Tractor Accident - The Sakala

ବିଜେପି କାର୍ଯ୍ୟକ୍ରମକୁ ଆସିବା ବେଳେ ଓଲଟିଲା ଟ୍ରାକ୍ଟର; ୨ ମୃତ, ୧୩ ଆହତ
ବ୍ରହ୍ମପୁର: ବିଜେପି କାର୍ଯ୍ୟକ୍ରମକୁ ଯିବାବେଳେ ଅଘଟଣ । ଟ୍ରାକ୍ଟର ଓଲଟି ଚାଲିଗଲା ୨ ଜଣଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତାଳଗୁରାନ୍ଥି ନିକଟରେ ଘଟିଛି ଏପରି ଦୁର୍ଘଟଣା । ଦୁର୍ଘଟଣାରେ ୧୩ ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ କାଞ୍ଚିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକ ଦୁଇ ଜଣ ହେଉଛନ୍ତି ଡେରା ଶବର ଓ ଜଗନ୍ନାଥ ଶବର।

ସୂଚନା ଅନୁସାରେ, ବିଜେପିର ଚିକିଟି ବ୍ଲକ ଘେରାଉ କାର୍ଯ୍ୟକ୍ରମ ପାଇଁ ଟ୍ରାକ୍ଟରରେ ଅସୁରକ୍ଷିତ ଅବସ୍ଥାରେ ବୁହା ହୋଇ ଆସୁଥିଲେ ଲୋକ। ତେବେ ଟ୍ରାକ୍ଟର ଭାରସାମ୍ୟ ହରାଇ ପାହାଡ ତଳକୁ ଖସି ପଡିଥିଲା। ପ୍ରଶ୍ନ ଉଠୁଛି, ଆନ୍ଦୋଳନ ନାଁରେ ଅସୁରକ୍ଷିତ ଭାବେ ଲୋକଙ୍କୁ ବୋହି ଆଣିବା କେତେଦୂର ଯୁକ୍ତିଯୁକ୍ତ? ଟ୍ରାକ୍ଟରରେ ଲୋକଙ୍କୁ କାହିଁକି ଅଣା ଯାଉଥିଲା? ଦୁଇ ଜୀବନ ପାଇଁ କିଏ ଉତ୍ତରଦାୟୀ? ଏଭଳି ଅନେକ ପ୍ରଶ୍ନ ଏବେ ଉଠାଇଛନ୍ତି ବୁଦ୍ଧିଜୀବୀ ।

ଟ୍ରାକ୍ଟର ଧକ୍କାରେ ଚାଷୀ ମୃତ
ମାଣତ୍ରୀ: ମୟୂରଭଞ୍ଜ ଜିଲ୍ଲା, ବଡସାହି ଥାନା ଅଧୀନ ମାଣତ୍ରୀ-ବେତନଟୀ ପ୍ରଧାନମନ୍ତ୍ରୀ ସଡକର ପଣ୍ଡୁପାଳ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଆସ୍କନ୍ଦ ଗ୍ରାମର ଭୀମଚରଣ ସିଂ(୭୩) । ସେ ବିଲରୁ ଚାଷ କାର୍ଯ୍ୟ ସାରି ଘରକୁ ଫେରିବା ସମୟରେ ରାସ୍ତା ପାର୍ଶ୍ଵ ଗଛ ଛାଇ ତଳେ ବିଶ୍ରାମ ନେଇଥିଲେ । ଏହି ସମୟରେ ପଣ୍ଡୁପାଳ ଗ୍ରାମର ଗୌତମ ସେଠୀ ନିଜର ଟ୍ରାକ୍ଟର ନେଇ ଆସୁଥିବା ବେଳେ ତାଙ୍କୁ ଧକ୍କା ଦେଇ ଘୋଷାରି ନେଇ ଏକ ବିଦ୍ୟୁତ ଖୁଣ୍ଟରେ ବାଡେଇ ଦେବାରୁ ଭୀମଚରଣ ଗୁରୁତର ଆହାତ ହୋଇଥିଲେ । ତାଙ୍କର ଗୋଟିଏ ଗୋଡ କଟି ପ୍ରବଳ ରକ୍ତ ସ୍ରାବ ହୋଇଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବେତନଟୀ ଡାକ୍ତରଖାନା ପରେ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲେ ହେଁ ମୃତ୍ୟୁ ଘଟିଛି । ୮ମାସ ତଳେ କିଣାଯାଇଥିବା ଟ୍ରାକ୍ଟରଟିରେ ରେଜିଷ୍ଟ୍ରେସନ ନମ୍ବର ଉଲ୍ଲେଖ ନାହିଁ । ବଡସାହି ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି ।

ଟ୍ରାକ୍ଟର ଓଲଟି ୨ ମହିଳା ଶ୍ରମିକ ମୃତ, ୩ ଗୁରୁତର
ରାଇରଙ୍ଗପୁର: ବାଦାମପାହାଡ଼ ଥାନା ଅନ୍ତର୍ଗତ କୁଲଡିହା -ପୁରୁଣିଆ ରାସ୍ତାର କେନାଲ କଡରେ ଆଜି ସକାଳେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଘଟଣା ସ୍ଥଳରେ ଜଣେ ମହିଳା ଶ୍ରମିକ(ମିତାରାଣୀ ହାଁସଦା)ଙ୍କର ମୃତ୍ୟୁ ଘଟିଛି l ଗୁରୁତର ଅବସ୍ଥାରେ ଆଉ ୪ ଜଣ ମହିଳାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକତ୍ସାଳୟ ନିଆଯିବା ରାସ୍ତାରେ ମନ୍ଦୋଦରୀ ପାତ୍ର (୫୫)ଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି l ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା l ଅନ୍ୟ ୩ ଜଣ ମହିଳା ଶ୍ରମିକ ସୋମବାରୀ ମାରାଣ୍ଡି (୪୮), ବୁଦୁଇ ମାରାଣ୍ଡି(୫୨) ଓ ପୁଦି ମାରାଣ୍ଡି (୩୮)ଙ୍କୁ ପ୍ରାଥମିକ ଚିକିତ୍ସା ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟକୁ ସ୍ଥାନାନ୍ତର କରାଇଛି l ମୃତକ ଓ ଗୁରୁତର ମହିଳା ଶ୍ରମିକ ସମସ୍ତେ ବାଦାମପାହାଡ଼ ଥାନା ଅନ୍ତର୍ଗତ କେଶରଗଡ଼ିଆ ଦଲକିର ବାସିନ୍ଦା ବୋଲି ଜଣା ପଡିଛି l ସୁଲେଇପାଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ପାତ୍ର ଉକ୍ତ ଦୁର୍ଘଟଣାର ତଦନ୍ତ କରୁଛନ୍ତି l ଦୁର୍ଘଟଣା ଘଟାଇ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି l

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଟ୍ରାକ୍ଟର ଓଲଟି ଦୁଇ ମୃତ, ୨ ଗୁରୁତର
ଗଞ୍ଜାମ: ରମ୍ଭା ଥାନା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତରେ ଏକ ଟ୍ରାକ୍ଟର ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଖଣ୍ଡଦେଉଳି ଗ୍ରାମର ରମେଶ ସୀମା (୨୮) ଓ ବୁଲୁ ସୀମା (୨୫)। ଖବର ନେବାରେ ଜଣାପଡ଼ିଛି ଆଜି ଅପରାହ୍ନ ୨ଟା ବେଳେ ଓଡି୦୭ଏଲ-୯୮୫୧ ନମ୍ୱର ବିଶିଷ୍ଟ ଏକ ଟ୍ରାକ୍ଟର ଛୋଟାବସା ଅଞ୍ଚଳରୁ ଇଟା ଲୋଡ଼ କରି ବଳରାମପୁର ଅଭିମୁଖେ ଯାଉଥିଲା। କିନ୍ତୁ କୌଣସି କାରଣବଶତଃ ଟ୍ରାକ୍ଟରଟି ବିରୁଳି ନୂଆପଲ୍ଲୀ ମଶାଣି ବନ୍ଧ ନିକଟରେ ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରାକ୍ଟରରେ ଯାଉଥିବା ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ଟ୍ରାକ୍ଟର ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ ମଧ୍ୟ ସେମାନଙ୍କ ପରିଚୟ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଚଳାଇଛି। ମୃତକ ଦ୍ୱୟଙ୍କ ପରିବାରକୁ ସରକାରୀ ସହାୟତା ଦେବାକୁ ଦାବି ହୋଇଛି।