MT Unity - The Sakala

୩କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବକେୟା ଅଭିଯୋଗରେ ପାରାଦ୍ଵୀପ ବନ୍ଦରରେ ବିଦେଶୀ ଜାହାଜ 'MT UNITY' ଗିରଫ
ପାରାଦ୍ଵୀପ: ବିଦେଶୀ ଜାହାଜ MT UNITI ଗିରଫ। ବର୍ତମାନ ପାରାଦ୍ଵୀପ ବନ୍ଦରରେ ରହିଛି ଏହି ଜାହାଜ। ଏକ ଏଜେନ୍ସୀର ୩କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବକେୟା ରଖିଥିବା ଅଭିଯୋଗ। ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗିରଫ ହେଲା ଜାହାଜ। ସୋଗ୍ଲାସି ଇନସ୍ୟୁରାନ୍ସ ଲିମିଟେଡ କମ୍ପାନୀ ପକ୍ଷରୁ ଆଗତ ମାମଲାର ଶୁଣାମି କରି ହାଇକୋର୍ଟର ଆଡମିରାଲ ଜଜ୍ ଜଷ୍ଟିସ ଭି ନରସିଂହ ଏହି ଆଦେଶ ଦେଇଛନ୍ତି । କର୍ମଚାରୀଙ୍କ ଦରମା ଓ ସାମଗ୍ରୀ ଯୋଗାଣ ବାବଦରେ ରହିଛି ବକେୟା। ଜାହାଜଟି ବର୍ତ୍ତମାନ ପାରାଦ୍ଵୀପ ବନ୍ଦରରେ ପଣ୍ୟ କାଢ଼ିବା ପାଇଁ ଆସିଛି ।

ସୂଚନା ଅନୁସାରେ, ଜାହାଜର କର୍ମଚାରୀଙ୍କ ବାକି ଦରମା ଏବଂ ଜାହାଜ ଚଳାଚଳ ପାଇଁ ଆବଶ୍ୟକୀୟ ସାମଗ୍ରୀ ଯୋଗାଣ ବାବଦକୁ ସୋଗ୍ଲାସି ଇନସ୍ୟୁରାନ୍ସ କମ୍ପାନୀ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଜାହାଜର ମାଲିକଙ୍କୁ ପରିଶୋଧ ପାଇଁ ଦାବି କରିଥିଲେ । ମାତ୍ର ଜାହାଜ ମାଲିକ ଦୀର୍ଘ ଦିନ ହେବ ଏହାକୁ ପରିଶୋଧ କାରିପାରିନଥିଲେ । ଯାହାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୋଗ୍ଲାସି ଇନସ୍ୟୁରାନ୍ସ ଲିମିଟେଡ କମ୍ପାନୀ ।  ହାଇକୋର୍ଟ ଏହାକୁ ବିଚାର କରି ବାକି ଅର୍ଥର ଦାବି ଗ୍ରହଣଯାଗ୍ୟ ହୋଇଥିବାରୁ କୋର୍ଟ ଜାହାଜକୁ ଗିରଫ କରିବାକୁ ଆଦେଶ ଦେଇଥିଲେ ।