Arup Patnaik - The Sakala

୧୪ ବର୍ଷ ପରେ ବଞ୍ଚିବାର ନୂଆ ଆଶା ସଞ୍ଚାର କଲା ‘ଓଡ଼ିଶା ମୋ ପରିବାର’
ଭୁବନେଶ୍ୱର: ୫ ବର୍ଷ ହୋଇଥିବା ସମୟରେ ସଡ଼କ ଦୁର୍ଘଟଣାରେ ଗୋଟିଏ ଗୋଡ଼ ଚାଲିଗଲା। ଆଶ୍ରାବାଡ଼ି ହିଁ ଜୀବନର ସାହାରା ବନିଲା। ସେହି ବାଡ଼ି ସହାୟତାରେ ୧୪ ବର୍ଷ କଟିଗଲା। ଏହି ଯୁବକ ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବାଲିବନ୍ଧ ନିବାସୀ ଅଭିଷେକ ପ୍ରଧାନ। ତେବେ ଦୀର୍ଘ ୧୪ ବର୍ଷର ନିରବ ସଂଘର୍ଷ ପରେ ଅଭିଷେକଙ୍କ ଜୀବନରେ ନୂଆ ଆଶା ସଞ୍ଚାର କରିଥିଲା ଓଡ଼ିଶା ମୋ ପରିବାର। ଅନୁଷ୍ଠାନ ସହାୟତାରେ ଅଭିଷେକ ନା କେବଳ ନୂଆ ଗୋଡ଼ ପାଇଲେ ବରଂ ଜୀବନ ବଞ୍ଚିବା ପାଇଁ ତାଙ୍କୁ ମିଳିଲା ନୂଆ ପ୍ରେରଣା। ଅଭିଷେକ ଆଜି ନିଜ ସାଙ୍ଗ ସାଥୀଙ୍କ ସହ ସାଧାରଣ ଜୀବନ ବିତାଇବାକୁ ସମର୍ଥ ହୋଇଛନ୍ତି।

ସୂଚନା ଅନୁସାରେ, ଅଭିଷେକ ସମ୍ପ୍ରତି କେନ୍ଦୁଝରର ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନିର କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ଅଧ୍ୟୟନରତ। ଆଶ୍ରାବାଡ଼ି ବିନା ଗୋଟିଏ ପାଦ ଚାଲିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ଶାରୀରିକ ଅକ୍ଷମତା ଠାରୁ ବଳିଯାଉଥିଲା ଅନ୍ୟମାନଙ୍କ ଟାହି ଟାପରା ଆଉ ତାଙ୍କ ଅକ୍ଷମତାକୁ ନେଇ ଅଯାଚିତ ଆଲୋଚନା। ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଅକ୍ଷମତା ଓ ଅସହାୟତା ତାଙ୍କ ସହଚର ହେବ ବୋଲି ଅଭିଷେକ ନିଶ୍ଚିତ ହୋଇଯାଇଥିଲେ। କିନ୍ତୁ ଏହି ସମୟରେ ତାଙ୍କୁ ପାଇଁ ନୂଆ ସମ୍ଭାବନା ଆଣିଥିଲା ବିଜୁ ଜନତା ଦଳ। କିଛି ଦିନ ତଳେ କୌଣସି କାମରେ ଧରଣୀଧର ମହାବିଦ୍ୟାଳୟ ଆସିଥିବା ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ପଟ୍ଟନାୟକ ଅଭିଷେକଙ୍କୁ ଭେଟି ଥିଲେ। ତାଙ୍କ ଠାରୁ ସବୁ ଘଟଣା ଜାଣିବା ପରେ ଓଡ଼ିଶା ମୋ ପରିବାରର ଜିଲ୍ଳା ସଂଯୋଜକ ପ୍ରଦୀପ ସାହୁଙ୍କ ସହଯୋଗ ନିଆଯାଇଥିଲା। ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କ ନିକଟରେ କଥା ପହଞ୍ଚିଥିଲା। ଯେମିତି ବି ହେଉ ଅଭିଷେକଙ୍କ ପାଇଁ ଏକ କୃତ୍ରିମ ଅଙ୍ଗ ଯୋଗାଡ଼ କରିବା ପାଇଁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଅଭିଷେକଙ୍କୁ କେନ୍ଦୁଝରରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଅତ୍ୟାଧୁନିକ ଥଇଥାନ କେନ୍ଦ୍ରକୁ ଅଣାଯାଇ କୃତ୍ରିମ ଗୋଡ଼ ପ୍ରସ୍ତୁତି ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ପ୍ରଥମ ଥର ପାଇଁ ଜଣେ ଭିନ୍ନକ୍ଷମ ପିଲାଙ୍କୁ ସ୍ୱାବଲମ୍ବି କରିବା ନିମନ୍ତେ ଓଡ଼ିଶା ମୋ ପରିବାର ଦୁଇ ଲକ୍ଷ ଟଙ୍କା ବ୍ୟୟରେ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରାଯାଇଥିଲା। ଓଡ଼ିଶା ମୋ ପରିବାରର ବଦାନ୍ୟତା ଫଳରେ ଅଭିଷେକ ଆଜି ସ୍ୱାଭାବିକ ଜୀବନ ବଞ୍ଚିବା ପାଇଁ ସମର୍ଥ ହୋଇଛନ୍ତି। ଅଭିଷେକ କହିଛନ୍ତି, ଗୋଟିଏ ଗୋଡ଼ ହରାଇବା ପରେ ବର୍ଷ ବର୍ଷ ଧରି ଅକ୍ଷମ ଜୀବନ ବଞ୍ଚିବାକୁ ବାଧ୍ୟ ହୋଇଥିଲି। ଏତେ ଟଙ୍କା ଖର୍ଚ୍ଚ କରି କୃତ୍ରିମ ଗୋଡ଼ ଲଗାଇବା ମୋ ପରିବାର ପକ୍ଷରେ ସମ୍ଭବ ନଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନିର୍ଦ୍ଦେଶକ୍ରମେ ଗଢ଼ା ଯାଇଥିବା ସାମାଜିକ ଅନୁଷ୍ଠାନ ଓଡ଼ିଶା ମୋ ପରିବାର ପାଇଁ ମୁଁ ଆଜି ବିନା ଆଶ୍ରାବାଡ଼ିରେ ଚାଲିବା ପାଇଁ ସକ୍ଷମ ହୋଇଛି। ଅନ୍ୟମାନଙ୍କ ଭଳି ମୁଁ ମଧ୍ୟ ଜୀବନରେ କିଛି କରିବା ପାଇଁ ଆତ୍ମବିଶ୍ୱାସ ହାସଲ କରିଛି। ଏଥିପାଇଁ ଅନୁଷ୍ଠାନର ମୁଖ୍ୟ ଅରୂପ ପଟ୍ଟନାୟକଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍‍ ହେବ ବୋଲି ସେ କହିଛନ୍ତି।

ରକ୍ତର ଅଭାବ ଦୂର ପାଇଁ ମୁଖ୍ଯମନ୍ତ୍ରୀ ଦେଇଥିବା ଡାକରା ଆନ୍ଦୋଳନରେ ପରିଣତ ହୋଇଛି, ସ୍ବେଚ୍ଛାକୃତ ଭାବେ ଆଗେଇ ଆସୁଛନ୍ତି ଦୃଷ୍ଟିବାଧିତ ଓ ଭିନ୍ନକ୍ଷମ ବ୍ଯକ୍ତି
ଭୁବନେଶ୍ବର: ରାଜ୍ଯରେ ରକ୍ତର ଅଭାବ ଦୂର କରିବା ପାଇଁ  ମୁଖ୍ଯମନ୍ତ୍ରୀ ଦେଇଥିବା ଡାକରା ଏବେ ଏକ ଆନ୍ଦୋଳନରେ ପରିଣତ ହୋଇଛି। ସମଗ୍ର ଦେଶ ମହାମାରୀ ସହ ଲଢୁଛି। ଏହି ସଙ୍କଟ ସମୟରେ ରକ୍ତର ଅଭାବ ନ ଦେଖାଯାଏ ସେ ନେଇ ଓଡ଼ିଶା – ମୋ ପରିବାର ପକ୍ଷରୁ କୋଭିଡ ଗାଇଡଲାଇନ ପାଳନ କରି ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରକ୍ତଦାନ କାର୍ଯ୍ଯକ୍ରମ ଚାଲିଛି।

ଜନ୍ମଦିନ ହେଉ କିମ୍ବା ବିବାହ ବାର୍ଷିକି ଉତ୍ସବ। ଏହି ଦିନଟିକୁ ନିଆରା କରିବା ପାଇଁ କେହିକେହି ନିଜେ ଯାଇ ଡାକ୍ତରଖାନାରେ ସ୍ବେଚ୍ଛାକୃତ ରକ୍ତଦାନ କରୁଥିବା ବେଳେ ଆଉ କେହି  ସ୍ବତନ୍ତ୍ର କ୍ଯାମ୍ପ କରି ରକ୍ତଦାନ କାର୍ଯ୍ଯକ୍ରମ ଆୟୋଜନ କରୁଛନ୍ତି। ରକ୍ତଦାନ କରିବା ପାଇଁ ସ୍ବେଚ୍ଛାକୃତ ଭାବେ ଆଗେଇ ଆସୁଛନ୍ତି ସବୁବର୍ଗର ଲୋକେ। ଏବେ ଏହି ରକ୍ତଦାନ କ୍ଷେତ୍ରରେ ନୂଆ ପୃଷ୍ଠା ଯୋଡିହୋଇଛି। କିଛି ଦିନ ତଳେ ୨ ଜଣ ଦୃଷ୍ଟିବାଧିତ ଓଡ଼ିଶା-ମୋ ପରିବାରର ଜୀବନ ବିନ୍ଦୁ ରକ୍ତଦାନ ଅଭିଯାନରେ ସାମିଲ ହୋଇ ରକ୍ତଦାନ କରିଥିବା ବେଳେ ପୁଣିଥରେ ଆଗେଇ ଆସିଛନ୍ତି   ଭିନ୍ନକ୍ଷମ ବ୍ୟକ୍ତିମାନେ।

ମୂଲ୍ୟବାନ ଜୀବନର ସୁରକ୍ଷା ପାଇଁ ରକ୍ତଦାନ କରିବାକୁ ଆଗେଇ ଆସିଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ମୋର ସାଧୁବାଦ ଓ କୃତଜ୍ଞତା ଜଣାଉଛି। ସେମାନଙ୍କ ଏପରି ମହତ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବା ସହ @MoParivarOdisha @jibanbindu ଶିବିର ଆୟୋଜନର ଲକ୍ଷ୍ୟକୁ ସଫଳ କରୁଛି। #OdishaCares https://t.co/0fcvyEx0A7

— Naveen Patnaik (@Naveen_Odisha) July 16, 2021

ଓଡ଼ିଶା-ମୋ ପରିବାର ପକ୍ଷରୁ ଆୟୋଜିତ ଜୀବନ ବିନ୍ଦୁ ଶିବିରରେ ଦୃଷ୍ଟିବାଧିତ କାହ୍ନୁଚରଣ ସାହୁ ଏବଂ ବଂଶୀଧର ପ୍ରଧାନ ସ୍ୱତଃପ୍ରୋତ ଭାବେ ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି। ଲୋକଙ୍କ ଜୀବନ ରକ୍ଷା ପାଇଁ ସେମାନଙ୍କ ଏହି ମାନବୀୟ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। pic.twitter.com/DrQmFV765W

— Naveen Patnaik (@Naveen_Odisha) July 14, 2021

ଏ ନେଇ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସାଧୁବାଦ ଓ କୃତଜ୍ଞତା ଜଣାଇଛନ୍ତି। ମୂଲ୍ୟବାନ ଜୀବନର ସୁରକ୍ଷା ପାଇଁ ରକ୍ତଦାନ କରିବାକୁ ଆଗେଇ ଆସିଥିବା ମହତ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି।

ସୂଚନା ଅନୁଯାୟୀ, କୋଭିଡ ମହାମାରୀ ସମୟରେ ୧୦ ମାସ ମଧ୍ୟରେ ୧ ଲକ୍ଷରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି। ଏହି ମହତ କାର୍ଯ୍ଯକୁ ସଫଳ କରିବା ଦିଗରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ସମସ୍ତ ସଦସ୍ୟ, ରକ୍ତଦାତା, ସ୍ବେଚ୍ଛାସେବୀ ଏବଂ ବ୍ଲଡ ବ୍ୟାଙ୍କ ଅଧିକାରୀଙ୍କୁ ମୁଖ୍ଯମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

ରକ୍ତ ଦେଇ ଉଦାହରଣ ସୃଷ୍ଟି କଲେ ଦୁଇ ଦୃଷ୍ଟିବାଧିତ: ଜୀବନ ରକ୍ଷା ପାଇଁ ଏହି ମାନବୀୟ କାର୍ଯ୍ଯ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କାହାରିକୁ ଦେଖି ପାରନ୍ତିନି, କିନ୍ତୁ ବୁଝି ପାରନ୍ତି ଆଉ ଅନୁଭବ କରିପାରନ୍ତି ରକ୍ତ ଅଭାବକୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା-ମୋ ପରିବାର ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ ଶିବିର ଆୟୋଜନ ହେଉଛି । ଜୀବନ ବିନ୍ଦୁ ଶିବିରରେ ସଂଗୃହୀତ ରକ୍ତ ବଞ୍ଚାଉଛି ଅନେକ ରୋଗୀଙ୍କ ଜୀବନ। ଗତକାଲି ଓଡ଼ିଶା-ମୋ ପରିବାରର ଜୀବନ ବିନ୍ଦୁ ରକ୍ତଦାନ ଅଭିଯାନରେ ସାମିଲ୍ ହୋଇଛନ୍ତି ଦୁଇ ଜଣ ଦୃଷ୍ଟିବାଧିତ । ୨ ଜଣ ଦୃଷ୍ଟିବାଧିତ ହେଲେ କାହ୍ନୁଚରଣ ସାହୁ ଓ ବଂଶୀଧର ପ୍ରଧାନ।

ଓଡ଼ିଶା-ମୋ ପରିବାର ପକ୍ଷରୁ ଆୟୋଜିତ ଜୀବନ ବିନ୍ଦୁ ଶିବିରରେ ଦୃଷ୍ଟିବାଧିତ କାହ୍ନୁଚରଣ ସାହୁ ଏବଂ ବଂଶୀଧର ପ୍ରଧାନ ସ୍ୱତଃପ୍ରୋତ ଭାବେ ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି। ଲୋକଙ୍କ ଜୀବନ ରକ୍ଷା ପାଇଁ ସେମାନଙ୍କ ଏହି ମାନବୀୟ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। pic.twitter.com/DrQmFV765W

— Naveen Patnaik (@Naveen_Odisha) July 14, 2021

ସେ ସ୍ୱେଚ୍ଛାକୃତ ଭାବେ ସାମିଲ୍ ହୋଇ ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । ଲୋକଙ୍କ ଜୀବନ ରକ୍ଷା ପାଇଁ ସେମାନଙ୍କ ଏହି ମାନବୀୟ କାର୍ଯ୍ଯ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।