OPSC - The Sakala
ଏଣିକି ପରୀକ୍ଷାର୍ଥୀଙ୍କଠୁ ଓପିଏସସି ପରୀକ୍ଷା ଫି' ନେବେ ସରକାର, ସବୁ ପେପର ପରୀକ୍ଷା ଦେଲେ ହେବ ଫେରସ୍ତ
ଭୁବନେଶ୍ୱର: ଓପିଏସସି ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର! ଏବେ ଦେବାକୁ ପଡ଼ିବ ପରୀକ୍ଷା ଫି'। ଆଉ ମାଗଣା ନୁହେଁ ଏଣିକି ରାଜ୍ୟ ସରକାର ଓପିଏସସି ପରୀକ୍ଷା ଫି' ନେବେ। ଏନେଇ ଜାରି ହୋଇଛି ବିଜ୍ଞପ୍ତି। ନୋଟିଫିକେସନ ଅନୁଯାୟୀ, ଏବେ ଲିଖିତ ପରୀକ୍ଷା ପାଇଁ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ୭୦୦ ଟଙ୍କା ଫି' ଦେବାକୁ ପଡ଼ିବ। ତେବେ ଏସି, ଏସଟି ଏବଂ ଭିନ୍ନକ୍ଷମ ବର୍ଗର ପରୀକ୍ଷାର୍ଥୀମାନେ ପୂର୍ବଭଳି ଏହି ଫି'ରୁ ସମ୍ପୂର୍ଣ୍ଣ ଛାଡ଼ ପାଇବେ। ତେବେ ସବୁଠାରୁ ବଡ଼ କଥା ହେଉଛି ରିଫଣ୍ଡ ପଲିସି। ଯେଉଁ ପରୀକ୍ଷାର୍ଥୀମାନେ ଲିଖିତ ପରୀକ୍ଷାର ପ୍ରଥମ ପର୍ଯ୍ୟାୟରେ ସମସ୍ତ ପେପର ଦେବେ, ସେମାନଙ୍କ ୭୦୦ ଟଙ୍କା ପରବର୍ତ୍ତୀ ସମୟରେ ରିଫଣ୍ଡ କରିଦିଆଯିବ। କିନ୍ତୁ ଯଦି ଆପଣ ପରୀକ୍ଷାରେ ଅନୁପସ୍ଥିତ ରୁହନ୍ତି, ତେବେ ଆପଣଙ୍କ ଟଙ୍କା ଆଉ ଫେରିବ ନାହିଁ।
ତେବେ ଯେଉଁ ପରୀକ୍ଷାରେ କେବଳ ଇଂଟରଭ୍ୟୁ ଅଛି, ସେଥିପାଇଁ କୌଣସି ଫି' ଲାଗିବ ନାହିଁ। ପରୀକ୍ଷାର୍ଥୀମାନେ ୟୁପିଆଇ କିମ୍ବା କ୍ରେଡିଟକାର୍ଡ ଭଳି ଯେଉଁ ମାଧ୍ୟମରେ ପେମେଂଟ କରିଥିବେ, ସେହି ମାଧ୍ୟମରେ ହିଁ ଟଙ୍କା ଫେରସ୍ତ ପାଇବେ। ପୂର୍ବରୁ ୨୦୧୮ ଯାଏଁ ୫୦୦ଟଙ୍କା ଫି ଆଦାୟ କରାଯାଉଥିଲା। ଏହାପରେ ୨୦୨୨ରେ ଏହି ଫିକୁ ସମ୍ପୂର୍ଣ୍ଣ ଛାଡ କରାଯାଇଥିଲା। ଏବେ ପୁଣି ସରକାର ଫି ନେବାକୁ ଘୋଷଣା କରିଛନ୍ତି ।
ବିଭାଗ ବିଭାଗ ମଧ୍ୟରେ ସମନ୍ବୟ ଅଭାବ; ଦ୍ୱନ୍ଦ୍ୱରେ ପରୀକ୍ଷାର୍ଥୀ, ଗୋଟିଏ ଦିନରେ OPSC ଓ OSSSC କରିବାକୁ ଯାଉଛନ୍ତି ପରୀକ୍ଷା....
ଭୁବନେଶ୍ବର: ପୁଣି ସରକାରୀ ପରୀକ୍ଷା ପରିଚାଳନାକୁ ନେଇ ତ୍ରୁଟି ଦେଖିବାକୁ ମିଳିଛି। ସରକାରୀ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ବଢିଛି। ବିଭାଗ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଦେଖା ଦେଇଛି। ଗୋଟିଏ ଦିନିରେ ଓଡ଼ିଶା ଲୋକସେବା ଆୟୋଗ (OPSC)  ଆସିଷ୍ଟାଣ୍ଟ ସେକ୍ସନ୍‍ ଅଫିସର ( ASO ) ପରୀକ୍ଷା କରିବାକୁ ଯାଉଥିବା ବେଳେ ଓଡ଼ିଶାଅଧସ୍ତନ କର୍ମଚାରୀ ଚୟନ ଆୟୋଗ ( OSSSC ) କରିବାକୁ ଯାଉଛି RI, ଅମିନ ପରୀକ୍ଷା। ଯାହାକୁ ନେଇ ଚିନ୍ତାରେ ଆଶାୟୀ ।
ସୂଚନା ଅନୁଯାୟୀ, ଆସନ୍ତାକାଲି OPSC କରିବାକୁ ଯାଉଛି ASO ପରୀକ୍ଷା। ସକାଳ ୯ ଟାରୁ ୧୦ଟା ୩୦ ଯାଏଁ ହେବ ପେପର-୧ ପରୀକ୍ଷା। ସେହିପରି ପେପର-୨ ଦିନ ୧୧ଟା ୩୦ମିନିଟରୁ ଆରମ୍ଭ ହୋଇ ୧ଟା ଯାଏ ଚାଲିବ, ପେପର-୩ ଦିନ ୨ଟା ୩୦ରୁ ଆରମ୍ଭ ହୋଇ ୪ଟା ୩୦ ମିନିଟରେ ଶେଷ ହେବ। ଏଭଳି ସ୍ଥିତିରେ ସମାନ ଦିନରେ OSSSC କରିବାକୁ ଯାଉଛି RI, ଅମିନ ପରୀକ୍ଷା। ଯେଉଁ ଆଶାୟୀ ଉଭୟ ପରୀକ୍ଷା ପାଇଁ ଆବେଦନ କରିଥିବେସେମାନେ କେଭଳି ଦୁଇଟି ଯାକ ପରୀକ୍ଷା ଦେବେ। ଏହି ଚିନ୍ତାରେ ପଡିଛନ୍ତି ପରୀକ୍ଷାର୍ଥୀ। ଗତ ୧୬ ମାସରେ ୧୬ଟି ସରକାରୀ ପରୀକ୍ଷାରେ ବିଭ୍ରାଟ ଘଟିଲାଣି।  ନୂଆ ସରକାରୀ ପଦବୀ ବାହାରୁନି। ସେଠି ଗୋଟେ ସମୟରେ ଦୁଇଟି ପରୀକ୍ଷାର ଭେଳିକି ନେଇ ପରୀକ୍ଷାର୍ଥୀ ଅକଳରେ ପଡିଛନ୍ତି।
ଓସିଏସରେ ସୌମ୍ୟରଞ୍ଜନଙ୍କ ସଫଳତା
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ନିଳାମ୍ବୁ ଚିଲିକାର ତଟ ଦେଶରେ ଅବସ୍ଥିତ ବ୍ରହ୍ମପୁର ଗାଁର ପିତା କାର୍ତ୍ତୀକ ଜେନା ମାତା ଫୁଲଣୀ ଜେନାଙ୍କ ପୁଅ ସୌମ୍ୟ ରଂଜନ ଜେନା ଚଳିତ ବର୍ଷ ଓପିଏସସି ପରୀକ୍ଷାରେ ସଫଳତାର ସହ ୨୬୯ ନମ୍ବର ରଙ୍କ ପାଇ କୃତକାର୍ଯ୍ୟ ହୋଇଛନ୍ତି। ବାପା ଜଣେ ସାଧାରଣ ଜୀବଯାତ୍ରା ବ୍ୟକ୍ତି। ସେ ତାଙ୍କ ଜୀବନରେ ଅକ୍ଳାନ୍ତ ପରିଶ୍ରମର କରି ଦୁଇ ଝିଅ ଏବଂ ପୁଅ ସୌମ୍ୟ ରଞ୍ଜନଙ୍କୁ ପାଠ ପଢଉଥିଲା ବେଳେ ମାଆ ଜଣେ ଆଶାକର୍ମି ଥିଲେ। ଆଜି ବାପାମାଆଙ୍କ ପ୍ରଚେଷ୍ଟା ସହ ସୌମ୍ୟରଞ୍ଜନଙ୍କ ଉଦ୍ୟମ ଚେଷ୍ଟା ଫଳରେ ନିଜ ଗ୍ରାମ ବ୍ରହ୍ମପୁରର ନାମକୁ ଗୌରବମୟ କରିବା ସହ ବ୍ରହ୍ମଗିରି ଅଞ୍ଚଳ ପାଇଁ ଗର୍ବିତର ଉପାଖ୍ୟାନରେ ଅଭିନୀତ ହେଉଥିବାରୁ ସମଗ୍ର ଗ୍ରାମବାସୀଙ୍କ ଦ୍ବାରା ତାଙ୍କୁ ଓ ତାଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।
କୃଷ୍ଣପ୍ରସାଦ: ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ର ସୀମାଞ୍ଚଳଙ୍କ ଭାଇ ଗଞ୍ଜାମ ପ୍ରୟାଗି ଗ୍ରାମର ଜଣେ କୃଷକଙ୍କ ପୁଅ ପାଇଲେ ପ୍ରଶାସନିକ ସେବା (ଓଏଏସ )। ପ୍ରୟାଗି ଗ୍ରାମର କାମରାଜୁ ତରେଇଙ୍କ ପୁଅ ଜନକ ତରେଇ ପ୍ରଥମେ ଇଣ୍ଡିଆନ ନାଭିରେ କାର୍ଯ୍ୟରତ ଥିଲେ। ୬ ମାସ ପୂର୍ବରୁ ସେ ଅବସର ନେଇ ଓଏଏସ ପାଇଁ ପ୍ରସ୍ତୁତ ହେଉଥିଲେ। କଠିନ ପରିଶ୍ରମ କରି ସେ ପ୍ରଥମ ପରୀକ୍ଷାରେ କୃତ କାର୍ଯ୍ୟ ହୋଇଛନ୍ତି। ଉକ୍ତ ଖବର ପାଇବା ପରେ ସମଗ୍ର ଜିଲ୍ଲାରେ ଆନନ୍ଦର ସୁଅ ଛୁଟୁଛି। ବିଭିନ୍ନ ମହାଲରୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଛି। ଏନେଇ ପରିବାର ବର୍ଗ, ସାଙ୍ଗ ସାଥି, ବନ୍ଧୁ ବାନ୍ଧବ ବହୁତ ଖୁସି ମନାଉଛନ୍ତି। ପିତା କାମରଜୁ, ମାତା ଅମ୍ରିତା ବହୁତ ଖୁସି ଥିବା କହିଛନ୍ତି।
ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ୨୦୨୩-୨୪ର ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ମୋଟ୍ ମୋଟ ୩୯୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରିୟାଂଶୁ ପାଲ୍‌ ଟପ୍ପର ହୋଇଛନ୍ତି । ଦ୍ବିତୀୟ ସ୍ଥାନରେ ଅନନ୍ୟା ମିଶ୍ର ରହିଥିବା ବେଳେ ତୃତୀୟ ସ୍ଥାନରେ ଶୋଭନ ପଟ୍ଟନାୟକ ରହିଛନ୍ତି। ଟପ୍‌ ଟେନ୍‌ରେ ଅନନ୍ୟା ମିଶ୍ର ଏକମାତ୍ର ମହିଳା ରହିଛନ୍ତି। ୩୯୮ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୪ ଜଣ ମହିଳା ରହିଛନ୍ତି।
[wp-embedder-pack width=”100%” height=”400px” download=”all” download-text=”” attachment_id=”159653″ /]
ମେ ୧୪ରେ ଓସିଏସ୍ ଆନ୍‌ଥ୍ରୋପୋଲୋଜି ପରୀକ୍ଷା, ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ (OPSC) ଓଡ଼ିଶା ସିଭିଲ ସର୍ଭିସେସ (OCS) ମୁଖ୍ୟ ପରୀକ୍ଷା ୨୦୨୩ ଅନ୍ତର୍ଗତ ଆନ୍‌ଥ୍ରୋପୋଲୋଜି ପରୀକ୍ଷା ହେବା ନେଇ ବିଜ୍ଞପ୍ତି ଜାରି କରିଛି । ଆସନ୍ତା ୧୪ ମେ ୨୦୨୫ରେ ଏହି ବିଷୟର ଏକ ସାନି ପରୀକ୍ଷା ଆୟୋଜନ କରାଯିବ, ଯାହା ଏପ୍ରିଲ ୨୭, ୨୦୨୫ରେ ଅନୁଷ୍ଠିତ ଆନ୍‌ଥ୍ରୋପୋଲୋଜି ପେପର-୧ ଓ ପେପର-୨ରେ ସାମ୍ନାକୁ ଆସିଥିବା ତ୍ରୁଟିକୁ ସମାଧାନ କରିବା ପାଇଁ ନିଆଯାଇଛି ।
ଏହି ସାନି ପରୀକ୍ଷା ମେ ୧୪, ୨୦୨୫ରେ ଅନୁଷ୍ଠିତ ହେବ, ଯେଉଁଥିରେ ଆନ୍‌ଥ୍ରୋପୋଲୋଜି ପେପର-୧ ଓ ପେପର-୨ର ସଠିକ ସିଲାବସ୍‌ ଅନୁଯାୟୀ ପ୍ରଶ୍ନ ରହିବ । ପରୀକ୍ଷାର ସମୟ ଓ ସ୍ଥାନ ସମ୍ପର୍କିତ ବିସ୍ତୃତ ତଥ୍ୟ ଓପିଏସ୍‌ସିର ଅଫିସିଆଲ ଓ୍ୱେବସାଇଟ www.opsc.gov.in ରେ ଶୀଘ୍ର ପ୍ରକାଶ କରାଯିବ । ପରୀକ୍ଷାର୍ଥୀମାନଙ୍କୁ ନିୟମିତ ଭାବେ ଓ୍ୱେବସାଇଟ ଦେଖି ଆପଡେଟ୍‌ ରହିବାକୁ ପରାମର୍ଶ ଦିଆଯାଇଛି ।
ଭୁବନେଶ୍ବର : ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସୂଚନା ସେବା କ୍ୟାଡର ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ କରାଯାଉଥିବା ପରୀକ୍ଷାର ପ୍ରଶ୍ନପତ୍ରରେ ତ୍ରୁଟି ରହିଥିବା ପରିକ୍ଷାର୍ଥୀ ଅଭିଯୋଗ କରିଛନ୍ତି। ଆଜି କରାଯାଉଥିବା ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପ୍ରଶ୍ନପତ୍ରରେ ୧୦୦ ମାର୍କ ପ୍ରଶ୍ନ ବଦଳରେ ରହିଛି ୯୪ ମାର୍କର ପ୍ରଶ୍ନ ରହିଥିବା। ଯାହାକୁ ନେଇ ପରିକ୍ଷାର୍ଥୀ ମାନେ ପ୍ରଶ୍ନ ଉଠାଇଛନ୍ତି।
ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀର ୩୯ଟି ପଦବୀରେ ନିଯୁକ୍ତି ନେଇ ଗତ ବର୍ଷ ସେପ୍ଟେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁ ପଦବୀ ପାଇଁ ମାର୍ଚ୍ଚ ୨୯ ଓ ୩୦ ପରୀକ୍ଷା ଅନୁଷ୍ଠିତ ହୋଇଛି। ଗତକାଲି ଓଡ଼ିଆ ଓ ଇଂରାଜୀ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ଆଜି ପ୍ରଥମ ସିଫ୍ଟରେ ଜେନେରାଲ ଆୱାରନେସ୍‌ ଓ ଦ୍ବିତୀୟ ସିଫ୍ଟରେ ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଷୟର ପରୀକ୍ଷା ହୋଇଥିଲା।
ଶେଷ ସିଫ୍ଟରେ ହେଉଥିବା ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଲକ୍ଷ୍ୟ କରିଥିଲେ ପରୀକ୍ଷାର୍ଥୀ । ୧୦୦ ମାର୍କ ପ୍ରଶ୍ନ ବଦଳରେ ୯୪ ମାର୍କର ପ୍ରଶ୍ନ ରହିଥିବା ନେଇ ଅଭିଯୋଗ ଆସିଥିଲା । ଯାହାକି ପୂର୍ଣ୍ଣ ସଂଖ୍ୟା ଠାରୁ ୬ ନଂ କମ୍‌ ଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ ।
ଅକ୍ଟୋବର ୨୭ତାରିଖରେ ଓଏଏସ୍‌ ପ୍ରିଲିମିନାରୀ ପରୀକ୍ଷା, ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର : ଅକ୍ଟୋବର ୨୭ରେ ଓଏଏସ ପ୍ରିଲିମିନାରୀ ପରୀକ୍ଷା । ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ନେଇ ଓପିଏସସିରୁ ବିଜ୍ଞପ୍ତି ପ୍ରକାଶ । ଓଡିଶା ଲୋକସେବା ଆୟୋଗ କରୁଛି ଏହି ପରୀକ୍ଷା । ପ୍ରିଲିମିନାରୀ ପରୀକ୍ଷା ପାଇଁ ଓପିଏସସିର ବିଜ୍ଞପ୍ତି ପ୍ରକାଶ ପାଇଛି । ପରୀକ୍ଷା ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ପରୀକ୍ଷାର୍ଥୀ http://opsc.gov.in ରେ ଲଗ ଅନ କରିବାକୁ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ପ୍ରକାଶ ପାଇଲା ଓଜେଏସ୍ ପରୀକ୍ଷା ଫଳ, ସୁଶ୍ରୀତା ମିଶ୍ର ଟପ୍ପର୍
ଭୁବନେଶ୍ୱର: ଓପିଏସସି ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍(ଓଜେଏସ୍) ରେଜଲ୍ଟ ଆଜି ପ୍ରକାଶ ପାଇଛି । ଏଥିରେ ମୋଟ ୫୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୩୯ ଜଣ ଝିଅ । ପ୍ରଥମ ୧୦ଟି ସ୍ଥାନରେ ୮ ଜଣ ଅଛନ୍ତି ଝିଅ । ସୁଶ୍ରୀତା ମିଶ୍ର ଏହି ପରୀକ୍ଷାରେ ଟପ୍ପର୍ ହୋଇଛନ୍ତି ।
ପ୍ରଥମ ୧୦ ଜଣ ହେଲେ- ସୁଶ୍ରୀତା ମିଶ୍ର, ନୀଲିଶା ପଟ୍ଟନାୟକ, ଅନନ୍ୟା ମିଶ୍ର, ରାଣୀରଂଜିତା ପଟ୍ଟନାୟକ, ଲୋପାମୁଦ୍ରା ଆଚାର୍ଯ୍ୟ, ହର୍ଷିତା ମିଶ୍ର, ପ୍ରଜ୍ଞା ସୁମନ ମହାପାତ୍ର, ଏସ୍.ଆର.ତୋଷାଳି, ସତ୍ୟଜିତ ପାଣି, ଲଳିତେନ୍ଦୁ ଦେବତା ।
ASO ଚୟନ ଅନିୟମିତତା ମାମଲା: ଓପିଏସସି ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି, ମେରିଟ ଲିଷ୍ଟ କାଏମ୍‌ ରଖିଲେ ହାଇକୋର୍ଟ
ଭୁବନେଶ୍ବର: ASO ଚୟନ ମେରିଟ  ଲିଷ୍ଟ କାଏମ୍‌ ରଖିଛନ୍ତି ହାଇକୋର୍ଟ । ୧୧୦୪ ଜଣଙ୍କ OPSC ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ। OPSC ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି କହିଛନ୍ତି ହାଇକୋର୍ଟ ।  ଯେଉଁଠୁ ପ୍ରକ୍ରିୟା ବନ୍ଦ ରହିଥିଲା ସେଠାରୁ ଚାଲୁ ରଖିବାକୁ OPSCକୁ ନିର୍ଦ୍ଦେଶ ଦିଆଯାଇଛି। ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଖାରଜ କରିଛନ୍ତି ୨ ଜଣିଆ ଖଣ୍ଡପୀଠ।
ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗର ୭୫ ବର୍ଷ ପୂର୍ତ୍ତି ସମାରୋହ ଭୁବନେଶ୍ବରଠାରେ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନିଯୁକ୍ତିରେ ସ୍ବଚ୍ଛତା ରକ୍ଷା ପାଇଁ OPSCକୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ କି, ୭୫ବର୍ଷ ଧରି ସେବା କରିଆସୁଛି OPSC । ଏହାକୁ ସଶକ୍ତ କରିବା ପାଇଁ କାମ ଜାରି ରହିଛି । OPSCର ନୂଆ ବିଲ୍ଡିଂ ନିର୍ମାଣ ଚାଲିଛି । ଏଥିପାଇଁ ୧୪କୋଟି ଟଙ୍କା ମଞ୍ଜୁର ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଲୋକସେବା ଆୟୋଗର କେତେକ କର୍ମଚାରୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ଏହାଛଡ଼ା ମୁଖ୍ୟମନ୍ତ୍ରୀ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ। ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ସନତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ଓପିଏସସି ଦ୍ୱାରା ପରିଚାଳିତ ଏଏସଓ ପରୀକ୍ଷାର ମେରିଷ୍ଟ ଲିଷ୍ଟକୁ ଖାରଜ କଲେ ହାଇକୋର୍ଟ
ଭୁବନେଶ୍ୱର: ASO ନିଯୁକ୍ତି ବିଜ୍ଞପ୍ତି ରଦ୍ଦ କଲେ ହାଇକୋର୍ଟ । ହାଇକୋର୍ଟରେ ଏଏସଓ ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣୀ ହୋଇଛି । ଓପିଏସସି ଦ୍ୱାରା ପରିଚାଳିତ ଏଏସଓ ପରୀକ୍ଷାର ମେରିଷ୍ଟ ଲିଷ୍ଟକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଅଗଷ୍ଟ ମାସରେ ୭୯୬ଟି ଏଏସଓ ପଦବୀ ପାଇଁ ପରୀକ୍ଷା ହୋଇଥିଲା । ତେବେ ଆଗାମୀ ୨ ମାସ ମଧ୍ୟରେ ପୁନର୍ବାର ସାନି ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ।
ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଶୁଣାଣି କରି କହିଛନ୍ତି ଯେ ପ୍ରକାଶ ପାଇବା ମେରିଟ୍ ଲିଷ୍ଟ ଗ୍ରହଣୀୟ ନୁହେଁ। ଏଣୁ ଓପିଏସସି ନିୟମ ଅନୁଯାୟୀ ଲିଖିତ ପରୀକ୍ଷା ଆଧାରରେ ଆଉ ଥରେ ନଜର ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ଥିଲା।