଲା : ଗିରଫରୁ ବର୍ତ୍ତିବା ଲାଗି ପୁଲିସକୁ ୨୫ ଲକ୍ଷ ଦେଇଥିଲେ ରାଜ କୁନ୍ଦ୍ରା
ମୁମ୍ବଇ (ଏଜେନ୍ସି): ପର୍ଣ୍ଣ ଫିଲ୍ମ(ଅଶ୍ଳୀଳ ଚଳଚ୍ଚିତ୍ର)ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେବାରେ ଲାଗିଛି। ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତ୍ନୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଗରିଫ ହେବାରୁ ବର୍ତ୍ତିବା ଲାଗି ମୁମ୍ବଇ ପୁଲିସକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଆଣ୍ଟି କରପସନ ବ୍ୟୁରୋ(ଏସିବି)କୁ ଏକ ଇମେଲ ମିଳିଛି। ଏବେ କୁନ୍ଦ୍ରା ପୁଲିସ ହେପାଜତରେ ଅଛନ୍ତି। କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫି ମାମଲାରେ ଫେରାର ଥିବା ଅଭିଯୁକ୍ତ ୟଶ ଠାକୁର ଏସିବିକୁ ୪ଟି ଇ-ମେଲ ପଠାଇଛନ୍ତି। ଏଥିରେ ଗିରଫ ହେବାରୁ ବର୍ତ୍ତିବା ଲାଗି ଶିଳ୍ପା ସେଟ୍ଟୀଙ୍କ ପତି ମୁମ୍ବଇ ପୁଲିସ ଅଧିକାରୀଙ୍କୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବା ସେ ଅଭିଯୋଗ କରିଛନ୍ତି। ନଚେତ ପୁଲିସ ପୂର୍ବରୁ କୁନ୍ଦ୍ରାଙ୍କୁ ଗିରଫ କରିଥାନ୍ତା। ୟଶ ଦାବି କରିଛନ୍ତି ଯେ ପୁଲିସ ତାଙ୍କୁ ମଧ୍ୟ ଲାଞ୍ଚ ମାଗିଥିଲା। ସେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଏସିବିକୁ ଇ-ମେଲ କରି ଏହାର ଅଭିଯୋଗ କରିଥିଲେ। ଗରିଫ ଏଡାଇବା ପାଇଁ ତାଙ୍କୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମଗାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏସିବି ଏପ୍ରିଲ ମାସରେ ଏହି ଇ-ମେଲକୁ ମୁମ୍ବଇ ପୁଲିସ କମିଶନରଙ୍କୁ ପଠାଇଥିଲା ଏବଂ ମାମଲାର ତଦନ୍ତ କରିବାକୁ କହିଥିଲା। କୁନ୍ଦ୍ରାଙ୍କୁ ଗିରଫ କରିବା ପରେ ମୁମ୍ବଇ ପୁଲିସ ହାତରେ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଲାଗିଛି। ତେବେ ମାମଲାର ଯାଞ୍ଚ ଚାଲିଥିବାରୁ କୌଣସି ବୟାନ ଦେବାକୁ ଚାହୁଁନାହିଁ। ସୂଚନା ଅନୁଯାୟୀ ପର୍ଣ୍ଣ ଫିଲ୍ମରେ କେବଳ କୁନ୍ଦ୍ରା ନୁହଁନ୍ତି ଅନେକ ଲୋକ ମଧ୍ୟ ଜଡିତ ଅଛନ୍ତି। ଏଭଳି ଅନେକ ନାମ ସାମ୍ନାକୁ ଆସିଛି। ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯାଇପାରେ। ମୁମ୍ବଇ କ୍ରାଇମବ୍ରାଞ୍ଚ ଅନୁଯାୟୀ କୁନ୍ଦ୍ରା ପର୍ଣ୍ଣ ଫିଲ୍ମ ନିର୍ମାଣ କରି ହଟସଟ୍ ଆପରେ ଅପଲୋଡ କରୁଥିଲେ। ସେ ଏହା ମାଧ୍ୟମରେ କୋଟି କୋଟି ଟଙ୍କା ଆୟ କରୁଥିଲେ। ଏଥିପାଇଁ ଏକ ହ୍ବାଟସଆପ ଗ୍ରୁପ ମଧ୍ୟ ବନା ଯାଇଥିଲା। ଏଥିରେ ପ୍ରତ୍ୟେକ ଦିନର ଆୟବ୍ୟୟର ହିସାବ ରଖାଯାଉଥିଲା।

ଅନ୍ୟପକ୍ଷରେ କୁନ୍ଦ୍ରା ଏବଂ ଉମେଶ କାମାତ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ ହୋଇଥିବା ଇ-ମେଲ ପୁଲିସକୁ ମିଳିଛି। ଏଥିରେ ଉମେଶ କୁନ୍ଦ୍ରାଙ୍କୁ ଲେଖିଛନ୍ତି ଯେ ସେ ଇନଭଅସ ପଠେଇ ଦେଇଛନ୍ତି। ଆପଣ ଏହାକୁ ଦେଖି ନିଅନ୍ତୁ। ଏହାର ଜବାବରେ ଇନଭଏସକୁ ୧୮୯୦ ଡଲାର ଭିତରେ ସୀମିତ ରଖିବାକୁ କୁନ୍ଦ୍ରା କହୁଛନ୍ତି। ପରେ ଉମେଶ କହୁଛନ୍ତି ଯେ ଇନଭଏସରେ ୨୦୨୦ ଜାନୁଆରୀର ପରାମର୍ଶକାରୀ ଶୁଳ୍କ (କନସଲଟାନ୍ସି ଚାର୍ଜ) ରହିଛି। ଟଙ୍କା ଆସିଲେ ଜର୍ଜଙ୍କୁ ୩୫କେ ଏବଂ ମେଘାଙ୍କୁ ୫କେ ଦେବାକୁ ପଡିବ। ଏହି ସବୁ ଇ-ମେଲ ୨୦୨୦ ଫେବୃଆରୀ ୧ର। ଏହାକୁ ହଟସଟର ଟୋନି ଏବଂ କେନରିନର ପ୍ରଦୀପ ବକ୍ସିଙ୍କୁ ପଠାଯାଇଥିଲା। ଅପରପକ୍ଷେ ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀଙ୍କୁ ସମନ ଜାରି କରାଯିବ ନାହିଁ ବୋଲି ମୁମ୍ବଇ ପୁଲିସ ପକ୍ଷରୁ କୁହାଯାଇଛି।

ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ପ୍ରତିଷ୍ଠିତ ଶିଳ୍ପପତି ରାଜ କୁନ୍ଦ୍ରା ଗିରଫ
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ। ଶ୍ରୀ କୁନ୍ଦ୍ରା ମୋବାଇଲ୍ ଆପ୍‌ରେ ପର୍ନୋଗ୍ରାଫିର ପ୍ରସାରଣ କରିଥିବା ଅଭିଯୋଗରେ ତାଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି। ତେବେ ଏଥିରେ ଆଉ କାହାର ସମ୍ପୃକ୍ତି ଅଛି ସେ ନେଇ ତଦନ୍ତ ଚାଲିଛି। ଗତ ଫେବୃଆରୀରେ କୁନ୍ଦ୍ରାଙ୍କ ବିରୋଧରେ ପର୍ନୋଗ୍ରାଫି(ଅଶ୍ଲୀଳ ଚଳଚ୍ଚିତ୍ର) ପ୍ରସ୍ତୁତ କରିବା ଓ ସେଗୁଡ଼ିକୁ ବିଭିନ୍ନ ଆପ୍‌ ମାଧ୍ୟମରେ ପ୍ରସାରଣ କରିବା ଭଳି ଅଭିଯୋଗ ଆସିଥିଲା। ମୁମ୍ବାଇ କ୍ରାଇମବ୍ରାଞ୍ଚ୍ ଏହାର ତଦନ୍ତ କରୁଥିଲା। କୁନ୍ଦ୍ରା ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି ବୋଲି ମୁମ୍ବାଇ ପୁଲିସ କମିସନର କହିଛନ୍ତି।