Sabarimala Temple - The Sakala

କରୋନା କଟକଣାରେ ୫ଦିନ ପାଇଁ ଖୋଲିଲା ପ୍ରସିଦ୍ଧ ସାବରିମାଳା ମନ୍ଦିର
କେରଳ: କରୋନା ଯୋଗୁଁ ବହୁଦିନ ଧରି ବନ୍ଦ ରହିବା ପରେ କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିର ଆଜିଠାରୁ ଖୋଲା ହୋଇଛି। ଏନେଇ ସାବରିମାଳା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମନ୍ଦିର ପାଞ୍ଚ ଦିନ ପାଇଁ ଖୋଲା ରହିବ। ଏହି ସମୟରେ ମନ୍ଦିରର ମାସିକ ରୀତିନୀତି ଅନୁଷ୍ଠିତ ହେବ | ସାବରିମାଲା ମନ୍ଦିର ପରିଦର୍ଶନ କରିବାକୁ ଚାହୁଁଥିବା ଲୋକଙ୍କୁ ସମ୍ପୂର୍ଣ୍ଣ କୋଭିଡ-୧୯ ଟିକା ପ୍ରମାଣପତ୍ର କିମ୍ବା ୪୮ ଘଣ୍ଟା ମଧ୍ୟରେ ମିଳିଥିବା ନେଗେଟିଭ ଆରଟି-ପିସିଆର ରିପୋର୍ଟ ଦେବାକୁ ପଡିବ | ମନ୍ଦିରରେ ପ୍ରବେଶ କରିବା ପାଇଁଏହି ଦୁଇଟି ପ୍ରମାଣପତ୍ର ମଧ୍ୟରୁ ଗୋଟିଏ ବାଧ୍ୟତାମୂଳକ ଅଟେ | କେବଳ ୫ହଜାର ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି। ଜୁଲାଇ ୧୭ରୁ ଜୁଲାଇ ୨୧ ପର୍ଯ୍ୟନ୍ତ ପାଞ୍ଚ ଦିନ ପାଇଁ ଏହି ମନ୍ଦିର ଖୋଲାଯାଇଛି।