Jitendra Kumar - The Sakala

ନବୀନଙ୍କୁ ଭେଟିଲେ ସ୍ୱର୍ଣ୍ଣପଦକ ବିଜେତା ଜିତେନ୍ଦ୍ର କୁମାର
ଭୁବନେଶ୍ୱର: ସାଉଦୀ ଆରବର ରିୟାଧଠାରେ ଅନୁଷ୍ଠିତ ଆସିଆନ୍‌ ଲାକ୍ରୋସ୍‌ ଗେମ୍ସ-୨୦୨୬ରେ ଭାରତୀୟ ଜାତୀୟ ଦଳ ତରଫରୁ ପ୍ରତିନିଧିତ୍ୱ କରି କଟକର ପ୍ରତିଭାବାନ କ୍ରୀଡ଼ାବିତ ଜିତେନ୍ଦ୍ର କୁମାର ବେହେରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ଅବସରରେ ତାଙ୍କ ସହ ଲାକ୍ରୋସ୍‌ ଆସୋସିଏସନ ଅଫ୍‌ ଓଡ଼ିଶା ସମ୍ପାଦକ ମୁନ୍ନୁ ପଟେଲ୍‌ ନବୀନ ନିବାସଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଶ୍ରୀ ବେହେରାଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଶ୍ରୀ ପଟ୍ଟନାୟକ ଶୁଭାଶୀର୍ବାଦ ଦେଇଥିଲେ।