Terrorist Attacks - The Sakala

ମୁମ୍ବଇରେ ଆତଙ୍କବାଦୀଙ୍କ ଆକ୍ରମଣ ଧମକ
ମୁମ୍ବଇ: ମୁମ୍ବଇରେ ଆକ୍ରମଣ କରିବାକୁ ଖଲିସ୍ତାନୀ ଆତଙ୍କବାଦୀ ଧମକ ଦେଇଛନ୍ତି । ଏହା ପରେ ପୁଲିସ ସହରର ସୁରକ୍ଷାବ୍ୟବସ୍ଥାକୁ କଡ଼ାକଡ଼ି କରିଦେଇଛି। ରେଳ ଷ୍ଟେସନ ସମେତ ଅନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ସୁରକ୍ଷା କଡ଼ାକଡ଼ି ।କରୋନା ସଙ୍କଟ ଭିତରେ ମୁମ୍ବାଇ ଉପରେ ପୁଣି ଏକ ଆତଙ୍କବାଦୀ ଆକ୍ରମଣ ଭୟ ।

ନୂଆବର୍ଷର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାରଠାରୁ ସମସ୍ତ ପୁଲିସ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି। ମୁମ୍ବଇରେ ମୁତୟନ ପ୍ରତ୍ୟେକ ପୁଲିସ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି। ସହରରେ ଖଲିସ୍ତାନୀ ଆତଙ୍କବାଦୀ ଆକ୍ରମଣ କରିବାର ସୂଚନା ମିଳିବା ପରଠାରୁ ପୁଲିସ ଆଲର୍ଟ ରହିଛି। ଗୁଇନ୍ଦା ରିପୋର୍ଟରୁ ଆକ୍ରମଣ ଯୋଜନା ଥିବା ସୂଚନା ମିଳିଥିବାରୁ ଗେଟ୍ ଓ୍ବେ ଅଫ୍ ଇଣ୍ଡିଆ ଓ ମେରାଇନ ଡ୍ରାଇଭ ଏରିଆରେ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି । ମୁମ୍ବାଇ ସମେତ ପୂରା ମହାରାଷ୍ଟ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

କାବୁଲ ଏୟାରପୋର୍ଟକୁ ଆତଙ୍କୀ ଆକ୍ରମଣ ଆଶଙ୍କା: ଫସିରହିଥିବା ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କଲା ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ
କାବୁଲ: ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଜାରି ରହିଛି। ତାଲିବାନୀଙ୍କଠରୁ ରକ୍ଷା ପାଇବା ପାଇଁ ଉଭୟ ଆଫଗାନ ଓ ବିଦେଶୀ ନାଗରିକ ଦେଶ ଛାଡ଼ିବାକୁ କାବୁଲ ଏୟାରପୋର୍ଟରେ  ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଏୟାରଲିଫ୍ଟ ମଧ୍ୟ ଜାରି ରହିଛି। ତଥାପି ହଜାର ହଜାର ଲୋକ ଏବେ ବି ଉଦ୍ଧାର ଅପେକ୍ଷାରେ ରହିଛନ୍ତି। ଏସବୁ ଭିତରେ କାବୁଲ ଏୟାରପୋର୍ଟରେ ଜମି ଥିବା ଭିଡ଼ ଉପରେ ଆତଙ୍କୀ ଆକ୍ରାମଣର ଭୟ ସୃଷ୍ଟି ହୋଇଛି।

କାବୁଲସ୍ଥିତ ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦର ଫାଟକ ନିକଟରୁ ତୁରନ୍ତ ଦୂରକୁ ଚାଲିଯିବାକୁ ଆମେରିକା ବୈଦେଶିକ ବିଭାଗ ନିଜ ଦେଶର ନାଗରିକଙ୍କୁ ସତର୍କ ସୂଚନା ଜାରି କରିଛି। ତାଲିବାନ ପଟୁ ଆକ୍ରମଣ ଆଶଙ୍କା ବୃଦ୍ଧି ଦୃଷ୍ଟିରୁ ଆମେରିକା ଏଭଳି ପଦକ୍ଷେପ ଗ୍ରହଣ କରିଛି। ଆମେରିକା ଦୂତାବାସ ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି ଯେ କାବୁଲ ବିମାନ ବନ୍ଦରର ଆବେ ଫାଟକ, ପୂର୍ବ ପଟ ଫାଟକ ଏବଂ ଉତ୍ତର ଫାଟକ ନିକଟରେ ଥିବା ଆମେରିକା ନାଗରିକ ତୁରନ୍ତ ସେହି ସମସ୍ତ ସ୍ଥାନଛାଡି ଦୂରକୁ ଚାଲିଯାଆନ୍ତୁ। କାବୁଲ ବିମାନ ବନ୍ଦରରେ ଆକ୍ରମଣ ବିପଦ ଆଶଙ୍କା ରହିଥିବାରୁ ଆମେରିକା ନାଗରିକ ସଂପ୍ରତି ବିମାନ ବନ୍ଦରକୁ ଆସନ୍ତୁ ନାହିଁ। ସେମାନଙ୍କୁ ଆମେରିକା ସରକାରଙ୍କ ନିକଟରୁ ବ୍ୟକ୍ତିଗତ ଭାବେ ବିମାନ ବନ୍ଦରକୁ ଆସିବାକୁ ସୂଚନା ଦିଆନଯିବା ପର୍ଯ୍ଯନ୍ତ ସେମାନେ ସେଠାରୁ ଦୂରେଇ ରହିବା ଜରୁରୀ ହୋଇପଡିଛି। ଇତିମଧ୍ୟରେ ତାଲିବାନ ଆତଙ୍କିମାନେ କାବୁଲ ବିମାନ ବନ୍ଦର ବାହାରେ ସେମାନଙ୍କ ଉପସ୍ଥିତି ବୃଦ୍ଧି କରିବା ସହିତ ଉକ୍ତ ଅଞ୍ଚଳ ନିଜ ନିୟନ୍ତ୍ରଣକୁ ନେଇସାରିଛନ୍ତି। ଏହାଦ୍ୱାରା ଆଫଗାନିସ୍ତାନରୁ ବହୁ ସଂଖ୍ୟାରେ ଲୋକଙ୍କୁ ବିମାନ ବନ୍ଦର ଦେଇ ଅନ୍ୟତ୍ର ସ୍ଥାନାନ୍ତର କରିବା ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି।

ବ୍ରିଟେନ ଓ ଅଷ୍ଟ୍ରେଲିଆ ପକ୍ଷରୁ ମଧ୍ଯ ସତର୍କ ସୂଚନା ଜାରି କରାଯାଇଛି। ଆତଙ୍କବାଦୀମାନେ ହମଲା କରିବାକୁ ଥିବାରୁ ତୁରନ୍ତ ଏୟାରପୋର୍ଟ ଖାଲି କରିବାକୁ ଅଷ୍ଟ୍ରେଲିଆ ଓ ବ୍ରିଟେନ ପକ୍ଷରୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।

ସ୍ୱାଧୀନତା ଦିବସ ପୂର୍ବରୁ ଜାମ୍ମୁ ଓ କାଶ୍ମୀରରେ ରକ୍ତପାତ ଘଟାଇବା ଲାଗି ଯୋଜନା କରୁଛି ଆଇଏସଆଇ !
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଅଘଟଣ ଘଟାଇବାକୁ ହୀନ ଯୋଜନା କରୁଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ। ଜାମ୍ମୁ ଓ କାଶ୍ମୀରରେ ରକ୍ତପାତ ଘଟାଇବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା ଆଶଙ୍କା କରାଯାଉଛି। ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ନୂଆ ଆତଙ୍କବାଦୀ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ଯୋଜନା କରିଛନ୍ତି ପାକିସ୍ତାନ ଓ ଗୁଇନ୍ଦା ସଂସ୍ଥା ଆଇଏସଆଇ। ଏହା ସହ ବିଭିନ୍ନ ଆତଙ୍କବାଦୀ ସଂଗଠନକୁ କ୍ରିୟାଶୀଳ କରିବା ଲାଗି ବି କରାଯାଇଛି ଯୋଜନା। ଏହି ଖବର ପ୍ରକାଶ ପାଇବା ପରେ ଜାମ୍ମୁ ଓ କାଶ୍ମୀର ସୀମାନ୍ତ ଅଞ୍ଚଳରେ ନିରାପତ୍ତା ବାହିନୀ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ଗୁଇନ୍ଦା ଓ ନିରାପତ୍ତା ବିଭାଗ ରିପୋର୍ଟ ଅନୁସାରେ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ଲସକର-ଏ-ତଏବା, ଜୈସ-ଏ-ମହମ୍ମଦ, ଚେଲାବନ୍ଦୀ ମୁଜାଫରବାଦ ଓ ଅଲ ବାଦର ସଂଗଠନର ବୈଠକ ହୋଇଛି। ସୀମାରେ ଅନୁପ୍ରବେଶ, ବିଭିନ୍ନ ସ୍ଥାନରେ ଆତଙ୍କବାଦୀ କାଣ୍ଡ ଘଟାଇବା, ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ ଘଟାଇବା ଆଦି କାର୍ଯ୍ୟରେ ଆତଙ୍କବାଦୀ ସଂଗଠନ ନିୟୋଜିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ନିୟନ୍ତ୍ରଣ ରେଖାର ବିଭିନ୍ନ ନୂଆ ୮ଟି ରାସ୍ତାରେ ଅନୁପ୍ରବେଶ ଯୋଜନା କରାଯାଉଛି ବୋଲି ଗୁଇନ୍ଦା ସୂତ୍ରରୁ ପ୍ରକାଶ।

ଆତଙ୍କବାଦୀ ଆକ୍ରମଣରେ ପୁଣି ଦୋହଲିଲା ପାକିସ୍ତାନ
ପାକିସ୍ତାନ : ଆତଙ୍କବାଦୀ ଆକ୍ରମଣରେ ପୁଣି ଦୋହଲିଲା ପାକିସ୍ତାନ । ଚୀନ୍ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଏକ ବସକୁ ଆତଙ୍କବାଦୀ ଆଇଡି ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି । ଯେଉଁଥିରେ ୪ ଜଣ ଚୀନ୍ ଇଞ୍ଜିନିୟରଙ୍କ ସମେତ ମୋଟ ୮ ଜଣ ପ୍ରାଣ ହରାଇଛନ୍ତି । ନିହତଙ୍କ ମଧ୍ୟରେ ପାକ୍ ସେନାର ଯବାନ ମଧ୍ୟ ରହିଛନ୍ତି । ଏହି ସୈନିକ ଚୀନ୍ ଇଞ୍ଜିନିୟରଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେମାନଙ୍କ ସହିତ ଉକ୍ତ ବସରେ ଯାଉଥିଲେ । ପାକିସ୍ତାନର ଦାସୁ ବନ୍ଧରେ କାମ କରୁଥିବା ୩୦ ଜଣ ଇଞ୍ଜିନିୟରଙ୍କୁ ନେଇ ଏହି ବସ ଯାଉଥିଲା । ବସକୁ ଟାର୍ଗେଟ୍ କରି କରାଯାଇଥିବା ଏହି ବିସ୍ଫୋରଣରେ ୧୨ ଜଣରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଉଦବେଗଜନକ ଥିବା ଜଣାପଡ଼ିଛି । ଆହତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଦାସୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।

ସେଠାରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ । ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ମଧ୍ୟରେ ପାକିସ୍ତାନରେ ଏହା ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ । ମଙ୍ଗଳବାର ଦିନ ଖୈବର ପଖତୁନୱାଲା ପ୍ରଦେଶର ହଙ୍ଗୁରେ ପାକିସ୍ତାନୀ ସେନା ଉପରେ ତେହରିକ୍-ଏ-ତାଲିବାନର ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ କ୍ୟାପ୍ଟେନଙ୍କ ସମେତ ୧୨ ଜଣ ପ୍ରାଣ ହରାଇଥିଲେ । ଆତଙ୍କବାଦୀ ମଧ୍ୟ କିଛି ସୈନିକଙ୍କ ଅପହରଣ କରିଥିବା ଜଣା ପଡିଛି ।