odisha cricket - The Sakala

ୱାସିମ ଜାଫର ହେଲେ ଓଡ଼ିଶା ସିନିୟର କ୍ରିକେଟ ଦଳର କୋଚ୍
କଟକ: ଓଡ଼ିଶା ସିନିୟର କ୍ରିକେଟ ଦଳର କୋଚ୍ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ୱାସିମ ଜାଫର । ତାଙ୍କୁ ଆଜି କୋଚ୍ ଭାବେ ନିଯୁକ୍ତ କରାଯାଇଥିବା ନେଇ ଓସିଏ ପକ୍ଷରୁ ସୂଚନା ମିଳିଛି । ଏହା ପୂର୍ବରୁ ୱାସିମ୍ ଜାଫର ଉତ୍ତରାଖଣ୍ଡର କୋଚ୍ ଭାବେ ଦାୟିତ୍ୱ ତୁଲାଇଥିଲେ । ଉଭୟ ପ୍ରଥମ ଶ୍ରେଣୀ ଓ ଅନ୍ତର୍ଜାତୀୟ କ୍ରିକେଟରେ ସେ ହେଉଛନ୍ତି ଜଣେ ବଡ଼ ଚେହେରା । ତେଣୁ ଓଡ଼ିଶା ରଣଜୀ ଟିମ୍‌କୁ ତାଙ୍କର ଅଭିଜ୍ଞତା ସୁହାଇବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ ୪୩ ବର୍ଷୀୟ ୱାସିମ୍ ଜାଫର ୩୧ଟି ଟେଷ୍ଟ ଏବଂ ଦୁଇଟି ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଜାଫରଙ୍କ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ କ୍ରିକେଟର ପ୍ରଚୁର ଅଭିଜ୍ଞତା ରହିଛି। ଭାରତର ଏହି ପୂର୍ବତନ ଟେଷ୍ଟ ଓପ୍ନର ପୂର୍ବରୁ ବାଂଲାଦେଶ ଜାତୀୟ କ୍ରିକେଟ୍ ଟିମର କୋଚ୍ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି। ଏହାଛଡ଼ା ଆଇପିଏଲରେ ସେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଦଳର ମଧ୍ୟ ବ୍ୟାଟିଂ କୋଚ୍ ରହିଆସିଛନ୍ତି। ଗତବର୍ଷ ସେ ଉତ୍ତରାଖଣ୍ଡ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ୨୦୨୧ ଜାନୁଆରୀ ମାସରେ ସେ ଉତ୍ତରାଖଣ୍ଡ କୋଚ୍ ପଦରୁ ଇସ୍ତଫା ଦେଇଥିଲେ।