Police DG - The Sakala

କୋରାପୁଟ ଗସ୍ତରେ ଯାଇ ମାଓ ଗତିବିଧି ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କଲେ ପୁଲିସ ମହାନିର୍ଦ୍ଦେଶକ
କୋରାପୁଟ/ସୁନାବେଡା: ପୁଲିସ ମହା ନିର୍ଦ୍ଦେଶକ ସୁନିଲ ବଂଶଲ୍ ଶନିବାର କୋରାପୁଟ ଜିଲ୍ଲା ଗସ୍ତରେ ଆସି ମାଓ ସ୍ଥିତି ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି । ଶନିବାର ପୂର୍ବାହ୍ନ ୧୦ଟା ରେ ସ୍ବତନ୍ତ୍ର ବିମାନରେ ସୁନାବେଡ଼ା ଏନ୍ ଏ ସି ସ୍ଥିତ ଟିଟିଏସ ପଡ଼ିଆରେ ଓହ୍ଲାଇବା ପରେ ଜିଲ୍ଲା ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା । ପରେ ପୁଲିସ ମହା ନିର୍ଦ୍ଦେଶକ ଟିଟିଏସ ସମ୍ମିଳନୀ କକ୍ଷରେ ଜିଲ୍ଲା ପୁଲିସ ଏବଂ ସୀମା ସୁରକ୍ଷା ବଳ ( ବି ଏସ ଏଫ୍) ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିବା ସହ ମାଓ ମୁକାବିଲା ଓ ଆଇନ ଶୃଙ୍ଖଳା ରକ୍ଷା ଦିଗରେ ସତର୍କତାର ସହ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଡିଜିପି ଶ୍ରୀ ବଂସଲଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଦକ୍ଷିଣାଞ୍ଚଳ ରେଞ୍ଜ ପୁଲିସ ମହା ନୀରିକ୍ଷକ ସତ୍ୟବ୍ରତ ଭୋଇ ଗସ୍ତରେ ଆସିଥିବା ବେଳେ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡି ଆଇ ଜି ରାଜେଶ ପଣ୍ଡିତ, ସୀମା ସୁରକ୍ଷା ବଳ ଡି ଆଇ ଜି ଶୈଳେଶ କୁମାର, କୋରାପୁଟ ଏସ ପି ଅଭିନବ ଶୋନକାର, କନ୍ଧମାଳ ଏସ ପି ଶୁଭେନ୍ଦୁ ପାତ୍ର ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ; ମାଓ ସ୍ଥିତିର ସମୀକ୍ଷା ସହ କୋଟିଆରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଉପରେ କଲେ ଆଲୋଚନା
କୋରାପୁଟ: କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ । ଡିଜିଙ୍କ ସହିତ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି । ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରିବା ସହ କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ସୀମା ବିବାଦ ରହିଛି । ଏଥିପାଇଁ ଆଗକୁ କିଭଳି ସୂଚାର ରୂପେ ପଞ୍ଚାୟତ ନିର୍ବାଚନ ସମ୍ପାଦନ ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି । କୋରାପୁଟ ଡିଆଇଜି ଓ ଏସପିଙ୍କ ସହ କୋବ୍ରା ଓ ବିଏସଏଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜିପି ସୁନୀଲ ବଂଶଲ । ନିର୍ବାଚନ ସୁପରିଚାଳନା ସହ ଆଇନଶୃଙ୍ଖଳା ପରିସ୍ଥିତି ଓ ମାଓ ସ୍ଥିତି ନେଇ ସମୀକ୍ଷା କରିଛନ୍ତି । ସମୀକ୍ଷା କାର୍ଯ୍ୟକ୍ରମରେ ରାୟଗଡା ଏସପି, ନବରଙ୍ଗପୁର ଏସପି ପ୍ରମୁଖ ଉପସ୍ଥିତ ଥିଲେ । ଏହା ପରେ ସୁନାବେଡାରୁ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳ ଗସ୍ତ କରିବେ ଡିଜିପି ।

ଡିଜିପିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ଏସିଏମ୍ ରାଙ୍କର ମହିଳା ମାଓବାଦୀ
କୋରାପୁଟ: ଡିଜିପିଙ୍କ ଉପସ୍ଥିତିରେ କୋରାପୁଟ ସୁନାବେଡ଼ା ଠାରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏହି ମହିଳା ମାଓବାଦୀ ଜଣକ ହେଉଛନ୍ତି ଫୁଲବତୀ ଓସେଣ୍ଡି ଓରଫ ଅରୁଣା । ପୋଲିସ୍ ଡିଜି ଅଭୟଙ୍କ ଦିନିକିଆ କୋରାପୁଟ ଓ ମାଲକାନଗିରି ଗସ୍ତ ଅବସରରେ ଆତ୍ମ ସମର୍ପଣ କରିଛନ୍ତି ଏହି ମାଓନେତ୍ରୀ । ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଜଣକ କେକେବିଏନ ଡିଭିଜନର ଏସିଏମ୍ ରାଙ୍କର ହୋଇଥିବା ପୁଲିସ ଡିଜି ସୂଚନା ଦେଇଛନ୍ତି। ସେ ୨୦୦୮ ମସିହାରୁ ମାଓ ସଂଗଠନରେ ସାମିଲ ହୋଇ ବହୁ ମାଓ ହିଂସା କାଣ୍ଡରେ ଜଡିତ ରହିଥିଲେ। ରାଜ୍ୟ ସରକାରଙ୍କ ନିୟମାନୁଯାୟୀ ଆତ୍ମ ସମର୍ପଣ ମାଓବାଦୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଡିଜିପି ।

ଏହି ଗସ୍ତ ଅବସରରେ କୋରାପୁଟ ଏସପି ବରୁଣ ଗୁଣ୍ଠପାଲି ଓ ନବରଙ୍ଗପୁର ଏସପି ପୁରୁଷୋତ୍ତମ ଦାଶଙ୍କୁ ଡିଜିପି ଡିସ୍କ ଆଓ୍ବାର୍ଡରେ ସମ୍ମାନୀତ କରିବା ସହ ବହୁ ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ । ଆଗାମୀ ଦିନରେ ଗଞ୍ଜେଇ ଚାଷ ଓ ଚୋରାଚାଲାଣକୁ ମୂଳପୋଛ କରିବାରେ ପୋଲିସକୁ ସଫଳତା ମିଳିବ ବୋଲି ଆଶା ରଖିଥିବା କହିଛନ୍ତି ସେ ।

କୋରାପୁଟ ଜିଲ୍ଲା ଗସ୍ତ ପୂର୍ବରୁ ମାଲକାନଗିରି ଗସ୍ତ କରିଥିଲେ ଡିଜିପି । ଚିତ୍ରକୋଣ୍ଡା ଘନବେଡାରେ ନବନିର୍ମିତ ବିଏସଏଫ କ୍ୟାମ୍ପ ଶୁଭାରମ୍ଭ କରିଥିଲେ ଡିଜିପି । ଉଭୟ ଜିଲ୍ଲା ଗସ୍ତ ସମୟରେ ପୋଲିସ ଡିଜିଙ୍କ ସହ ଆଇଜି ଅପରେସନ ଅମିତାଭ ଠାକୁର, ଗୁଇନ୍ଦା ନିଦ୍ଦେର୍ଶକ ଲଳିତ ଦାସ, ଏଆଇଡବ୍ଲୁ ମୁଖ୍ୟ ଅନିରୁଦ୍ଧ ସିଂ ସମେତ ନବରଙ୍ଗପୁର ଏସପି ପୁରୁଷୋତ୍ତମ ଦାସ ଏବଂ କୋରାପୁଟ ଏସପି ବରୁଣ ଗୁଣ୍ଠପାଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।

ମାଲକାନଗିରିରେ ପୋଲିସ ଡିଜି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କଲେ ୨ ହାର୍ଡକୋର ମାଓବାଦୀ
ମାଲକାନଗିରି: ମାଲକାନଗିରି ଗସ୍ତରେ ଡିଜିପି ଅଭୟ । ମାଲକାନଗିରି ଜିଲ୍ଲା ଟେମୁରପାଲି ମାଓପ୍ରବଣ ଅଞ୍ଚଳ, ମାଲକାନଗିରି ବିଏସଏଫ କ୍ୟାମ୍ପ, ଜିଲ୍ଲା ପୁଲିସ କାର୍ଯ୍ୟଳୟ ପରିଦର୍ଶନ କରି ମାଓ ସମସ୍ୟା ସମ୍ପର୍କରେ ଉଚ୍ଚ ପୁଲିସ ଅଧିକାରୀଙ୍କ ସହ ସମୀକ୍ଷା କଲେ ଡିଜିପି। ଏହି ଅବସରରେ ପୋଲିସ ଡିଜି ଅଭୟଙ୍କ ନିକଟକରେ ୨ ଜଣ ହାର୍ଡକୋର ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର ।

ଆତ୍ମସମର୍ପଣ କରିଥିବା ମାଓବାଦୀ ସବିତା ନାଁରେ ୨ ଲକ୍ଷ ଓ ରାଇଧର ନାଁରେ ଲକ୍ଷେ ଟଙ୍କା ପୁରସ୍କାର ରାଶି ଥିଲା । ବହୁ ଦିନରୁ ଏମାନେ ମାଓ ସଂଗଠନରେ ଜଡିତ ଥିଲେ । ସଂଗଠନର ବିଚାରଧାରାରେ ବିତସ୍ପୃହ ହୋଇ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେବା ଲକ୍ଷ୍ୟରେ ଆତ୍ମସମର୍ପଣ କରିଛନ୍ତି ସରିତା ଓ ରାଇଧର ।