Subarnarekha - The Sakala

ରାଜଘାଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ଆସନ୍ତାକଲି ୧୨ଟା ବେଳକୁ ପିକ୍ ଛୁଇଁବା ଆଶଙ୍କା
ଭୁବନେଶ୍ବର: ରାଜଘାଟରେ ବିପଦ ସଙ୍କେତ ଉପର ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ବିପଦ ସଙ୍କେତ ୧୦.୩୬ ରହିଥିବା ବେଳେ ଏବେ ୧୧.୩ ଉପରେ ପ୍ରବାହିତ ହେଉଛି। ଏହା ଯୋଗୁଁ ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ପାଣି ପଶିଛି। ବିଭାଗ ତରଫରୁ ସ୍ଥିତି ଉପରେ ନଜର ରହିଛି। ବୈତରଣୀରେ ଖସୁଛି ଜଳସ୍ତର। ବୈତରଣୀରେ ପିକ ୧୮.୯୯ ରୁ ଏବେ ଖସୁଛି।ଯାହାର ବିପଦ ସଙ୍କେତ ଥିଲା ୧୭.୮୩। ମୋଟାମୋଟି ଭାବରେ ଉତ୍ତର ଓଡ଼ିଶାରେ ବନ୍ୟସ୍ଥିତି ଲାଗି ରହିଥିବା ବେଳେ ଆଇଏମଡି ରିପୋର୍ଟ ଆସିଲା ପରେ ଜଳ ସମ୍ପଦ ବିଭାଗ ସ୍ଥିତି ଅନୁଯାୟୀ ଗୁରୁତ୍ବ ଦେବ। ସୁବର୍ଣ୍ଣରେଖାରେ ଆସନ୍ତାକଲି ୧୨ ଟା ବେଳକୁ ପିକ୍ ଛୁଇଁବା ରାଜଘାଟରେ। ଝାଡ଼ଖଣ୍ଡ ସହିତ ସମନ୍ୱୟ ରକ୍ଷା କରି ଜଳ ସମ୍ପଦ ବିଭାଗ ବନ୍ୟା ନିୟନ୍ତ୍ରଣ କୁ ଗୁରୁତ୍ବ ଦେଉଛି। ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଆଉ ବାଲେଶ୍ଵରରେ ବନ୍ୟସ୍ଥିତି ଉପରେ ନଜର ରହିଛି।

୨୩ ତାରିଖରେ ଲଘୁଚାପ ପ୍ରଭାବରେ ଛତିଶଗଡ ଉପର ମୁଣ୍ଡରେ ବର୍ଷା ସମ୍ଭାବନା ରହିଛି। ସୁବର୍ଣ୍ଣରେଖା ଠାରୁ ସଠିକ୍ ସୂଚନା ମିଳିବା ପରେ କେତେ ଜଳ ହୀରାକୁଦ ଜଳଭଣ୍ଡାର କୁ ପ୍ରବେଶ କରିବ ସେଇ ଅନୁସାରେ କେତେ ଗେଟ୍ ଖୋଲିବାକୁ ପଡ଼ିବ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ଛତିଶଗଡ ସହିତ ସମନ୍ୱୟ ନା ରଖିଲେ ମଧ୍ୟ CWC ରିପୋର୍ଟ୍ ଅନୁସାରେ ଆମେ କାମ କରୁଛୁ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି।

ଆସୁଛି ମୌସୁମୀ ବର୍ଷା : ବିପଦ ଶଙ୍କୁଳ ଅବସ୍ଥାରେ ସୁବର୍ଣ୍ଣରେଖା ବନ୍ୟା ପ୍ରତିରୋଧ ବନ୍ଧ
ବାଲେଶ୍ୱର : ରାଜ୍ୟରେ ମୌସୁମୀ ବାୟୁ ପ୍ରଵେଶ କରିସାରିଲାଣି। ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି। ହେଲେ ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସ୍ଥାନରେ ବନ୍ୟା ପ୍ରତିରୋଧକ ବନ୍ଧ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି। ବିଶେଷ କରି ଉତ୍ତର ବାଲେଶ୍ୱର ଦେଇ ପ୍ରବାହିତ ଏହି ନଦୀର ଜଳେଶ୍ୱର ବ୍ଲକ ବାଇଗଣ ବାଡ଼ିଆ, ଭୋଗରାଇ ବ୍ଲକର ଖଳାବାଡ଼ିଆ, ଉଲୁଡ଼ା ,କୁମ୍ଭୀରଗଡ଼ି,କୁହ୍ଲା ଇତ୍ୟାଦି ଗାଁ ରେ ଥିବା( ଟେଷ୍ଟ ରିଲିଫ ଏମବାକ ମେଣ୍ଟ )ବିପଦ ଶଙ୍କୁଳ ଅବସ୍ଥାରେ ଥିବାରୁ ଉଭୟ ବ୍ଲକର ୩୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଙ୍କ ଚିନ୍ତା ବଢାଇଛି।

ବାଇଗଣ ବାଡ଼ିଆ ର ୪କିମି, ଉଲୁଡ଼ା ଓ ଖଳାବାଡ଼ିଆ ର ୭କିମି, ଟି ଆର ଇ ଦ୍ୱାରା ପ୍ରାୟ ୫୦ ମୌଜା ଅଞ୍ଚଳକୁ ବନ୍ୟା ଦାଉରୁ ସୁରକ୍ଷା ଦେଉଥିବା ବେଳେ ଲୋକଙ୍କ ଗମନାଗମନ ପାଇଁ ବ୍ୟବହାର ହୋଇଥାଏ। ମାତ୍ର ଏହି ଟି ଆର ଇ ମଧ୍ୟରୁ ମାତ୍ର ୪କିମି କଂକ୍ରିଟ ଥିବା ବେଳେ ଅବଶିଷ୍ଟ ୭କିମି ଟି ଆର ଇ ପିଚୁ ଓ ମେଟାଲିଙ୍ଗ ଥିବା ବେଳେ ଦୀର୍ଘଦିନ ଧରି ମରାମତି ଅଭାବରୁ ଅଧିକାଂଶ ସ୍ଥାନରେ ତାହା ଭାଙ୍ଗି ରୁଜି ଯାଇଛି।

ଫଳରେ ପ୍ରତିବର୍ଷ ବର୍ଷା ଓ ବନ୍ୟା ସମୟରେ ମୃତ୍ତିକା କ୍ଷୟ ହୋଇ ନଦୀ ଗର୍ଭରେ ଲୀନ ହେଉଛି। ସେହିପରି ଜଳେଶ୍ୱର ବ୍ଲକ ନମକାନା ଠାରେ ୪୦୦ମିଟର ଟି ଆର ଇ ଧୋଇଯାଇ ଚିହ୍ନବର୍ଣ୍ଣ ନ ଥିବା ବେଳେ ଝାଡ଼ ପିପଲ ଠାରେ ଟି ଆର ଇ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି।ତେଣୁ ଏହି ୧୧ କିମି ଟି ଆର ଇ ବିପଦ ଶଙ୍କୁଳ ଅବସ୍ଥା ରେ ଥିବାରୁ ନଦୀ ତଟବର୍ତ୍ତୀ ଗାଁ ଜଳେଶ୍ୱର ର ବାଇଗଣ ବାଡ଼ିଆ, ଝାଡ଼ ପିପଲ, କଣ୍ଟା ପାଳ, ଆକନା,ଛୋଟ ଖାନ ପୁର, ବଡ଼ ନାମ କନା,ଓ ନାମ କନା, ଭୋଗରାଇ ବ୍ଲକର ରସଲ ପୁର, ମନୁନଗର, ହରିଣ କୁଲି, ଆରୁହା ବୃତ୍ତି-୧,ଆରୁହା ବୃତି-୨,ଖରିଦ ପିପଲ, ଦହ ମୁଣ୍ଡା,ଉଲୁଡ଼ା ଇତ୍ୟାଦି ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି।

ସେହିପରି ବିଭିନ୍ନ ସ୍ଥାନରେ ପଥର ସ୍ପର ଏବଂ ପଥର ପ୍ୟାକିଂ ଭାଙ୍ଗି ରୁଜି ଯାଇଥିବା ବେଳେ ଦୀର୍ଘଦିନ ଧରି ଏହାର ମରାମତି ହୋଇନାହିଁ। ଚଳିତ ଆର୍ଥିକ ବର୍ଷରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଆଦୌ କାର୍ଯ୍ୟ ହୋଇନଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ନଦୀ ପାର୍ଶ୍ଵର ବିଭିନ୍ନ ସ୍ଥାନରେ ବ୍ୟକ୍ତିଗତ ମାଲିକାନା ରେ ବହୁତ ଜାଗା ଥିବାରୁ ସେମାନେ ନ ଛାଡିବାରୁ ଜଳ ସମ୍ପଦ ବିଭାଗ କୁ କାର୍ଯ୍ୟ କରିବା ପାଇଁ ପ୍ରତିବନ୍ଧକ ସାଜିଛି।ଯାହା ବି ହେଉ ଆଗାମୀ ବର୍ଷା ଦିନ ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ ଏହି ବନ୍ୟା ପ୍ରତିରୋଧ ବନ୍ଧ କୁ ଯଦି ମରାମତି କରା ନ ଯାଏ ତେବେ ସୁବର୍ଣ୍ଣରେଖା ତଟବର୍ତ୍ତୀ ଅଞ୍ଚଳ ବାସୀ ଦୁର୍ଦ୍ଦଶା ଭୋଗିବା ନିଶ୍ଚିତ ବୋଲି ଏଡ଼ାଇ ଦିଆଯାଇ ନ ପାରେ।

ସୁବର୍ଣ୍ଣରେଖାରେ ପୁଣି ବନ୍ୟା ପରିସ୍ଥିତି, ୮୦ରୁ ଉର୍ଦ୍ଧ୍ବ ଗାଁ ପ୍ରଭାବିତ ହେବା ସହ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
ଭୋଗରାଇ: ଲଘୁଚାପଜନିତ ଲଗାଣ ବର୍ଷା ଓ ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡରେ ବିଭିନ୍ନ ଡ୍ୟାମରୁ ଜଳ ଛଡ଼ା ଯିବାରୁ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଭୋଗରାଇ ବ୍ଲକର ୧୮ ପଂଚାୟତର ୮୦ରୁ ଉର୍ଦ୍ଧ୍ବ ଗାଁ ପ୍ରଭାବିତ ହୋଇଛି। ୧୦ ହେକ୍ଟର ରୁ ଅଧିକ ଚାଷ ଜମି ଜଳମଗ୍ନ ହୋଇଛି। ୧୫ରୁ ଅଧିକ ରାସ୍ତା ଉପରେ ୩ରୁ ୪ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଅନେକ ଗାଁର ରାସ୍ତା ବୁଡ଼ିଯାଇ ଯାତାୟାତ ବାଧା ପ୍ରାପ୍ତ ହୋଇଛି।ଲୋକେ ଘରୁ ବାହାର କୁ ବାହାରି ପାରୁ ନାହାନ୍ତି।ଜରୁରୀ କାମରେ ଡଙ୍ଗା ସାଜିଛି ସାହା ଭରସା। ସେହିପରି ସମସ୍ତ ତଳିଆ ଅଞ୍ଚଳରେ ନଳ କୂପ ବୁଡ଼ି ଯାଇଥିବାରୁ ଲୋକେ ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି।

ପ୍ରକାଶଯେ ଗତ ୭ଦିନ ପୂର୍ବରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ଏହି ବ୍ଲକର ତଳିଆ ଅଞ୍ଚଳ ଜଳ ମଗ୍ନ ହୋଇଥିଲା। ଏପର୍ଯ୍ୟନ୍ତ ଅନେକ ଗାଁରୁ ବନ୍ୟା ଜଳ ନିଷ୍କାସିତ ହୋଇ ନ ଥିଲା ବେଳେ ପୁଣି ବନ୍ୟା ଆସିବା ଫଳରେ ଏହି ତଳିଆ ଗାଁ ଗୁଡ଼ିକରେ ସାଙ୍ଘାତିକ ଅବସ୍ଥା ସୃଷ୍ଟି ହୋଇଛି। ଦୀର୍ଘ ୧୫ ଦିନ ହେବ ଚାଷ ଜମିରେ ପାଣି ଜମି ରହିବା କାରଣରୁ ରୁଆ ଧାନ ସଢ଼ି ଯାଇଛି। ଆଜି ଦିନ ୧୨ଟା ସୁଦ୍ଧା ନଦୀର ଜଳ ପତ୍ତନ ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟରକୁ ଟପି ୧୦.୩୭ ମିଟରରେ ପହଁଚିଛି। ଯାହାଫଳରେ ଗତ କାଲି ଠାରୁ ବନ୍ୟାପାଣି ନଦୀ ବନ୍ଧ ଡେଇଁ ବିଭିନ୍ନ ଗାଁକୁ ପ୍ରବେଶ କରିଛି। ଗତକାଲି ଅପେକ୍ଷା ଆଜି ବନ୍ୟା ଜଳ ବହୁଳ ଭାବେ ପ୍ରବେଶ କରିବାରେ ଲାଗିଛି। ଏହି ବ୍ଲକର ଆରୁହାବୃତ୍ତି-ନଂ୦୧ ପଂଚାୟତ ମନୁନଗର ଗାଁ ଭିତରେ ବନ୍ୟା ଜଳ ପଶିଥିବା ବେଳେ ଏହି ପଂଚାୟତ ନଥିପୁର, ରସଲପୁର,ଆରୁହାବୃତ୍ତି,ବାରବାଟିଆ, ଖରିଦପିପଲ ପଂଚାୟତର ଦହମୁଣ୍ଡା, ଆରୁହାବୃତ୍ତି ନଂ୨,ନାଚିନ୍ଦ। ପଂଚାୟତର ଉଲୁଡା, ମହମ୍ମଦପୁର, ଡେଉଁର, ରଘୁଚକ, ନିଶ୍ଚିନ୍ତାଡିହା, କୁସୁଡ଼ା ପଂଚାୟତର ଗୁଜଡ଼ିହା, କୁସୁଡ଼ା, ଗବଗାଁ ପଂଚାୟତ ର ଚିରକୁଲା, ନିଳପୁରା, ପୁରୁଷୋତ୍ତମ ପୁର, ବଧିଆ,କୃଷ୍ଣ ପୁର, ରାମଦେଇଚକ, ଗବ ଗାଁ, କୁମ୍ଭୀରଗଡି ପଂଚାୟତର ଅଡଙ୍ଗ ପନ୍ତେଇ, ବାଉଁଶଖଣା,କୁଲ୍ହା,ଖଳା ବାଡ଼ିଆ, କୁମ୍ଭୀରଗଡ଼ି,ଜୟରାମ ପୁର ପଂଚାୟତ ର ନାନାକାର,ଖଡ଼ିକାବାଡ଼ି, ନହରା ପଂଚାୟତର ବଡ଼ ମନ୍ଦାରୁଣୀ ,ମସାନ ବାଡ଼ିଆ, ମୁଣ୍ଡମାରି, ଇତ୍ୟାଦି ଗାଁରେ ବନ୍ୟା ଜଳ ପ୍ରବେଶ କରିଛି।

ଏହି ସବୁ ଗାଁରେ ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ଯାଇଛି।ସେହିପରି କମର୍ଦ୍ଦା- ଉଲୁଡା ରାସ୍ତା, ଜଳେଶ୍ୱର-ଚନ୍ଦନେଶ୍ୱର ରାଜ୍ୟ ରାଜ ପଥ ଠାରୁ ବଡ଼ ମନ୍ଦା ରୁଣି- ଜଳଧା ରାସ୍ତା, ଭୁଆ ବନ୍ଧ – କୁଳିଦା ରାସ୍ତା, ବେଣୁଦା- ମହାଗବ ରାସ୍ତା, ବେଣୁଦା-କୁସୁଟି ରାସ୍ତା, କୁମ୍ଭୀର ଗଡ଼ି-ଭୂଷଣ୍ଡେଶ୍ୱର ରାସ୍ତା, ଭୋଗରାଇ ଲକ- ଆରୁହାବୃତ୍ତି, ନିଳପୁରା-କୁସୁଡ଼ା, ଚିରକୁଲା-କୁସୁଡ଼ା ଇତ୍ୟାଦି ରାସ୍ତାର ବିଭିନ୍ନ ସ୍ଥାନରେ ୪ରୁ ୫ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅନ୍ୟପକ୍ଷରେ ପୁଟିଣା,ଦାରୁହା, କଚୁଆଡ଼ି, କୁଳିଦା, ମହାଗବ, କୁମ୍ଭୀରଗଡ଼ି ପଂଚାୟତ ର ବହୁ ତଳିଆ ଗାଁ ରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ଗାଁ ରାସ୍ତା ସହିତ ବହୁ ଘର ପାଣି ଘେର ମଧ୍ୟରେ ରହିଛି।

ସୁଜଳା ସୁଫଳା ହେବ ମୟୁରଭଞ୍ଜ; ସୁବର୍ଣ୍ଣରେଖା ଅତିରିକ୍ତ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୩୫ହଜାର ହେକ୍ଟର ଜମି ହେବ ଜଳସେଚିତ
ବାରିପଦା: ଆଜି ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫,୩୫୯ ହେକ୍ଟର ଚାଷ ଜମିକୁ ପାଣି ଛଡ଼ା ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏହାଦ୍ଵାରା ମୟୂରଭଞ୍ଜ ଜିଲ୍ଲାର ବାରିପଦା, ବେତନଟୀ, ମୋରଡ଼ା, ଶୂଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ୯୪ଟି ଗ୍ରାମର ଚାଷ ଜମିକୁ ଜଳସେଚନର ସୁବିଧା ମିଳିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆଜି ମୟୂରଭଞ୍ଜ ଜିଲ୍ଲା ଓ ସାରା ଓଡ଼ିଶା ପାଇଁ ଏକ ଆନନ୍ଦର ଦିନ । ଏହା ଦ୍ଵାରା ମୟୂରଭଞ୍ଜରେ ଜମିରେ ସୁନାର ଫସଲ ଫଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦ୍ଵାରା ମୟୂରଭଞ୍ଜ ଓ ବାଲେଶ୍ଵରର ୧.୦୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୟୂରଭଞ୍ଜ ତାଙ୍କ ପାଇଁ ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମୟୂରଭଞ୍ଜରେ ସ୍ୱାସ୍ଥ୍ୟସେବାର ବିକାଶ ହେଉ ବା ମିଶନଶକ୍ତି କାର୍ଯ୍ୟର ସଫଳ ରୂପାୟନ ହେଉ ବା ଜନଜାତି ମାନଙ୍କର ବିକାଶ ସବୁ କ୍ଷେତ୍ରରେ ମୟୂରଭଞ୍ଜ ଆଜି ଉନ୍ନତି କରୁଛି । ସବୁ ଘରକୁ ସବୁ ପରିବାରକୁ ପାଇପ ପାଣି ଯୋଗାଇବାରେ ଦେଶର ଅଳ୍ପ କେତେକ ଜିଲ୍ଲା ମଧ୍ୟରୁ ମୟୂରଭଞ୍ଜ ଦେଶର ପ୍ରଥମ ଜିଲ୍ଲା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୟୂରଭଞ୍ଜରେ ପାଇପ ପାଣି ପ୍ରକଳ୍ପ ପାଇଁ ୭୬୮ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ।

ଜଳସେଚସନ ରାଜ୍ୟ ସରକାରଙ୍କର ଏକ ପ୍ରାଥମିକତା କ୍ଷେତ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଆଗାମୀ ଖରିଫ ଋତୁରୁ ଦେଓ ଜଳସେଚନ ପ୍ରକଳ୍ପରୁ ୧୦ ହଜାର ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯିବ । ଆଗାମୀ ୨-୩ ବର୍ଷ ମଧ୍ୟରେ ପ୍ରାୟ ୧୫ ଟି ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହେବ ।

ଜଳ ଏକ ଅମୂଲ୍ୟ ସମ୍ପଦ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହାକୁ ନଷ୍ଟ ନ କରି ଠିକ ଭାବେ ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ତାଙ୍କ ସରକାର ସବୁବେଳେ ଚାଷୀଙ୍କ ସାଥିରେ ଅଛି ଓ ସେମାନଙ୍କ ଉନ୍ନତି ପାଇଁ କାମ କରୁଛି । କାଳିଆ ଯୋଜନାରେ ୬୭ ଲକ୍ଷ ଚାଷୀ ପରିବାର ଉପକାର ପାଉଛନ୍ତି ବୋଲି ପ୍ରକାଶ କରି ସେ କହିଛନ୍ତି, ସରକାରଙ୍କ ବିଭିନ୍ନ କୃଷିକଲ୍ୟାଣ କାର୍ଯ୍ୟକ୍ରମ ଯୋଗୁ ଚାଷୀ ଆଜି ସମ୍ମାନର ସହ ବଞ୍ଚି ପାରୁଛି । ଚାଷୀକୁ ତାର ହକ ଦେବା ଆମର ଲକ୍ଷ୍ୟ ଏବଂ ଚାଷୀର ହକ୍ ମିଳିଲା ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ୍, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ମୟୂରଭଞ୍ଜର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଉଛନ୍ତି । ଆଜିର ପ୍ରକଳ୍ପ ଦ୍ଵାରା ୨୦୨୪ ଜାନୁଆରୀ ସୁଧା ଜିଲ୍ଲାର ୭୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ । ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ରାଜ୍ୟରେ ଜଳସେଚନ ପାଇଁ ବିଭାଗର ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମୟୂରଭଞ୍ଜ ଜିଲ୍ଲାପାଳ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି କେ ଜେନା ଏବଂ ଜଳସଂପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ଉପସ୍ଥିତ ଥିଲେ ।