Mo Bus Service Start - The Sakala

ଆସନ୍ତା ୧୯ ତାରିଖରୁ ଗଡ଼ିବ ‘ମୋ ବସ୍‍’
ଭୁବନେଶ୍ୱର: ଆସନ୍ତା ୧୯ ତାରିଖରୁ ପୁଣି ଆରମ୍ଭ ହେବ ‘ମୋ ବସ୍‍’ ସେବା। କରୋନା କଟକଣାକୁ ରାଜ୍ୟ ସରକାର କୋହଳ କରିଛନ୍ତି। ଏଥିରେ ସମଗ୍ର ରାଜ୍ୟରେ ବସ୍‍ ପରିବହନ ପାଇଁ ଅନୁମତି ମିଳିଥିବାରୁ ରାଜଧାନୀରେ ବସ୍‍ ସେବା ଆରମ୍ଭ କରିବାକୁ ‘ମୋ ବସ୍‍’ ପରିଚାଳନା ସଂସ୍ଥା କ୍ରୁଟ୍‍ ନିଷ୍ପତ୍ତି ନେଇଛି। ତେବେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଏହି ସେବା ଜାରି ରହିବା ସହିତ ଶନିବାର ରବିବାର କେବଳ ବିମାନ ଓ ରେଳଯାତ୍ରୀମାନଙ୍କ ପାଇଁ ବସ୍‍ ସେବା ମିଳିବ। କାରଣ ଭୁବନେଶ୍ୱରରେ ଶନିବାର ରବିବାର ସଟ୍‍ଡାଉନ୍‍ ଜାରି ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଶୁକ୍ରବାର ସନ୍ଧ୍ୟା ୫ ଟାରୁ ଭୁବନେଶ୍ୱରେ ଦୋକାନ ବଜାର ବନ୍ଦ ରହିବ। ତେବେ ଏହି ସମୟ ମଧ୍ୟରେ କ୍ରୁଟ୍‍ ପକ୍ଷରୁ ରେଳ ଷ୍ଟେସନ ଓ ବିମାନ ବନ୍ଦରକୁ ଯାତ୍ରୀମାନଙ୍କ ପାଇଁ ସଟଲ ସେବା ଜାରି ରହିବ ବୋଲି କୁହାଯାଇଛି। ତେବେ ୧୯ ତାରିଖରୁ କେତୋଟି ରୁଟ୍‍ରେ ବସ୍‍ ଗଡ଼଼ିବ ସେନେଇ କୌଣସି ସୂଚନା ଦିଆଯାଇଥିବା ବେଳେ ଖୁବ୍‍ଶୀଘ୍ର ଏନେଇ ସୂଚନା ଦିଆଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।