bride - The Sakala

ବଧୂ ସାଜିବେ କ୍ୟାଟ୍ରିନା
ବଲିଉଡ୍‌ର ବାର୍ବି ଡଲ୍ କ୍ୟାଟ୍ରିନା କୈଫ୍ ନିକଟରେ ତାଙ୍କର ୩୮ ତମ ଜନ୍ମଦିବସ ପାଳନ କରିଛନ୍ତି। ସେ ତାଙ୍କ ଫିଲ୍ମ କ୍ୟାରିୟର ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାଆନ୍ତି। କ୍ୟାଟ୍ରିନା ତାଙ୍କ ଜନ୍ମଦିନ ଅବସରରେ ସ୍ବିମିଙ୍ଗ ପୁଲରେ ଏକ ନାଲି ରଙ୍ଗ ପୋଷାକ ପିନ୍ଧି ଗାଧୋଉଥିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହି-ଫଟୋ ସହିତ ତାଙ୍କ ଜନ୍ମଦିନ ପାଇଁ ଶୁଭକାମନା ଜଣାଇବାଥିବା ପ୍ରଶଂସକମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ କ୍ୟାଟ୍ରିନାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। କ୍ୟାଟ୍ରିନାଙ୍କ ଫ୍ୟାଶନ୍‌ ଡିଜାଇନର୍ ଏସିଲେ ରେବେଲେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁନ୍ଦର ଫଟୋଟିଏ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏସ୍‌ଲେ କ୍ୟାଟ୍ରିନାଙ୍କର ଏହି ଫଟୋ ସେୟାର କରି ଖୁବ୍‌ଶୀଘ୍ର ସେ ବିବାହ କରିବାକୁ ଯାଉଛନ୍ତି ବୋଲି ପ୍ରଶଂସକମାନଙ୍କୁ ଇସାରା ଦେଇଛନ୍ତି।

ଏଥିରେ ଏସ୍‌ଲେ ଲେଖିଛନ୍ତି ହ୍ୟାପି ବାର୍ଥ ଡେ’ କ୍ୟାଟ୍ରିନା। ବହୁତ ଜଳଦି ଏହା ବାସ୍ତବ ରୂପ ନେଇପାରେ। ଉକ୍ତ ଫଟୋରେ କ୍ୟାଟ୍ରିନା ଧଳା ରଙ୍ଗର ଏକ ୱେଡିଂ ଗାଉନ୍ ପିନ୍ଧିଥିବାର ନଜର ଆସିଛନ୍ତି। ଏସ୍‌ଲେଙ୍କ ଏହି କ୍ୟାପସନ୍ ପରେ କ୍ୟାଟିନାଙ୍କ ପ୍ରଶଂସକମାନେ ବହୁତ ଜଦି ସେ ଭିକି କୌଶଲଙ୍କୁ ବିବାହ କରିବେ ବୋଲି ଅନୁମାନ ଲଗେଇଛନ୍ତି। ଦୀର୍ଘଦିନରୁ କ୍ୟାଟ୍ରିନା ଓ ଭିକି କୌଶଲଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି।